Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, June 09, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ହନିମୁନ୍‍ ଦମ୍ପତି ନିଖୋଜ ଘଟଣା: ରାଜାଙ୍କ ...

ରାଜ୍ୟ
Home ›› ରାଜ୍ୟ ››୨୮ରେ ରାହୁଲଙ୍କୁ ଭେଟିବେ ଚିରଞ୍ଜିବୀ

୨୮ରେ ରାହୁଲଙ୍କୁ ଭେଟିବେ ଚିରଞ୍ଜିବୀ

2021-07-23 05:39:15
14504
Share:
Facebook
Twitter
E-Mail
WhatsApp
Telegram
୨୮ରେ ରାହୁଲଙ୍କୁ ଭେଟିବେ ଚିରଞ୍ଜିବୀ


ଭୁବନେଶ୍ୱର : ଏଆଇସିସିରୁ ଡକରା ପାଇ ଦିଲ୍ଲୀ ଯାଇଛନ୍ତି ଚିରଞ୍ଜିବୀ ବିଶ୍ୱାଳ  । ସେଠାରେ ବହୁ ବରିଷ୍ଠ ନେତାଙ୍କ ସହ ସେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । କମଲନାଥ ଓ ଗୁଲାମ ନବୀ ଆଜାଦଙ୍କୁ ଭେଟି ରାଜ୍ୟର ସାଂଗଠନିକ ସ୍ଥିତି ନେଇ ଆଲୋଚନା କରିବେ ବୋଲି ଜାଣିବାକୁ ମିଳିଛି  । ଅପରପକ୍ଷରେ ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୨୮ରେ ଚିରଞ୍ଜିବୀ ରାହୁଲ ଗାନ୍ଧୀଙ୍କୁ ଭେଟିବେବୋଲି ଜଣାପଡ଼ିଛି  । ସେହିପରି ୨୯ରେ ସେ ସୋନିଆ ଗାନ୍ଧୀଙ୍କ ସହ ବି ସାକ୍ଷାତ ଆଲୋଚନା କରିବେ  ।

ଚିରଞ୍ଜିବୀ ପ୍ରଦେଶ କଂଗ୍ରେସ ସଭାପତି ହେବେବୋଲି ଚର୍ଚ୍ଚା ଏବେ ଜୋର ଧରିଛି  । ଫଳରେ ଏକଦା ପିସିସି ସଭାପତି ହେବା ପାଇଁ ଆଶାୟୀ ମହମ୍ମଦ ମୁକିମଙ୍କ ଗୋଷ୍ଠୀକୁ ଧକ୍କା ଲାଗିଛି  । ତେବେ କଂଗ୍ରେସରେ ଜଣେ ବରିଷ୍ଠ ନେତାଙ୍କ କହିବାନୁଯାୟୀ, ଚିରଞ୍ଜିବୀ ନିଜେ ମଧ୍ୟ ସଭାପତି ହେବାକୁ ଚାହୁଁନାହାନ୍ତି  । ସମ୍ପ୍ରତି କଂଗ୍ରେସର ସାଂଗଠନିକ ସ୍ଥିତି ସୁଦୃଢ଼ ନଥିବାବେଳ ଆଗକୁ ପଂଚାୟତ ନିର୍ବାଚନ ଆସୁଛି  । ୨୦୨୨ରେ ପଂଚାୟଚ ଓ ପୌର ନିର୍ବାଚନ ହେବବୋଲି କୁହାଯାଉଛି । ହାତରେ ଆଉ ଅଳ୍ପ ସମୟ ଥିବାରୁ ପିସିସି ସଭାପତି ହେବାପାଇଁ ଚିରଞ୍ଜିବୀଙ୍କର ସେତେଟା ଆଗ୍ରହ ନାହିଁ  । କାହିଁକିନା ପଂଚାୟତ ନିର୍ବାଚନରେ ଦଳର ପରାଜୟର ବୋଝ ତାଙ୍କ ଉପରେ ହିଁ ଲଦି ହେବାର ଆଶଙ୍କା ରହିଛି । ତେଣୁ ସେ ବି ଚାହୁଁଛନ୍ତି ନିରଞ୍ଜନ ପଟ୍ଟନାୟକ ପୂର୍ବଭଳି ସଭାପତି ରୁହନ୍ତି  । ପଂଚାୟତ ନିର୍ବାଚନ ପରେ ହିଁ ନୂତନ ପିସିସି ସଭାପତି ହେବା ପାଇଁ  ସେ ଆଗ୍ରହୀ ବୋଲି କୁହାଯାଉଛି  । ଅତଏବ ଅନ୍ୟ ନେତାଙ୍କ ଭଳି ସେ ମଧ୍ୟ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହୁଅନ୍ତୁ ବୋଲି ଚାହୁଁଥିବା ଜଣାପଡ଼ିଛି  ।

