Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, August 07, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପୁଣି କପିଳଙ୍କ କାନାଡା କାଫେକୁ ଗୁଳି

  • ଭାରତ ତା’ର କୃଷକଙ୍କ ସହିତ ଦୃଢ଼ ଭାବରେ ଠିଆ ...

  • ମୃଣାଲଙ୍କ ପ୍ରେମରେ ପଡ଼ିଛନ୍ତି କି ଧନୁଷ

  • ଖୁବ ଶୀଘ୍ର ଭାରତ ଗସ୍ତରେ ଆସିବେ ରୁଷିଆ ...

  • ଆୟରଲ୍ୟାଣ୍ଡରେ ଜାତିଭେଦ ଆକ୍ରମଣର ଶିକାର ...

  • ଟ୍ରମ୍ପଙ୍କ ଟାରିଫର ଜବାବ ଦେଲେ ଶଶି ଥରୁର

  • ସହକର୍ମୀଙ୍କୁ ମିଥ୍ୟା ଦୁଷ୍କର୍ମ ମାମଲାରେ ...

  • ସିଆରପିଏଫ୍‍ ଗାଡି ଦୁର୍ଘଟଣାଗ୍ରସ୍ତ, ୩ ...

  • ଆଜିଠୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲାଗୁ

  • ଏହି ଗଛ ଲଗାଇଲେ ଘର ରହିବ ଥଣ୍ଡା

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ମୋଦିଙ୍କ ସୁରକ୍ଷାରେ ପ୍ରଥମ ମହିଳା ଏସ୍‌ପିଜି ଅଫିସର୍

ମୋଦିଙ୍କ ସୁରକ୍ଷାରେ ପ୍ରଥମ ମହିଳା ଏସ୍‌ପିଜି ଅଫିସର୍

2025-08-06 18:55:38
14000
Share:
Facebook
Twitter
E-Mail
WhatsApp
Telegram
ମୋଦିଙ୍କ ସୁରକ୍ଷାରେ ପ୍ରଥମ ମହିଳା ଏସ୍‌ପିଜି ଅଫିସର୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ଦାୟିତ୍ୱରେ ବଡ଼ ବଡ଼ ଅଧିକାରୀ ନିୟୋଜିତ ଅଛନ୍ତି । କଡ଼ା ସୁରକ୍ଷା ବଳୟରେ ଘେରି ରହୁଛନ୍ତି ମୋଦି । ତେବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଜଣେ ମହିଳ । ବ୍ରିଟେନ୍ ଗସ୍ତର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଠି ମୋଦିଙ୍କ ସହ ତାଙ୍କ ସୁରକ୍ଷାରେ କଳା ୟୁନିଫର୍ମ ପିନ୍ଧିଥିବା ଜଣେ ମହିଳା ଅଧିକାରୀ ଅଛନ୍ତି । ସେ ହେଉଛନ୍ତି ଏସ୍‌ପିଜି ଅଦାସୋ କପେସା । ଅଦାସୋ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ମୁତୟନ ହୋଇଥିବା ପ୍ରଥମ ମହିଳା ଏସ୍‌ପିଜି ।

ଇଣ୍ଟର୍‌ନେଟ୍‌ରେ ଅଦାସୋଙ୍କ ଫଟୋ ଭାଇରାଲ ହେବା ପରେ ସୋସିଆଲ ମିଡିଆ ୟୁଜର୍ ତାଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି । ତାଙ୍କୁ ଶକ୍ତିର ପ୍ରତୀକ ଓ ଶକ୍ତିଶାଳୀ ପ୍ରେରଣା ଭାବେ ସମ୍ବୋଧନ କରୁଛନ୍ତି । ଖାସ୍‌କରି ମହିଳାଙ୍କ ପାଇଁ ସେ ରୋଲ୍ ମଡେଲ ପାଲଟିଛନ୍ତି । ତାଙ୍କ ଉପଲବ୍ଧି ଏକ ଶକ୍ତିଶାଳୀ ସଙ୍କେତ ଦେଇଛି- ‘ମହିଳା ସବୁଠି ବିଦ୍ୟମାନ ବୋଲି କୁହାଯାଉଛି ।’

