Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, May 19, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆଉଜଣେ ପାକିସ୍ତାନୀ ଆଇଏସଆଇ ଗୁପ୍ତଚର ...

  • ପାକିସ୍ତାନକୁ ସମର୍ଥନ କରି ଆର୍ଥିକ କ୍ଷତି ...

  • ଭୂମିକମ୍ପ: ଥରିଲା ଆଫଗାନିସ୍ତାନ

  • କାରଖାନାରେ ଭୀଷଣ ଅଗ୍ନିକାଣ୍ଡ, ୮ ମୃତ

  • ପ୍ରୋଟିନରେ ଭରପୁର ଏହି ୫ ଜିନିଷ

  • ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଶୟନ କକ୍ଷ ...

  • ଆକାଶ ଆନନ୍ଦ ବିଏସପିର ମୁଖ୍ୟ ରାଷ୍ଟ୍ରୀୟ ...

  • ଅପରେସନ ସିନ୍ଦୂର ବିରୋଧରେ ଆପତ୍ତିଜନକ ...

  • ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରୁଥିବାର ପୁଣି ...

  • ଲସ୍କର-ଏ-ତୈବା କମାଣ୍ଡର ସୈଫୁଲ୍ଲା ଖାଲିଦ୍ ...

ବିଶେଷ
Home ›› ବିଶେଷ ››ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଶୟନ କକ୍ଷ ସଜାନ୍ତୁ ଏମିତି.....

ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଶୟନ କକ୍ଷ ସଜାନ୍ତୁ ଏମିତି.....

2025-05-19 05:21:12
14440
Share:
Facebook
Twitter
E-Mail
WhatsApp
Telegram
ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଶୟନ କକ୍ଷ ସଜାନ୍ତୁ ଏମିତି.....

ଦିନଯାକର ଅକ୍ଳାନ୍ତ ପରିଶ୍ରମ ପରେ ଟିକେ ବିଶ୍ରାମ ପାଇଁ ଯେବେ ଶୋଇବା ଘରେ ପାଦ ପଡ଼ିଯାଏ ସେତେବେଳେ ମନକୁ ଖୁବ୍‌ ଶାନ୍ତି ମିଳିଥାଏ। କାରଣ ଶୋଇବା ଘର ହେଉଛି ଏପରି ଏକ ସ୍ଥାନ, ଯେଉଁଠି ବ୍ୟକ୍ତି ଆରାମ କରିପାରେ। ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ବି ଶୋଇବା ଘରର ଭୂମିକା ଯଥେଷ୍ଟ ଥାଏ ବୋଲି କୁହାଯାଏ। ତେଣୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଶୋଇବା ଘର କିପରି ହେବା ଦରକାର ଆସନ୍ତୁ ଜାଣିବା:

* ଦାମ୍ପତ୍ୟ ସୁଖ ପାଇଁ ଶୋଇବା ଘର ଦକ୍ଷିଣ ପଶ୍ଚିମ କୋଣରେ ରହିଲେ ଭଲ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

* ସେହିପରି ସୁଖୀ ଦାମ୍ପତ୍ୟ ପାଇଁ ଶୋଇବା ଘରର ଖଟକୁ କେବେ ବି କାନ୍ଥକୁ ଲଗାଇ ରଖିବା ଠିକ୍‌ ନୁହେଁ।

* ଶୟନ କକ୍ଷରେ ଆଇନା ରଖିବା ଉଚିତ ନୁହେଁ। ଯଦି ଅଛି ସାଜଶୃଙ୍ଗାର ପରେ ଆଇନା ଉପରେ ପରଦା ପକାଇଦେବା ଠିକ୍‌ ହେବ। କାରଣ ଶୋଇବା ସମୟର ଛବି ଆଇନାରେ ପ୍ରତିଫଳିତ ହେବା ଅଶୁଭ ବୋଲି କୁହାଯାଇଥାଏ।

* ଶୟନ କକ୍ଷରେ ପୂଜାଘର ରଖିବା ମଧ୍ୟ ଭଲ ନୁହେଁ।

* ସବୁଠୁ ବଡ଼ କଥା ହେଉଛି, ଶୋଇବା ଘରେ ଭୁଲ୍‌ରେ ବି ଦୁଇଟି ଖଟକୁ ଯୋଡ଼ି ଶୁଅନ୍ତୁ ନାହିଁ। କାରଣ ଏହା ଦାମ୍ପତ୍ୟ ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ।

* ଶୟନ କକ୍ଷରେ କାନ୍ଦିବା ଚିତ୍ର, ଯୁଦ୍ଧ ଚିତ୍ର କିମ୍ବା ମୃତ ବ୍ୟକ୍ତିଙ୍କ ଫଟୋ ନ ରଖି ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି, ଉଭୟ ପତ୍ନୀପତିଙ୍କ ଖୁସି ସମୟର ଚିତ୍ର କିମ୍ବା ଯୁଗଳ ଚଢ଼େଇଙ୍କ ଚିତ୍ର ରଖିଲେ ଦାମ୍ପତ୍ୟ ଜୀବନରେ ସୁପ୍ରଭାବ ପଡ଼ିଥାଏ ବୋଲି ବିଶ୍ୱାସ କରାଯାଏ।

Powered by Froala Editor

Tags Bed room

Related articles Odisha News Lens 4.1

  • ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଶୟନ କକ୍ଷ ସଜାନ୍ତୁ ଏମିତି.....
    ବିଶେଷ

    ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଶୟନ କକ୍ଷ ସଜାନ୍ତୁ ଏମିତି.....

