Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, August 31, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ...

  • ନେପାଳର ବନ୍ୟା ଯୋଗୁଁ ସୁଡ଼ଙ୍ଗରେ ଫସି ...

  • IST ବାଧ୍ୟତାମୂଳକ: ମାର୍ଚ୍ଚ ୨୦୨୭ ଠାରୁ ‘ୱାନ ...

  • ବନ୍ୟାରେ ନିଖୋଜ ଖବର ମିଛ, ମୁମ୍ବାଇରେ ...

  • ସତର୍କ କଲେ ବିଶେଷଜ୍ଞ: ଆହୁରି ୪୦୭ ହିମବାହ ...

  • ଟଙ୍କା ପାଇଁ ବାହାଘର, ଯୁବକଙ୍କୁ ଲୁଟି ...

  • କେନାଲରୁ ମିଳିଲା ବିଜେପି ନେତାଙ୍କ ମୃତଦେହ

  • ‘ମନ୍ କୀ ବାତ୍‌’ କାର୍ଯ୍ୟକ୍ରମରେ ଓଡ଼ିଶାର ...

  • ମୋଦୀଙ୍କ ଉଜ୍‌ବେକିସ୍ତାନ ଗସ୍ତ

  • ନେପାଳ ବନ୍ୟାରେ ଭାସିଗଲା ବ୍ୟାଙ୍କ ଲକର, ୫୭ ...

ରାଜନୀତି
Home ›› ରାଜନୀତି ››ଟିଏମ୍‌ସିରେ ଯୋଗଦେଲେ ଏହି ଅଭିନେତ୍ରୀ, ପଢ଼ନ୍ତୁ ରିପୋର୍ଟ...

ଟିଏମ୍‌ସିରେ ଯୋଗଦେଲେ ଏହି ଅଭିନେତ୍ରୀ, ପଢ଼ନ୍ତୁ ରିପୋର୍ଟ...

2021-10-29 07:51:40
15609
Share:
Facebook
Twitter
E-Mail
WhatsApp
Telegram
ଟିଏମ୍‌ସିରେ ଯୋଗଦେଲେ ଏହି ଅଭିନେତ୍ରୀ, ପଢ଼ନ୍ତୁ ରିପୋର୍ଟ...

ଗୋଆ: ପଶ୍ଚିମବଙ୍ଗରେ ବିପୁଳ ବିଜୟ ପରେ ଏବେ ମମତା ବିଜେପିକୁ ଖୋଲା ଚାଲେଞ୍ଜ ଦେବା ଆରମ୍ଭ କରିଛନ୍ତି । ଦଳକୁ ବଳୁଆ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଜାତୀୟସ୍ତରରେ ପ୍ରାର୍ଥୀ ଦେବାକୁ ମନ ବଳାଇଛନ୍ତି । ପ୍ରଥମେ ଦଳ ଗୋଆ ଓ ତ୍ରିପୁରାର ବିଧାନସଭାରେ ପ୍ରାର୍ଥୀ ଦେବାକୁ ମନସ୍ଥ କରିଛି । ଏଥିପାଇଁ ଫୁଲ୍ ଦମ୍‌ରେ ଲାଗି ପଡ଼ିଛନ୍ତି ଦିଦି । ତିନିଦିନିଆ ଗୋଆ ଗସ୍ତରେ ଅଛନ୍ତି ମମତା । ସେଠାରେ ଦଳର ସ୍ଥିତିକୁ ମଜଭୁତ୍ କରିବାକୁ ସମର୍ଥନ ଯୋଗାଡ଼ କରୁଛନ୍ତି । ଏହି କ୍ରମରେ କିଛି  ପ୍ରମୁଖ ବ୍ୟକ୍ତି ବିଶେଷ ଦଳରେ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ନଫିସା ଅଲ୍ଲୀ । ଗୋଆରେ ମମତାଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଏହା ଅବସରରେ ମମତା କହିଛନ୍ତି, ନଫିସାଙ୍କ ଯୋଗଦାନ ଦଳର ସ୍ଥିତିକୁ ଆହୁରି ସୁଦୃଢ଼ କରିବ । ଟିଏମ୍‌ସି ଆଗାମୀ ଦିନରେ ନିଶ୍ଚିତ ଭାବେ ଗୋଆରେ ଭଲ ପ୍ରଦର୍ଶନ କରିବ । ସୂଚନାଯୋଗ୍ୟ, ୨୦୨୨ ବିଧାନସଭା ନିର୍ବାଚନରେ ଟିଏମ୍‌ସି ଗୋଆ ଓ ତ୍ରିପୁରାରେ ଲଢ଼ିବ ବୋଲି ପୂର୍ବରୁ ମମତା ଘୋଷଣା କରିଥିଲେ । ଆଉ ଏବେ ଏଥିପାଇଁ ନିଜର ଜୀ-ଜାନ୍ ଲଗାଇ ଦେଇଛନ୍ତି ।

