Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, January 14, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମାଞ୍ଜା ସୂତାରେ କଟିଗଲା ବେକ

  • ୧୦ ମିନିଟ୍‌ରେ ଡେଲିଭରି ହେବନାହିଁ, ହେଲେ ...

  • ଭାରତୀୟ ଦୂତାବାସ ଆଡଭାଇଜରୀ ଜାରି, ତୁରନ୍ତ ...

  • ବିଷ ଇଞ୍ଜେକ୍ସନ ଦେଇ ୫୦୦ କୁକୁରଙ୍କୁ ...

  • ବିବାଦରେ ‘ଟକ୍ସିକ’ ବୋଲ୍ଡ ସିନ୍

  • ଆଇସିସି ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ...

  • ପୋଙ୍ଗଲ ପାଳିବା ସହ ପୂଜାର୍ଚ୍ଚନା କଲେ ...

  • ଏହି ଆପ୍‌ରେ ଟିକେଟ୍ ବୁକିଂ କଲେ ମିଳିବ ୩ ...

  • ମକର ସଂକ୍ରାନ୍ତି: ୩ରାଶିଙ୍କ ଭାଗ୍ୟ ହେବ ...

  • ବୃଦ୍ଧ ପିତାମାତାଙ୍କୁ ଅଣଦେଖା କଲେ ...

ରାଜ୍ୟ
Home ›› ରାଜ୍ୟ ››ଆଜିଠୁ ସମୁଦ୍ରରେ ମାଛଧରା ନିଷେଧ

ଆଜିଠୁ ସମୁଦ୍ରରେ ମାଛଧରା ନିଷେଧ

2025-04-15 07:29:48
14838
Share:
Facebook
Twitter
E-Mail
WhatsApp
Telegram
ଆଜିଠୁ ସମୁଦ୍ରରେ ମାଛଧରା ନିଷେଧ

ଭୁବନେଶ୍ଵର:  ଆଜିଠୁ ଓଡିଶା ଉପକୂଳ ସମୁଦ୍ରରେ ମାଛଧରା ନିଷେଧ। ଏପ୍ରିଲ ୧୫ ତାରିଖରୁ  ଜୁନ୍ ୧୪ ତାରିଖ ଯାଏଁ ମାଛଧରା ନେଇ କଟକଣା ଜାରି କରାଯାଇଛି। ପ୍ରଜନନ ସମୟରେ ମାଛ ବଂଶ ବୃଦ୍ଧି ତଥା ମତ୍ସ୍ୟ ସମ୍ପଦର ସଂରକ୍ଷଣ ଉଦ୍ଦେଶ୍ୟରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। କେବଳ ସାଢେ ୮ ମିଟର ଲମ୍ବ ପାରମ୍ପରିକ ଡଙ୍ଗାକୁ ଏହି କଟକଣାରୁ ବାଦ୍ ଦିଆଯାଇଛି। ଓଡିଶା ମତ୍ସ୍ୟ ନିର୍ଦେଶାଳୟ ପକ୍ଷରୁ ଗଞ୍ଜାମ, କୁଜଙ୍ଗ, ବାଲେଶ୍ଵର ଓ ପୁରୀ ମତ୍ସ୍ୟ ଅଧିକାରୀଙ୍କୁ ଏ ନେଇ ଚିଠି କରାଯାଇଛି। ଓଡିଶା ମେରାଇନ୍ ଫିସିଂ ରେଗୁଲେସନ୍ ଆକ୍ଟର କଡାକଡି ପାଳନ ପାଇଁ ନିର୍ଦେଶ ରହିଛି। ଆଇନ୍ ଅମାନ୍ୟ କଲେ ମତ୍ସ୍ୟଜୀବୀ ଙ୍କୁ ଜେଲ ଓ ଜରିମାନା ଭୋଗିବାକୁ ପଡିପାରେ। ମାଛ ଧରା ବନ୍ଦ ଦ୍ଵାରା କେବଳ ପାରାଦୀପରେ ପ୍ରାୟ ୭ ଶହ ଟ୍ରଲର ମାଛ ଧରିବାରୁ ବଞ୍ଚିତ ରହିବେ। ଏବଂ ସେଥିରେ ନିୟୋଜିତ ଥିବା ପ୍ରାୟ ୫ ହଜାର ମତ୍ସ୍ୟଜୀବୀ ଏବେ ଦୁଇ ମାସ ଯାଏଁ ହାତ ବାନ୍ଧି ବସିବେ ବୋଲି ସୂଚନା ମିଳିଛି।

