ମାଓ ହମଲାରେ ଆସିଷ୍ଟାଣ୍ଟ କମାଣ୍ଡର ସହିଦ୍
ଛତିଶଗଡ: ଆଜି ମାଓ ହମଲାରେ ଆସିଷ୍ଟାଣ୍ଟ କମାଣ୍ଡର ସହିଦ୍ ହୋଇଛନ୍ତି । ଛତିଶଗଡରେ ମାଓବାଦୀ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ବିଜାପୁର ବାସାଗୁଡାରେ ସର୍ଚ୍ଚ ଅପରେସନ୍ ବେଳେ ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଗୁଳିବିନିମୟରେ ସିଆରପିଏଫ ଆସିଷ୍ଟାଣ୍ଟ କମାଣ୍ଡର ଟଳିପଡିଥିଲେ । ସିଆରପିଏଫ ଆସିଷ୍ଟାଣ୍ଟ କମାଣ୍ଡର ସହିଦ୍ ହେବା ସହ ଜଣେ ଯବାନ ଗରୁତର ହୋଇଥିବା ସୂଚନା ମିଳିଛି ।
Powered by Froala Editor