Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, September 29, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପାକିସ୍ତାନକୁ କଡ଼ା ସମାଲୋଚନା କଲେ ଏସ୍‌. ...

  • ଦକ୍ଷିଣ ଆଫ୍ରିକାରେ ୨ଟି ଗୁଳିକାଣ୍ଡ ...

  • ସ୍ଥଗିତ ହେଲା ୩ ଦିନିଆ ସର୍ବଭାରତୀୟ ...

  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

  • ଏସିଡ୍ ପିଇ ଗାୟିକା ଜସ୍ମିନ ମାଝୀଙ୍କ ...

  • ମନ କି ବାତ୍ କାର୍ୟ୍ୟକ୍ରମରେ ...

  • ଇରାନର ସାତଦିନିଆ ଅସ୍ତ୍ରବିରତି ...

  • ଆଜି ରବିବାର କିନ୍ତୁ ବ୍ୟାଙ୍କ ଖୋଲା

  • ସବୁଠୁ ଧନୀ ସେଲିବ୍ରିଟି ଶାହରୁଖ, ...

  • ଗହଣା କଲେକ୍ସନ୍ ରିଲ୍ସ ନିୟମିତ ଶେୟାର ...

ରାଜନୀତି
Home ›› ରାଜନୀତି ››ଠକୁଛି କେନ୍ଦ୍ର ଶୋଇଛି ରାଜ୍ୟ : କଂଗ୍ରେସ

ଠକୁଛି କେନ୍ଦ୍ର ଶୋଇଛି ରାଜ୍ୟ : କଂଗ୍ରେସ

2021-07-23 18:21:03
16024
Share:
Facebook
Twitter
E-Mail
WhatsApp
Telegram
ଠକୁଛି କେନ୍ଦ୍ର ଶୋଇଛି ରାଜ୍ୟ : କଂଗ୍ରେସ

ଭୁବନେଶ୍ୱର -  ରାଜ୍ୟ ମାନଙ୍କର ବିକାଶରେ କେନ୍ଦ୍ରରେ ବିକାଶ ହୁଏ । ଦୃଢ଼ୋକ୍ତି କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟମାନଙ୍କ ପ୍ରତି ଅବିଚାର କରିଚାଲିଛନ୍ତି । ରାଜ୍ୟମାନଙ୍କୁ ଦିଆଯାଉଥିବା କେନ୍ଦ୍ରୀୟ ସହାୟତା ରାଶି ୨୦୧୪-୧୫ ଠାରୁ ଧାରାବାହିକ ଭାବରେ କମିକମି ଚାଲିଛି ବୋଲି ପିସିସି ମିଡ଼ିଆ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଶେଶ୍ୱର ବେହେରା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଶ୍ରୀ ବେହେରା କ୍ଷୋଭ ପ୍ରକାଶକରି କହିଛନ୍ତି ରାଜ୍ୟ ବିଜେଡ଼ି କେନ୍ଦ୍ର ବିଜେପିର ଅବହେଳାକୁ ନୀରବରେ ସହି ଚାଲିଛି । 

ତାଙ୍କ ଅଭିଯୋଗର ଯଥାର୍ଥତା ପ୍ରତିପାଦନ କରି ସେ ନିମ୍ନମତେ କେତେକ ତଥା ଉପସ୍ଥାପନ କରିଛନ୍ତି । ଏହି ତଥ୍ୟ ଅନୁସାରେ ଉପାସରକାର ଅମଳରେ ୨୦୧୪ ମସିହା ପର୍ଯ୍ୟନ୍ତ ରାଜ୍ୟମାନଙ୍କୁ ଅର୍ଥକମିଶନ କରିଥିବା ସୁପାରିଶ ଠାରୁ ନିୟମିତ ଭାବେ ଅଧିôକ ଅର୍ଥ ହସ୍ତାନ୍ତର କରାଯାଉଥିଲା । ମୋଦି ସରକାର ଆସିବା ଠାରୁ ୨୦୧୪-୧୫ ମସିହାରୁ ଏହାର ବିପରୀତ ଗତି ଆରମ୍ଭ ହେଲା । ମୋଦି ସରକାରଙ୍କ ପ୍ରଥମ ୬ ବର୍ଷରେ (୨୦୧୪-୨୦୨୦) ରାଜ୍ୟମାନଙ୍କର ମିଳିଥିବା କେନ୍ଦ୍ରୀୟ ରାଶି ଅର୍ଥକମିଶନଙ୍କ ସୁପାରିଶ ତୁଳନାରେ ୩୭ ପ୍ରତିଶତ ହ୍ରାସ ପାଇଲା । 

