୧ କୋଟିରୁ ଅଧିକ ‘ସୁଭଦ୍ରା’ ହିତାଧିକାରୀ ସାମିଲ କରିବାକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଜାଣନ୍ତୁ କ’ଣ?
ଭୁବନେଶ୍ୱର: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ ମଧୁବାବୁ ପେନସନ୍ ଯୋଜନା।
୧ କୋଟିରୁ ଅଧିକ ‘ସୁଭଦ୍ରା’ ହିତାଧିକାରୀ ସାମିଲ କରିବାକୁ ନେଇ ସରକାରଙ୍କ ବଡ଼ ଘୋଷଣା। ଏହି ସ୍କିମ୍ରେ ଓଡ଼ିଶା ସରକାରଙ୍କ ତରଫରୁ ରାଜ୍ୟ ମହିଳାଙ୍କୁ ୫ ବର୍ଷରେ ୫୦,୦୦୦ ଟଙ୍କା ମିଳିବ। ମଧୁବାବୁ ପେନସନ ଯୋଜନାରେ ଆଗାମୀ ଦିନରେ ଆଉ ୭ ଲକ୍ଷ ହିତାଧିକାରୀ ସାମିଲ ହେବେ,ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର।
Powered by Froala Editor