Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, August 08, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପୁଣି କପିଳଙ୍କ କାନାଡା କାଫେକୁ ଗୁଳି

  • ଭାରତ ତା’ର କୃଷକଙ୍କ ସହିତ ଦୃଢ଼ ଭାବରେ ଠିଆ ...

  • ମୃଣାଲଙ୍କ ପ୍ରେମରେ ପଡ଼ିଛନ୍ତି କି ଧନୁଷ

  • ଖୁବ ଶୀଘ୍ର ଭାରତ ଗସ୍ତରେ ଆସିବେ ରୁଷିଆ ...

  • ଆୟରଲ୍ୟାଣ୍ଡରେ ଜାତିଭେଦ ଆକ୍ରମଣର ଶିକାର ...

  • ଟ୍ରମ୍ପଙ୍କ ଟାରିଫର ଜବାବ ଦେଲେ ଶଶି ଥରୁର

  • ସହକର୍ମୀଙ୍କୁ ମିଥ୍ୟା ଦୁଷ୍କର୍ମ ମାମଲାରେ ...

  • ସିଆରପିଏଫ୍‍ ଗାଡି ଦୁର୍ଘଟଣାଗ୍ରସ୍ତ, ୩ ...

  • ଆଜିଠୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲାଗୁ

  • ଏହି ଗଛ ଲଗାଇଲେ ଘର ରହିବ ଥଣ୍ଡା

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ପୁଣି କପିଳଙ୍କ କାନାଡା କାଫେକୁ ଗୁଳି

ପୁଣି କପିଳଙ୍କ କାନାଡା କାଫେକୁ ଗୁଳି

2025-08-07 20:09:32
14243
Share:
Facebook
Twitter
E-Mail
WhatsApp
Telegram
ପୁଣି କପିଳଙ୍କ କାନାଡା କାଫେକୁ ଗୁଳି

କାନାଡାର ସରେରେ ଥିବା ଅଭିନେତା କପିଲ ଶର୍ମାଙ୍କ କାଫେରେ ପୁଣି ଗୁଳିଚାଳନା ହୋଇଛି। କାଫେର ଝରକାରେ ୬ଟି ଗୁଳିର ଚିହ୍ନ ମିଳିଛି। କିଛି ଦିନ ପୂର୍ବରୁ ଏଠାରେ ଜଣେ ଖଲିସ୍ତାନୀ ଆତଙ୍କବାଦୀ ଗୁଳିଚାଳନା କରିଥିଲେ। ଏହି ଗୁଳିକାଣ୍ଡ ଲାଗି ଗୋଲ୍ଡି ଢିଲୋନ୍ ନାମକ ଜଣେ ଗ୍ୟାଙ୍ଗଷ୍ଟର ନିଜକୁ ଦାୟୀ କରିଛି। ସ୍ଥାନୀୟ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ଗୁଳିକାଣ୍ଡରେ କେହି ଆହତ ହେବାର କୌଣସି ଖବର ଆସିନାହିଁ।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଏକ କାରରେ ବସିଥିବା କିଛି ଲୋକ କାଫେ ଆଡ଼କୁ ଗୁଳି ଚଳାଇବା ଦେଖାଯାଉଛି।ଭିଡିଓଟି ୯ ସେକେଣ୍ଡର, ଯେଉଁଥିରେ ୧୨ ରାଉଣ୍ଡରୁ ଅଧିକ ଗୁଳି ଚାଳନା କରାଯାଇଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଏକ କାରରେ ବସିଥିବା କିଛି ଲୋକ କାଫେ ଆଡ଼କୁ ଗୁଳି ଚଳାଇବା ଦେଖାଯାଉଛି। ଗୋଲ୍ଡି ଢିଲୋନ୍ ନିଜକୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ଦାବି କରୁଛି ।

