Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, July 01, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ...

  • ମସ୍କ ତାଙ୍କ ଦୋକାନ ବନ୍ଦ କରନ୍ତୁ ଏବଂ ...

  • ଶସ୍ତା ହେଲା ଏଲପିଜି ସିଲିଣ୍ଡର

  • ବାଣ ତିଆରି କାରଖାନାରେ ହଠାତ୍‌ ବିସ୍ପୋରଣ, ...

  • ହେରା ଫେରି ବିବାଦ ଶେଷ, ଫେରିବେ ପରେଶ

  • ଉପବାସ ସତ୍ତ୍ୱେ ଆଣ୍ଟି ଏଜିଂ ଇଞ୍ଜେକ୍ସନ ...

  • ଆଜିଠୁ ଟ୍ରେନ ଟିକେଟ ମୂଲ୍ୟ ବୃଦ୍ଧି

  • ୨.୫ କୋଟି ଖର୍ଚ୍ଚ କରି ବାହା କରିଥିଲେ ବାପା, ...

  • ବିଜେପିରୁ ଇସ୍ତଫା ଦେଲେ କଠୋରପନ୍ଥୀ ନେତା ...

  • ମଣିପୁରରେ ପୁଣି ହିଂସା, ଆଖିବୁଜା ଗୁଳି ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››“ସ୍କୁଲ ଯିବା ପାଇଁ ପିଲାଙ୍କୁ ଟିକା ଦରକାର ନାହିଁ”

“ସ୍କୁଲ ଯିବା ପାଇଁ ପିଲାଙ୍କୁ ଟିକା ଦରକାର ନାହିଁ”

2021-08-05 08:58:53
13819
Share:
Facebook
Twitter
E-Mail
WhatsApp
Telegram
“ସ୍କୁଲ ଯିବା ପାଇଁ ପିଲାଙ୍କୁ ଟିକା ଦରକାର ନାହିଁ”

ନୂଆଦିଲ୍ଲୀ:ପିଲାଙ୍କ କୋଭିଡ ଟିକାକରଣ ନେଇ ବୁଧବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି । ସ୍କୁଲ ଯିବା ପାଇଁ ପିଲାଙ୍କର ଟିକାକରଣ କରାଇବା ଦରକାର ନାହିଁ ବୋଲି ଏହା ସ୍ପଷ୍ଟ କରିଛି । କୋଭିଡ ମହାମାରୀ ଯୋଗୁ ଦୁଇ ବର୍ଷ ହେଲା ପିଲାମାନେ ସ୍କୁଲ ମାଟି ମାଡ଼ି ନଥିବା ବେଳେ ଡବ୍ଲୁଏଚଓର ଏଭଳି ମନ୍ତବ୍ୟ ସାମାନ୍ୟ ଆଶ୍ୱସ୍ତି ଆଣିଛି । ତଥାପି ସଂକ୍ରମଣ ଭୟରେ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ସ୍କୁଲ ଛାଡ଼ିବେ କି ନାହିଁ, ତାହା ଏବେ ବି ପ୍ରଶ୍ନବାଚୀରେ ରହିଛି । କରୋନା ସଂକ୍ରମଣ ପ୍ରସଙ୍ଗରେ ବୁଧବାର ଡବ୍ଲୁଏଚଓ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏଥିରେ ଉପସ୍ଥିତ ଡବ୍ଲୁଏଚଓ କୋଭିଡ ବିଶେଷଜ୍ଞ କମିଟି ସଦସ୍ୟ ଡା. କ୍ୟାଥେରାଇନ ଓ ବି୍ରଏନ ବର୍ତ୍ତମାନ ପରିପ୍ରେକ୍ଷୀରେ ବିଶ୍ୱବ୍ୟାପୀ ସ୍କୁଲ ଖୋଲାଯିବା ଆବଶ୍ୟକ ବୋଲି ଦର୍ଶାଇଥିଲେ । ସେ କହିଥିଲେ ବିନା କୌଣସି ଭୟରେ କିଶୋର ଓ ଶିଶୁମାନେ ବିଦ୍ୟାଳୟ ଯାଇପାରିବେ । ଏଥିପାଇଁ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ଟିକା ଦେବା ଦରକାର ନାହିଁ । ସ୍କୁଲ ଯିବାକୁ ହେଲେ ସେମାନଙ୍କ ପାଇଁ କୌଣସି ପ୍ରକାର ପ୍ରତିବନ୍ଧକ ରହିବା ଅନୁଚିତ ।