    14440
    May 19, 2025
  • ଆକାଶ ଆନନ୍ଦ ବିଏସପିର ମୁଖ୍ୟ ରାଷ୍ଟ୍ରୀୟ ସଂଯୋଜକ ନିଯୁକ୍ତ
    ଦେଶ-ଦେଶାନ୍ତର

    ଆକାଶ ଆନନ୍ଦ ବିଏସପିର ମୁଖ୍ୟ ରାଷ୍ଟ୍ରୀୟ ସଂଯୋଜକ ନିଯୁକ୍ତ

    15315
    May 18, 2025
  • ପାକିସ୍ତାନକୁ ସମର୍ଥନ କରି ଆର୍ଥିକ କ୍ଷତି ସହୁଛି ତୁର୍କୀ
    ଦେଶ-ଦେଶାନ୍ତର

    ପାକିସ୍ତାନକୁ ସମର୍ଥନ କରି ଆର୍ଥିକ କ୍ଷତି ସହୁଛି ତୁର୍କୀ

    14731
    May 19, 2025
  •  ପ୍ରୋଟିନରେ ଭରପୁର ଏହି ୫ ଜିନିଷ
    ବିଶେଷ

    ପ୍ରୋଟିନରେ ଭରପୁର ଏହି ୫ ଜିନିଷ

    15050
    May 19, 2025
  • ଲସ୍କର-ଏ-ତୈବା କମାଣ୍ଡର ସୈଫୁଲ୍ଲା ଖାଲିଦ୍ ନିହତ
    ଦେଶ-ଦେଶାନ୍ତର

    ଲସ୍କର-ଏ-ତୈବା କମାଣ୍ଡର ସୈଫୁଲ୍ଲା ଖାଲିଦ୍ ନିହତ

    15534
    May 18, 2025
  • ଭୂମିକମ୍ପ: ଥରିଲା ଆଫଗାନିସ୍ତାନ
    ଦେଶ-ଦେଶାନ୍ତର

    ଭୂମିକମ୍ପ: ଥରିଲା ଆଫଗାନିସ୍ତାନ

    14428
    May 19, 2025
  • ଅପରେସନ ସିନ୍ଦୂର ବିରୋଧରେ ଆପତ୍ତିଜନକ ମନ୍ତବ୍ୟ : ପ୍ରଫେସରଙ୍କୁ ଜେରା କରିବ ବୋଲି ...
    ଦେଶ-ଦେଶାନ୍ତର

    ଅପରେସନ ସିନ୍ଦୂର ବିରୋଧରେ ଆପତ୍ତିଜନକ ମନ୍ତବ୍ୟ : ପ୍ରଫେସରଙ୍କୁ ଜେରା କରିବ ବୋଲି ...

    15379
    May 18, 2025
  • କାରଖାନାରେ ଭୀଷଣ ଅଗ୍ନିକାଣ୍ଡ, ୮ ମୃତ
    ଦେଶ-ଦେଶାନ୍ତର

    କାରଖାନାରେ ଭୀଷଣ ଅଗ୍ନିକାଣ୍ଡ, ୮ ମୃତ

    15054
    May 19, 2025
  • ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରୁଥିବାର ପୁଣି ଏକ ଭିଡିଓ ଜାରି କଲା ସେନା
    ଦେଶ-ଦେଶାନ୍ତର

    ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରୁଥିବାର ପୁଣି ଏକ ଭିଡିଓ ଜାରି କଲା ସେନା

    15002
    May 18, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭୂମିକମ୍ପ: ଥରିଲା ଆଫଗାନିସ୍ତାନ

    14428
    May 19, 2025
  • ବିଶେଷ

    ପ୍ରୋଟିନରେ ଭରପୁର ଏହି ୫ ଜିନିଷ

    15050
    May 19, 2025
  • ଦେଶ-ଦେଶାନ୍ତର

    ଆକାଶ ଆନନ୍ଦ ବିଏସପିର ମୁଖ୍ୟ ରାଷ୍ଟ୍ରୀୟ ସଂଯୋଜକ ନିଯୁକ୍ତ

    15315
    May 18, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16605
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16896
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15442
    Apr 03, 2021

ବିଶେଷ

  • ପ୍ରୋଟିନରେ ଭରପୁର ଏହି ୫ ଜିନିଷ

    15050
    May 19, 2025
  • ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଶୟନ କକ୍ଷ ସଜାନ୍ତୁ ଏମିତି.....

    14441
    May 19, 2025
  • ଆପଲ ସାଇଡରର ଆଶ୍ଚର୍ଯୟଜନକ ଲାଭ ବିଷୟରେ ଜାଣନ୍ତୁ.....

    14053
    May 18, 2025
  • ଧନଠାରୁ ଅଧିକ ମୂଲ୍ୟବାନ ପ୍ରେମ

    15561
    May 18, 2025
  • ଏହି ଘରୋଇ ଉପାୟ କଲେ କେଶ ହେବ ମୂଳରୁ ହେବ କଳା

    14017
    May 16, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16269
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13982
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14776
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15302
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପାକିସ୍ତାନକୁ ସମର୍ଥନ କରି ଆର୍ଥିକ କ୍ଷତି ସହୁଛି ତୁର୍କୀ

    14731
    May 19, 2025
  • ଆଉଜଣେ ପାକିସ୍ତାନୀ ଆଇଏସଆଇ ଗୁପ୍ତଚର ଗିରଫ

    14402
    May 19, 2025
  • ଆକାଶ ଆନନ୍ଦ ବିଏସପିର ମୁଖ୍ୟ ରାଷ୍ଟ୍ରୀୟ ସଂଯୋଜକ ନିଯୁକ୍ତ

    15315
    May 18, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In