ଭୁବନେଶ୍ଵରରୁ ଏହି ସ୍ଥାନକୁ ବିମାନ ଉଡାଣ ବାତିଲ୍

ଭୁବନେଶ୍ଵର: ବିମାନ ବନ୍ଦରରୁ ୨ ଟି ବିମାନର ଉଡାଣ ବାତିଲ୍। ଭୁବନେଶ୍ଵରରୁ ହିନ୍ଦନ ଗାଜିଆବାଦକୁ ବିମାନ ଉଡାଣ ବାତିଲ୍ ହୋଇଛି। ପଶ୍ଚିମ ପ୍ରାନ୍ତକୁ ଉଡାଣ କଟକଣା ଥିବା ବାତିଲ ହୋଇଥିବା କହିଛନ୍ତି ନିର୍ଦେଶକ। ଭୁବନେଶ୍ଵର ପାଟ୍ନା ଦେଇ ଚଣ୍ଡିଗଡ ଯାଉଥିବା ବିମାନ ମଧ୍ୟ ବାତିଲ ହୋଇଛି।
Powered by Froala Editor