Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, October 13, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୟୁପିଆଇକୁ ନେଇ ଆସିଲା ବଡ ଖବର: ଦୀପାବଳି ...

  • ଆଇଏନଏସ୍‌ ମାଙ୍ଗରୋଲ୍‌ ନୌସେନାରେ ହେଲା ...

  • ଦିନକୁୁ ଦିନ ଜଟିଳ ହେବାରେ ଲାଗିଛି ମଣିପୁର ...

  • ଇକୋନୋମିକ୍ସରେ ରବର୍ଟ ଇ ହାଲ୍ ଏବଂ ...

  • ବିରୋଧ ପ୍ରଦର୍ଶନ ପାଇଁ ଜନ୍ତର ମନ୍ତରରେ ...

  • ଚୋରି ଅଭିଯୋଗରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ...

  • ପୂର୍ବତନ ଆଇଏଏସ ଅଫିସରଙ୍କ ମାଡରେ ...

  • ପ୍ରତ୍ୟେକ ଭାରତୀୟ ନାଗରିକଙ୍କର କୋର୍ଟକୁ ...

  • ଏଭଳି କହି ଜ୍ଞାନେଶ କୁମାରଙ୍କୁ ସମାଲୋଚନା ...

  • ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ଦରରେ ୩ ଟଙ୍କା ...

ବିଶେଷ
Home ›› ବିଶେଷ ››ତୁରନ୍ତ ଏହି ଖରାପ ଅଭ୍ୟାସ ଛାଡ଼ନ୍ତୁ, ନୁହେଁତ ଆପଣ ଏମିତି ସମସ୍ୟାରେ ପଡ଼ି ପାରନ୍ତି

ତୁରନ୍ତ ଏହି ଖରାପ ଅଭ୍ୟାସ ଛାଡ଼ନ୍ତୁ, ନୁହେଁତ ଆପଣ ଏମିତି ସମସ୍ୟାରେ ପଡ଼ି ପାରନ୍ତି

2021-12-24 04:32:56
14863
Share:
Facebook
Twitter
E-Mail
WhatsApp
Telegram
ତୁରନ୍ତ ଏହି ଖରାପ ଅଭ୍ୟାସ ଛାଡ଼ନ୍ତୁ, ନୁହେଁତ ଆପଣ ଏମିତି ସମସ୍ୟାରେ ପଡ଼ି ପାରନ୍ତି


ଅଧିକାଂଶ ଲୋକଙ୍କର ଏହି ଧାରଣା ଥାଏ ଯେ, ହାଡ଼ ଗୁଡ଼ିକ ଦୁର୍ବଳ ହେବା  ଓ ଗଣ୍ଠି ଆଦିରେ ଯନ୍ତ୍ରଣା( ଜଏଣ୍ଟ ପେନ୍‌) ସମସ୍ୟା ବୃଢ଼ାବସ୍ଥାରେ  ହୋଇଥାଏ। ହେଲେ ଆପଣ ନିଜର ଆଖପାଖରେ ଅନେକ ଏମିତି ବୟସ୍କ ଲୋକଙ୍କୁ ଦେଖିଥିବେ ,ଯେଉଁମାନଙ୍କର ବୃଦ୍ଧାବସ୍ଥାରେ ବି କୌଣସି ସମସ୍ୟା ହୋଇନଥାଏ ।

ବାସ୍ତବରେ ହାଡ଼ ଗୁଡ଼ିକର ଦୃଢ଼ତା ଆମର ଜୀବନଶୈଳୀ ଉପରେ ନିର୍ଭର କରିଥାଏ । ଏହାକୁ ଆମେ ସମତୁଲ ମଧ୍ୟ କରିପାରିବା । ଯଦି ଆମେ ନିଜର ଖରାପ ଅଭ୍ୟାସରେ ସୁଧାର ଆଣି ପାରିବା ତ  ଆମର ହାଡ଼ ଗୁଡ଼ିକୁ ସୁସ୍ଥ ଓ ମଜବୁତ୍‌ ରଖି ପାରିବା । ଏକ୍ସପର୍ଟଙ୍କ ମୁତାବିକ ଆମର କିଛି ଅଭ୍ୟାସ ହାଡ଼ ଉପରେ ଖରାପ ପ୍ରଭାପ ପକାଇ ଥାଏ ।

