Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, May 11, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ ...

  • ‘ଅପରେଶନ ସିନ୍ଦୂର’ ଫିଲ୍ମର ପୋଷ୍ଟର ଜାରି

  • ପ୍ରେମିକାକୁ ଧୋକା ଦେଇପାରିବିନି, ବାହା ...

  • ଯୁଦ୍ଧ ବିରତି ଭାଙ୍ଗିଲା ପାକିସ୍ତାନ, ଭାରତ ...

  • ଭାରତ ସହମତ, ଯୁଦ୍ଧବିରତି ଘୋଷଣା

  • ଆଗୁଆ ଭାରତକୁ ଶାନ୍ତି ପାଇଁ ନିବେଦନ କଲା ...

  • ପରମାଣୁ ଅସ୍ତ୍ର ବ୍ୟବହାର ନେଇ ଏହା କହିଲେ ...

  • ଆତଙ୍କୀ ଲଞ୍ଚପ୍ୟାଡ୍‌କୁ ଧ୍ବଂସ କଲା ...

  • ଭାରତ-ପାକିସ୍ତାନ ଉତ୍ତେଜନା: ଜମ୍ମୁ ଏବଂ ...

  • ତରଭୁଜ ଖାଇବା ପରେ ଏସବୁ ଖାଇବା ମନା

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ନାଜାଲ୍ ଟିକାକୁ ଜରୁରୀକାଳୀନ ବ୍ୟବହାର ଅନୁମତି

ନାଜାଲ୍ ଟିକାକୁ ଜରୁରୀକାଳୀନ ବ୍ୟବହାର ଅନୁମତି

2022-11-25 18:36:13
14555
Share:
Facebook
Twitter
E-Mail
WhatsApp
Telegram
ନାଜାଲ୍ ଟିକାକୁ ଜରୁରୀକାଳୀନ ବ୍ୟବହାର ଅନୁମତି

ନାକରେ ପଡ଼ୁଥିବା କରୋନା ଟିକା ଇନକୋଭାକ୍ ଭ୍ୟାକ୍ସିନକୁ ଜୁରରୀକାଳୀନ ବ୍ୟବହାର ଅନୁମତି ମିଳିଛି । ଭାରତ ବାଓଟେକ୍‌ର ଇଣ୍ଟ୍ରାନାଜାଲ କୋଭିଡ୍-୧୯ ବୁଷ୍ଟୋର ଡୋଜ୍‌କୁ ମଞ୍ଜୁରୀ ପ୍ରଦାନ କରିଛି ଡିସିଜିଆଇ । ଏହି ଟିକାକୁ ଅନୁମତି ମିଳିବା ପରେ ଦେଶରେ ଟିକାକରଣ ଆହୁରି ସହଜ ଓ ଦ୍ରୁତ ହୋଇପାରିବ । ଏହି ବୁଷ୍ଟର ଡୋଜ୍ କୋଭିଡ୍ ସଂକ୍ରମଣରୁ ରକ୍ଷା କରିବ । କୋଭିଡ୍ ଦ୍ବିତୀୟ ଡୋଜ୍ ନେବାର ୬ମାସ ପରେ ଏହି ନୋଜଲ ଭ୍ୟାକ୍ସିନ ନେଇ ପାରବେ ।

ରିପୋର୍ଟ ଅନୁଯାୟୀ, ଗତ ସେପ୍ଟେମ୍ବର ମାସରେ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ପକ୍ଷରୁ ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର ଅନୁମତି ଦିଆଯାଇଥିଲା । ଏହି ଭ୍ୟାକ୍ସିନକୁ ନାକ ଜରିଆରେ ବ୍ୟବହାର କରାଯାଉଥିବାରୁ ଏହା ବେଶ୍ ପ୍ରଭାବଶାଳୀ । ଇନକୋଭାକ୍ ଭାରତ ପ୍ରଥମ ନୋଜେଲ୍ ଭ୍ୟାକ୍ସିନ । ଏହାକୁ ଭାରତ ବାଓଟେକ୍ ବିକଶିତ କରିଛି । ଏହି ମେଡିସିନକୁ ବୟସ୍କଙ୍କ କ୍ଷେତ୍ରରେ ଜରୁରୀକାଳୀନ ବ୍ୟବହାର କରାଯିବ । କୋଭାକ୍ସିନ୍ ଓ କୋଭିସିଲ୍ଡ ଭଳି ଏହି ନୋଜଲ୍ ଭ୍ୟାକ୍ସିନ ଉପଯୋଗୀ । ChAd-SARS-CoV-2-Sର ଇଣ୍ଟ୍ରାନାଜାଲ ଟିକାକରଣ ପରେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ିବ ।



Powered by Froala Editor

Tags nasal

Related articles Odisha News Lens 4.1

  • ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି, ଅପରେଶନ ପାଇଁ ଭାରତୀୟ ସେନା ପ୍ରସ୍ତୁତ
    ଦେଶ-ଦେଶାନ୍ତର

    ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି, ଅପରେଶନ ପାଇଁ ଭାରତୀୟ ସେନା ପ୍ରସ୍ତୁତ

