Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, November 29, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପେଟର ସମସ୍ୟାରୁ କେମିତି ନିଜକୁ ରକ୍ଷା ...

  • ଖାତକୁ ଖସିଲା ଟାଟା ସୁମୋ କାର, ୪ ମୃତ

  • ଆଜି ଦୀପଥୁନରେ ଦୀପ ଜାଳିବାକୁ ନିର୍ଦ୍ଦେଶ ...

  • ଭି.ଏ.ଏମ୍.ଏଲ୍. ଲାଞ୍ଜିଗଡ଼ ଏହାର ପାୱାର ...

  • ଓଡ଼ିଶା କ୍ରାଫ୍ଟ ଓଡିସୀର ମୋଲ୍‌ଟେନ୍‌ ...

  • ଆମୱେ ଇଣ୍ଡିଆ ଓ ଆଇଟିସିଏଫ୍‌ଏସ୍‌ଏଏନ୍‌ ...

  • ଯୋଗୀ ଆଦିତ୍ୟନାଥଙ୍କୁ ଖୋଲାଖୋଲି ପ୍ରଶଂସା ...

  • ମୋଦିଙ୍କର ଦେଶ କିପରି ଚଳାଇବାକୁ ହୁଏ, ...

  • SBI କ୍ରେଡିଟ କାର୍ଡ ବ୍ୟବହାରକାରୀ ...

  • ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››କଂଗ୍ରେସରେ ସାମିଲ ହେବେ କହ୍ନେୟା, ଜିଗ୍ନେଶ

କଂଗ୍ରେସରେ ସାମିଲ ହେବେ କହ୍ନେୟା, ଜିଗ୍ନେଶ

2021-09-25 19:27:49
14825
Share:
Facebook
Twitter
E-Mail
WhatsApp
Telegram
କଂଗ୍ରେସରେ ସାମିଲ ହେବେ କହ୍ନେୟା, ଜିଗ୍ନେଶ

ଜବାବାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ନେତା କହ୍ନେୟା କୁମାର ଖୁବଶୀଘ୍ର କଂଗ୍ରେସରେ ସାମିଲ ହେବେ । ଏହା ବ୍ୟତୀତ ଗୁଜରାଟର ନିର୍ଦ୍ଦଳିୟ ବିଧାୟକ ଜିଗ୍ନେସ ମେୱାନି ବି କଂଗ୍ରେସରେ ସାମିଲ ହେବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, କହ୍ନେୟା କୁମାର ୨୮ ସେପ୍ଟେମ୍ବରକୁ କଂଗ୍ରେସରେ ସାମିଲ ହେବେ ।

ଦଳ ବିହାର ବିଧାନସଭା ନିର୍ବାଚନ ବେଳେ କହ୍ନେୟା କୁମାରଙ୍କୁ ଅଫର ଦେଇଥିଲା। କିନ୍ତୁ ସେତେବେଳେ ସମ୍ଭବ ହୋଇପାରିନଥିଲା। ବିହାରରେ କଂଗ୍ରେସ ଖୁବ୍‌ଶୀଘ୍ର ତା’ର ନୂଆ ପ୍ରଦେଶ ଅଧ୍ୟକ୍ଷ ନାଁ ଘୋଷଣା କରିପାରେ। ଏଥିରେ କହ୍ନେୟା କୁମାରଙ୍କ ନାଁ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ସୂତ୍ର ଅନୁସାରେ ଗତ କିଛି ଦିନ ହେବ କହ୍ନେୟା କୁମାର ଏବଂ ଜିଗ୍ନେଶ ମେୱାନି କଂଗ୍ରେସ ନେତୃତ୍ୱ ସମ୍ପର୍କରେ ଅଛନ୍ତି। ନିକଟରେ କହ୍ନେୟା କୁମାର ରାହୁଲ ଗାନ୍ଧିଙ୍କୁ ମଧ୍ୟ ଭେଟିଥିଲେ।  ଜିଗ୍ନେସ ମେୱାନୀ କଂଗ୍ରେରେ ସାମିଲ ହେବାକୁ ନେଇ ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲ ଖୁସି ବ୍ୟକ୍ତ କରିଛନ୍ତି । ବିହାର ରାଜନୀତିରେ କହ୍ନେୟା କୁମାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଚାହୁଁଛନ୍ତି। 

Powered by Froala Editor

Tags congress

Related articles Odisha News Lens 4.1

  • ଭି.ଏ.ଏମ୍.ଏଲ୍. ଲାଞ୍ଜିଗଡ଼ ଏହାର ପାୱାର ପ୍ଲାଣ୍ଟରେ ଏଆଇ-ଚାଳିତ ସଫେଇ ରୋବୋଟ୍ ନିୟୋଜନ ...
    ବାଣିଜ୍ୟ

    ଭି.ଏ.ଏମ୍.ଏଲ୍. ଲାଞ୍ଜିଗଡ଼ ଏହାର ପାୱାର ପ୍ଲାଣ୍ଟରେ ଏଆଇ-ଚାଳିତ ସଫେଇ ରୋବୋଟ୍ ନିୟୋଜନ ...

