Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, July 13, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଧୂମପାନ କେତେ କ୍ଷତିକାରକ ଜାଣନ୍ତୁ....

  • ରାଜ୍ୟସଭାକୁ ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ...

  • ଫୁଟପାଥରେ ଶୋଇଥିଲେ, ୫ ଜଣଙ୍କ ଉପରେ ...

  • ଆଉ ନାହାନ୍ତି କୋଟା ଶ୍ରୀନିବାସ ରାଓ

  • ଶ୍ମଶାନ ଘାଟରେ ବିଜେପି ନେତାଙ୍କ ରାସଲୀଲା ...

  • ଫିଲ୍ମରୁ ପ୍ରେରଣା : ଏଣିକି ସ୍କୁଲ୍‌ରୁ ...

  • ୧୫ ତାରିଖରେ ପୃଥିବୀକୁ ଫେରିବେ ଶୁଭାଂଶୁ

  • ଲଦାଖଲେ ଦଲାଇ ଲାମା, ଚୀନ୍ ଖପ୍ପା

  • ଦୁର୍ଘଟଣାର ପ୍ରମୁଖ କାରଣ: ହଠାତ୍‍ କାମ ...

  • ନୀତିଶ ସରକାରଙ୍କ ବଡ ଭେଟି: ମାଗଣାରେ ମିଳିବ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ପାଞ୍ଚ ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ୫ ଜୀବନ୍ତ ଦଗ୍ଧ

ପାଞ୍ଚ ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ୫ ଜୀବନ୍ତ ଦଗ୍ଧ

2022-08-26 07:00:37
14719
Share:
Facebook
Twitter
E-Mail
WhatsApp
Telegram
ପାଞ୍ଚ ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ୫ ଜୀବନ୍ତ ଦଗ୍ଧ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁରାଦାବାଦ ସ୍ଥିତ ଏକ ପାଞ୍ଚ ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୩ଟି ଛୋଟ ପିଲାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି । ଅଗ୍ନିଶମ ବାହିନୀ ଓ ପୋଲିସ କର୍ମୀ ସ୍ଥାନୀୟ ଲୋକଙ୍କ ସହାୟତାରେ ୭ ଜଣଙ୍କୁ ନିଆଁ ଭିତରୁ ଜୀବିତ ଉଦ୍ଧାର କରିଛନ୍ତି । ସର୍ଟସର୍କିଟ ଯୋଗୁଁ ଏପରି ଭୀଷଣ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଇଛି । ଏହି ଘରଟି ଅମରୁଦ୍ଦିନୀ ନାମକ ଜଣେ ସ୍କ୍ରାପ୍ ବ୍ୟବସାୟୀଙ୍କ ହୋଇଥିବାବେଳେ ନିଆଁରେ ପୋଡି ହୋଇ ବ୍ୟବସାୟୀଙ୍କ ପତ୍ନୀ, ବୋହୂ, ଦୁଇ ନାତି ନାତୁଣୀଙ୍କ ମୃତ୍ୟୁ ଘଟିଛି ।

ସୂଚନା ମୁତବାକ,  ଘରର ତିନି ମହଲାରରେ ନିଆଁ ଲାଗିଥିଲା । ଏହି ମହଲାରେ ଅମରୁଦ୍ଦିନୀଙ୍କ ପରିବାର ଲୋକେ ରହୁଥିଲେ । ଘରଟି ହୁ ହୁ ଜଳିବା ଦେଖି ଆଖପାଖ ଲୋକେ ସେଠାରେ ରୁଣ୍ଡ ହୋଇଥିଲେ । ଏନେଇ ପୋଲିସ ଓ ଦମକଳ ବାହିନୀ ସୂଚନା ପାଇବା ମାତ୍ରେ ସେଠାରେ ତୁରନ୍ତ ପହଞ୍ଚିଥିଲେ । ନିଆଁକୁ ଆୟତ୍ତ କରାଯାଇଥିଲେ ହେଁ ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇସାରିଥିଲା । ବିଲ୍ଡିଂରେ କେତେ ଲୋକ ଫସିଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ନଥିଲେ ମଧ୍ୟ ୭ ଜଣଙ୍କୁ ଉଦ୍ଧାର କରାଯାଇଥିବାର ସୂଚନା ମିଳିଛି ।ବିଲ୍ଡିଂରେ କେମିତି ନିଆଁ ଲାଗିଲା ତାହା ଏ ଯାଏଁ ଯଦିଓ ସ୍ପଷ୍ଟ ହୋଇନାହିଁ, ତଥାପି ବିଦ୍ୟୁତ୍‌ ତାରରେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । 

Powered by Froala Editor

Tags Fire

Related articles Odisha News Lens 4.1

  • ଆଉ ନାହାନ୍ତି କୋଟା ଶ୍ରୀନିବାସ ରାଓ
    ଦେଶ-ଦେଶାନ୍ତର

    ଆଉ ନାହାନ୍ତି କୋଟା ଶ୍ରୀନିବାସ ରାଓ

    15489
    Jul 13, 2025
  • ଶ୍ମଶାନ ଘାଟରେ ବିଜେପି ନେତାଙ୍କ ରାସଲୀଲା ଧରିଲେ ଲୋକ
    ଦେଶ-ଦେଶାନ୍ତର

    ଶ୍ମଶାନ ଘାଟରେ ବିଜେପି ନେତାଙ୍କ ରାସଲୀଲା ଧରିଲେ ଲୋକ

    15076
    Jul 12, 2025
  • ରାଜ୍ୟସଭାକୁ ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କଲେ ରାଷ୍ଟ୍ରପତି
    ଦେଶ-ଦେଶାନ୍ତର

    ରାଜ୍ୟସଭାକୁ ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କଲେ ରାଷ୍ଟ୍ରପତି

    14821
    Jul 13, 2025
  • ଧୂମପାନ କେତେ କ୍ଷତିକାରକ ଜାଣନ୍ତୁ....
    ବିଶେଷ

    ଧୂମପାନ କେତେ କ୍ଷତିକାରକ ଜାଣନ୍ତୁ....

