Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, April 27, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଅତ୍ୟଧିକ ପାଣି ପିଇଲେ ହୋଇଥାଏ ଏହି ...

  • ‘ମହାନାୟକ’ରେ ବିଜୁବାବୁଙ୍କ ଭୂମିକାରେ ...

  • ପୁଣି ଥରେ ପରଦାକୁ ଫେରୁଛି ଖଳନାୟକ

  • ମନ କି ବାତ୍‌ କାର୍ଯ୍ୟକ୍ରମରେ ଏହା କହିଲେ ...

  • ଫଟୋଗ୍ରାଫିର ‘ଜନକ’ ରଘୁ ରାୟଙ୍କ ପରଲୋକ

  • ଉଡ଼ାଣ ସମୟରେ ସ୍ୱିସ୍ ଏୟାର ବିମାନ ...

  • ସ୍ୱିସ୍ ଏୟାର ବିମାନର ଇଞ୍ଜିନ୍ ଫେଲ୍ ହୋଇ ...

  • ଯେଉଁମାନଙ୍କର ପ୍ରଭାବ ଅଧିକ ଥାଏ, ...

  • ହ୍ୱାଇଟ୍ ହାଉସ୍ କରେସପେଣ୍ଡେଣ୍ଟ ...

  • 'କୋକୋମି' ବେଳେ ଅଶାନ୍ତି : ମଣିପୁରରେ ପୁଣି ...

ରାଜନୀତି
Home ›› ରାଜନୀତି ››ଲିଟର ୮୦ ଟଙ୍କାରେ ପେଟ୍ରୋଲ ବିକିଲା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ

ଲିଟର ୮୦ ଟଙ୍କାରେ ପେଟ୍ରୋଲ ବିକିଲା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ

2021-07-20 12:21:44
14533
Share:
Facebook
Twitter
E-Mail
WhatsApp
Telegram
ଲିଟର ୮୦ ଟଙ୍କାରେ ପେଟ୍ରୋଲ ବିକିଲା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ

ଭୁବନେଶ୍ୱର - ଆଜି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଅଭିନବ ଉପାୟରେ ୮୦ ଟଙ୍କା ପ୍ରତି ଲିଟର ଦରରେ ଜନସାଧାରଣଙ୍କୁ ପେଟ୍ରୋଲ ବିକ୍ରି କରିଛି । 

        

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ୟୁନିଟ-୨ (ମାର୍କେଟ ବିଲିଡିଂ) ପେଟ୍ରୋଲ ପମ୍ପ ସାମନାରେ ଆଜି ଜିଲ୍ଲାର କର୍ମକର୍ତା ମାନେ ୧୦୦୦ ଲିଟର ପେଟ୍ରୋଲ, ୮୦ ଟଙ୍କା ପ୍ରତି ଲିଟର ହିସାବରେ  ସାଧାରଣ ଜନତାଙ୍କୁ ଯୋଗାଇ ଦେଇଛନ୍ତି । ଶ୍ରୀ ଦାଶ କହିଥିଲେ କରୋନା ମହାମାରୀ ସମୟରେ ଆଜକୁ ପ୍ରାୟ ୨ ବର୍ଷ ହେବ ଲୋକଙ୍କ ରୋଜଗାର ଶୂନ ପ୍ରାୟ ହୋଇଯାଇଥିବା ବେଳେ ତୈଳଦର ଓ ରନ୍ଧନ ଗ୍ୟାସର ଅହେତକୁ ଦରବୃଦ୍ଧି ନୈରାଶ୍ୟଜନକ, ଆଗକୁ କେନ୍ଦ୍ର ଓ ରାଜ୍ୟ ସରକାର ନଚେତିଲେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପୂନର୍ବାର ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିବ । ସେହିପରି ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ସଭାପତି ଶ୍ରୀ ମାନସ ଚୌଧୁରୀ ଯୋଗଦେଇ କହିଥିଲେ ୟୁପିଏ ସରକାର ସମୟରେ ଅଶୌଧିତ ତୈଳଦର ବର୍ତମାନ ଅଶୌଧିତ ତୈଳଦରର ଦୁଇଗୁଣ ଥିବା ବେଳେ କଂଗ୍ରେସ ସରକାର ୬୦ଟଙ୍କାର ପେଟ୍ରୋଲ ଯୋଗାଇଦେଇଥିଲେ ଏବେ ଆର୍ନ୍ତଜାତିକ ବଜାରରେ ଅଶୌଧିତ ତୈଳଦର କମ ଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟ୍ୟାକ୍ସ ଯୋଗୁଁ ଆଜି ତୈଳଦର ୧୦୦ ଟଙ୍କା ଟପିଲାଣି । ଯଦି ଉଭୟ ସରକାର ଏହି ଦରବୃଦ୍ଧି ଉପରେ ତୁରନ୍ତ ଅଙ୍କୁଶ ନଲାଗନ୍ତି ତେବେ ଜିଲ୍ଲା, ଛାତ୍ର, ଯୁବ ଓ ମହିଳା କଂଗ୍ରେସ ସାଧାରଣ ଜନତାଙ୍କ ପାଇଁ ବିକ୍ଷୋଭ ଜାରି ରଖିବ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଉପସଭାପତି ଶ୍ରୀ ସୁବ୍ରତ ମହାପାତ୍ର ପରିଚାଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସ୍‌କେ ଅକତାବ ଅଲ୍ଲି, ମନୋରଞ୍ଜନ ଜେନା, ଅଶୋକ ଦାସ, ମିହିର ଆଚର୍ଯ୍ୟ, ଶ୍ରୀଧର ବଳିଆର ସିଂ, ଦେବରାଜ ମିଶ୍ର, ଇନ୍ଦ୍ରଜିତ ପରିଡ଼ା, ଜୟକୃଷ୍ଣ ସୁବୁଦ୍ଧି, ପ୍ରଶନ୍ନ ନାୟକ, ମନୋଜ ସାହୁ, ଦୀପକ କୁମାର ମହାପାତ୍ର, କୁଶୁମ ପ୍ରଧାନ, ଶ୍ରୀୟା ପଣ୍ଡା, କୁଳମଣି ସାହୁ, ମୋହନ ଜେନା, ଏସ୍‌କେ ତାକୁୱିନ, ଶୁଭ୍ରଜ୍ୟୋତି ଲେଙ୍କା, ମାନସ ସେଠୀ, ଦେବାଶିଷ ଦାସ, ଅକ୍ଷୟ ଦାସ, ଦୁର୍ଗାପ୍ରସାଦ ମାହଲା, ରଜନୀ ମହାନ୍ତି, ପବିତ୍ର ମହାନ୍ତି, ପ୍ରକାଶ ମାର୍ଥା ପ୍ରମୁଖ ଉପସ୍ଥିତ ଥିଲେ ।