    15574
    Nov 28, 2026
  • ଖାତକୁ ଖସିଲା ଟାଟା ସୁମୋ କାର, ୪ ମୃତ
    ଦେଶ-ଦେଶାନ୍ତର

    ଖାତକୁ ଖସିଲା ଟାଟା ସୁମୋ କାର, ୪ ମୃତ

    14790
    Nov 28, 2026
  • ଆମୱେ ଇଣ୍ଡିଆ ଓ ଆଇଟିସିଏଫ୍‌ଏସ୍‌ଏଏନ୍‌ ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିସାଧନ ସଚେତନତା ...
    ବାଣିଜ୍ୟ

    ଆମୱେ ଇଣ୍ଡିଆ ଓ ଆଇଟିସିଏଫ୍‌ଏସ୍‌ଏଏନ୍‌ ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିସାଧନ ସଚେତନତା ...

    13913
    Nov 27, 2026
  • ଯୋଗୀ ଆଦିତ୍ୟନାଥଙ୍କୁ ଖୋଲାଖୋଲି ପ୍ରଶଂସା କଲେ ସଞ୍ଜୟ ରାଉତ, କାହିଁକି ଜାଣନ୍ତୁ?
    ଦେଶ-ଦେଶାନ୍ତର

    ଯୋଗୀ ଆଦିତ୍ୟନାଥଙ୍କୁ ଖୋଲାଖୋଲି ପ୍ରଶଂସା କଲେ ସଞ୍ଜୟ ରାଉତ, କାହିଁକି ଜାଣନ୍ତୁ?

    15045
    Nov 27, 2026
  •  ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବାପା ହେଲେ ମିଳିବ ଏତିକି ଦିନ ଛୁଟି
    ଦେଶ-ଦେଶାନ୍ତର

    ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବାପା ହେଲେ ମିଳିବ ଏତିକି ଦିନ ଛୁଟି

    15932
    Nov 26, 2026
  • ଆଜି ଦୀପଥୁନରେ ଦୀପ ଜାଳିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ଆଜି ଦୀପଥୁନରେ ଦୀପ ଜାଳିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

    14192
    Nov 28, 2026
  • ଓଡ଼ିଶା କ୍ରାଫ୍ଟ ଓଡିସୀର ମୋଲ୍‌ଟେନ୍‌ ମନୋଲିଥ୍‌ ଡୋକ୍ରାର ଇତିହାସ, କାରିଗରୀ ଓ ...
    ବାଣିଜ୍ୟ

    ଓଡ଼ିଶା କ୍ରାଫ୍ଟ ଓଡିସୀର ମୋଲ୍‌ଟେନ୍‌ ମନୋଲିଥ୍‌ ଡୋକ୍ରାର ଇତିହାସ, କାରିଗରୀ ଓ ...

    14051
    Nov 28, 2026
  • ପେଟର ସମସ୍ୟାରୁ କେମିତି ନିଜକୁ ରକ୍ଷା କରିବେ ଜାଣନ୍ତୁ.....
    ବିଶେଷ

    ପେଟର ସମସ୍ୟାରୁ କେମିତି ନିଜକୁ ରକ୍ଷା କରିବେ ଜାଣନ୍ତୁ.....

    13395
    Nov 29, 2026
  • SBI କ୍ରେଡିଟ କାର୍ଡ ବ୍ୟବହାରକାରୀ ହୋଇଯାଆନ୍ତୁ ସାବଧାନ, ଡିସେମ୍ବର ୧ ରୁ ଆପଣଙ୍କ ପକେଟ ...
    ଦେଶ-ଦେଶାନ୍ତର

    SBI କ୍ରେଡିଟ କାର୍ଡ ବ୍ୟବହାରକାରୀ ହୋଇଯାଆନ୍ତୁ ସାବଧାନ, ଡିସେମ୍ବର ୧ ରୁ ଆପଣଙ୍କ ପକେଟ ...