    15148
    May 10, 2025
  • ଯୁଦ୍ଧ ବିରତି ଭାଙ୍ଗିଲା ପାକିସ୍ତାନ, ଭାରତ ସୀମାରେ ଗୁଳି ବର୍ଷଣ
    ଦେଶ-ଦେଶାନ୍ତର

    ଯୁଦ୍ଧ ବିରତି ଭାଙ୍ଗିଲା ପାକିସ୍ତାନ, ଭାରତ ସୀମାରେ ଗୁଳି ବର୍ଷଣ

    14592
    May 10, 2025
  • ‘ଅପରେଶନ ସିନ୍ଦୂର’ ଫିଲ୍ମର ପୋଷ୍ଟର ଜାରି
    ମନୋରଞ୍ଜନ

    ‘ଅପରେଶନ ସିନ୍ଦୂର’ ଫିଲ୍ମର ପୋଷ୍ଟର ଜାରି

    15076
    May 10, 2025
  • ଆଗୁଆ ଭାରତକୁ ଶାନ୍ତି ପାଇଁ ନିବେଦନ କଲା ପାକିସ୍ତାନ
    ଦେଶ-ଦେଶାନ୍ତର

    ଆଗୁଆ ଭାରତକୁ ଶାନ୍ତି ପାଇଁ ନିବେଦନ କଲା ପାକିସ୍ତାନ

    15529
    May 10, 2025
  • ଭାରତ-ପାକିସ୍ତାନ ଉତ୍ତେଜନା: ଜମ୍ମୁ ଏବଂ ପଞ୍ଜାବ ଅଞ୍ଚଳରେ ରାତିରେ ଟ୍ରେନ ଚଳାଚଳ ବନ୍ଦ ...
    ଦେଶ-ଦେଶାନ୍ତର

    ଭାରତ-ପାକିସ୍ତାନ ଉତ୍ତେଜନା: ଜମ୍ମୁ ଏବଂ ପଞ୍ଜାବ ଅଞ୍ଚଳରେ ରାତିରେ ଟ୍ରେନ ଚଳାଚଳ ବନ୍ଦ ...

    14504
    May 10, 2025
  • ପରମାଣୁ ଅସ୍ତ୍ର ବ୍ୟବହାର ନେଇ ଏହା କହିଲେ ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ
    ଦେଶ-ଦେଶାନ୍ତର

    ପରମାଣୁ ଅସ୍ତ୍ର ବ୍ୟବହାର ନେଇ ଏହା କହିଲେ ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ

    14044
    May 10, 2025
  • ଭାରତ ସହମତ, ଯୁଦ୍ଧବିରତି ଘୋଷଣା
    ଦେଶ-ଦେଶାନ୍ତର

    ଭାରତ ସହମତ, ଯୁଦ୍ଧବିରତି ଘୋଷଣା

    15187
    May 10, 2025
  • ପ୍ରେମିକାକୁ ଧୋକା ଦେଇପାରିବିନି, ବାହା ବେଦୀରୁ ଉଠି ପଳାଇଲା ବର
    ଦେଶ-ଦେଶାନ୍ତର

    ପ୍ରେମିକାକୁ ଧୋକା ଦେଇପାରିବିନି, ବାହା ବେଦୀରୁ ଉଠି ପଳାଇଲା ବର

    15462
    May 10, 2025
  • ଆତଙ୍କୀ ଲଞ୍ଚପ୍ୟାଡ୍‌କୁ ଧ୍ବଂସ କଲା ଭାରତୀୟ ସେନା
    ଦେଶ-ଦେଶାନ୍ତର

    ଆତଙ୍କୀ ଲଞ୍ଚପ୍ୟାଡ୍‌କୁ ଧ୍ବଂସ କଲା ଭାରତୀୟ ସେନା

    14372
    May 10, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପ୍ରେମିକାକୁ ଧୋକା ଦେଇପାରିବିନି, ବାହା ବେଦୀରୁ ଉଠି ପଳାଇଲା ବର

    15462
    May 10, 2025
  • ଦେଶ-ଦେଶାନ୍ତର

    ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି, ଅପରେଶନ ପାଇଁ ଭାରତୀୟ ସେନା ପ୍ରସ୍ତୁତ

    15148
    May 10, 2025
  • ବିଶେଷ

    ତରଭୁଜ ଖାଇବା ପରେ ଏସବୁ ଖାଇବା ମନା

    15078
    May 10, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16594
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16880
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15430
    Apr 03, 2021

ବିଶେଷ

  • ତରଭୁଜ ଖାଇବା ପରେ ଏସବୁ ଖାଇବା ମନା

    15078
    May 10, 2025
  • ସପୁରୀ ରସ ଆଖି ପାଇଁ ବେଶ ଲାଭଦାୟକ

    14985
    May 10, 2025
  • ଅନେକ ରୋଗକୁ ମୁକ୍ତି ଦେଇଥାଏ କାଜୁ

    14932
    May 08, 2025
  • ସନ୍ତୁଳିତ ଖାଦ୍ୟ ଖାଆନ୍ତୁ, ଡିିପ୍ରେସନରୁ ଦୂରେଇ ରୁହନ୍ତୁ

    14601
    May 07, 2025
  • ଘର ପରିସ୍ଥିତିକୁ ବଦଳାଇବ କ୍ରିଷ୍ଟାଲ୍‌ ଲୋଟସ୍‌

    14715
    May 07, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16257
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13973
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14766
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15293
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ‘ଅପରେଶନ ସିନ୍ଦୂର’ ଫିଲ୍ମର ପୋଷ୍ଟର ଜାରି

    15076
    May 10, 2025
  • ପରମାଣୁ ଅସ୍ତ୍ର ବ୍ୟବହାର ନେଇ ଏହା କହିଲେ ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ

    14044
    May 10, 2025
  • ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି, ଅପରେଶନ ପାଇଁ ଭାରତୀୟ ସେନା ପ୍ରସ୍ତୁତ

    15148
    May 10, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In