Powered by Froala Editor

Tags Petrol -diesel , price hike , INC , Congress, Odisha , Bhubaneswar

Related articles Odisha News Lens 4.1

  • ଫଟୋଗ୍ରାଫିର ‘ଜନକ’ ରଘୁ ରାୟଙ୍କ ପରଲୋକ
    ଦେଶ-ଦେଶାନ୍ତର

    ଫଟୋଗ୍ରାଫିର ‘ଜନକ’ ରଘୁ ରାୟଙ୍କ ପରଲୋକ

    13966
    Apr 26, 2026
  • ହ୍ୱାଇଟ୍ ହାଉସ୍ କରେସପେଣ୍ଡେଣ୍ଟ ରାତ୍ରୀଭୋଜନ ସମୟରେ ଗୁଳିକାଣ୍ଡ
    ଦେଶ-ଦେଶାନ୍ତର

    ହ୍ୱାଇଟ୍ ହାଉସ୍ କରେସପେଣ୍ଡେଣ୍ଟ ରାତ୍ରୀଭୋଜନ ସମୟରେ ଗୁଳିକାଣ୍ଡ

    14014
    Apr 26, 2026
  • ପୁଣି ଥରେ ପରଦାକୁ ଫେରୁଛି ଖଳନାୟକ
    ମନୋରଞ୍ଜନ

    ପୁଣି ଥରେ ପରଦାକୁ ଫେରୁଛି ଖଳନାୟକ

    14075
    Apr 26, 2026
  • ଯେଉଁମାନଙ୍କର ପ୍ରଭାବ ଅଧିକ ଥାଏ, ସେମାନଙ୍କୁ ଟାର୍ଗେଟ କରାଯାଏ: ଟ୍ରମ୍ପ
    ଦେଶ-ଦେଶାନ୍ତର

    ଯେଉଁମାନଙ୍କର ପ୍ରଭାବ ଅଧିକ ଥାଏ, ସେମାନଙ୍କୁ ଟାର୍ଗେଟ କରାଯାଏ: ଟ୍ରମ୍ପ

    13979
    Apr 26, 2026
  • ଉଡ଼ାଣ ସମୟରେ ସ୍ୱିସ୍ ଏୟାର ବିମାନ ଇଞ୍ଜିନରେ ନିଆଁ, ୬ ଯାତ୍ରୀ ଆହତ
    ଦେଶ-ଦେଶାନ୍ତର

    ଉଡ଼ାଣ ସମୟରେ ସ୍ୱିସ୍ ଏୟାର ବିମାନ ଇଞ୍ଜିନରେ ନିଆଁ, ୬ ଯାତ୍ରୀ ଆହତ

    13580
    Apr 26, 2026
  • ମନ କି ବାତ୍‌ କାର୍ଯ୍ୟକ୍ରମରେ ଏହା କହିଲେ ମୋଦୀ
    ଦେଶ-ଦେଶାନ୍ତର

    ମନ କି ବାତ୍‌ କାର୍ଯ୍ୟକ୍ରମରେ ଏହା କହିଲେ ମୋଦୀ

    14825
    Apr 26, 2026
  • 'କୋକୋମି' ବେଳେ ଅଶାନ୍ତି : ମଣିପୁରରେ ପୁଣି ଜୋରଦାର ଆନ୍ଦୋଳନ
    ଦେଶ-ଦେଶାନ୍ତର

    'କୋକୋମି' ବେଳେ ଅଶାନ୍ତି : ମଣିପୁରରେ ପୁଣି ଜୋରଦାର ଆନ୍ଦୋଳନ

    14847
    Apr 26, 2026
  • ‘ମହାନାୟକ’ରେ ବିଜୁବାବୁଙ୍କ ଭୂମିକାରେ ଅଭିଷେକ
    ମନୋରଞ୍ଜନ

    ‘ମହାନାୟକ’ରେ ବିଜୁବାବୁଙ୍କ ଭୂମିକାରେ ଅଭିଷେକ

    14273
    Apr 26, 2026
  • ସ୍ୱିସ୍ ଏୟାର ବିମାନର ଇଞ୍ଜିନ୍ ଫେଲ୍ ହୋଇ ଲଗିଲା ନିଆଁ, ୬ ଯାତ୍ରୀ ଆହତ
    ଦେଶ-ଦେଶାନ୍ତର

    ସ୍ୱିସ୍ ଏୟାର ବିମାନର ଇଞ୍ଜିନ୍ ଫେଲ୍ ହୋଇ ଲଗିଲା ନିଆଁ, ୬ ଯାତ୍ରୀ ଆହତ

    14977