Powered by Froala Editor

Tags corona vaccine

Related articles Odisha News Lens 4.1

  • ୨.୫ କୋଟି ଖର୍ଚ୍ଚ କରି ବାହା କରିଥିଲେ ବାପା, ଯୌତୁକ ପାଇଁ ଜୀବନ ହାରିଦେଲା ଝିଅ
    ଦେଶ-ଦେଶାନ୍ତର

    ୨.୫ କୋଟି ଖର୍ଚ୍ଚ କରି ବାହା କରିଥିଲେ ବାପା, ଯୌତୁକ ପାଇଁ ଜୀବନ ହାରିଦେଲା ଝିଅ

    15692
    Jun 30, 2025
  • ମଣିପୁରରେ ପୁଣି ହିଂସା, ଆଖିବୁଜା ଗୁଳି ମାଡ଼ରେ ୪ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ମଣିପୁରରେ ପୁଣି ହିଂସା, ଆଖିବୁଜା ଗୁଳି ମାଡ଼ରେ ୪ ଜଣଙ୍କ ମୃତ୍ୟୁ

    14875
    Jun 30, 2025
  • ବାଣ ତିଆରି କାରଖାନାରେ ହଠାତ୍‌ ବିସ୍ପୋରଣ, ୫ ମୃତ
    ଦେଶ-ଦେଶାନ୍ତର

    ବାଣ ତିଆରି କାରଖାନାରେ ହଠାତ୍‌ ବିସ୍ପୋରଣ, ୫ ମୃତ

    15186
    Jul 01, 2025
  • ଶସ୍ତା ହେଲା ଏଲପିଜି ସିଲିଣ୍ଡର
    ଦେଶ-ଦେଶାନ୍ତର

    ଶସ୍ତା ହେଲା ଏଲପିଜି ସିଲିଣ୍ଡର

    14332
    Jul 01, 2025
  • ହେରା ଫେରି ବିବାଦ ଶେଷ, ଫେରିବେ ପରେଶ
    ମନୋରଞ୍ଜନ

    ହେରା ଫେରି ବିବାଦ ଶେଷ, ଫେରିବେ ପରେଶ

    15148
    Jul 01, 2025
  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି
    ବାଣିଜ୍ୟ

    ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

    15514
    Jul 01, 2025
  •  ଆଜିଠୁ ଟ୍ରେନ ଟିକେଟ ମୂଲ୍ୟ ବୃଦ୍ଧି
    ଦେଶ-ଦେଶାନ୍ତର

    ଆଜିଠୁ ଟ୍ରେନ ଟିକେଟ ମୂଲ୍ୟ ବୃଦ୍ଧି

    13549
    Jul 01, 2025
  • ବିଜେପିରୁ ଇସ୍ତଫା ଦେଲେ କଠୋରପନ୍ଥୀ ନେତା ଟି. ରାଜା ସିଂହ
    ଦେଶ-ଦେଶାନ୍ତର

    ବିଜେପିରୁ ଇସ୍ତଫା ଦେଲେ କଠୋରପନ୍ଥୀ ନେତା ଟି. ରାଜା ସିଂହ

    13714
    Jun 30, 2025
  • ଉପବାସ ସତ୍ତ୍ୱେ ଆଣ୍ଟି ଏଜିଂ ଇଞ୍ଜେକ୍ସନ ନେଇଥିଲେ ଶେଫାଳୀ
    ମନୋରଞ୍ଜନ

    ଉପବାସ ସତ୍ତ୍ୱେ ଆଣ୍ଟି ଏଜିଂ ଇଞ୍ଜେକ୍ସନ ନେଇଥିଲେ ଶେଫାଳୀ

    14736
    Jul 01, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବାଣ ତିଆରି କାରଖାନାରେ ହଠାତ୍‌ ବିସ୍ପୋରଣ, ୫ ମୃତ

    15186
    Jul 01, 2025
  • ଦେଶ-ଦେଶାନ୍ତର

    ବିଜେପିରୁ ଇସ୍ତଫା ଦେଲେ କଠୋରପନ୍ଥୀ ନେତା ଟି. ରାଜା ସିଂହ

    13714
    Jun 30, 2025
  • ଦେଶ-ଦେଶାନ୍ତର

