Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, August 07, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସହକର୍ମୀଙ୍କୁ ମିଥ୍ୟା ଦୁଷ୍କର୍ମ ମାମଲାରେ ...

  • ସିଆରପିଏଫ୍‍ ଗାଡି ଦୁର୍ଘଟଣାଗ୍ରସ୍ତ, ୩ ...

  • ଆଜିଠୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲାଗୁ

  • ଏହି ଗଛ ଲଗାଇଲେ ଘର ରହିବ ଥଣ୍ଡା

  • କେବଳ ଦୁଇଟି ଜିନିଷ ସାମିଲ କଲେ ମଧ୍ୟାହ୍ନ ...

  • ଲୋକଙ୍କ କଲ୍ୟାଣ ପାଇଁ କାମ କରିବ ...

  • ମହିଳା ମୃତ, କିନ୍ତୁ ଆକାଉଣ୍ଟକୁ ଆସିଲା ୧୦ ...

  • ମୋଦିଙ୍କ ସୁରକ୍ଷାରେ ପ୍ରଥମ ମହିଳା ...

  • ଭାଷାକୁ ଲେଖାରେ ରୂପାନ୍ତର କରୁଛି ଏଆଇ ...

  • ରେପୋ ହାରରେ ପରିବର୍ତ୍ତନ ନାହିଁ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଆଜିଠୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲାଗୁ

ଆଜିଠୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲାଗୁ

2025-08-07 09:18:02
15326
Share:
Facebook
Twitter
E-Mail
WhatsApp
Telegram
ଆଜିଠୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲାଗୁ

 ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ପୁଣି ଶୁଳ୍କ ବୋମା ଫିଙ୍ଗିଛନ୍ତି।  ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି । ଏହି ବୃଦ୍ଧି ଘୋଷଣା ଫଳରେ  ଭାରତ ଉପରେ ଆମେରିକାର ଟାରିଫ ୫୦ ପ୍ରତିଶତ ହୋଇଛି । ତେବେ ପୂର୍ବ ଘୋଷଣା ଅନୁସାରେ ଆଜିଠୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲାଗୁ ହୋଇଛି । ଅଗଷ୍ଟ ୨୭ରୁ ଅତିରିକ୍ତ ୨୫ ପ୍ରତିଶତ ଟାରିଫ ଲାଗୁ ହେବ। ଆମେରିକା କହିଛି, ଋଷରୁ ଭାରତ ତେଲ ଆମଦାନୀ କରୁଥିବାରୁ ଜବାବରେ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଯେଉଁ ବସ୍ତୁ ଏହି ତାରିଖ ପୂର୍ବରୁ ଯାଇଥିବ ଓ ୧୭ ସେପେଟମ୍ବର ୨୦୨୫ ପୂର୍ବରୁ ଆମେରିକାରେ ପହଞ୍ଚିବ ତା ଉପରେ ଏହି ଅତିରିକ୍ତ ଶୁଳ୍କ ଲାଗୁ ହେବ ନାହିଁ।

Powered by Froala Editor

Tags Trump

Related articles Odisha News Lens 4.1

  • ଭାଷାକୁ ଲେଖାରେ ରୂପାନ୍ତର କରୁଛି ଏଆଇ ଡିଭାଇସ୍‌
    ବିଶେଷ

    ଭାଷାକୁ ଲେଖାରେ ରୂପାନ୍ତର କରୁଛି ଏଆଇ ଡିଭାଇସ୍‌

    15376
    Aug 06, 2025
  • କେବଳ ଦୁଇଟି ଜିନିଷ ସାମିଲ କଲେ ମଧ୍ୟାହ୍ନ ଭୋଜନ ପରେ ଆସୁଥିବା ନିଦରୁ ପାଇବେ ମୁକ୍ତି
    ବିଶେଷ

    କେବଳ ଦୁଇଟି ଜିନିଷ ସାମିଲ କଲେ ମଧ୍ୟାହ୍ନ ଭୋଜନ ପରେ ଆସୁଥିବା ନିଦରୁ ପାଇବେ ମୁକ୍ତି

    13897
    Aug 07, 2025
  •   ଏହି ଗଛ ଲଗାଇଲେ ଘର ରହିବ ଥଣ୍ଡା
    ବିଶେଷ

    ଏହି ଗଛ ଲଗାଇଲେ ଘର ରହିବ ଥଣ୍ଡା

    13751
    Aug 07, 2025
  • ରେପୋ ହାରରେ ପରିବର୍ତ୍ତନ ନାହିଁ
    ଦେଶ-ଦେଶାନ୍ତର

    ରେପୋ ହାରରେ ପରିବର୍ତ୍ତନ ନାହିଁ

    13432
    Aug 06, 2025
  • ଆଜିଠୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲାଗୁ
    ଦେଶ-ଦେଶାନ୍ତର

    ଆଜିଠୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲାଗୁ

    15326
    Aug 07, 2025
  • ସିଆରପିଏଫ୍‍ ଗାଡି ଦୁର୍ଘଟଣାଗ୍ରସ୍ତ, ୩ ଯବାନ ସହିଦ
    ଦେଶ-ଦେଶାନ୍ତର

    ସିଆରପିଏଫ୍‍ ଗାଡି ଦୁର୍ଘଟଣାଗ୍ରସ୍ତ, ୩ ଯବାନ ସହିଦ

    14607
    Aug 07, 2025
  • ଲୋକଙ୍କ କଲ୍ୟାଣ ପାଇଁ କାମ କରିବ 'କର୍ତ୍ତବ୍ୟ ଭବନ'
    ଦେଶ-ଦେଶାନ୍ତର

    ଲୋକଙ୍କ କଲ୍ୟାଣ ପାଇଁ କାମ କରିବ 'କର୍ତ୍ତବ୍ୟ ଭବନ'