    Apr 26, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଉଡ଼ାଣ ସମୟରେ ସ୍ୱିସ୍ ଏୟାର ବିମାନ ଇଞ୍ଜିନରେ ନିଆଁ, ୬ ଯାତ୍ରୀ ଆହତ

    13580
    Apr 26, 2026
  • ମନୋରଞ୍ଜନ

    ‘ମହାନାୟକ’ରେ ବିଜୁବାବୁଙ୍କ ଭୂମିକାରେ ଅଭିଷେକ

    14273
    Apr 26, 2026
  • ଦେଶ-ଦେଶାନ୍ତର

    'କୋକୋମି' ବେଳେ ଅଶାନ୍ତି : ମଣିପୁରରେ ପୁଣି ଜୋରଦାର ଆନ୍ଦୋଳନ

    14847
    Apr 26, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17437
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17489
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17847
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16317
    Apr 03, 2021

ବିଶେଷ

  • ଅତ୍ୟଧିକ ପାଣି ପିଇଲେ ହୋଇଥାଏ ଏହି ଅସୁବିଧା

    15238
    Apr 27, 2026
  • ଶୋଇବା ପୂର୍ବରୁ ସେବନ କରନ୍ତୁ ଅଳେଇଚ

    14256
    Apr 25, 2026
  • ଶଜନା ଶାଗରେ ଭରି ରହିଛି ବହୁ ଔଷଧୀୟ ଗୁଣ

    14264
    Apr 24, 2026
  • କମ ଶୋଇଲେ ଭୋଗିବେ ଏହିସବୁ ଅସୁବିଧା

    13917
    Apr 23, 2026
  • ଉଷୁମ କ୍ଷୀରରେ ମିଶ୍ରି ମିଶାଇ ପିଅନ୍ତୁ, ମିଳିବ ଲାଭ

    14616
    Apr 21, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15356
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15089
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15588
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13891
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଅତ୍ୟଧିକ ପାଣି ପିଇଲେ ହୋଇଥାଏ ଏହି ଅସୁବିଧା

    15238
    Apr 27, 2026
  • ଉଡ଼ାଣ ସମୟରେ ସ୍ୱିସ୍ ଏୟାର ବିମାନ ଇଞ୍ଜିନରେ ନିଆଁ, ୬ ଯାତ୍ରୀ ଆହତ

    13580
    Apr 26, 2026
  • ‘ମହାନାୟକ’ରେ ବିଜୁବାବୁଙ୍କ ଭୂମିକାରେ ଅଭିଷେକ

    14273
    Apr 26, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In