Powered by Froala Editor

Tags Chiranjib biswal

Related articles Odisha News Lens 4.1

  • ଆଖି ପାଇଁ ସପୁରୀ ରସ
    ବିଶେଷ

    ଆଖି ପାଇଁ ସପୁରୀ ରସ

    15744
    Jun 08, 2025
  • ହନିମୁନ୍‍ ଦମ୍ପତି ନିଖୋଜ ଘଟଣା: ରାଜାଙ୍କ ପତ୍ନୀ ସୋନମ୍‍ ରଘୁବଂଶୀ ହତ୍ୟାକାଣ୍ଡର ...
    ଦେଶ-ଦେଶାନ୍ତର

    ହନିମୁନ୍‍ ଦମ୍ପତି ନିଖୋଜ ଘଟଣା: ରାଜାଙ୍କ ପତ୍ନୀ ସୋନମ୍‍ ରଘୁବଂଶୀ ହତ୍ୟାକାଣ୍ଡର ...

    14803
    Jun 09, 2025
  • କଣ୍ଟେନର ଜାହାଜରେ ବିସ୍ଫୋରଣ, ୪ ନିଖୋଜ
    ଦେଶ-ଦେଶାନ୍ତର

    କଣ୍ଟେନର ଜାହାଜରେ ବିସ୍ଫୋରଣ, ୪ ନିଖୋଜ

    14535
    Jun 09, 2025
  • ରୋବର୍ଟ ଦ୍ୱାରା ରକ୍ଷଣାବେକ୍ଷଣ କରାଯିବ ମହାକାଶ ଷ୍ଟେସନ
    ଦେଶ-ଦେଶାନ୍ତର

    ରୋବର୍ଟ ଦ୍ୱାରା ରକ୍ଷଣାବେକ୍ଷଣ କରାଯିବ ମହାକାଶ ଷ୍ଟେସନ

    14605
    Jun 09, 2025
  • ମଣିପୁରର ଏହି ୫ ଜିଲାରେ ଇଣ୍ଟରନେଟ ସେବା ବନ୍ଦ
    ଦେଶ-ଦେଶାନ୍ତର

    ମଣିପୁରର ଏହି ୫ ଜିଲାରେ ଇଣ୍ଟରନେଟ ସେବା ବନ୍ଦ

    15122
    Jun 08, 2025
  • ଆଇଇଡି ବିସ୍ଫୋରଣରେ ଏଏସପି ଶହୀଦ
    ଦେଶ-ଦେଶାନ୍ତର

    ଆଇଇଡି ବିସ୍ଫୋରଣରେ ଏଏସପି ଶହୀଦ

    14564
    Jun 09, 2025
  • ବିରୋଧୀଙ୍କୁ ଆର୍ଥିକ ସହାୟତା ଯୋଗାଇଲେ ମସ୍କ ଗମ୍ଭୀର ପରିଣାମ ଭୋଗିବେ ବୋଲି କାହିଁକି ...
    ଦେଶ-ଦେଶାନ୍ତର

    ବିରୋଧୀଙ୍କୁ ଆର୍ଥିକ ସହାୟତା ଯୋଗାଇଲେ ମସ୍କ ଗମ୍ଭୀର ପରିଣାମ ଭୋଗିବେ ବୋଲି କାହିଁକି ...