ସ୍ମୋକିଂ କରିବା –

ଏକ୍ସପର୍ଟଙ୍କ ମୁତାବିକ, ତମାଖୁ ଆମର ଶରୀରର ଟିସୁରେ ଏକ ପ୍ରକାରର ନ୍ୟୁକ୍ଲିୟର ସୃଷ୍ଟି କରିଥାଏ,ଯାହାକୁ ମୁକ୍ତ କଣିକା କୁହାଯାଏ । ଏହା ଫୁସ୍‌ଫୁସ୍‌ ସହ  ଆମର ହାଡ଼କୁ ମଧ୍ୟ କ୍ଷତି ପହଞ୍ଚାଇ ଥାଏ । ଯେଉଁ ଲୋକ ତମାଖୁ ନେଇଥାନ୍ତି , ତାଙ୍କର ଶରୀରରେ ହାଡ଼ ଗୁଡ଼ିକର ଘନତ୍ୱ କମ୍‌ ହୋଇଥାଏ । ବାସ୍ତବରେ  ମୁକ୍ତ କଣିକା ଆପଣଙ୍କ ହାଡ଼କୁ ତିଆରି କରୁଥିବା କୋଶିକା ବା ସେଲ୍‌କୁ ମାରି ଦେଇଥାଏ ।

ଏହା ବ୍ୟତୀତ ସ୍ମୋକିଂ କାରଣରୁ ଆମର ଶରୀରରେ ଷ୍ଟ୍ରେସ୍‌ ହର୍ମୋନ କୋର୍ଟିସୋଲର ପ୍ରଡକ୍ସନ ବଢ଼ିଯାଏ । କୋର୍ଟିସୋଲ ଆମର ବୋନ୍‌ ଷ୍ଟକ୍‌କୁ କମ୍‌ କରିଥାଏ । ଯଦି କେବେ ହାଡ଼ ଭାଙ୍ଗି ଯାଏ ତ ସ୍ମୋକିଂ ଆପଣଙ୍କର ବ୍ଲଡ୍‌ ସେଲ୍ସକୁ  କ୍ଷତି ପହଞ୍ଚାଇ ରିକଭର ହେବାର ପ୍ରକ୍ରିୟାକୁ ଧିମା କରିଦିଏ ।

ବ୍ୟାୟାମ ନକରିବା –

ବ୍ୟାୟାମ ନକରିବା କରଣରୁ ହାଡ଼କୁ କ୍ଷତିପହଞ୍ଚିବାର ବିପଦ ବଢ଼ିଯାଏ । ମାଂସପେଶୀ ଶକ୍ତ ହେବା ଦ୍ୱାରା ହାଡ଼କୁ ମଜବୁତ୍‌ ମିଳିଥାଏ । ଏଥିପାଇଁ ବ୍ୟାୟାମ କରିବା ନିହାତି ଜରୁରୀ । ଓଜନିଆ ଜିନି, ଉଠାଇବା ଓ ଦ୍ରୁତ ଗତିରେ ଚାଲିବ ଦ୍ୱାରା ମଧ୍ୟ  ଆପଣଙ୍କର ହାଡ଼ ମଜବୁତ୍‌ ହୋଇଥାଏ ।

ମଦ୍ୟପାନ କରିବା – ଏକ୍ସପର୍ଟଙ୍କ ଅନୁସାରେ , ମଦ୍ୟ ପାନ କରିବା ଦ୍ୱାରା ମଧ୍ୟ ଶରୀରରେ କୋର୍ଟିସୋଲ ବଢ଼ିଯାଏ , ଯେଉଁଥିରେ ବୋନ୍‌ ଷ୍ଟକ୍‌ କମ୍ ହୋଇଯାଏ । ମଦ ଯୋଗୁଁ  ଶରୀରରେ ଏଷ୍ଟ୍ରୋଜନ ଓ ଟେଷ୍ଟୋଷ୍ଟେରୋନର ସ୍ତର ମଧ୍ୟ ହ୍ରାସ ପାଇଥାଏ । ଏହି ଦୁଇ ହର୍ମୋନ୍‌  ହାଡ଼ର ସୁସ୍ଥତା ପାଇଁ ଭଲ ହୋଇଥାଏ।

