ଖଣି ବ୍ୟବସାୟୀଙ୍କ ଘରେ ଇଡ଼ି ଚଢାଉ
ଭୁବନେଶ୍ଵର : ଖଣି ବ୍ୟବସାୟୀଙ୍କ ଘରେ ଇଡି ରେଡ୍। ଖଣି ବ୍ୟବସାୟୀ ରତ୍ନାକର ନାୟକଙ୍କ ଘରେ ଇଡ଼ି ଚଢାଉ କରିଛି।ଏକକାଳୀନ ୧୪ଟି ସ୍ଥାନରେ ରେଡ୍ ଚାଲିଛି। ଭୁବନେଶ୍ଵର ଚନ୍ଦ୍ରଶେଖରପୁର ଠାରେ ଥିବା ଘର, ଢେଙ୍କାନାଳ, ଭୁବନେଶ୍ଵରରେ ଥିବା ଅଫିସ, ବ୍ୟବସାୟ ପ୍ରତିଷ୍ଠାନରେ ଇଡି ଚଢାଉ କରିଛି।
ବେଆଇନ ଆର୍ଥିକ କାରବାର ନେଇ ଇଡ଼ି ରେଡ୍ କରୁଛି। ଚଢ଼ାଉ ବେଳେ ଟଙ୍କା କାରବାରର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି।
Powered by Froala Editor