ମୋଦୀ ସରକାର ସେସ୍ ଓ ସରଚାର୍ଯ ପରିମାଣ ବୃଦ୍ଧିକରି ରାଜ୍ୟମାନଙ୍କୁ ତାଙ୍କ ପ୍ରାପ୍ୟରୁ ବଂଚିତ କଲେ । ଏଠାରେ ଉଲ୍ଲେଖ୍ୟ ଯୋଗ୍ୟଯେ ସେସ୍ ଓ ସରଚାର୍ଯ ବାବଦରେ ୭ବର୍ଷ ଭିତରେ ଆଦାୟ କରିଥିବା ଆୟ ସମୁଦାୟ ରାଜସ୍ୱ ଆୟର ୭.୫ % ଅଧିକ ବୃଦ୍ଧି କରିଛନ୍ତି । 

ଶ୍ରୀ ବେହେରା ଦର୍ଶାଇଛନ୍ତି ଯେ ପେଟ୍ରୋଲ ଉପରୁ ଲିଟରପ୍ରତି ଆଦାୟ କରୁଥିବା ଟ ୩୨.୯୦ପ. ଟିକସରୁ ଟ. ୨୦.୫୦ ପଇସା ସେସ୍ ଓ ସରଚାର୍ଯ ବାବଦରେ ନିଜସ୍ୱ ଆୟ ଆଦାୟ କରୁଛନ୍ତି ମାତ୍ର ଟ. ୧୨.୪୦ ପଇସା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆବଂଟନ କରୁଛନ୍ତି । ସେହିପରି ଭାବରେ ଡିଜେଲ ଉପରେ ଲିଟର ପିଛା ଟ. ୩୧.୮୦ପ ଟିକସ ଆଦାୟ କରୁଥିବା ସ୍ଥଳେ ମାତ୍ର  ଟ. ୯.୮୦ ପଇସାରୁ ରାଜ୍ୟ ମାନଙ୍କୁ ଭାଗ ଦେଉଛନ୍ତି ।  ଫଳତଃ ରାଜ୍ୟମାନେ କ୍ଷତି ସହୁଛନ୍ତି । 

ପଂଚଦଶ ଅର୍ଥକମିଶନ ସୁପାରିଶକୁ ମଧ୍ୟ କେନ୍ଦ୍ର ଉପେକ୍ଷା କରୁଛି । ସୁପାରିଶ ସମୟର ପ୍ରଥମ ବର୍ଷ ଅର୍ଥାତ ୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ବଜେଟ ଆକଳନରେ ରାଜ୍ୟମାନଙ୍କୁ ହସ୍ତାନ୍ତର ପାଣ୍ଠିକୁୁ ମାତ୍ର ୩୦ପ୍ରତିଶତରେ ସୀମିତ ରଖାଯାଇଛି । ଯାହା ଅର୍ଥକମିଶନଙ୍କ ସୁପାରିଶ ଠାରୁ ୧୧% କମ । ପରିଣାମ ସ୍ୱରୂପ କ୍ଷତି ସହୁଛନ୍ତି ରାଜ୍ୟମାନେ ।  କ୍ଷତିସହୁଛି ଓଡ଼ିଶା । 

