Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, June 10, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ବ୍ୟବସାୟୀ ରବର୍ଟ ଭଦ୍ରଙ୍କୁ ପୁଣି ଇଡି ସମନ

ରାଜ୍ୟ
Home ›› ରାଜ୍ୟ ››ବିଧାନସଭାରେ ଉଠିଲା କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ପ୍ରସଙ୍ଗ

ବିଧାନସଭାରେ ଉଠିଲା କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ପ୍ରସଙ୍ଗ

2022-03-28 06:48:57
15389
Share:
Facebook
Twitter
E-Mail
WhatsApp
Telegram
ବିଧାନସଭାରେ ଉଠିଲା କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ପ୍ରସଙ୍ଗ

ଭୁବନେଶ୍ୱର:  ବିଧାନସଭାରେ ଉଠିଲା କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ପ୍ରସଙ୍ଗ ।  କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି ।  ଏ ପର୍ଯ୍ୟନ୍ତ କାହିଁକି ଶର୍ମିଷ୍ଠା ରାଉତଙ୍କୁ କାହିଁକି ଗିରଫ କରାଯାଇନି ବୋଲି ସେ ପ୍ରଶ୍ନ କରିଛନ୍ତି । 

ସେ କହିଛନ୍ତି ଯେ, ମାନସଙ୍କ ମା’ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ କହିଛନ୍ତି ।  ମମିତା ହତ୍ୟା ମାମଲାରେ ବି ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଆସିଥିଲା । ଏବେ ବି ଅଭିଯୋଗ ଆସିଛି, କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ।  କ୍ରାଇମବ୍ରାଞ୍ଚ ତଦନ୍ତ ନିଦେ୍ର୍ଧଶ ଦିଆଯାଇଛି । କିନ୍ତୁ ତଦନ୍ତ ଠିକଭାବେ ହେଉନି ।  ଗୃହ ମନ୍ତ୍ରୀଙ୍କ ନାମରେ ଅଭିଯୋଗ ଆସିଛି । ତେଣୁ ଏହାର ସିବିଆଇ ତଦନ୍ତ କରାଯାଉ ବୋଲି  କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଶୂନ୍ୟକାଳରେ ଦାବି କରିଛନ୍ତି । 

ଅନ୍ୟପଟେ ମମିତା ମେହେର ଭଳି ମାନସକୁ ଅପହରଣ ପରେ ସମାନ ଢଙ୍ଗରେ ହତ୍ୟା କରାଯାଇଛି । ଆଉ ମମିତା ଭଳି ମାନସର ମୃତଦେହକୁ ମାଟି ତଳେ ପୋତିଲେ ଅଭିଯୁକ୍ତ । ତେବେ ସମାନ ଢଙ୍ଗରେ ଏହି କେସରେ ହାଇପ୍ରୋଫାଇଲ ଲୋକଙ୍କ ସମ୍ପୃକ୍ତି ରହିଛି ।

 ମାନସ ସ୍ବାଇଁ ହତ୍ୟା ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଅପହରଣ ସ୍ଥଳ ପରେ ହତ୍ୟା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି । ଫରେନସିକ ଟିମ ସହ ଆଶ୍ରମ ଚାରିପଟେ ଓ ଆଶ୍ରମରୁ ପ୍ରମାଣପତ୍ର ସଂଗ୍ରହ କରିଛି କ୍ରାଇମବ୍ରାଞ୍ଚ ।ତେବେ ଘଟଣାର‌ ପ୍ରତ୍ୟକ୍ଷଦର୍ଶୀ ଆଶ୍ରମ କେୟାର ଟେକର ବୟାନ ଆଧାରରେ ଆଶ୍ରମରୁ ଖୋଜି ଖୋଜି ପ୍ରମାଣ ସଂଗ୍ରହ ଚାଲିଛି । ଥ୍ରିଡି ଭିୟୁରେ ଆଶ୍ରମର ଚିତ୍ର ଉତ୍ତୋଳନ କରିଥିବା ବେଳେ ହତ୍ୟା ସ୍ଥଳରୁ କିଛି ବତା ଓ ବାଡି ଜବତ କରିଛି କ୍ରାଇମବ୍ରାଞ୍ଚ ଟିମ । କାରଣ ସଂଗୃହିତ ପ୍ରମାଣରୁ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟରେ ପ୍ରମାଣ ଏକଜୁଟ କରିବାରେ କ୍ରାଇମବ୍ରାଞ୍ଚକୁ ସହାୟକ ହେବ ।

