Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, November 27, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଯୋଗୀ ଆଦିତ୍ୟନାଥଙ୍କୁ ଖୋଲାଖୋଲି ପ୍ରଶଂସା ...

  • ମୋଦିଙ୍କର ଦେଶ କିପରି ଚଳାଇବାକୁ ହୁଏ, ...

  • SBI କ୍ରେଡିଟ କାର୍ଡ ବ୍ୟବହାରକାରୀ ...

  • ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ...

  • ହ୍ୱାଟସଆପରେ ଆରମ୍ଭ ହେଲା ମେସେଜ୍ ...

  • ଅମିତାଭ ବଚ୍ଚନଙ୍କ ବଙ୍ଗଳା, ଜଲସାକୁ ଉଡ଼ାଇ ...

  • ଏହିସବୁ କାମ କଲେ ଘରେ ହୋଇଥାଏ ଅଶାନ୍ତି

  • ଇଣ୍ଟରନ୍ୟାସ୍‌ନାଲ ପର୍‌ଫରମିଂ ...

  • ଗୋଆର ୫୭ ତମ ଆଇଏଫ୍ଏଫ୍ଆଇରେ ଆକର୍ଷଣର ...

  • ସୁନା କେତେ ଶସ୍ତା ହୋଇଛି ଜାଣନ୍ତୁ

ରାଜନୀତି
Home ›› ରାଜନୀତି ›› ଓଡିଶାର ପ୍ରଶଂସାରେ ବିଜେପି ଅସହିଷ୍ଣୁ : ବିଜେଡି

ଓଡିଶାର ପ୍ରଶଂସାରେ ବିଜେପି ଅସହିଷ୍ଣୁ : ବିଜେଡି

2021-04-27 05:24:03
14597
Share:
Facebook
Twitter
E-Mail
WhatsApp
Telegram
 ଓଡିଶାର ପ୍ରଶଂସାରେ ବିଜେପି ଅସହିଷ୍ଣୁ : ବିଜେଡି

ଭୁବନେଶ୍ୱର : ସାରା ଭାରତବର୍ଷକୁ ତରଳ ମେଡିକାଲ ଅକ୍ସିଜେନ ଯୋଗାଇ ଲୋକଙ୍କ ଜୀବନ ରକ୍ଷା କରୁଥିବା ଓଡିଶାକୁ ପ୍ରଶଂସାର ସୁଅ ଛୁଟୁଥିବାବେଳେ ରାଜ୍ୟ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ତାହାକୁ ସହ୍ୟ କରିପାରୁ ନାହାନ୍ତି । ଓଡିଶାର ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ବଦଳରେ ସେ ଅଭ୍ୟାସଗତ ଭାବେ ବିଭ୍ରାନ୍ତିକର ଓ ନିମ୍ନମାନର ମନ୍ତବ୍ୟ ଦେବା ସହିତ ଅସହିଷ୍ଣୁ ମନୋଭାବ ଦେଖାଉଥିବା କହିଛନ୍ତି ବିଜେଡି ପ୍ରବକ୍ତା ସୁଶ୍ରୀ ଇପ୍‌ସିତା ସାହୁ । 

ବିଜେପି ନେତ୍ରୀଙ୍କୁ ଜବାବ ଦେଇ ସୁଶ୍ରୀ ସାହୁ କହିଛନ୍ତି ଯେ ଅକ୍ସିଜେନ ଯୋଗାଣ ମାଧ୍ୟମରେ ଓଡିଶା ଏବେ ଦିଲ୍ଲୀ, ମହାରାଷ୍ଟ୍ର ଭଳି ରାଜ୍ୟର ଲୋକଙ୍କୁ ଜୀବନଦାନ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ରାଜ୍ୟର ଏଭଳି ସହଯୋଗ ପାଇଁ ସେହିସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଓଡିଶାକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି । ତେବେ ଏଭଳି ପ୍ରଶଂସାକୁ ଏବେ ରାଜ୍ୟ ବିଜେପି ହଜମ କରିପାରୁ ନାହିଁ । ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ବକ୍ତବ୍ୟରୁ ଏହା ବାରିହୋଇ ପଡୁଛି । 