ଡ. ରଘୁରାମ ରାଜନ କମିଟିର ସୁପାରିଶକୁ ଉପାସରକାର ନୀତିଗତ ଭାବରେ କାର୍ଯ୍ୟକରିବାକୁ ନିଷ୍ପତି କରିଥିଲେ ହେଁ ମୋଦି ସରକାର ଏହାକୁ ଗ୍ରହଣ କଲେ ନାହିଁ । ଏହି ସୁପାରିଶ କାର୍ଯ୍ୟକାରୀ ହୋଇଥିଲେ ଓଡ଼ିଶା ପ୍ରକୃତଭାବେ ଉପକୃତ ପାଇଥାନ୍ତା । କାରଣ  ଓଡ଼ିଶା କମିଟିର ନର୍ଣ୍ଣୟ ଅନୁସାରେ ୧୧ଟି ନ୍ୟୁନତମ ବିକଶିତ ରାଜ୍ୟତାଲିକାରେ ଶୀର୍ଷରେ ଥିଲା । ଏହା ଓଡ଼ିଶାର ଅନ୍ନଗ୍ରସରତା ପ୍ରତି କେନ୍ଦ୍ରର ଉପହାସ ନୁହେଁ ତ ଆଉ କ’ଣ?

ଖଣି ରୟାଲଟି ସଂଶୋଧନ ନିମିତ କେନ୍ଦ୍ର ସରକାର ଅମଙ୍ଗ ହେତୁ ଓଡ଼ିଶାକୁ କ୍ଷତି ସହିବାକୁ ପଡ଼ୁଛି । ଶେଷଥର ପାଇଁ ଉପାସରକାର ଅମଳରେ ୨୦୧୦ ମସିହା ଜୁଲାଇରେ ଖଣି ରୟାଲଟି ସଂଶୋଧନ କରାଯାଇଥିଲା । ମୋଦି ସରକାର ଆସିବାର ୭ବର୍ଷ ପୁରିଯାଇଥିଲେ ମଧ୍ୟ ରାଜ୍ୟର ଏହି ଯଥାର୍ଥ ଦାବିଟିକୁ ବିଚାର କରାଯାଇ ନାହିଁ । ଚଳିତ ମାସ ୧୯ ତାରିଖରେ କେନ୍ଦ୍ର କୋଇଲା ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ  ପାର୍ଲାମେଂଟରେ ଉତର ରଖି ଏହା ସମ୍ଭବ ନୁହେଁ ବୋଲି ରୋକ୍ ଠୋକ୍ ମନାକରିଦେଇଛନ୍ତି । ମାନ୍ୟବର ମନ୍ତ୍ରୀ ଏପରି ଉକ୍ତି ବାଢ଼ିଲାବେଳେ ସାରକାରିଆ କମିଶନ  ଓ ଏକାଦଶ ଅର୍ଥ କମିଶନଙ୍କ ପ୍ରତ୍ୟେକ ତିନିବର୍ଷରେ ଖଣି ରୟାଲଟି ସଂଶୋଧନ ସୁପାରିଶକୁ ସଂପୂର୍ଣ୍ଣ ପାସୋରି ଦେଇଛନ୍ତି । ଏହାଠାରୁ ବଳିି ବଡ଼ ଅବିଚାର ଓଡ଼ିଶା ପାଇଁ କ’ଣ ହୋଇପାରେ ବୋଲି ଶ୍ରୀ ବେହେରା କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । 

ଏସମସ୍ତ ଧାରାବାହିକ ଅବହେଳା ବିରୁଦ୍ଧରେ ବିଜେଡ଼ି ପାଟି ଫିଟାଉ ନାହିଁ । କେବଳ ଲୋକଦେଖାଣିଆ ଭାବେ ପଦୁଟିଏ କହି ତୁନି ପଡ଼ୁଛି । ଏହା ପ୍ରମାଣ କରେଯେ ବିଜେଡ଼ି ଓ ବିଜେପି ମଧ୍ୟରେ କୌଣସି ପ୍ରାର୍ଥକ୍ୟ ନାହିଁ । ଉଭୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ଏମାନଙ୍କୁ ଅବଲୋକନ କଲେ ଲୁଇସ କ୍ୟାରଲଙ୍କ କାଳଜୟୀ ଉପନ୍ୟାସ “ଥ୍ରୁ ଦି ଲୁକିଙ୍ଗ ଗ୍ଲାସ” (ଞଷକ୍ସକ୍ଟଙ୍କଶଷ ଗ୍ଧଷର ଖକ୍ଟକ୍ଟଳସଦ୍ଭଶ ଏକ୍ଷବଗ୍ଦଗ୍ଦ) ର ଦୁଇ ରହସ୍ୟମୟ ଚରିତ୍ର ଟୁଇଡିଲ୍‌ଡି ଓ ଟୁଇଡିଲଡମ୍ ପରି ଲାଗୁଛନ୍ତି ବୋଲି ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର  ବ୍ୟଙ୍ଗୋକ୍ତି କରିଛନ୍ତି । 