Powered by Froala Editor

Tags actress nafisa ali join tmc

Related articles Odisha News Lens 4.1

  • ସତର୍କ କଲେ ବିଶେଷଜ୍ଞ: ଆହୁରି ୪୦୭ ହିମବାହ ହ୍ରଦ ଫାଟିବାର ବିପଦ ରହିଛି
    ଦେଶ-ଦେଶାନ୍ତର

    ସତର୍କ କଲେ ବିଶେଷଜ୍ଞ: ଆହୁରି ୪୦୭ ହିମବାହ ହ୍ରଦ ଫାଟିବାର ବିପଦ ରହିଛି

    15476
    Aug 31, 2026
  •  ‘ମନ୍ କୀ ବାତ୍‌’ କାର୍ଯ୍ୟକ୍ରମରେ ଓଡ଼ିଶାର ମୈଥିଲୀ ଭୂଏଙ୍କ ସଫଳତାର କାହାଣୀ ପାଇଲା ...
    ଦେଶ-ଦେଶାନ୍ତର

    ‘ମନ୍ କୀ ବାତ୍‌’ କାର୍ଯ୍ୟକ୍ରମରେ ଓଡ଼ିଶାର ମୈଥିଲୀ ଭୂଏଙ୍କ ସଫଳତାର କାହାଣୀ ପାଇଲା ...

    13599
    Aug 30, 2026
  • ମୋଦୀଙ୍କ ଉଜ୍‌ବେକିସ୍ତାନ ଗସ୍ତ
    ଦେଶ-ଦେଶାନ୍ତର

    ମୋଦୀଙ୍କ ଉଜ୍‌ବେକିସ୍ତାନ ଗସ୍ତ

    14953
    Aug 30, 2026
  • ବନ୍ୟାରେ ନିଖୋଜ ଖବର ମିଛ, ମୁମ୍ବାଇରେ ପହଞ୍ଚିଲେ ମାନସୀ
    ମନୋରଞ୍ଜନ

    ବନ୍ୟାରେ ନିଖୋଜ ଖବର ମିଛ, ମୁମ୍ବାଇରେ ପହଞ୍ଚିଲେ ମାନସୀ

    14043
    Aug 31, 2026
  • କେନାଲରୁ ମିଳିଲା ବିଜେପି ନେତାଙ୍କ ମୃତଦେହ
    ଅପରାଧ

    କେନାଲରୁ ମିଳିଲା ବିଜେପି ନେତାଙ୍କ ମୃତଦେହ

    15111
    Aug 31, 2026
  • ଟଙ୍କା ପାଇଁ ବାହାଘର, ଯୁବକଙ୍କୁ ଲୁଟି କନ୍ୟା ଫେରାର
    ଅପରାଧ

    ଟଙ୍କା ପାଇଁ ବାହାଘର, ଯୁବକଙ୍କୁ ଲୁଟି କନ୍ୟା ଫେରାର

    13804
    Aug 31, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ
    ବିଶେଷ

    କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    13790
    Aug 31, 2026
  • ନେପାଳ ବନ୍ୟାରେ ଭାସିଗଲା ବ୍ୟାଙ୍କ ଲକର, ୫୭ ଲକ୍ଷ ଟଙ୍କା ଲୁଟ
    ଦେଶ-ଦେଶାନ୍ତର