ଏସ୍‌ପିଜି ଅର୍ଥାତ୍ ସ୍ପେସାଲ ପ୍ରୋଟେକ୍ସନ୍ ଗ୍ରୁପ୍ । ଭାରତର ପ୍ରଧାନମନ୍ତ୍ରୀ ଏବଂ କିଛି ସ୍ୱତନ୍ତ୍ର ପରିସ୍ଥିତିରେ ପୂର୍ବ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାର ସଦସ୍ୟଙ୍କ ସୁରକ୍ଷା ପାଇଁ ଏହା ମୁତୟନ ହୋଇଥାଏ । ଏହା ଏକ ଉଚ୍ଚ ଯୋଗ୍ୟତାସମ୍ପନ୍ନ ଓ ତାଲିମପ୍ରାପ୍ତ ୟୁନିଟ୍ । ମଣିପୁରର ସେନାପତି ଜିଲ୍ଲାର କ୍ୟାବି ଗାଁରେ ଜନ୍ମିତ ଅଦାସୋ ସ୍ଥାନୀୟ ସ୍କୁଲରେ ଅଧ୍ୟୟନ କରିଥିଲେ । ଗୃହ ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି)ରେ ସେ କ୍ୟାରିଅର୍ ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ଉତ୍ତରାଖଣ୍ଡ, ପିଥୋରାଗଡ଼ରେ ୫୫ତମ ବାଟାଲିୟନ୍‌ରେ ମୁତୟନ ଅଛନ୍ତି । ଅଦାସୋ ଏବେ ଏସ୍‌ପିଜିରେ ଡେପ୍ୟୁଟେସନ୍‌ରେ ସେବା ପ୍ରଦାନ କରୁଛନ୍ତି ।

Powered by Froala Editor

Tags modi

Related articles Odisha News Lens 4.1

  • ଖୁବ ଶୀଘ୍ର ଭାରତ ଗସ୍ତରେ ଆସିବେ ରୁଷିଆ ରାଷ୍ଟ୍ରପତି
    ଦେଶ-ଦେଶାନ୍ତର

    ଖୁବ ଶୀଘ୍ର ଭାରତ ଗସ୍ତରେ ଆସିବେ ରୁଷିଆ ରାଷ୍ଟ୍ରପତି

    15266
    Aug 07, 2025
  • ସିଆରପିଏଫ୍‍ ଗାଡି ଦୁର୍ଘଟଣାଗ୍ରସ୍ତ, ୩ ଯବାନ ସହିଦ
    ଦେଶ-ଦେଶାନ୍ତର

    ସିଆରପିଏଫ୍‍ ଗାଡି ଦୁର୍ଘଟଣାଗ୍ରସ୍ତ, ୩ ଯବାନ ସହିଦ

    14676
    Aug 07, 2025
  • ସହକର୍ମୀଙ୍କୁ ମିଥ୍ୟା ଦୁଷ୍କର୍ମ ମାମଲାରେ ଫସାଇ ଜେଲ ଗଲେ ମହିଳା
    ଦେଶ-ଦେଶାନ୍ତର

    ସହକର୍ମୀଙ୍କୁ ମିଥ୍ୟା ଦୁଷ୍କର୍ମ ମାମଲାରେ ଫସାଇ ଜେଲ ଗଲେ ମହିଳା

    13696
    Aug 07, 2025
  • ମୃଣାଲଙ୍କ ପ୍ରେମରେ ପଡ଼ିଛନ୍ତି କି ଧନୁଷ
    ମନୋରଞ୍ଜନ

    ମୃଣାଲଙ୍କ ପ୍ରେମରେ ପଡ଼ିଛନ୍ତି କି ଧନୁଷ

    15318
    Aug 07, 2025
  • ଆଜିଠୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲାଗୁ
    ଦେଶ-ଦେଶାନ୍ତର

    ଆଜିଠୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲାଗୁ

    15395
    Aug 07, 2025
  • ଆୟରଲ୍ୟାଣ୍ଡରେ ଜାତିଭେଦ ଆକ୍ରମଣର ଶିକାର ଛୋଟ ଝିଅ
    ଦେଶ-ଦେଶାନ୍ତର

    ଆୟରଲ୍ୟାଣ୍ଡରେ ଜାତିଭେଦ ଆକ୍ରମଣର ଶିକାର ଛୋଟ ଝିଅ

    13366
    Aug 07, 2025
  • ଟ୍ରମ୍ପଙ୍କ ଟାରିଫର ଜବାବ ଦେଲେ ଶଶି ଥରୁର
    ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କ ଟାରିଫର ଜବାବ ଦେଲେ ଶଶି ଥରୁର