ସୁତରାଂ, ଉଭୟ ବିଜେପି ଓ ବିଜେଡ଼ି ରାଜ୍ୟ ସ୍ୱାର୍ଥ ପ୍ରତି ସଂପୂର୍ଣ୍ଣ ଉଦାସୀନ ଓ ରାଜ୍ୟ ସୁରକ୍ଷାରେ ସଂପୂର୍ଣ୍ଣ ବିଫଳ । ଓଡ଼ିଶା ବାସୀ ଯଥାସମୟରେ ଏହାର ଉଚିତ୍ ଜବାବ ଦେବେଳେ ବୋଲି ଶ୍ରୀ ବେହେରା କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମିଡିଆ ବିଭାଗର ଆବାହକ ସତ୍ୟପ୍ରକାଶ ନାୟକ, ମୁଖପାତ୍ର ମନୋରଞ୍ଜନ ଦାଶ ଓ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Powered by Froala Editor

Tags Inc congress, Congress ,

Related articles Odisha News Lens 4.1

  • ସବୁଠୁ ଧନୀ ସେଲିବ୍ରିଟି ଶାହରୁଖ, ସମ୍ପତ୍ତି ୧୦ ହଜାର କୋଟି
    ମନୋରଞ୍ଜନ

    ସବୁଠୁ ଧନୀ ସେଲିବ୍ରିଟି ଶାହରୁଖ, ସମ୍ପତ୍ତି ୧୦ ହଜାର କୋଟି

    15473
    Sep 27, 2026
  • ଆଜି ରବିବାର କିନ୍ତୁ ବ୍ୟାଙ୍କ ଖୋଲା
    ଦେଶ-ଦେଶାନ୍ତର

    ଆଜି ରବିବାର କିନ୍ତୁ ବ୍ୟାଙ୍କ ଖୋଲା

    14058
    Sep 27, 2026
  • ମନ କି ବାତ୍ କାର୍ୟ୍ୟକ୍ରମରେ ଦେଶବାସୀଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଲେ ...
    ଦେଶ-ଦେଶାନ୍ତର

    ମନ କି ବାତ୍ କାର୍ୟ୍ୟକ୍ରମରେ ଦେଶବାସୀଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଲେ ...

    15378
    Sep 27, 2026
  • ଇରାନର ସାତଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଇରାନର ସାତଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଟ୍ରମ୍ପ

    15638
    Sep 27, 2026
  • ଗହଣା କଲେକ୍ସନ୍ ରିଲ୍ସ ନିୟମିତ ଶେୟାର କରୁଥିଲେ, ୟୁଟ୍ୟୁବରଙ୍କ ଘରେ କଳାକନା ବୁଲାଇଲେ ...
    ଅପରାଧ

    ଗହଣା କଲେକ୍ସନ୍ ରିଲ୍ସ ନିୟମିତ ଶେୟାର କରୁଥିଲେ, ୟୁଟ୍ୟୁବରଙ୍କ ଘରେ କଳାକନା ବୁଲାଇଲେ ...

