Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, October 03, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ...

  • ଶକ୍ତିଶାଳୀ ଭୂକମ୍ପ: ୨୨ ମୃତ

  • ରେପୋ ରେଟକୁ ୫.୫ ପ୍ରତିଶତରେ ...

  • ବିଜେପି ନେତା ବିଜୟ ମଲହୋତ୍ରାଙ୍କ ପରଲୋକ

  • ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ

  • ତାପଜ ଶକ୍ତି କେନ୍ଦ୍ରରେ ନିର୍ମାଣାଧୀନ ...

  • ଇଣ୍ଡିଗୋ ବିମାନରେ ବୋମା ଧମକ

  • ସେନା ଘାଟି ଉପରେ ବିସ୍ଫୋରଣ

  • ବେଡ୍‌ରୁମରେ ଲଗାନ୍ତୁ ଏହି ରଙ୍ଗ

  • ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ......

ବିଶେଷ
Home ›› ବିଶେଷ ››ରାତିରେ ସାଲାଡ ଖାଉଥିଲେ, ବଦଳାଇ ଦିଅନ୍ତୁ ଏହି ଅଭ୍ୟାସ

ରାତିରେ ସାଲାଡ ଖାଉଥିଲେ, ବଦଳାଇ ଦିଅନ୍ତୁ ଏହି ଅଭ୍ୟାସ

2022-10-06 05:11:50
16194
Share:
Facebook
Twitter
E-Mail
WhatsApp
Telegram
ରାତିରେ ସାଲାଡ ଖାଉଥିଲେ, ବଦଳାଇ ଦିଅନ୍ତୁ ଏହି ଅଭ୍ୟାସ

ଓଜନ ହ୍ରାସ ପାଇଁ ସଭିଁଙ୍କ ଇଚ୍ଛା। ଏଥିପାଇଁ ଭିନ୍ନ ଭିନ୍ନ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ବିଶେଷ କରି ଓଜନ ହ୍ରାସ ପାଇଁ ଇଚ୍ଛୁକ ଥିବା ବ୍ୟକ୍ତି ବିଶେଷ ସାଲାଡ୍‍ର ନିଶ୍ଚିତ ସେବନ କରିଥାଆନ୍ତି। ଆଜ୍ଞା ହଁ ଖାଦ୍ୟ ଖାଇବାର ୩୦ ମିନିଟ୍‍ ପୂର୍ବରୁ ଏକ ପ୍ଲେଟ ସାଲାଡ ଖାଇବା ଦ୍ୱାରା ଭୋକର ମାତ୍ରା ମଧ୍ୟ କମ ହୋଇଥାଏ। ଫଳରେ ବ୍ୟକ୍ତିଙ୍କ ଓଜନ ମଧ୍ୟ ବୃଦ୍ଧି ହୋଇନଥାଏ। ସାଲାଡ୍ରେ  ଥିବା ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଉପକାରୀ। ମାତ୍ର ଅନେକ ଥର ସାଲାଡକୁ ସ୍ୱାଦିଷ୍ଟ କରିବା ପାଇଁ ଖାଇବା ସମୟରେ ଜାଣତରେ ଅଜାଣତରେ କରୁଥିବା ଭୁଲ୍‍ ପାଇଁ ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ବଦଳରେ କ୍ଷତି କରିଥାଏ। 