Powered by Froala Editor

Tags Fishing

Related articles Odisha News Lens 4.1

  • ଭାରତୀୟ ଦୂତାବାସ ଆଡଭାଇଜରୀ ଜାରି, ତୁରନ୍ତ ଇରାନ ଛାଡି ଦିଅନ୍ତୁ
    ଦେଶ-ଦେଶାନ୍ତର

    ଭାରତୀୟ ଦୂତାବାସ ଆଡଭାଇଜରୀ ଜାରି, ତୁରନ୍ତ ଇରାନ ଛାଡି ଦିଅନ୍ତୁ

    15351
    Jan 14, 2026
  • ବିଷ ଇଞ୍ଜେକ୍ସନ ଦେଇ ୫୦୦ କୁକୁରଙ୍କୁ ମାରିଦେଲେ ସରପଞ୍ଚ
    ଦେଶ-ଦେଶାନ୍ତର

    ବିଷ ଇଞ୍ଜେକ୍ସନ ଦେଇ ୫୦୦ କୁକୁରଙ୍କୁ ମାରିଦେଲେ ସରପଞ୍ଚ

    14754
    Jan 14, 2026
  • ମାଞ୍ଜା ସୂତାରେ କଟିଗଲା ବେକ
    ଦେଶ-ଦେଶାନ୍ତର

    ମାଞ୍ଜା ସୂତାରେ କଟିଗଲା ବେକ

    15453
    Jan 14, 2026
  •  ଏହି ଆପ୍‌ରେ ଟିକେଟ୍ ବୁକିଂ କଲେ ମିଳିବ ୩ ପ୍ରତିଶତ ରିହାତି
    ଦେଶ-ଦେଶାନ୍ତର

    ଏହି ଆପ୍‌ରେ ଟିକେଟ୍ ବୁକିଂ କଲେ ମିଳିବ ୩ ପ୍ରତିଶତ ରିହାତି

    13555
    Jan 14, 2026
  • ଆଇସିସି ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ବିରାଟ କୋହଲି ନମ୍ବର ୱାନ୍ ବ୍ୟାଟର
    ଦେଶ-ଦେଶାନ୍ତର

    ଆଇସିସି ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ବିରାଟ କୋହଲି ନମ୍ବର ୱାନ୍ ବ୍ୟାଟର

    15339
    Jan 14, 2026
  • ପୋଙ୍ଗଲ ପାଳିବା ସହ ପୂଜାର୍ଚ୍ଚନା କଲେ ମୋଦୀ
    ଦେଶ-ଦେଶାନ୍ତର

    ପୋଙ୍ଗଲ ପାଳିବା ସହ ପୂଜାର୍ଚ୍ଚନା କଲେ ମୋଦୀ

    14934
    Jan 14, 2026
  • ମକର ସଂକ୍ରାନ୍ତି: ୩ରାଶିଙ୍କ ଭାଗ୍ୟ ହେବ ମାଲାମାଲ
    ବିଶେଷ

    ମକର ସଂକ୍ରାନ୍ତି: ୩ରାଶିଙ୍କ ଭାଗ୍ୟ ହେବ ମାଲାମାଲ

    13601
    Jan 14, 2026
  • ବୃଦ୍ଧ ପିତାମାତାଙ୍କୁ ଅଣଦେଖା କଲେ କଟିଯିବ ୧୦ପ୍ରତିଶତ ଦରମା
    ଦେଶ-ଦେଶାନ୍ତର

    ବୃଦ୍ଧ ପିତାମାତାଙ୍କୁ ଅଣଦେଖା କଲେ କଟିଯିବ ୧୦ପ୍ରତିଶତ ଦରମା

    14622
    Jan 13, 2026
  • ୧୦ ମିନିଟ୍‌ରେ ଡେଲିଭରି ହେବନାହିଁ, ହେଲେ ଏବେବି ରହିଛି ଚାପ
    ଦେଶ-ଦେଶାନ୍ତର

    ୧୦ ମିନିଟ୍‌ରେ ଡେଲିଭରି ହେବନାହିଁ, ହେଲେ ଏବେବି ରହିଛି ଚାପ

    14100
    Jan 14, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ବିବାଦରେ ‘ଟକ୍ସିକ’ ବୋଲ୍ଡ ସିନ୍

    14459
    Jan 14, 2026
  • ଦେଶ-ଦେଶାନ୍ତର

    ୧୦ ମିନିଟ୍‌ରେ ଡେଲିଭରି ହେବନାହିଁ, ହେଲେ ଏବେବି ରହିଛି ଚାପ

    14100
    Jan 14, 2026
  • ଦେଶ-ଦେଶାନ୍ତର

    ଆଇସିସି ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ବିରାଟ କୋହଲି ନମ୍ବର ୱାନ୍ ବ୍ୟାଟର