    13664
    Sep 27, 2026
  •  ଦକ୍ଷିଣ ଆଫ୍ରିକାରେ ୨ଟି ଗୁଳିକାଣ୍ଡ ଘଟଣାରେ ୨୭ ମୃତ
    ଦେଶ-ଦେଶାନ୍ତର

    ଦକ୍ଷିଣ ଆଫ୍ରିକାରେ ୨ଟି ଗୁଳିକାଣ୍ଡ ଘଟଣାରେ ୨୭ ମୃତ

    13757
    Sep 28, 2026
  • ସ୍ଥଗିତ ହେଲା ୩ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ
    ଦେଶ-ଦେଶାନ୍ତର

    ସ୍ଥଗିତ ହେଲା ୩ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ

    13859
    Sep 28, 2026
  • ଏସିଡ୍ ପିଇ ଗାୟିକା ଜସ୍ମିନ ମାଝୀଙ୍କ ଆତ୍ମହତ୍ୟା
    ଜିଲ୍ଲା ପରିକ୍ରମା

    ଏସିଡ୍ ପିଇ ଗାୟିକା ଜସ୍ମିନ ମାଝୀଙ୍କ ଆତ୍ମହତ୍ୟା

    14563
    Sep 28, 2026
  • ପାକିସ୍ତାନକୁ କଡ଼ା ସମାଲୋଚନା କଲେ ଏସ୍‌. ଜୟଶଙ୍କର
    ଦେଶ-ଦେଶାନ୍ତର

    ପାକିସ୍ତାନକୁ କଡ଼ା ସମାଲୋଚନା କଲେ ଏସ୍‌. ଜୟଶଙ୍କର

    14547
    Sep 28, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ସବୁଠୁ ଧନୀ ସେଲିବ୍ରିଟି ଶାହରୁଖ, ସମ୍ପତ୍ତି ୧୦ ହଜାର କୋଟି

    15473
    Sep 27, 2026
  • ଦେଶ-ଦେଶାନ୍ତର

    ପାକିସ୍ତାନକୁ କଡ଼ା ସମାଲୋଚନା କଲେ ଏସ୍‌. ଜୟଶଙ୍କର

    14547
    Sep 28, 2026
  • ଜିଲ୍ଲା ପରିକ୍ରମା

    ଏସିଡ୍ ପିଇ ଗାୟିକା ଜସ୍ମିନ ମାଝୀଙ୍କ ଆତ୍ମହତ୍ୟା

    14563
    Sep 28, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17135
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17822
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17790
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18204
    Sep 06, 2023

ବିଶେଷ

  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    13694
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15687
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    15252
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14627
    Sep 18, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14865
    Sep 11, 2026

ବାଣିଜ୍ୟ

ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

ଏଣିକି ଗ୍ରାହକଙ୍କୁ ଆଉ ୨୮ ଦିନ ନୁହେଁ, ବରଂ ପୂରା ୩୦ ଦିନର ରିଚାର୍ଜ ପ୍ଲାନ୍ ମିଳିବ । ଏହା ସହ ଶସ୍ତା ଭଏସ୍ ପ୍ଲାନ୍ ବି ଉପଲବ୍ଧ ହେବ । ରବିବାର କେନ୍ଦ୍ର ସରକାର ଟେଲିକମ୍ ଗ୍ରାହକ ସୁରକ୍ଷା (ତ୍ରୟୋଦଶ ସଂଶୋଧନ) ନିୟମାବଳୀ ୨୦୨୬ କାର୍ଯ୍ୟକାରୀ କରିଛନ୍ତି । ଏହାଦ୍ୱାରା ଗ୍ରାହକଙ୍କୁ ଏବେ ବର୍ଷକୁ ୧୩ଟି ରିଚାର୍ଜରୁ ମ ...

  • ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

    14089
    Sep 26, 2026
  • ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି

    15943
    Sep 23, 2026
  • ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

    14432
    Sep 17, 2026
  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15624
    Sep 17, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସବୁଠୁ ଧନୀ ସେଲିବ୍ରିଟି ଶାହରୁଖ, ସମ୍ପତ୍ତି ୧୦ ହଜାର କୋଟି

    15473
    Sep 27, 2026
  • ଗହଣା କଲେକ୍ସନ୍ ରିଲ୍ସ ନିୟମିତ ଶେୟାର କରୁଥିଲେ, ୟୁଟ୍ୟୁବରଙ୍କ ଘରେ କଳାକନା ବୁଲାଇଲେ ଚୋର

    13664
    Sep 27, 2026
  • ଦକ୍ଷିଣ ଆଫ୍ରିକାରେ ୨ଟି ଗୁଳିକାଣ୍ଡ ଘଟଣାରେ ୨୭ ମୃତ

    13757
    Sep 28, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In