ଜାଣନ୍ତୁ ସେହି ଭୁଲ୍‍ ବିଷୟରେ ..
ରାତି ସମୟରେ ଫଳ ସାଲାଡ ଅନେକ ଖାଇଥାଆନ୍ତି। ଏହି ଅଭ୍ୟାସ ଥିଲେ ତୁରନ୍ତ ବଦଳାଇ ଦିଅନ୍ତୁ। ଫଳ ସାଲାଡ ଖାଇବାର ସଠିକ୍‍ ସମୟ ଦିନ। ଏହାସହ ଖାଦ୍ୟ ଖାଇବାର ପରେ ମଧ୍ୟ ଫଳ ସାଲାଡ ଖାଇବା ଉଚିତ ନୁହେଁ। ଏହାଦ୍ୱାରା ରକ୍ତରେ ଶର୍କରାର ମାତ୍ରା ଅଧିକ ହୋଇଥାଏ।
କେତେକ ଲୋକେ ଟମାଟୋ ଓ କାକୁଡିର ରାଇତା ପ୍ରସ୍ତୁତ କରି ଖାଇଥାଆନ୍ତି। ଆପଣ ମଧ୍ୟ ଯଦି ଟମାଟୋ ଓ କାକୁଡିରେ ଦହି ମିଶାଇ ଖାଉଥିବେ, ତେବେ ଏହି ଅଭ୍ୟାସ ତୁରନ୍ତ ବଦଳାଇ ଦିଅନ୍ତୁ। ଏହା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇବା ସହ ଖାଦ୍ୟକୁ ଭଲ ଭାବେ ହଜମ ହେବାକୁ ଦେଇନଥାଏ। ଏହା ଖାଇବା ଦ୍ୱାରା ଏସିଡିଟି ସମସ୍ୟା ମଧ୍ୟ ବୃଦ୍ଧି ପାଇଥାଏ।
କାକୁଡି ଓ ଟମାଟୋ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ମାତ୍ର ଏହାକୁ ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ ନୁହେଁ। ଏକାସହ କାକୁଡି ଓ ଟମାଟୋ ଖାଇବା ଦ୍ୱାରା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇଥାଏ। ଏହାଦ୍ୱାରା ପେଟରେ ଗ୍ୟାଷ୍ଟ୍ରିକ, ବଦହଜମି, ପେଟ ଯନ୍ତ୍ରଣା, ଥକ୍କାପଣ ଭଳି ସମସ୍ୟା ଦେଖାଦେଇଥାଏ।
କିଛି ଲୋକ ସାଲାଡ୍‍କୁ ଅଧିକ ସ୍ୱାଦିଷ୍ଟ କରିବା ପାଇଁ ଏଥିରେ ଚିଜ୍‍ ଓ ମିଓନିଜ୍‍ ପକାଇ ଥାଆନ୍ତି। ବିଶେଷଜ୍ଞଙ୍କ ମତାନୁସାରେ ଏହି ଜିନିଷ ସାଲାଡରେ ବ୍ୟବହାର ଦ୍ୱାରା ସାଲାଡ୍‍ର ପୋଷକ ତତ୍ତ୍ୱ ନଷ୍ଟ ହୋଇଥାଏ।
ସାଲାଡ୍‍କୁ ଅଧିକ ସ୍ୱାଦିଷ୍ଟ କରିବା ପାଇଁ ଏଥିରେ ଚାଟ୍‍ ମସଲା ଓ ଲୁଣ ମଧ୍ୟ ମିଶାଇ ଥାଆନ୍ତି। ଏପରି କରିବା ଦ୍ୱାରା ମଧ୍ୟ ସାଲାଡ୍ରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୋଇଥାଏ। ତେଣୁ ସାଲାଡକୁ ସଠିକ ଶୈଳୀରେ ଏଥିରେ ଲୁଣ ,ଚାଟ୍‍ ମସଲା ଆଦି ବ୍ୟବହାର ନକରି ସେବନ କରନ୍ତୁ। ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ଓଜନ ହ୍ରାସ କରିଥାଏ।

Powered by Froala Editor

Tags Salad

Related articles Odisha News Lens 4.1

  • ସେନା ଘାଟି ଉପରେ ବିସ୍ଫୋରଣ
    ଦେଶ-ଦେଶାନ୍ତର

    ସେନା ଘାଟି ଉପରେ ବିସ୍ଫୋରଣ

    16027
    Sep 30, 2025
  • ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ......
    ବିଶେଷ

    ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ......

    14526
    Sep 30, 2025
  • ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଲେ ଟ୍ରମ୍ପ, କଣ କହିଲେ ...
    ଦେଶ-ଦେଶାନ୍ତର

    ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଲେ ଟ୍ରମ୍ପ, କଣ କହିଲେ ...

