ଆପଣ ଡାଇବେଟିସର ଶିକାର ହୋଇଛନ୍ତିକି?

ଆଜିକାଲି ଡାଇବେଟିସ ଏକ ସାଧାରଣ ସମସ୍ୟା ପାଲଟି ଗଲାଣି । ଅକେନ ଲୋକ ଡାଇବେଟିସରେ ସଂକ୍ରମିତ ହେଉଛନ୍ତି । ଏଥଇପାଇଁ ଅନେକ ଲୋକଙ୍କୁ ଭୟଙ୍କର ସମସ୍ୟା ମଧ୍ୟ ଭୋଗିବାକୁ ପଡିଥାଏ । ତେବେ ଯଦି ଏହି ରୋଗକୁ ପ୍ରାରମ୍ଭରୁ ଚିକିସôା କରାଯାଏ, ଏହି ରୋଗ ନିୟନ୍ତ୍ରଣରେ ରହିଥାଏ । ଏହି ରୋଗ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ସୃଷ୍ଟି ହୋଇଥାଏ । ରକ୍ତରେ ସୁଗାର ପରିମାର ଅଧିକ ହେବାରୁ ଏହି ଗୋଗ ଦେଖା ଦେଇଥାଏ । ଏହା ସହିତ ଏହି ରୋଗ ଏକ ପ୍ରକାର ଇନଫେକ୍ସନ ପାଇଁ ଟାଇପ-ଏ ଡାଇବେଟିସ ହେବାର ଆଶଙ୍କା ରହିଛି । ସେହି ଇନଫେକନ୍ସଟି ହେଲା ରୋଟୋଭାଇରସ ଇନଫେକ୍ସନ । ତେଣୁ ଏହି ଇନଫେକ୍ସନ ଠାରୁ ନିଜକୁ ଦୂରେଇ ରଖିବାର ଏକମାତ୍ର ଉପାୟ ହେଉଛି ଟିକା ବୋଲି ୟୁନିଭର୍ସିଟି ଅଫ କାଲିଫର୍ନିଆର ବିଶେଷଜ୍ଞ ମାନେ କହିଛନ୍ତି ।
Powered by Froala Editor