    13415
    Aug 07, 2025
  • ପୁଣି କପିଳଙ୍କ କାନାଡା କାଫେକୁ ଗୁଳି
    ଦେଶ-ଦେଶାନ୍ତର

    ପୁଣି କପିଳଙ୍କ କାନାଡା କାଫେକୁ ଗୁଳି

    14214
    Aug 07, 2025
  • ଭାରତ ତା’ର କୃଷକଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛି
    ଦେଶ-ଦେଶାନ୍ତର

    ଭାରତ ତା’ର କୃଷକଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛି

    13594
    Aug 07, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସିଆରପିଏଫ୍‍ ଗାଡି ଦୁର୍ଘଟଣାଗ୍ରସ୍ତ, ୩ ଯବାନ ସହିଦ

    14676
    Aug 07, 2025
  • ଦେଶ-ଦେଶାନ୍ତର

    ସହକର୍ମୀଙ୍କୁ ମିଥ୍ୟା ଦୁଷ୍କର୍ମ ମାମଲାରେ ଫସାଇ ଜେଲ ଗଲେ ମହିଳା

    13696
    Aug 07, 2025
  • ବିଶେଷ

    ଏହି ଗଛ ଲଗାଇଲେ ଘର ରହିବ ଥଣ୍ଡା

    13820
    Aug 07, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16658
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16766
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17098
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15573
    Apr 03, 2021

ବିଶେଷ

  • ଏହି ଗଛ ଲଗାଇଲେ ଘର ରହିବ ଥଣ୍ଡା

    13820
    Aug 07, 2025
  • କେବଳ ଦୁଇଟି ଜିନିଷ ସାମିଲ କଲେ ମଧ୍ୟାହ୍ନ ଭୋଜନ ପରେ ଆସୁଥିବା ନିଦରୁ ପାଇବେ ମୁକ୍ତି

    13965
    Aug 07, 2025
  • ଭାଷାକୁ ଲେଖାରେ ରୂପାନ୍ତର କରୁଛି ଏଆଇ ଡିଭାଇସ୍‌

    15442
    Aug 06, 2025
  • ଭୋଜନ କରିବା ସମୟରେ ଏହି ନିୟମ ମାନନ୍ତୁ

    14844
    Aug 05, 2025
  • ସପ୍ତାହକୁ ଦୁଇ ଥର ଖାଆନ୍ତୁ ମାଛ, ହେବନି ହାର୍ଟଆଟାକ

    14517
    Aug 04, 2025

ବାଣିଜ୍ୟ

ହିମାଳୟ ବେବିକେୟାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ନିମନ୍ତେ ଶୁଭାରମ୍ଭ କଲା #ହରକଦମହରମାକେସାଥ୍ ଅଭିଯାନ

ମୁମ୍ବାଇ: ଡାକ୍ତରଙ୍କ ଦ୍ୱାରା ନିଦେ୍ର୍ଦଶିତ ଭାରତର ୧ ନମ୍ବର ବେବି କେୟାର ବ୍ରାଣ୍ଡ୍ ହିମାଳୟ ବେବିକେୟାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରିବାକୁ ଯାଇ ହୃଦୟକୁ ଛୁଇଁଲା ଭଳି ଏକ ଡିଭିସି ଫିଲ୍କ ଉନ୍ମୋଚନ କରିଛି । ...

  • ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ହେଲେ ଶ୍ରୀ କେ ଜେ ପଟେଲ

    14526
    Aug 01, 2025
  • ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରରେ ଚାରିଟି ନୂଆ ପୋଲିସ ବୁଥ୍‌ ସହିତ ସଡ଼କ ସୁରକ୍ଷାକୁ ପରିବର୍ଦ୍ଧିତ କଲା

    14263
    Jul 28, 2025
  • ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‌ର ‘ନିରୋଗଶାଳା’

    14726
    Jul 28, 2025
  • ହିଣ୍ଡାଲ୍କୋ ଓ ରାଜ୍ୟ ସରକାରଙ୍କ ମଧ୍ୟରେ 2'ଟି ଏମଓୟୁ ସ୍ଵାକ୍ଷର, କେନ୍ଦୁଝର ଓ ସମ୍ବଲପୁରରେ ହେବ ପୋଷାକ ତିଆରି କାରଖାନା

    14819
    Jul 25, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭାରତ ତା’ର କୃଷକଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛି

    13594
    Aug 07, 2025
  • ଆଜିଠୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲାଗୁ

    15395
    Aug 07, 2025
  • ଟ୍ରମ୍ପଙ୍କ ଟାରିଫର ଜବାବ ଦେଲେ ଶଶି ଥରୁର

    13415
    Aug 07, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In