    14214
    Aug 06, 2025
  • ମହିଳା ମୃତ, କିନ୍ତୁ ଆକାଉଣ୍ଟକୁ ଆସିଲା ୧୦ ଲକ୍ଷ କୋଟି
    ଦେଶ-ଦେଶାନ୍ତର

    ମହିଳା ମୃତ, କିନ୍ତୁ ଆକାଉଣ୍ଟକୁ ଆସିଲା ୧୦ ଲକ୍ଷ କୋଟି

    14278
    Aug 06, 2025
  • ସହକର୍ମୀଙ୍କୁ ମିଥ୍ୟା ଦୁଷ୍କର୍ମ ମାମଲାରେ ଫସାଇ ଜେଲ ଗଲେ ମହିଳା
    ଦେଶ-ଦେଶାନ୍ତର

    ସହକର୍ମୀଙ୍କୁ ମିଥ୍ୟା ଦୁଷ୍କର୍ମ ମାମଲାରେ ଫସାଇ ଜେଲ ଗଲେ ମହିଳା

    13626
    Aug 07, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ରେପୋ ହାରରେ ପରିବର୍ତ୍ତନ ନାହିଁ

    13432
    Aug 06, 2025
  • ବିଶେଷ

    ଏହି ଗଛ ଲଗାଇଲେ ଘର ରହିବ ଥଣ୍ଡା

    13751
    Aug 07, 2025
  • ଦେଶ-ଦେଶାନ୍ତର

    ଆଜିଠୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲାଗୁ

    15326
    Aug 07, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16657
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16765
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17097
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15572
    Apr 03, 2021

ବିଶେଷ

  • ଏହି ଗଛ ଲଗାଇଲେ ଘର ରହିବ ଥଣ୍ଡା

    13751
    Aug 07, 2025
  • କେବଳ ଦୁଇଟି ଜିନିଷ ସାମିଲ କଲେ ମଧ୍ୟାହ୍ନ ଭୋଜନ ପରେ ଆସୁଥିବା ନିଦରୁ ପାଇବେ ମୁକ୍ତି

    13897
    Aug 07, 2025
  • ଭାଷାକୁ ଲେଖାରେ ରୂପାନ୍ତର କରୁଛି ଏଆଇ ଡିଭାଇସ୍‌

    15376
    Aug 06, 2025
  • ଭୋଜନ କରିବା ସମୟରେ ଏହି ନିୟମ ମାନନ୍ତୁ

    14788
    Aug 05, 2025
  • ସପ୍ତାହକୁ ଦୁଇ ଥର ଖାଆନ୍ତୁ ମାଛ, ହେବନି ହାର୍ଟଆଟାକ

    14508
    Aug 04, 2025

ବାଣିଜ୍ୟ

ହିମାଳୟ ବେବିକେୟାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ନିମନ୍ତେ ଶୁଭାରମ୍ଭ କଲା #ହରକଦମହରମାକେସାଥ୍ ଅଭିଯାନ

ମୁମ୍ବାଇ: ଡାକ୍ତରଙ୍କ ଦ୍ୱାରା ନିଦେ୍ର୍ଦଶିତ ଭାରତର ୧ ନମ୍ବର ବେବି କେୟାର ବ୍ରାଣ୍ଡ୍ ହିମାଳୟ ବେବିକେୟାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରିବାକୁ ଯାଇ ହୃଦୟକୁ ଛୁଇଁଲା ଭଳି ଏକ ଡିଭିସି ଫିଲ୍କ ଉନ୍ମୋଚନ କରିଛି । ...

  • ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ହେଲେ ଶ୍ରୀ କେ ଜେ ପଟେଲ

    14525
    Aug 01, 2025
  • ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରରେ ଚାରିଟି ନୂଆ ପୋଲିସ ବୁଥ୍‌ ସହିତ ସଡ଼କ ସୁରକ୍ଷାକୁ ପରିବର୍ଦ୍ଧିତ କଲା

    14262
    Jul 28, 2025
  • ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‌ର ‘ନିରୋଗଶାଳା’

    14725
    Jul 28, 2025
  • ହିଣ୍ଡାଲ୍କୋ ଓ ରାଜ୍ୟ ସରକାରଙ୍କ ମଧ୍ୟରେ 2'ଟି ଏମଓୟୁ ସ୍ଵାକ୍ଷର, କେନ୍ଦୁଝର ଓ ସମ୍ବଲପୁରରେ ହେବ ପୋଷାକ ତିଆରି କାରଖାନା

    14818
    Jul 25, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସହକର୍ମୀଙ୍କୁ ମିଥ୍ୟା ଦୁଷ୍କର୍ମ ମାମଲାରେ ଫସାଇ ଜେଲ ଗଲେ ମହିଳା

    13626
    Aug 07, 2025
  • ଭାଷାକୁ ଲେଖାରେ ରୂପାନ୍ତର କରୁଛି ଏଆଇ ଡିଭାଇସ୍‌

    15376
    Aug 06, 2025
  • ଲୋକଙ୍କ କଲ୍ୟାଣ ପାଇଁ କାମ କରିବ 'କର୍ତ୍ତବ୍ୟ ଭବନ'

    14214
    Aug 06, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In