ଆଖି ସମସ୍ୟାରୁ ଦୂରେଇ ରଖେ ପିଜୁଳି

ଦିନକୁ ଦିନ ବଦଳୁଛି ଲୋକଙ୍କ ଜୀବନଶୈଳୀ କିନ୍ତୁ ବେଳେ ବେଳେ କିଛି ଲୋକ ନିଜର ଦାଇତ୍ୱ ମଧ୍ୟ ନେଇପାରନ୍ତିନି ଯାହା ପାଇଁ ତାଙ୍କୁ ଶାରୀରିକ ଭାବେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡେ। ଷ୍ଟ୍ରେସ ଓ ଓଜନ ହ୍ରାସ ପରି ସମସ୍ୟା ହୁଏ। ଯାହାକୁ କମାଇବା ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାର ଉପାୟ ଆପଣାଇ ଥାଆନ୍ତି। ଅନେକ ପ୍ରକରର ଔଷଧ ମଧ୍ୟ ଖାଇଥାଆନ୍ତି।
ପୁଣି ବର୍ତ୍ତମାନ ନିଜ କାମରେ ଲୋକେ ଏତେ ବ୍ୟସ୍ତ ରହୁଛନ୍ତି ଯେ ଜିମ ଯାଇ ଏକ୍ସରସାଇଜ କରିବା ମଧ୍ୟ ତାଙ୍କ ପାଇଁ ସହଜ ନୁହେଁ। ତେଣୁ ଖାସ କରି ନିଜ ଡାଏଟରେ ଭଲ ଖାଦ୍ୟକୁ ମିଶାଇ ଖାଇପାରିଲେ ଏହା ମଧ୍ୟ ଅନେକ ରୋଗକୁ ଦୂର କରିଥାଏ।
ଯଦି ଆପଣ ମୋଟପଣକୁ ନେଇ ଓଜନ ବଢିବା ପାଇଁ ଚିନ୍ତିତ ଅଛନ୍ତି ତେବେ କେବଳ ଗୋଟେ ଫଳ ଖାଇ ଆପଣ ନିଜର ଓଜନ କମାଇପାରିବେ। ଓଜନକୁ ହ୍ରାସ କରିବ ପିକୁଳି । ତେଣୁ ଆପଣଙ୍କ ଶରୀର ଅନୁଯାୟୀ ଆପଣ ଡ଼ାକ୍ତରଙ୍କ ପରାମର୍ଶ ନେଇ ଖାଲି ପେଟରେ ପିକୁଳି ଖାଇପାରିବେ। ଖାଲି ପେଟରେ ପିକୁଳି ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇପାରିବ। କିନ୍ତୁ ଏହାକୁ ଅତ୍ୟଧିକ ଖାଇବା ଦ୍ଵାରା କିଛି ଅସୁବିଧା ମଧ୍ୟ ସୃଷ୍ଟି କରିପାରେ। ତେଣୁ କିଛି ମାତ୍ରାରେ ଆପଣ ଏହାକୁ ଖାଇପାରିବେ।
ଯଦି ଖାଲି ପେଟରେ ଆପଣ ଏହି ଫଳ ଖାଉଛନ୍ତି ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟକ ହୋଇପାରେ। ଏଥିରେ ଫାଇବର, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଫସଫରସ୍, ଭିଟାମିନ୍ ଏ, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଆଇରନ୍ ପରି ପୁଷ୍ଟିକର ପୋଷଣ ଭରି ରହିଛି। ଯାହା ସ୍ୱାସ୍ଥ୍ୟକୁ ଅନେକ ସମସ୍ୟାରୁ ଦୂରେଇ ରଖିପାରେ।
କୋଷ୍ଠକାଠିନ୍ୟର ସମସ୍ୟା ଦୂର କରିବା ପାଇଁ ଖାଲି ପେଟରେ ଗ୍ବାଭା ଖାଇବା ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ। ଏହା ଭିତରେ ଫାଇବର ରହିଥାଏ, ଯାହା କୋଷ୍ଠକାଠିନ୍ୟ ଦୂର କରେ। ଖାଲି ପେଟରେ ଗୁଆ ଖାଇବା ଦ୍ୱାରା ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ବହୁତ ସାହାଯ୍ୟ କରିଥାଏ। ହଜମ ପ୍ରକ୍ରିୟାକୁ ଶକ୍ତିଶାଳୀ କରିବା ପାଇଁ ଖାଲି ପେଟରେ ପିକୁଳି ଖାଆନ୍ତୁ। ଖାଲି ପେଟରେ ଗ୍ୱାଭା ଖାଇବା ଦ୍ୱାରା ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥା। ଏହାକୁ ଖାଇବା ଦ୍ୱାରା ଅନ୍ୟାନ୍ୟ ଖାଦ୍ୟ ଖାଇବାକୁ ଏହ ରୋକେ।
ଯଦି ଖାଲି ପେଟରେ ପିକୁଳି ଖାଇବାଦ୍ୱାରା ଏହା ଥଣ୍ଡା କାରାଇପରେ, ତେଣୁ ଏହାକୁ ଲୁଣ ଲଗାଇ ଖାଇପରିବେ। ଏହା ଆଖିର କୌଣସି ସମସ୍ୟାରୁ ଆପଣଙ୍କୁ ଦୂରେଇ ରଖେ। ଆପଣ ଯଦି ସବୁଦିନେ ଏହାକୁ ଖାଦ୍ୟରେ ମିଶାଇ ଖାଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ଲାଭଦାୟକ। କିନ୍ତୁ ଏହାକୁ ଖାଲି ପେଟରେ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଦରକାର।
Powered by Froala Editor