    14320
    Oct 01, 2025
  •  ରେପୋ ରେଟକୁ ୫.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି
    ଦେଶ-ଦେଶାନ୍ତର

    ରେପୋ ରେଟକୁ ୫.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି

    14160
    Oct 01, 2025
  • ବିଜେପି ନେତା ବିଜୟ ମଲହୋତ୍ରାଙ୍କ ପରଲୋକ
    ଦେଶ-ଦେଶାନ୍ତର

    ବିଜେପି ନେତା ବିଜୟ ମଲହୋତ୍ରାଙ୍କ ପରଲୋକ

    15873
    Sep 30, 2025
  • ଇଣ୍ଡିଗୋ ବିମାନରେ ବୋମା ଧମକ
    ଦେଶ-ଦେଶାନ୍ତର

    ଇଣ୍ଡିଗୋ ବିମାନରେ ବୋମା ଧମକ

    14984
    Sep 30, 2025
  • ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ
    ଦେଶ-ଦେଶାନ୍ତର

    ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ

    13906
    Sep 30, 2025
  • ଶକ୍ତିଶାଳୀ ଭୂକମ୍ପ: ୨୨ ମୃତ
    ଦେଶ-ଦେଶାନ୍ତର

    ଶକ୍ତିଶାଳୀ ଭୂକମ୍ପ: ୨୨ ମୃତ

    15190
    Oct 01, 2025
  • ବେଡ୍‌ରୁମରେ ଲଗାନ୍ତୁ ଏହି ରଙ୍ଗ
    ବିଶେଷ

    ବେଡ୍‌ରୁମରେ ଲଗାନ୍ତୁ ଏହି ରଙ୍ଗ

    15430
    Sep 30, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଶକ୍ତିଶାଳୀ ଭୂକମ୍ପ: ୨୨ ମୃତ

    15190
    Oct 01, 2025
  • ଦେଶ-ଦେଶାନ୍ତର

    ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ

    13906
    Sep 30, 2025
  • ଦେଶ-ଦେଶାନ୍ତର

    ସେନା ଘାଟି ଉପରେ ବିସ୍ଫୋରଣ

    16027
    Sep 30, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16757
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16860
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17216
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15672
    Apr 03, 2021

ବିଶେଷ

  • ବେଡ୍‌ରୁମରେ ଲଗାନ୍ତୁ ଏହି ରଙ୍ଗ

    15430
    Sep 30, 2025
  • ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ......

    14526
    Sep 30, 2025
  • ମୁଣ୍ଡବ୍ୟଥା ହେଉଥିଲେ ଏମିତି କରନ୍ତୁ ଉପଚାର

    15003
    Sep 29, 2025
  • ଶୁଭ କଳସ ବସାଇବାର କିଛି ନିୟମ

    15417
    Sep 27, 2025
  • ଚର୍ବି କମାଇବାରେ ସାହାଯ୍ୟ କରେ ଟମାଟୋ

    15634
    Sep 27, 2025

ବାଣିଜ୍ୟ

ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍‌ର ଉତ୍ତମତାରେ ପରିପୁଷ୍ଟ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍‌ର ପରବର୍ତ୍ତୀ ପିଢିର ସ୍କିନ୍‌ କେୟାର ଉନ୍ମୋଚନ କଲା

ଭୁବନେଶ୍ୱର : ଭାରତୀୟମାନେ ସମୟ ପୂର୍ବରୁ ତ୍ୱଚାର ବୟସ ବୃଦ୍ଧି ଏବଂ ପରିବେଶଗତ ଚାପ ଠାରୁ ନେଇ ତ୍ୱଚାର ଅସମାନ ରଙ୍ଗ ଏବଂ ଗଠନ ବିଷୟ ଜନିତ ଚିନ୍ତାକୁ ନେଇ ଘାରି ହେଉଥିବାବେଳେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବ ...

  • ଗ୍ରାମୀଣ ଓଡ଼ିଶାରେ ଆଶାର ସଞ୍ଚାର କରୁଛି ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ଆରୋଗ୍ୟ’

    14247
    Sep 19, 2025
  • ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଆଦିତ୍ୟ ବିର୍ଲା ଗ୍ରୁପର ଉଲ୍ଲେଖନୀୟ ଭୂମିକା

    14046
    Sep 16, 2025
  • ଶସ୍ତା ହେଲା ସୁନା

    14373
    Sep 04, 2025
  • ବଢିଛି ସୁନା ଦର, ୧୨୫,୦୦୦ ଟଙ୍କା ଛୁଇଁବ

    14946
    Sep 03, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ତାପଜ ଶକ୍ତି କେନ୍ଦ୍ରରେ ନିର୍ମାଣାଧୀନ ଆର୍ଚ ଭୁଶୁଡ଼ି ୯ ଶ୍ରମିକ ମୃତ

    15559
    Sep 30, 2025
  • ଇଣ୍ଡିଗୋ ବିମାନରେ ବୋମା ଧମକ

    14984
    Sep 30, 2025
  • ରେପୋ ରେଟକୁ ୫.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି

    14160
    Oct 01, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In