ଖରାରୁ ଦୂରେଇ ରହିବା –

ଭିଟାମିନ୍‌-ଡି ରେ ହାଡ଼ ମଜବୁତ୍ ହୋଇଥାଏ । ଜାଣି ରଖନ୍ତୁ କି ଭିଟାମି୍ନ୍‌ ଡିର ଅଭାବରୁ  ହାଡ଼ ପତଳା ଓ ଗୁରୁତର ହୋଇଯାଏ ।  ଏହି ଭିଟାମିନ୍‌ ସୂର୍ୟ୍ୟଙ୍କ ଠାରୁ ମିଳିଥାଏ । ଯଦି ଆପଣ ଘର ବାହାରେ କିଛି ସମୟ ନବିତାନ୍ତି ତ ଆପଣଙ୍କ ଶରୀରରେ ଭିଟାମିନ୍‌-ଡିର ଅଭାବ ଦେଖାଦିଏ । ହାଡ଼ର ମଜବୁତ୍‌ ପାଇଁ  କ୍ୟାଲସିୟମ୍‌ର ଆବଶ୍ୟକ ମଧ୍ୟ ହୋଇଥାଏ ।

Powered by Froala Editor

Tags Leave these habit

Related articles Odisha News Lens 4.1

  • ପ୍ରତ୍ୟେକ ଭାରତୀୟ ନାଗରିକଙ୍କର କୋର୍ଟକୁ ଯିବାର ଅଧିକାର ଅଛି: ସିଜେଆଇ
    ଦେଶ-ଦେଶାନ୍ତର

    ପ୍ରତ୍ୟେକ ଭାରତୀୟ ନାଗରିକଙ୍କର କୋର୍ଟକୁ ଯିବାର ଅଧିକାର ଅଛି: ସିଜେଆଇ

    14603
    Oct 12, 2026
  • ୟୁପିଆଇକୁ ନେଇ ଆସିଲା ବଡ ଖବର: ଦୀପାବଳି ପର୍ଯ୍ୟନ୍ତ କୌଣସି ଶୁଳ୍କ ନିଆଯିବ ନାହିଁ
    ଦେଶ-ଦେଶାନ୍ତର

    ୟୁପିଆଇକୁ ନେଇ ଆସିଲା ବଡ ଖବର: ଦୀପାବଳି ପର୍ଯ୍ୟନ୍ତ କୌଣସି ଶୁଳ୍କ ନିଆଯିବ ନାହିଁ

    14532
    Oct 13, 2026
  • ଇକୋନୋମିକ୍ସରେ ରବର୍ଟ ଇ ହାଲ୍ ଏବଂ ମାଇକେଲ୍ ଉଡଫୋର୍ଡଙ୍କୁ ମିଳିବ ନୋବେଲ ସମ୍ମାନ
    ଦେଶ-ଦେଶାନ୍ତର

    ଇକୋନୋମିକ୍ସରେ ରବର୍ଟ ଇ ହାଲ୍ ଏବଂ ମାଇକେଲ୍ ଉଡଫୋର୍ଡଙ୍କୁ ମିଳିବ ନୋବେଲ ସମ୍ମାନ

    14452
    Oct 12, 2026
  • ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ଦରରେ ୩ ଟଙ୍କା ବୃଦ୍ଧି
    ଦେଶ-ଦେଶାନ୍ତର

    ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ଦରରେ ୩ ଟଙ୍କା ବୃଦ୍ଧି

    14590
    Oct 12, 2026
  • ଆଇଏନଏସ୍‌ ମାଙ୍ଗରୋଲ୍‌ ନୌସେନାରେ ହେଲା ସାମିଲ
    ଦେଶ-ଦେଶାନ୍ତର

    ଆଇଏନଏସ୍‌ ମାଙ୍ଗରୋଲ୍‌ ନୌସେନାରେ ହେଲା ସାମିଲ

    13422
    Oct 13, 2026
  • ଚୋରି ଅଭିଯୋଗରେ ଚଳଚ୍ଚିତ୍ର ନିର୍ଦ୍ଦେଶକ କାଜା ହୁସେନ୍‌ ଗିରଫ
    ଦେଶ-ଦେଶାନ୍ତର

    ଚୋରି ଅଭିଯୋଗରେ ଚଳଚ୍ଚିତ୍ର ନିର୍ଦ୍ଦେଶକ କାଜା ହୁସେନ୍‌ ଗିରଫ

    14075
    Oct 12, 2026
  • ବିରୋଧ ପ୍ରଦର୍ଶନ ପାଇଁ ଜନ୍ତର ମନ୍ତରରେ ଧାରଣା ମନା
    ଦେଶ-ଦେଶାନ୍ତର

    ବିରୋଧ ପ୍ରଦର୍ଶନ ପାଇଁ ଜନ୍ତର ମନ୍ତରରେ ଧାରଣା ମନା

    15026
    Oct 12, 2026
  • ପୂର୍ବତନ ଆଇଏଏସ ଅଫିସରଙ୍କ ମାଡରେ ବ୍ୟକ୍ତିଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ପୂର୍ବତନ ଆଇଏଏସ ଅଫିସରଙ୍କ ମାଡରେ ବ୍ୟକ୍ତିଙ୍କ ମୃତ୍ୟୁ

    14876
    Oct 12, 2026
  • ଦିନକୁୁ ଦିନ ଜଟିଳ ହେବାରେ ଲାଗିଛି ମଣିପୁର ହିଂସା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୪୮ ...
    ଦେଶ-ଦେଶାନ୍ତର

    ଦିନକୁୁ ଦିନ ଜଟିଳ ହେବାରେ ଲାଗିଛି ମଣିପୁର ହିଂସା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୪୮ ...