    15042
    Jun 08, 2025
  • ଡରାଇଲାଣି କରୋନା: ଦେଶରେ ୨୪ ଘଣ୍ଟାରେ ୩୭୮ ନୂଆ ସଂକ୍ରମିତ ଚିହ୍ନଟ, ୬ ମୃତ
    ଦେଶ-ଦେଶାନ୍ତର

    ଡରାଇଲାଣି କରୋନା: ଦେଶରେ ୨୪ ଘଣ୍ଟାରେ ୩୭୮ ନୂଆ ସଂକ୍ରମିତ ଚିହ୍ନଟ, ୬ ମୃତ

    14574
    Jun 08, 2025
  • ସ୍କିନ୍‌ଟ୍ୟାନ୍‌ରୁ ରକ୍ଷା ପାଇବେ କେମିତି ଜାଣନ୍ତୁ...
    ବିଶେଷ

    ସ୍କିନ୍‌ଟ୍ୟାନ୍‌ରୁ ରକ୍ଷା ପାଇବେ କେମିତି ଜାଣନ୍ତୁ...

    14821
    Jun 08, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆଇଇଡି ବିସ୍ଫୋରଣରେ ଏଏସପି ଶହୀଦ

    14564
    Jun 09, 2025
  • ଦେଶ-ଦେଶାନ୍ତର

    ଲକ୍ଷ୍ନୌରେ ହେଲା ରିଙ୍କୁ-ପ୍ରିୟାଙ୍କ ନିର୍ବନ୍ଧ

    13910
    Jun 08, 2025
  • ବିଶେଷ

    ସ୍କିନ୍‌ଟ୍ୟାନ୍‌ରୁ ରକ୍ଷା ପାଇବେ କେମିତି ଜାଣନ୍ତୁ...

    14821
    Jun 08, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16651
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16950
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15480
    Apr 03, 2021

ବିଶେଷ

  • ଆଖି ପାଇଁ ସପୁରୀ ରସ

    15744
    Jun 08, 2025
  • ସ୍କିନ୍‌ଟ୍ୟାନ୍‌ରୁ ରକ୍ଷା ପାଇବେ କେମିତି ଜାଣନ୍ତୁ...

    14821
    Jun 08, 2025
  • ସବୁ ପ୍ରକାର ପେଟ ରୋଗକୁ ଭଲ କରେ ପୋଦିନା

    15021
    Jun 07, 2025
  • ଘାସରେ ଚାଲିଲେ ମିଳେ ଅନେକ ଫାଇଦା

    15683
    Jun 07, 2025
  • ପ୍ରତିଦିନ ସକାଳେ ଅଧାଗ୍ଲାସ ଥଣ୍ଡା କ୍ଷୀର.....

    15537
    Jun 06, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15694
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16317
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14025
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14817
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିରୋଧୀଙ୍କୁ ଆର୍ଥିକ ସହାୟତା ଯୋଗାଇଲେ ମସ୍କ ଗମ୍ଭୀର ପରିଣାମ ଭୋଗିବେ ବୋଲି କାହିଁକି କହିଲେ ଟ୍ରମ୍ପ ଜାଣନ୍ତୁ....

    15042
    Jun 08, 2025
  • ଲକ୍ଷ୍ନୌରେ ହେଲା ରିଙ୍କୁ-ପ୍ରିୟାଙ୍କ ନିର୍ବନ୍ଧ

    13910
    Jun 08, 2025
  • ରୋବର୍ଟ ଦ୍ୱାରା ରକ୍ଷଣାବେକ୍ଷଣ କରାଯିବ ମହାକାଶ ଷ୍ଟେସନ

    14605
    Jun 09, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In