ଗତ ୧ ମାସ ମଧ୍ୟରେ ଏହା ଦ୍ୱିତୀୟ ଥର ଯେ କପିଲ ଶର୍ମାଙ୍କ କାନଡା କାଫେରେ ଗୁଳିକାଣ୍ଡ ହୋଇଛି। ଏପର୍ଯ୍ୟନ୍ତ କପିଲ ଶର୍ମାଙ୍କ ପକ୍ଷରୁ ଏ ସମ୍ପର୍କରେ କୌଣସି ବୟାନ ଆସିନାହିଁ।

Powered by Froala Editor

Tags CAFE

Related articles Odisha News Lens 4.1

  • ସିଆରପିଏଫ୍‍ ଗାଡି ଦୁର୍ଘଟଣାଗ୍ରସ୍ତ, ୩ ଯବାନ ସହିଦ
    ଦେଶ-ଦେଶାନ୍ତର

    ସିଆରପିଏଫ୍‍ ଗାଡି ଦୁର୍ଘଟଣାଗ୍ରସ୍ତ, ୩ ଯବାନ ସହିଦ

    14705
    Aug 07, 2025
  • ଆଜିଠୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲାଗୁ
    ଦେଶ-ଦେଶାନ୍ତର

    ଆଜିଠୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲାଗୁ

    15424
    Aug 07, 2025
  • ଖୁବ ଶୀଘ୍ର ଭାରତ ଗସ୍ତରେ ଆସିବେ ରୁଷିଆ ରାଷ୍ଟ୍ରପତି
    ଦେଶ-ଦେଶାନ୍ତର

    ଖୁବ ଶୀଘ୍ର ଭାରତ ଗସ୍ତରେ ଆସିବେ ରୁଷିଆ ରାଷ୍ଟ୍ରପତି

    15297
    Aug 07, 2025
  • ପୁଣି କପିଳଙ୍କ କାନାଡା କାଫେକୁ ଗୁଳି
    ଦେଶ-ଦେଶାନ୍ତର

    ପୁଣି କପିଳଙ୍କ କାନାଡା କାଫେକୁ ଗୁଳି

    14243
    Aug 07, 2025
  •   ଏହି ଗଛ ଲଗାଇଲେ ଘର ରହିବ ଥଣ୍ଡା
    ବିଶେଷ

    ଏହି ଗଛ ଲଗାଇଲେ ଘର ରହିବ ଥଣ୍ଡା

    13849
    Aug 07, 2025
  • ଆୟରଲ୍ୟାଣ୍ଡରେ ଜାତିଭେଦ ଆକ୍ରମଣର ଶିକାର ଛୋଟ ଝିଅ
    ଦେଶ-ଦେଶାନ୍ତର

    ଆୟରଲ୍ୟାଣ୍ଡରେ ଜାତିଭେଦ ଆକ୍ରମଣର ଶିକାର ଛୋଟ ଝିଅ

    13396
    Aug 07, 2025
  • ମୃଣାଲଙ୍କ ପ୍ରେମରେ ପଡ଼ିଛନ୍ତି କି ଧନୁଷ
    ମନୋରଞ୍ଜନ

    ମୃଣାଲଙ୍କ ପ୍ରେମରେ ପଡ଼ିଛନ୍ତି କି ଧନୁଷ

    15348
    Aug 07, 2025
  • ଟ୍ରମ୍ପଙ୍କ ଟାରିଫର ଜବାବ ଦେଲେ ଶଶି ଥରୁର
    ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କ ଟାରିଫର ଜବାବ ଦେଲେ ଶଶି ଥରୁର

    13445
    Aug 07, 2025
  • ଭାରତ ତା’ର କୃଷକଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛି
    ଦେଶ-ଦେଶାନ୍ତର

    ଭାରତ ତା’ର କୃଷକଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛି

    13625
    Aug 07, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କ ଟାରିଫର ଜବାବ ଦେଲେ ଶଶି ଥରୁର

    13445
    Aug 07, 2025
  • ଦେଶ-ଦେଶାନ୍ତର

    ସିଆରପିଏଫ୍‍ ଗାଡି ଦୁର୍ଘଟଣାଗ୍ରସ୍ତ, ୩ ଯବାନ ସହିଦ

    14705
    Aug 07, 2025
  • ମନୋରଞ୍ଜନ

    ମୃଣାଲଙ୍କ ପ୍ରେମରେ ପଡ଼ିଛନ୍ତି କି ଧନୁଷ

    15348
    Aug 07, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16658
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16766
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17098
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15573
    Apr 03, 2021