ସୁଶ୍ରୀ ସାହୁ କହିଛନ୍ତି ଯେ ଶ୍ରୀମତୀ ସାମନ୍ତସିଂହାର ପିପିଲି ଟିକଟ ପାଇଁ ଆଶାୟୀ ଥିଲେ । ସେଥିରେ ସଫଳ ନହେବା ଓ ଦଳରେ ନିଜର ପ୍ରାସଙ୍ଗିତା ହରାଉଥିବାରୁ ଏବେ ପ୍ରତିଦିନ ଗଣମାଧ୍ୟମରେ ଏଭଳି ଅବାନ୍ତର ବକ୍ତବ୍ୟମାନ ଦେଉଛନ୍ତି । ଏଭଳି ମନ୍ତବ୍ୟ ଦେଇ ନିଜକୁ ଗଣମାଧ୍ୟମରେ ପ୍ରାସଙ୍ଗିକ କରି ରଖିବା ତାଙ୍କର ମୂଳ ଲକ୍ଷ୍ୟ ହୋଇଥିବାବେଳେ ଓଡିଶାବାସୀ କିନ୍ତୁ ବିଜେପି ନେତ୍ରୀଙ୍କର ଏଭଳି ନିତିଦିନିଆ ମନଗଢା ବିବୃତ୍ତି ସଂକ୍ରାନ୍ତରେ ଭଲଭାବେ ଅବଗତ ଅଛନ୍ତି ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।


Powered by Froala Editor

Tags bjd , biju janata dal

Related articles Odisha News Lens 4.1

  • ଯୋଗୀ ଆଦିତ୍ୟନାଥଙ୍କୁ ଖୋଲାଖୋଲି ପ୍ରଶଂସା କଲେ ସଞ୍ଜୟ ରାଉତ, କାହିଁକି ଜାଣନ୍ତୁ?
    ଦେଶ-ଦେଶାନ୍ତର

    ଯୋଗୀ ଆଦିତ୍ୟନାଥଙ୍କୁ ଖୋଲାଖୋଲି ପ୍ରଶଂସା କଲେ ସଞ୍ଜୟ ରାଉତ, କାହିଁକି ଜାଣନ୍ତୁ?

    14588
    Nov 27, 2026
  • ହ୍ୱାଟସଆପରେ ଆରମ୍ଭ ହେଲା ମେସେଜ୍ ସିଡ୍ୟୁଲିଂ ଫିଚର, କଣ ରହିଛି ଫାଇଦା ଜାଣନ୍ତୁ.....
    ଦେଶ-ଦେଶାନ୍ତର

    ହ୍ୱାଟସଆପରେ ଆରମ୍ଭ ହେଲା ମେସେଜ୍ ସିଡ୍ୟୁଲିଂ ଫିଚର, କଣ ରହିଛି ଫାଇଦା ଜାଣନ୍ତୁ.....

    14999
    Nov 26, 2026
  • ସୁନା କେତେ ଶସ୍ତା ହୋଇଛି ଜାଣନ୍ତୁ
    ଦେଶ-ଦେଶାନ୍ତର

    ସୁନା କେତେ ଶସ୍ତା ହୋଇଛି ଜାଣନ୍ତୁ

    14762
    Nov 25, 2026
  • ଗୋଆର ୫୭ ତମ ଆଇଏଫ୍ଏଫ୍ଆଇରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଲା ଓଡ଼ିଆ ଚଳଚ୍ଚିତ୍ର ...
    ମନୋରଞ୍ଜନ

    ଗୋଆର ୫୭ ତମ ଆଇଏଫ୍ଏଫ୍ଆଇରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଲା ଓଡ଼ିଆ ଚଳଚ୍ଚିତ୍ର ...

    13640
    Nov 25, 2026
  • ଅମିତାଭ ବଚ୍ଚନଙ୍କ ବଙ୍ଗଳା, ଜଲସାକୁ ଉଡ଼ାଇ ଦେବାକୁ ଧମକ
    ଦେଶ-ଦେଶାନ୍ତର

    ଅମିତାଭ ବଚ୍ଚନଙ୍କ ବଙ୍ଗଳା, ଜଲସାକୁ ଉଡ଼ାଇ ଦେବାକୁ ଧମକ

    13435
    Nov 26, 2026
  • SBI କ୍ରେଡିଟ କାର୍ଡ ବ୍ୟବହାରକାରୀ ହୋଇଯାଆନ୍ତୁ ସାବଧାନ, ଡିସେମ୍ବର ୧ ରୁ ଆପଣଙ୍କ ପକେଟ ...
    ଦେଶ-ଦେଶାନ୍ତର

    SBI କ୍ରେଡିଟ କାର୍ଡ ବ୍ୟବହାରକାରୀ ହୋଇଯାଆନ୍ତୁ ସାବଧାନ, ଡିସେମ୍ବର ୧ ରୁ ଆପଣଙ୍କ ପକେଟ ...