    ମଣିପୁରରେ ପୁଣି ହିଂସା, ଆଖିବୁଜା ଗୁଳି ମାଡ଼ରେ ୪ ଜଣଙ୍କ ମୃତ୍ୟୁ

    14875
    Jun 30, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16599
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16717
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17030
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15520
    Apr 03, 2021

ବିଶେଷ

  • ଘରେ ବାସ୍ତୁ ଦୋଷ ଥିଲେ, ଠିକ୍ କରିବାର ଉପାୟ ଜାଣନ୍ତୁ....

    15109
    Jun 30, 2025
  • ଏକାଧିକ ଥର ପ୍ରେମରେ ପଡ଼ିଥାନ୍ତି ଏହି ୩ ରାଶିର ପୁରୁଷ

    15493
    Jun 30, 2025
  • ଦିନକୁ କେତେ ଥର ପିଇବେ ଗ୍ରୀନ୍‌-ଟି ?

    15677
    Jun 29, 2025
  • ଡାଇବେଟିସ୍‌ ରୋଗୀ ଖାଇପାରିବେ ଏହି ମିଠା

    15570
    Jun 29, 2025
  • ହୃତ୍‌ପିଣ୍ଡ ସୁସ୍ଥ ରଖେ ଅମୃତଭଣ୍ଡା

    15992
    Jun 28, 2025

ବାଣିଜ୍ୟ

ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

ପୁରୀ, ୧ ଜୁଲାଇ ୨୦୨୫: ବହୁ ବର୍ଷ ଧରି ଭାରତର ୧ ନମ୍ବର ପ୍ୟାକେଜଡ୍ ଅଟ୍ଟା ବ୍ରାଣ୍ଡ୍ ଆଶୀର୍ବାଦ ରଥ ଯାତ୍ରା ଉତ୍ସବର ଏକ ଆକାଂକ୍ଷିତ ଅଂଶ ହୋଇ ରହିଆସିଛି । ଚଳିତ ବର୍ଷ ମଧ୍ୟ ଆଶୀର୍ବାଦ ସର୍ବାଧୁନିକ ଯୁଗର ପ୍ରଯୁକ୍ତିବିଦ୍ୟା ସହିତ ବହୁ ପୁରାତନ ପରମ୍ପରାକୁ ସଂଯୋଗ କରୁଥିବା ଆଧ୍ୟାତ୍ମିକ ଦୃଷ୍ଟିରୁ ଅନ୍ତର୍ବିଶିଷ୍ଟକାରୀ ...

  • ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    14028
    Jun 28, 2025
  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15563
    Jun 25, 2025
  • ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

    15541
    Jun 20, 2025
  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    15010
    Jun 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଉପବାସ ସତ୍ତ୍ୱେ ଆଣ୍ଟି ଏଜିଂ ଇଞ୍ଜେକ୍ସନ ନେଇଥିଲେ ଶେଫାଳୀ

    14736
    Jul 01, 2025
  • ମଣିପୁରରେ ପୁଣି ହିଂସା, ଆଖିବୁଜା ଗୁଳି ମାଡ଼ରେ ୪ ଜଣଙ୍କ ମୃତ୍ୟୁ

    14875
    Jun 30, 2025
  • ଆଜିଠୁ ଟ୍ରେନ ଟିକେଟ ମୂଲ୍ୟ ବୃଦ୍ଧି

    13549
    Jul 01, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In