    15339
    Jan 14, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17292
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17372
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17718
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16192
    Apr 03, 2021

ବିଶେଷ

  • ମକର ସଂକ୍ରାନ୍ତି: ୩ରାଶିଙ୍କ ଭାଗ୍ୟ ହେବ ମାଲାମାଲ

    13601
    Jan 14, 2026
  • ଘରୋଇ ମଏଶ୍ଚରାଇଜର ଲଗାଇ ତ୍ଵଚାକୁ ରଖନ୍ତୁ ସୁସ୍ଥ

    13806
    Jan 13, 2026
  • ପ୍ରତିଦିନ ଖାଆନ୍ତୁ ଗୋଟିଏ କଞ୍ଚାକଦଳୀ

    16010
    Jan 10, 2026
  • ଗ୍ୟାଷ୍ଟିକରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

    14628
    Jan 09, 2026
  • କେଶକୁ ଘନ କରିବ ଏହି ସ୍ପ୍ରେ

    15674
    Jan 07, 2026

ବାଣିଜ୍ୟ

୧.୪୦ ଲକ୍ଷ ଟପିଲା ସୁନା

ପୁଣି ବଢିଛି ସୁନା ଓ ରୂପା ଦାମ୍‌ । ସୁନା ଗତ ସପ୍ତାହରେ ସାମାନ୍ୟ କମିଥିବା ବେଳେ ଏବେ ପୁଣି ନୂଆ ରେକର୍ଡ ଆଡକୁ ମାଡିଯାଉଛି । ୨୪କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୧.୪୦ଲକ୍ଷ ଅତିକ୍ରମ କରିଛି । ସେହିପରି ରୂପା ଦର ୧୨୦୦୦ରୁ ଅଧିକ ବୃଦ୍ଧି ପାଇଛି ।

ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ୍&zw ...

  • ଆମୱେ ଇଣ୍ଡିଆ ଦ୍ରୁତ ଓ ସହଜ ସେବା ସହିତ ହୋମ୍‌ ଡେଲିଭରି ଅନୁଭୂତିକୁ ନୂଆ ରୂପ ପ୍ରଦାନ କରିଛି

    15460
    Jan 08, 2026
  • ଆଇଟିସି 'ଭିଟାମିନ୍ ଡି' ସହିତ ସନଫିଷ୍ଟ ମାରି ଲାଇଟ୍ ଶୁଭାରମ୍ଭ କରିଛି

    14427
    Jan 07, 2026
  • ୨୪ ଶହ ଟଙ୍କା ବଢ଼ିଲା ସୁନା

    14528
    Dec 23, 2025
  • ସିମେଣ୍ଟ ମାନୁଫାକ୍‌ଚରର୍ସ ଆସୋସିଏସନ (ସିଏମ୍‌ଏ) ପ୍ରେସିଡେଣ୍ଟ ଭାବରେ ଶ୍ରୀ ପାର୍ଥ ଜିନ୍ଦଲଙ୍କ ନାମ ଘୋଷଣା କଲା; ଡ. ରାଘବପତ୍‌ ସିଂଘାଣିଆ ଭାଇସ୍‌ ପ୍ରେସିଡେଣ୍ଟ ଘୋଷିତ

    14237
    Dec 18, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିଷ ଇଞ୍ଜେକ୍ସନ ଦେଇ ୫୦୦ କୁକୁରଙ୍କୁ ମାରିଦେଲେ ସରପଞ୍ଚ

    14754
    Jan 14, 2026
  • ଆଇସିସି ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ବିରାଟ କୋହଲି ନମ୍ବର ୱାନ୍ ବ୍ୟାଟର

    15339
    Jan 14, 2026
  • ମାଞ୍ଜା ସୂତାରେ କଟିଗଲା ବେକ

    15453
    Jan 14, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In