    14510
    Nov 27, 2026
  •  ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବାପା ହେଲେ ମିଳିବ ଏତିକି ଦିନ ଛୁଟି
    ଦେଶ-ଦେଶାନ୍ତର

    ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବାପା ହେଲେ ମିଳିବ ଏତିକି ଦିନ ଛୁଟି

    15499
    Nov 26, 2026
  • ଏହିସବୁ କାମ କଲେ ଘରେ ହୋଇଥାଏ ଅଶାନ୍ତି
    ବିଶେଷ

    ଏହିସବୁ କାମ କଲେ ଘରେ ହୋଇଥାଏ ଅଶାନ୍ତି

    14451
    Nov 26, 2026
  • ଇଣ୍ଟରନ୍ୟାସ୍‌ନାଲ ପର୍‌ଫରମିଂ ଆର୍ଟ୍‌ସ୍‌ ଫେଷ୍ଟିଭାଲ (ଆଇପିଏଏଫ୍‌) ୫ମ ବର୍ଷ- ପୁରୀ ...
    ବାଣିଜ୍ୟ

    ଇଣ୍ଟରନ୍ୟାସ୍‌ନାଲ ପର୍‌ଫରମିଂ ଆର୍ଟ୍‌ସ୍‌ ଫେଷ୍ଟିଭାଲ (ଆଇପିଏଏଫ୍‌) ୫ମ ବର୍ଷ- ପୁରୀ ...

    14721
    Nov 25, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବାପା ହେଲେ ମିଳିବ ଏତିକି ଦିନ ଛୁଟି

    15499
    Nov 26, 2026
  • ଦେଶ-ଦେଶାନ୍ତର

    ସୁନା କେତେ ଶସ୍ତା ହୋଇଛି ଜାଣନ୍ତୁ

    14762
    Nov 25, 2026
  • ମନୋରଞ୍ଜନ

    ଗୋଆର ୫୭ ତମ ଆଇଏଫ୍ଏଫ୍ଆଇରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଲା ଓଡ଼ିଆ ଚଳଚ୍ଚିତ୍ର 'ବାଘୁଣୀ’

    13640
    Nov 25, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17321
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    18023
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17978
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18391
    Sep 06, 2023

ବିଶେଷ

  • ଏହିସବୁ କାମ କଲେ ଘରେ ହୋଇଥାଏ ଅଶାନ୍ତି

    14451
    Nov 26, 2026
  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    15580
    Nov 18, 2026
  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    14982
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14611
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15950
    Nov 08, 2026

ବାଣିଜ୍ୟ

ଇଣ୍ଟରନ୍ୟାସ୍‌ନାଲ ପର୍‌ଫରମିଂ ଆର୍ଟ୍‌ସ୍‌ ଫେଷ୍ଟିଭାଲ (ଆଇପିଏଏଫ୍‌) ୫ମ ବର୍ଷ- ପୁରୀ ସଂସ୍କରଣ ୨୦୨୬

ପୁରୀ: ଇଣ୍ଟରନ୍ୟାସ୍‌ନାଲ ପର୍‌ଫରମିଂ ଆର୍ଟ୍‌ସ୍‌ ଫେଷ୍ଟିଭାଲ (ଆଇପିଏଏଫ୍‌) ତାହାର ୫ମ ବର୍ଷ ପୁରୀ ସଂସ୍କରଣ ସମ୍ପର୍କରେ ଆନନ୍ଦର ସହିତ ଘୋଷଣା କରିଛି, ଯାହା ୨୦୨୬ ନଭେମ୍ବର ୨୭ରେ ପୁରୀ ...

  • ଭିଏଏମଏଲ କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଗ୍ରାମୀଣ ସ୍ୱାସ୍ଥ୍ୟସେବାକୁ ଆଗେଇ ନେଉଛି

    15792
    Nov 24, 2026
  • ମାସକରେ କମିଲାଣି ୨୧ ହଜାର ସୁନା

    16058
    Nov 21, 2026
  • ଭିଏଏମ୍ଏଲ୍ ସିଜିମାଳି ବକ୍ସାଇଟ୍ ଖଣି ପକ୍ଷରୁ କର୍କଟ ଚିହ୍ନଟ ଶିବିର ଆୟୋଜିତ, କଳାହାଣ୍ଡି ଓ ରାୟଗଡ଼ାର ୩୫୦ରୁ ଅଧିକ ଗୋଷ୍ଠୀ ସଦସ୍ୟ ଉପକୃତ

    15795
    Nov 20, 2026
  • ନିବେଶକଙ୍କ ଖୁସି : ଅଟୋ, ବ୍ୟାଙ୍କିଙ୍ଗ୍ ଓ କଞ୍ଜ୍ୟୁମର ସେକ୍ଟରରେ ଜବରଦସ୍ତ ଉତ୍ସାହ

    14114
    Nov 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସୁନା କେତେ ଶସ୍ତା ହୋଇଛି ଜାଣନ୍ତୁ

    14762
    Nov 25, 2026
  • ମୋଦିଙ୍କର ଦେଶ କିପରି ଚଳାଇବାକୁ ହୁଏ, କୌଣସି ଧାରଣା ନାହିଁ: ଖଡ଼ଗେ

    14237
    Nov 27, 2026
  • ଏହିସବୁ କାମ କଲେ ଘରେ ହୋଇଥାଏ ଅଶାନ୍ତି

    14451
    Nov 26, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In