Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, April 09, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଶୁଭଙ୍କର ...

  • ଭାରତୀୟମାନଙ୍କୁ ଯଥାଶୀଘ୍ର ଇରାନ ...

  • ଯୁଦ୍ଧରେ ଲାଗିଲା ୨ ସପ୍ତାହର ବିରାମ

  • ଏହି ତିନୋଟି ରାଜ୍ୟରେ ପ୍ରଚାର କାର୍ଯ୍ୟ ...

  • ସେୟାର ମାର୍କେଟରେ ଚମକ, ସୁନା ମହଙ୍ଗା

  • ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା

  • ଜଣେ ଇଞ୍ଜିନିୟରଙ୍କୁ ବିବାହ କଲେ ଆଇଆଇଟି ...

  • ଆଳୁ ରସ କରିବ ତ୍ଵଚାକୁ ଗୋରା

  • ପଶ୍ଚିମବଙ୍ଗ ଭୋଟର ତାଲିକା ସମ୍ପର୍କରେ ...

  • ପିଏଫ୍ ଜମା ଉଠାଇବା ଏବେ ହୋଇଗଲା ଆହୁରି ...

ରାଜନୀତି
Home ›› ରାଜନୀତି ››ପଞ୍ଜାବ ନିର୍ବାଚନ ଘୁଞ୍ଚାଇବାକୁ ଚିଠି ଲେଖିଲେ ଚନ୍ନି, କାହିଁକି ପଢ଼ନ୍ତୁ...

ପଞ୍ଜାବ ନିର୍ବାଚନ ଘୁଞ୍ଚାଇବାକୁ ଚିଠି ଲେଖିଲେ ଚନ୍ନି, କାହିଁକି ପଢ଼ନ୍ତୁ...

2022-01-16 08:38:57
15076
Share:
Facebook
Twitter
E-Mail
WhatsApp
Telegram
ପଞ୍ଜାବ ନିର୍ବାଚନ ଘୁଞ୍ଚାଇବାକୁ ଚିଠି ଲେଖିଲେ ଚନ୍ନି, କାହିଁକି ପଢ଼ନ୍ତୁ...

ଚଣ୍ଡିଗଡ଼: ନିର୍ବାଚନ ତାରିଖକୁ ଘୁଞ୍ଚାଇବାକୁ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି । ଚିଠିରେ ସେ ଅନୁରୋଧ କରି ଉଲ୍ଲେଖ କରିଛନ୍ତି ଯେ ପଞ୍ଜାବରେ ୧୪ ଫେବ୍ରୁଆରୀରେ ମତଦାନ ହେବ । ଏହି ସମୟରେ ଶ୍ରୀ ଗୁରୁ ରବିଦାସ ଜୀଙ୍କ ଜୟନ୍ତି ଥିବାରୁ ଜାତି ଓ ଜନଜାତି ବର୍ଗର ଲୋକ ବନାରସ ଗସ୍ତରେ ଯିବେ । ଫେବ୍ରୁଆରୀ ୧୦ ରୁ ୧୬ ପର୍ଯ୍ୟନ୍ତ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମ ଅଛି । ପାଖାପାଖି ୨୦ ଲକ୍ଷ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯିବେ । ତେଣୁ ଏଭଳି ପରିସ୍ଥିତିରେ ଏହି ସମ୍ପ୍ରଦାୟର ଅଧିକାଂଶ ଲୋକ ନିଜ ମତଦାନ ସାବ୍ୟସ୍ତ କରିପାରିବେ ନାହିଁ, ଯାହା ସେମାନଙ୍କ ସାମ୍ବିଧାନିକ ଅଧିକାର । ତେଣୁ ନିର୍ବାଚନ ତାରିଖକୁ ଆଗକୁ ବଢ଼ାଇବା ପାଇଁ ସମ୍ପ୍ରଦାୟ ଅନୁରୋଧ କରିଛି। ସେମାନେ ଫେବ୍ରୁଆରୀ ୧୬ ପରେ ବନାରସରୁ ଫେରି ଯେପରି ନିଜ ଭୋଟ ଦେଇପାରିବେ ସେଭଳି କିଛି ବ୍ୟବସ୍ଥା କରିବାକୁ ସେମାନେ ଅନୁରୋଧ କରିଛନ୍ତି । ପଞ୍ଜାବ ବିଧାନସଭା ନର୍ବାଚନର ତାରିଖକୁ ଅତି କମ୍‌ରେ ୬ ଦିନ ଘୁଞ୍ଚାଇବା ଠିକ୍‌ ହେବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଚନ୍ନି ।


Powered by Froala Editor

Tags Punjab CM Charanjit Singh Channi writes letter to ECI for election date extended

