ଶୋଇଲା ବେଳେ ଏହି ଦିଗ ପ୍ରତି ଦିଅନ୍ତୁ ଧ୍ୟାନ
ସାରା ରାଜ୍ୟରେ ଶୀତର ଲହରୀ । ଫେବୃଆରୀ ଶେଷ ସପ୍ତାହ ପର୍ଯ୍ୟନ୍ତ ଥଣ୍ଡାର ପ୍ରକୋପ ରହିବ ବୋଲି ପାଣିପାଗ ବିଶେଷଜ୍ଞ ଅନୁମାନ କରାଯାଉଛି । ଶୀତ ଋତୁରେ ଶୀତକୁ ସମସ୍ତେ ଉପଭୋଗ କରନ୍ତି । ଏ ଦିନରେ ସମସ୍ତେ କମଳ ଘୋଡ଼ି ହୋଇ ଶୋଇବା ସାଧାରଣ କଥାଟେ । କିନ୍ତୁ କୋତୋଟି ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ ।
- କମ୍ବଳକୁ ମୁହଁ ଘୋଡେ଼ଇ ଶୁଅନ୍ତୁନି । ଏମିତି କଲେ ମସ୍ତିଷ୍କକୁ ଅମ୍ଳଜାନ ମିଳେନି, ମସ୍ତିଷ୍କ ଠିକ୍ ଭାବେ କାମ ମଧ୍ୟ କରିନଥାଏ ।
- ମୁହଁ ଘୋଡ଼ାଇ ରୁମ୍ ହିଟର ଲଗାଇ ଶୋଇଲେ ଶରୀରରେ ରକ୍ତ ସଂଚାଳନ ବି ଠିକ୍ ଭାବେ ହୁଏନି ।
- ଏମିତି ଭାବେ ଶୋଇଲେ ଆମେ ନିଶ୍ୱାସରେ ଧୂଳିକଣା ନେଇଥାଉ, ପରେ ଏହି କାରଣରୁ ତ୍ୱଚା ସଂକ୍ରମଣ ରୋଗ ହେବା ଭୟ ବଢେ ।
- କେତେ ଜଣ ମୋଜା ପିନ୍ଧି ବି ରାତିରେ ଶୁଅନ୍ତି । ଏଥିପାଇଁ ମଧ୍ୟ ରକ୍ତ ସଂଚାଳନ ବାଧା ପ୍ରାପ୍ତ ହୁଏ ।
Powered by Froala Editor