    15166
    Oct 13, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପୂର୍ବତନ ଆଇଏଏସ ଅଫିସରଙ୍କ ମାଡରେ ବ୍ୟକ୍ତିଙ୍କ ମୃତ୍ୟୁ

    14876
    Oct 12, 2026
  • ଦେଶ-ଦେଶାନ୍ତର

    ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ଦରରେ ୩ ଟଙ୍କା ବୃଦ୍ଧି

    14590
    Oct 12, 2026
  • ଦେଶ-ଦେଶାନ୍ତର

    ପ୍ରତ୍ୟେକ ଭାରତୀୟ ନାଗରିକଙ୍କର କୋର୍ଟକୁ ଯିବାର ଅଧିକାର ଅଛି: ସିଜେଆଇ

    14603
    Oct 12, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17177
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17867
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17821
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18240
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14544
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14651
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15656
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14330
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    16066
    Sep 23, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

ଭୁବନେଶ୍ୱର : ଓଡ଼ିଶାର ଗ୍ରାମାଞ୍ଚଳରେ ମହିଳାମାନେ ପାରମ୍ପରିକ କୌଶଳ ଏବଂ ସ୍ଥାନୀୟ ଉତ୍ପାଦକୁ ଅର୍ଥପୂର୍ଣ୍ଣ ଜୀବିକା ସୁଯୋଗରେ ରୂପାନ୍ତରିତ କରୁଛନ୍ତି। ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଏବଂ ଓଡ଼ିଶାରେ ଗ୍ରାମୀ ...

  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15801
    Oct 08, 2026
  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    15029
    Oct 08, 2026
  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

    15556
    Oct 06, 2026
  • ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

    14029
    Oct 03, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୟୁପିଆଇକୁ ନେଇ ଆସିଲା ବଡ ଖବର: ଦୀପାବଳି ପର୍ଯ୍ୟନ୍ତ କୌଣସି ଶୁଳ୍କ ନିଆଯିବ ନାହିଁ

    14532
    Oct 13, 2026
  • ଏଭଳି କହି ଜ୍ଞାନେଶ କୁମାରଙ୍କୁ ସମାଲୋଚନା କଲେ ରାହୁଲ

    14936
    Oct 12, 2026
  • ଦିନକୁୁ ଦିନ ଜଟିଳ ହେବାରେ ଲାଗିଛି ମଣିପୁର ହିଂସା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୪୮ ଘଣ୍ଟାର କଣ୍ଟ ଦେଲା ନାଗା ସଂଗଠନ

    15166
    Oct 13, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In