    13888
    Jul 13, 2025
  • ଫିଲ୍ମରୁ ପ୍ରେରଣା : ଏଣିକି ସ୍କୁଲ୍‌ରୁ ହଟିବ ‘ବ୍ୟାକ୍ ବେଞ୍ଚ’, ନୂଆ ଢାଞ୍ଚରେ ହେବ ...
    ଦେଶ-ଦେଶାନ୍ତର

    ଫିଲ୍ମରୁ ପ୍ରେରଣା : ଏଣିକି ସ୍କୁଲ୍‌ରୁ ହଟିବ ‘ବ୍ୟାକ୍ ବେଞ୍ଚ’, ନୂଆ ଢାଞ୍ଚରେ ହେବ ...

    14722
    Jul 12, 2025
  • ଦୁର୍ଘଟଣାର ପ୍ରମୁଖ କାରଣ: ହଠାତ୍‍ କାମ କରିଲାନି ବିମାନର ଦୁଇଟି ଇଞ୍ଜିନ
    ଦେଶ-ଦେଶାନ୍ତର

    ଦୁର୍ଘଟଣାର ପ୍ରମୁଖ କାରଣ: ହଠାତ୍‍ କାମ କରିଲାନି ବିମାନର ଦୁଇଟି ଇଞ୍ଜିନ

    15812
    Jul 12, 2025
  • ଲଦାଖଲେ ଦଲାଇ ଲାମା,  ଚୀନ୍ ଖପ୍ପା
    ଦେଶ-ଦେଶାନ୍ତର

    ଲଦାଖଲେ ଦଲାଇ ଲାମା, ଚୀନ୍ ଖପ୍ପା

    15697
    Jul 12, 2025
  • ନୀତିଶ ସରକାରଙ୍କ ବଡ ଭେଟି: ମାଗଣାରେ ମିଳିବ ୧୦୦ ୟୁନିଟ୍‌ ବିଜୁଳି
    ଦେଶ-ଦେଶାନ୍ତର

    ନୀତିଶ ସରକାରଙ୍କ ବଡ ଭେଟି: ମାଗଣାରେ ମିଳିବ ୧୦୦ ୟୁନିଟ୍‌ ବିଜୁଳି

    15660
    Jul 12, 2025
  • ଫୁଟପାଥରେ ଶୋଇଥିଲେ, ୫ ଜଣଙ୍କ ଉପରେ ଚଢ଼ିଗଲା କାର
    ଦେଶ-ଦେଶାନ୍ତର

    ଫୁଟପାଥରେ ଶୋଇଥିଲେ, ୫ ଜଣଙ୍କ ଉପରେ ଚଢ଼ିଗଲା କାର

    15069
    Jul 13, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୧୫ ତାରିଖରେ ପୃଥିବୀକୁ ଫେରିବେ ଶୁଭାଂଶୁ

    15702
    Jul 12, 2025
  • ବିଶେଷ

    ଧୂମପାନ କେତେ କ୍ଷତିକାରକ ଜାଣନ୍ତୁ....

    13888
    Jul 13, 2025
  • ଦେଶ-ଦେଶାନ୍ତର

    ଲଦାଖଲେ ଦଲାଇ ଲାମା, ଚୀନ୍ ଖପ୍ପା

    15697
    Jul 12, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16615
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16732
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17045
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15534
    Apr 03, 2021

ବିଶେଷ

  • ଧୂମପାନ କେତେ କ୍ଷତିକାରକ ଜାଣନ୍ତୁ....

    13888
    Jul 13, 2025
  • ସମୟର ସଦୁପଯୋଗ କରନ୍ତୁ ଏହିପରି

    14718
    Jul 12, 2025
  • ଔଷଧୀୟ ଗୁଣରେ ଭରପୁର ଅର୍ଜୁନ ଗଛ

    15587
    Jul 12, 2025
  • ଅନେକ ଔଷଧିୟ ଗୁଣରେ ଭରପୁର କ୍ୟାପସିକମ

    14577
    Jul 11, 2025
  • ନିରୋଗ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

    14734
    Jul 10, 2025

ବାଣିଜ୍ୟ

ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ରେଙ୍ଗାଲି ବ୍ଲକ ର ୨୩ ଜଣ ଛାତ୍ର ଛାତ୍ରୀ

ଭୁବନେଶ୍ୱର:- ଆଦିତ୍ୟ ଆଲୁମିନିୟମ ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟକ୍ରମରେ  ମାଟ୍ରିକ ରେ ୭୦% ରୁ ଅଧିକ ମାର୍କ ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସାମୁହିକ ପ୍ରତିଭା ସମ୍ମାନ କାର୍ ...

  • ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି

    15868
    Jul 04, 2025
  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

    16409
    Jul 01, 2025
  • ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    14056
    Jun 28, 2025
  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15577
    Jun 25, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଶ୍ମଶାନ ଘାଟରେ ବିଜେପି ନେତାଙ୍କ ରାସଲୀଲା ଧରିଲେ ଲୋକ

    15076
    Jul 12, 2025
  • ଲଦାଖଲେ ଦଲାଇ ଲାମା, ଚୀନ୍ ଖପ୍ପା

    15697
    Jul 12, 2025
  • ରାଜ୍ୟସଭାକୁ ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କଲେ ରାଷ୍ଟ୍ରପତି

    14821
    Jul 13, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In