Powered by Froala Editor

Tags Assembly

Related articles Odisha News Lens 4.1

  • ଏମଏସ ଧୋନିଙ୍କୁ ଆଇସିସି ହଲ ଅଫ ଫେମ ସମ୍ମାନ
    ଦେଶ-ଦେଶାନ୍ତର

    ଏମଏସ ଧୋନିଙ୍କୁ ଆଇସିସି ହଲ ଅଫ ଫେମ ସମ୍ମାନ

    13546
    Jun 09, 2025
  • ଆଇଇଡି ବିସ୍ଫୋରଣରେ ଏଏସପି ଶହୀଦ
    ଦେଶ-ଦେଶାନ୍ତର

    ଆଇଇଡି ବିସ୍ଫୋରଣରେ ଏଏସପି ଶହୀଦ

    14777
    Jun 09, 2025
  • ରିପୋର୍ଟିଂ ସମୟରେ ସାମ୍ବାଦିକାଙ୍କୁ ଗୁଳି ମାରିଲା ପୁଲିସ
    ଦେଶ-ଦେଶାନ୍ତର

    ରିପୋର୍ଟିଂ ସମୟରେ ସାମ୍ବାଦିକାଙ୍କୁ ଗୁଳି ମାରିଲା ପୁଲିସ

    14162
    Jun 09, 2025
  • ପ୍ରେମିକାକୁ ହୋଟେଲରେ ଛୁରୀ ଭୂସି ମାରିଲା ଇଞ୍ଜିନିୟର ପ୍ରେମିକ
    ଅପରାଧ

    ପ୍ରେମିକାକୁ ହୋଟେଲରେ ଛୁରୀ ଭୂସି ମାରିଲା ଇଞ୍ଜିନିୟର ପ୍ରେମିକ

    15289
    Jun 09, 2025
  • ରାଜଙ୍କ ପ୍ରେମରେ ପଡି ରାଜାଙ୍କୁ ହତ୍ୟା କରିଥିଲେ ସୋନମ
    ଦେଶ-ଦେଶାନ୍ତର

    ରାଜଙ୍କ ପ୍ରେମରେ ପଡି ରାଜାଙ୍କୁ ହତ୍ୟା କରିଥିଲେ ସୋନମ

    15307
    Jun 09, 2025
  • ରୋବର୍ଟ ଦ୍ୱାରା ରକ୍ଷଣାବେକ୍ଷଣ କରାଯିବ ମହାକାଶ ଷ୍ଟେସନ
    ଦେଶ-ଦେଶାନ୍ତର

    ରୋବର୍ଟ ଦ୍ୱାରା ରକ୍ଷଣାବେକ୍ଷଣ କରାଯିବ ମହାକାଶ ଷ୍ଟେସନ

    14821
    Jun 09, 2025
  • ବ୍ୟବସାୟୀ ରବର୍ଟ ଭଦ୍ରଙ୍କୁ ପୁଣି ଇଡି ସମନ
    ଦେଶ-ଦେଶାନ୍ତର

    ବ୍ୟବସାୟୀ ରବର୍ଟ ଭଦ୍ରଙ୍କୁ ପୁଣି ଇଡି ସମନ

    14143
    Jun 10, 2025
  • ହନିମୁନ୍‍ ଦମ୍ପତି ନିଖୋଜ ଘଟଣା: ରାଜାଙ୍କ ପତ୍ନୀ ସୋନମ୍‍ ରଘୁବଂଶୀ ହତ୍ୟାକାଣ୍ଡର ...
    ଦେଶ-ଦେଶାନ୍ତର

    ହନିମୁନ୍‍ ଦମ୍ପତି ନିଖୋଜ ଘଟଣା: ରାଜାଙ୍କ ପତ୍ନୀ ସୋନମ୍‍ ରଘୁବଂଶୀ ହତ୍ୟାକାଣ୍ଡର ...

    15019
    Jun 09, 2025
  • ଲକ୍ଷ୍ନୌରେ ହେଲା ରିଙ୍କୁ-ପ୍ରିୟାଙ୍କ ନିର୍ବନ୍ଧ
    ଦେଶ-ଦେଶାନ୍ତର

    ଲକ୍ଷ୍ନୌରେ ହେଲା ରିଙ୍କୁ-ପ୍ରିୟାଙ୍କ ନିର୍ବନ୍ଧ

    14118
    Jun 08, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଅପରାଧ

    ପ୍ରେମିକାକୁ ହୋଟେଲରେ ଛୁରୀ ଭୂସି ମାରିଲା ଇଞ୍ଜିନିୟର ପ୍ରେମିକ

    15289
    Jun 09, 2025
  • ଦେଶ-ଦେଶାନ୍ତର

    ରାଜଙ୍କ ପ୍ରେମରେ ପଡି ରାଜାଙ୍କୁ ହତ୍ୟା କରିଥିଲେ ସୋନମ

    15307
    Jun 09, 2025
  • ଦେଶ-ଦେଶାନ୍ତର

    ଆଇଇଡି ବିସ୍ଫୋରଣରେ ଏଏସପି ଶହୀଦ

    14777
    Jun 09, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16652
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16951
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15481
    Apr 03, 2021

ବିଶେଷ

  • ଆଖି ପାଇଁ ସପୁରୀ ରସ

    15951
    Jun 08, 2025
  • ସ୍କିନ୍‌ଟ୍ୟାନ୍‌ରୁ ରକ୍ଷା ପାଇବେ କେମିତି ଜାଣନ୍ତୁ...

    15028
    Jun 08, 2025
  • ସବୁ ପ୍ରକାର ପେଟ ରୋଗକୁ ଭଲ କରେ ପୋଦିନା

    15120
    Jun 07, 2025
  • ଘାସରେ ଚାଲିଲେ ମିଳେ ଅନେକ ଫାଇଦା

    15781
    Jun 07, 2025
  • ପ୍ରତିଦିନ ସକାଳେ ଅଧାଗ୍ଲାସ ଥଣ୍ଡା କ୍ଷୀର.....

    15562
    Jun 06, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15696
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16319
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14026
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14820
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆଇଇଡି ବିସ୍ଫୋରଣରେ ଏଏସପି ଶହୀଦ

    14777
    Jun 09, 2025
  • ରିପୋର୍ଟିଂ ସମୟରେ ସାମ୍ବାଦିକାଙ୍କୁ ଗୁଳି ମାରିଲା ପୁଲିସ

    14162
    Jun 09, 2025
  • ଏମଏସ ଧୋନିଙ୍କୁ ଆଇସିସି ହଲ ଅଫ ଫେମ ସମ୍ମାନ

    13546
    Jun 09, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In