ବିଶେଷ

  • ଏହି ଗଛ ଲଗାଇଲେ ଘର ରହିବ ଥଣ୍ଡା

    13849
    Aug 07, 2025
  • କେବଳ ଦୁଇଟି ଜିନିଷ ସାମିଲ କଲେ ମଧ୍ୟାହ୍ନ ଭୋଜନ ପରେ ଆସୁଥିବା ନିଦରୁ ପାଇବେ ମୁକ୍ତି

    13994
    Aug 07, 2025
  • ଭାଷାକୁ ଲେଖାରେ ରୂପାନ୍ତର କରୁଛି ଏଆଇ ଡିଭାଇସ୍‌

    15471
    Aug 06, 2025
  • ଭୋଜନ କରିବା ସମୟରେ ଏହି ନିୟମ ମାନନ୍ତୁ

    14848
    Aug 05, 2025
  • ସପ୍ତାହକୁ ଦୁଇ ଥର ଖାଆନ୍ତୁ ମାଛ, ହେବନି ହାର୍ଟଆଟାକ

    14520
    Aug 04, 2025

ବାଣିଜ୍ୟ

ହିମାଳୟ ବେବିକେୟାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ନିମନ୍ତେ ଶୁଭାରମ୍ଭ କଲା #ହରକଦମହରମାକେସାଥ୍ ଅଭିଯାନ

ମୁମ୍ବାଇ: ଡାକ୍ତରଙ୍କ ଦ୍ୱାରା ନିଦେ୍ର୍ଦଶିତ ଭାରତର ୧ ନମ୍ବର ବେବି କେୟାର ବ୍ରାଣ୍ଡ୍ ହିମାଳୟ ବେବିକେୟାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରିବାକୁ ଯାଇ ହୃଦୟକୁ ଛୁଇଁଲା ଭଳି ଏକ ଡିଭିସି ଫିଲ୍କ ଉନ୍ମୋଚନ କରିଛି । ...

  • ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ହେଲେ ଶ୍ରୀ କେ ଜେ ପଟେଲ

    14526
    Aug 01, 2025
  • ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରରେ ଚାରିଟି ନୂଆ ପୋଲିସ ବୁଥ୍‌ ସହିତ ସଡ଼କ ସୁରକ୍ଷାକୁ ପରିବର୍ଦ୍ଧିତ କଲା

    14263
    Jul 28, 2025
  • ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‌ର ‘ନିରୋଗଶାଳା’

    14726
    Jul 28, 2025
  • ହିଣ୍ଡାଲ୍କୋ ଓ ରାଜ୍ୟ ସରକାରଙ୍କ ମଧ୍ୟରେ 2'ଟି ଏମଓୟୁ ସ୍ଵାକ୍ଷର, କେନ୍ଦୁଝର ଓ ସମ୍ବଲପୁରରେ ହେବ ପୋଷାକ ତିଆରି କାରଖାନା

    14819
    Jul 25, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପୁଣି କପିଳଙ୍କ କାନାଡା କାଫେକୁ ଗୁଳି

    14243
    Aug 07, 2025
  • ମୃଣାଲଙ୍କ ପ୍ରେମରେ ପଡ଼ିଛନ୍ତି କି ଧନୁଷ

    15348
    Aug 07, 2025
  • ସିଆରପିଏଫ୍‍ ଗାଡି ଦୁର୍ଘଟଣାଗ୍ରସ୍ତ, ୩ ଯବାନ ସହିଦ

    14705
    Aug 07, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In