Related articles Odisha News Lens 4.1

  • ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା
    ଦେଶ-ଦେଶାନ୍ତର

    ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା

    13511
    Apr 08, 2026
  • ଯୁଦ୍ଧରେ ଲାଗିଲା ୨ ସପ୍ତାହର ବିରାମ
    ଦେଶ-ଦେଶାନ୍ତର

    ଯୁଦ୍ଧରେ ଲାଗିଲା ୨ ସପ୍ତାହର ବିରାମ

    13606
    Apr 08, 2026
  • ଏହି ତିନୋଟି ରାଜ୍ୟରେ ପ୍ରଚାର କାର୍ଯ୍ୟ ଶେଷ, ୯ରେ ଭୋଟକୁ ଅପେକ୍ଷା
    ଦେଶ-ଦେଶାନ୍ତର

    ଏହି ତିନୋଟି ରାଜ୍ୟରେ ପ୍ରଚାର କାର୍ଯ୍ୟ ଶେଷ, ୯ରେ ଭୋଟକୁ ଅପେକ୍ଷା

    15196
    Apr 08, 2026
  • ପଶ୍ଚିମବଙ୍ଗ ଭୋଟର ତାଲିକା ସମ୍ପର୍କରେ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗ ଭୋଟର ତାଲିକା ସମ୍ପର୍କରେ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ କ’ଣ ?

    14374
    Apr 07, 2026
  • ଜଣେ ଇଞ୍ଜିନିୟରଙ୍କୁ ବିବାହ କଲେ ଆଇଆଇଟି ବାବା
    ଦେଶ-ଦେଶାନ୍ତର

    ଜଣେ ଇଞ୍ଜିନିୟରଙ୍କୁ ବିବାହ କଲେ ଆଇଆଇଟି ବାବା

    14184
    Apr 08, 2026
  • ଆଳୁ ରସ କରିବ ତ୍ଵଚାକୁ ଗୋରା
    ବିଶେଷ

    ଆଳୁ ରସ କରିବ ତ୍ଵଚାକୁ ଗୋରା

    14269
    Apr 07, 2026
  • ସେୟାର ମାର୍କେଟରେ ଚମକ, ସୁନା ମହଙ୍ଗା
    ଦେଶ-ଦେଶାନ୍ତର

    ସେୟାର ମାର୍କେଟରେ ଚମକ, ସୁନା ମହଙ୍ଗା

    14068
    Apr 08, 2026
  • ପିଏଫ୍ ଜମା ଉଠାଇବା ଏବେ ହୋଇଗଲା ଆହୁରି ସହଜ, ଜାଣନ୍ତୁ କେମିତି?
    ଦେଶ-ଦେଶାନ୍ତର

    ପିଏଫ୍ ଜମା ଉଠାଇବା ଏବେ ହୋଇଗଲା ଆହୁରି ସହଜ, ଜାଣନ୍ତୁ କେମିତି?

    15768
    Apr 07, 2026
  • ଭାରତୀୟମାନଙ୍କୁ ଯଥାଶୀଘ୍ର ଇରାନ ଛାଡିବାକୁ ନିର୍ଦ୍ଦେଶ
    ଦେଶ-ଦେଶାନ୍ତର

    ଭାରତୀୟମାନଙ୍କୁ ଯଥାଶୀଘ୍ର ଇରାନ ଛାଡିବାକୁ ନିର୍ଦ୍ଦେଶ

    15272
    Apr 08, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗ ଭୋଟର ତାଲିକା ସମ୍ପର୍କରେ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ କ’ଣ ?

    14374
    Apr 07, 2026
  • ବିଶେଷ

    ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଶୁଭଙ୍କର ନୁହେଁ

    13745
    Apr 08, 2026
  • ଦେଶ-ଦେଶାନ୍ତର

    ସେୟାର ମାର୍କେଟରେ ଚମକ, ସୁନା ମହଙ୍ଗା

    14068
    Apr 08, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17408
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17465
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17816
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16293
    Apr 03, 2021

ବିଶେଷ

  • ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଶୁଭଙ୍କର ନୁହେଁ

    13745
    Apr 08, 2026
  • ଆଳୁ ରସ କରିବ ତ୍ଵଚାକୁ ଗୋରା

    14269
    Apr 07, 2026
  • ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

    15657
    Apr 06, 2026
  • ଆମ୍ବର ଦାମ୍ ୩ ଲକ୍ଷ ଟଙ୍କା

    14155
    Apr 04, 2026
  • ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ

    15498
    Apr 02, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15319
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15049
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15553
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13850
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପିଏଫ୍ ଜମା ଉଠାଇବା ଏବେ ହୋଇଗଲା ଆହୁରି ସହଜ, ଜାଣନ୍ତୁ କେମିତି?

    15768
    Apr 07, 2026
  • ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଶୁଭଙ୍କର ନୁହେଁ

    13745
    Apr 08, 2026
  • ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା

    13511
    Apr 08, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In