    ନେପାଳ ବନ୍ୟାରେ ଭାସିଗଲା ବ୍ୟାଙ୍କ ଲକର, ୫୭ ଲକ୍ଷ ଟଙ୍କା ଲୁଟ

    13665
    Aug 30, 2026
  • IST ବାଧ୍ୟତାମୂଳକ: ମାର୍ଚ୍ଚ ୨୦୨୭ ଠାରୁ ‘ୱାନ ନେସନ, ୱାନ ଟାଇମ’
    ଦେଶ-ଦେଶାନ୍ତର

    IST ବାଧ୍ୟତାମୂଳକ: ମାର୍ଚ୍ଚ ୨୦୨୭ ଠାରୁ ‘ୱାନ ନେସନ, ୱାନ ଟାଇମ’

    14170
    Aug 31, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଅପରାଧ

    କେନାଲରୁ ମିଳିଲା ବିଜେପି ନେତାଙ୍କ ମୃତଦେହ

    15111
    Aug 31, 2026
  • ଦେଶ-ଦେଶାନ୍ତର

    ନେପାଳ ବନ୍ୟାରେ ଭାସିଗଲା ବ୍ୟାଙ୍କ ଲକର, ୫୭ ଲକ୍ଷ ଟଙ୍କା ଲୁଟ

    13665
    Aug 30, 2026
  • ଦେଶ-ଦେଶାନ୍ତର

    IST ବାଧ୍ୟତାମୂଳକ: ମାର୍ଚ୍ଚ ୨୦୨୭ ଠାରୁ ‘ୱାନ ନେସନ, ୱାନ ଟାଇମ’

    14170
    Aug 31, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17060
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17699
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17732
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18130
    Sep 06, 2023

ବିଶେଷ

  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    13790
    Aug 31, 2026
  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ

    14462
    Aug 30, 2026
  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14629
    Aug 27, 2026
  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    13967
    Aug 26, 2026
  • ବିନା ମୋଜାରେ ଜୋତା ପିନ୍ଧିଲେ ଶରୀର ଉପରେ ପଡିଥାଏ କୁପ୍ରଭାବ

    15357
    Aug 24, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ଜ୍ୟୋତି ଅଧୀନରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ ଜିଲ୍ଲାର ୨୨,୦୦୦ ପରିବାରକୁ ସୌର ଶକ୍ତି ଚାଳିତ ଆଲୋକ ପ୍ରଦାନ କରୁଛି

ସମସ୍ତଙ୍କ ପାଇଁ ସୁରକ୍ଷା, ଗତିଶୀଳତା ଏବଂ ଯୋଗାଯୋଗରେ ଉନ୍ନତି ଆଣିବା ଲାଗି ଏକ ସ୍ୱଚ୍ଛ-ଶକ୍ତି ପଦକ୍ଷେପ

ଭୁବନେଶ୍ୱର, ୨୫/୦୮/୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ କୋ ...

  • ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

    14458
    Aug 21, 2026
  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15986
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14022
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14291
    Aug 12, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • IST ବାଧ୍ୟତାମୂଳକ: ମାର୍ଚ୍ଚ ୨୦୨୭ ଠାରୁ ‘ୱାନ ନେସନ, ୱାନ ଟାଇମ’

    14170
    Aug 31, 2026
  • କେନାଲରୁ ମିଳିଲା ବିଜେପି ନେତାଙ୍କ ମୃତଦେହ

    15111
    Aug 31, 2026
  • ମୋଦୀଙ୍କ ଉଜ୍‌ବେକିସ୍ତାନ ଗସ୍ତ

    14953
    Aug 30, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In