ପଞ୍ଚାୟତ ଭୋଟ: ବିଜେଡି ୨୬୩, ବିଜେପି ୨୯, କଂଗ୍ରେସ ୧୭
ଭୁବନେଶ୍ୱର: ଜାରି ରହିଛି ନିର୍ବାଚନର ପ୍ରଥମ ଭୋଟ ଗଣତି ପ୍ରକ୍ରିୟା । ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପରିଷଦ ଆସନ ପାଇଁ ଟ୍ରେଣ୍ଡିଂରେ ଆଗୁଆ ରହିଛି ଶାସକ ଦଳ ବିଜେଡି । ବିଜେଡି ୨୬୩ ଆସନରେ ଟ୍ରେଣ୍ଡରେ ରହିଛି । ସେହିଭଳି ବିଜେପି ୨୯ଟି ଆସନରେ ଟ୍ରେଣ୍ଡରେ ରହିଛି ।
ସେହଭଳି କଂଗ୍ରେସ ୧୭ଟି ଆସନରେ ଟ୍ରେଣ୍ଡିଂରେ ରହିଥିବା ବେଳେ ଅନ୍ୟ ୬ଟି ଆସନରେ ଟ୍ରେଣ୍ଡରେ ରହିଛି । ଆଜି ସକାଳ ୮ଟା ବେଳୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଅଧିକାଂଶ ସ୍ଥାନରେ ପ୍ରଥମ ରାଉଣ୍ଡ ଗଣତି ଶେଷ ହୋଇଛି।୮୫୧ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ୨୬୩ ସିଟରେ ଟ୍ରେଣ୍ଡିଂ ଅନୁସାରେ ବିଜେଡି ଆଗରେ ରହିଛି ।
Powered by Froala Editor