    14958
    Nov 27, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମୋଦିଙ୍କର ଦେଶ କିପରି ଚଳାଇବାକୁ ହୁଏ, କୌଣସି ଧାରଣା ନାହିଁ: ଖଡ଼ଗେ

    14701
    Nov 27, 2026
  • ଦେଶ-ଦେଶାନ୍ତର

    SBI କ୍ରେଡିଟ କାର୍ଡ ବ୍ୟବହାରକାରୀ ହୋଇଯାଆନ୍ତୁ ସାବଧାନ, ଡିସେମ୍ବର ୧ ରୁ ଆପଣଙ୍କ ପକେଟ ଉପରେ ପଡ଼ିପାରେ ଅତିରିକ୍ତ ବୋଝ

    14958
    Nov 27, 2026
  • ଦେଶ-ଦେଶାନ୍ତର

    ଯୋଗୀ ଆଦିତ୍ୟନାଥଙ୍କୁ ଖୋଲାଖୋଲି ପ୍ରଶଂସା କଲେ ସଞ୍ଜୟ ରାଉତ, କାହିଁକି ଜାଣନ୍ତୁ?

    15045
    Nov 27, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17327
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    18029
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17984
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18398
    Sep 06, 2023

ବିଶେଷ

  • ପେଟର ସମସ୍ୟାରୁ କେମିତି ନିଜକୁ ରକ୍ଷା କରିବେ ଜାଣନ୍ତୁ.....

    13395
    Nov 29, 2026
  • ଏହିସବୁ କାମ କଲେ ଘରେ ହୋଇଥାଏ ଅଶାନ୍ତି

    14879
    Nov 26, 2026
  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    15632
    Nov 18, 2026
  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    15036
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14661
    Nov 09, 2026

ବାଣିଜ୍ୟ

ଭି.ଏ.ଏମ୍.ଏଲ୍. ଲାଞ୍ଜିଗଡ଼ ଏହାର ପାୱାର ପ୍ଲାଣ୍ଟରେ ଏଆଇ-ଚାଳିତ ସଫେଇ ରୋବୋଟ୍ ନିୟୋଜନ କରିଛି

ଭୁବନେଶ୍ୱର  : ସ୍ମାର୍ଟ ଏବଂ ସ୍ଥାୟୀ ସମାଧାନ ମାଧ୍ୟମରେ ପରିଚାଳନାଗତ ଉତ୍କର୍ଷତାକୁ ସୁଦୃଢ଼ କରିବା ପାଇଁ ଏହାର ନିରନ୍ତର ପ୍ରୟାସର ଏକ ଅଂଶ ଭାବରେ, ବେଦାନ୍ତ ଆଲୁମିନିୟମ୍, ଲାଞ୍ଜିଗଡ଼ ଏହାର ନୂତନ ପାୱାର ପ୍ଲା ...

  • ଓଡ଼ିଶା କ୍ରାଫ୍ଟ ଓଡିସୀର ମୋଲ୍‌ଟେନ୍‌ ମନୋଲିଥ୍‌ ଡୋକ୍ରାର ଇତିହାସ, କାରିଗରୀ ଓ ସମକାଳୀନ କଳାକୁ ଏକତ୍ରିତ କରୁଛି

    14051
    Nov 28, 2026
  • ଆମୱେ ଇଣ୍ଡିଆ ଓ ଆଇଟିସିଏଫ୍‌ଏସ୍‌ଏଏନ୍‌ ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିସାଧନ ସଚେତନତା ସୁଦୃଢ କରିବାକୁ ବୁଝାମଣାପତ୍ରରେ ସ୍ୱାକ୍ଷର କଲେ

    13913
    Nov 27, 2026
  • ଇଣ୍ଟରନ୍ୟାସ୍‌ନାଲ ପର୍‌ଫରମିଂ ଆର୍ଟ୍‌ସ୍‌ ଫେଷ୍ଟିଭାଲ (ଆଇପିଏଏଫ୍‌) ୫ମ ବର୍ଷ- ପୁରୀ ସଂସ୍କରଣ ୨୦୨୬

    15099
    Nov 25, 2026
  • ଭିଏଏମଏଲ କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଗ୍ରାମୀଣ ସ୍ୱାସ୍ଥ୍ୟସେବାକୁ ଆଗେଇ ନେଉଛି

    16176
    Nov 24, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବାପା ହେଲେ ମିଳିବ ଏତିକି ଦିନ ଛୁଟି

    15932
    Nov 26, 2026
  • ଆମୱେ ଇଣ୍ଡିଆ ଓ ଆଇଟିସିଏଫ୍‌ଏସ୍‌ଏଏନ୍‌ ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିସାଧନ ସଚେତନତା ସୁଦୃଢ କରିବାକୁ ବୁଝାମଣାପତ୍ରରେ ସ୍ୱାକ୍ଷର କଲେ

    13913
    Nov 27, 2026
  • ଯୋଗୀ ଆଦିତ୍ୟନାଥଙ୍କୁ ଖୋଲାଖୋଲି ପ୍ରଶଂସା କଲେ ସଞ୍ଜୟ ରାଉତ, କାହିଁକି ଜାଣନ୍ତୁ?

    15045
    Nov 27, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In