Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, June 16, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ପୋଲ ଭୁଶୁଡ଼ି ଭାସିଗଲେ ୩୦ ପର୍ଯ୍ୟଟକ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ଅଭିନେତା : କାନ୍ଥରେ ପିଟି ହୋଇ ଘୂରିଲା ରେସିଂ କାର୍

ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ଅଭିନେତା : କାନ୍ଥରେ ପିଟି ହୋଇ ଘୂରିଲା ରେସିଂ କାର୍

2025-01-07 20:15:36
15687
Share:
Facebook
Twitter
E-Mail
WhatsApp
Telegram
ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ଅଭିନେତା : କାନ୍ଥରେ ପିଟି ହୋଇ ଘୂରିଲା ରେସିଂ କାର୍

ତାମିଲ ଅଭିନେତା ଅଜିତ କୁମାରଙ୍କର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଦୁବାଇର ୨୪ ହାୱାର ରେସ୍ ୨୦୨୫ ପାଇଁ ପ୍ରସ୍ତୁତି କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ତେବେ ଏଥିରେ ତାଙ୍କର ବିଶେଷ କିଛି କ୍ଷତି ହୋଇ ନ ଥିବା କୁହାଯାଉଛି।

ଦୀର୍ଘ ବର୍ଷ ପରେ ନିଜ ପୁରୁଣା ରେସିଂ କ୍ୟାରିୟରକୁ ଫେରିଥିବା ଅଜିତ ଦୁବାଇରେ ୨୪ ହାୱାର ରେସ୍ ୨୦୨୫ରେ ଭାଗ ନେବାକୁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ଦୁବାଇ ଗ୍ରାଣ୍ଡ ଫିକ୍ସ ଅଭ୍ୟାସ ସମୟରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।

ଅଭ୍ୟାସ ସମୟର ଭାଇରାଲ୍ ଭିଡିଓ ଦର୍ଶାଉଛି ଯେ ଅଭିନେତା ତାଙ୍କ କାର ଉପରେ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଛି। ଫଳସ୍ୱରୂପ, କାରଟି ମୁଖ୍ୟ ରାସ୍ତାର କଡରେ ଥିବା କାନ୍ଥରେ ପିଟି ହେବା ପରେ ଟ୍ରାକରେ ଘୁରୁଥିବା ଦେଖିବାକୁ ମିଳିଥିଲା ଯାହା ଏକ ବଡ଼ ଧରଣର ଦୁର୍ଘଟଣାର କାରଣ ହୋଇଥିଲା। ତେବେ ଅଜିତ କୁମାର ଦୁର୍ଘଟଣାରୁ ରକ୍ଷା ପାଇଛନ୍ତି। ଅଭିନେତାଙ୍କ ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରି ଦୁର୍ଘଟଣାର ଭିଡିଓ ସେୟାର କରିଛନ୍ତି।

ଉଲ୍ଲେଖ ଯୋଗ୍ୟ, ତାମିଲ ଅଭିନେତା ଅଜିତ କୁମାର ରେସିଂ କାର୍ ଓ ବାଇକ୍ ବହୁତ ପସନ୍ଦ କରନ୍ତି। ୯୦ ଦଶକ ଆରମ୍ଭରେ ସେ ଜାତୀୟ ମୋଟରସାଇକେଲ୍ ରେସିଂ ଚାମ୍ପିୟନଶିପରେ ତାଙ୍କ ରେସିଂ କ୍ୟାରିୟର ଆରମ୍ଭ କରିଥିଲେ। ଏକ ବଡ଼ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହେବା ପରେ ସେ ନିଜ ପ୍ରିୟ କ୍ରୀଡ଼ାରୁ ସାମୟିକ ବ୍ରେକ୍ ନେଇଥିଲେ। ଏବେ ପ୍ରାୟ ୧୫ ବର୍ଷ ପରେ ସେ ପୁରୁଣା କ୍ୟାରିୟରକୁ ଫେରୁଛନ୍ତି।


Powered by Froala Editor

Tags ajit

Related articles Odisha News Lens 4.1

  • ଘୋଡା ଦୌଡ ବେଳେ ପାଟିରେ ପଶିଯାଇଥିଲା ମହୁମାଛି, ହୃଦ୍‌ଘାତରେ ପ୍ରାଣ ହରାଇଥିଲେ ସଞ୍ଜୟ
    ମନୋରଞ୍ଜନ

    ଘୋଡା ଦୌଡ ବେଳେ ପାଟିରେ ପଶିଯାଇଥିଲା ମହୁମାଛି, ହୃଦ୍‌ଘାତରେ ପ୍ରାଣ ହରାଇଥିଲେ ସଞ୍ଜୟ

    14336
    Jun 15, 2025
  • ପୋଲ ଭୁଶୁଡ଼ି ଭାସିଗଲେ ୩୦ ପର୍ଯ୍ୟଟକ
    ଦେଶ-ଦେଶାନ୍ତର

    ପୋଲ ଭୁଶୁଡ଼ି ଭାସିଗଲେ ୩୦ ପର୍ଯ୍ୟଟକ

    13858
    Jun 15, 2025
  • ଜୁନ୍ ୧୯ରେ ମହାକାଶ ଯିବ ଆକ୍ସମ୍-୪ ମିଶନ
    ଦେଶ-ଦେଶାନ୍ତର

    ଜୁନ୍ ୧୯ରେ ମହାକାଶ ଯିବ ଆକ୍ସମ୍-୪ ମିଶନ

    14942
    Jun 15, 2025
  • ହୃଦୟ ବିଦାରକ ଦୃଶ୍ୟ, ନିଆଁ ସହ ଲଢ଼ି ମଧ୍ୟ ପୁଅକୁ ବଞ୍ଚାଇ ପାରିଲାନି ମା
    ଦେଶ-ଦେଶାନ୍ତର

    ହୃଦୟ ବିଦାରକ ଦୃଶ୍ୟ, ନିଆଁ ସହ ଲଢ଼ି ମଧ୍ୟ ପୁଅକୁ ବଞ୍ଚାଇ ପାରିଲାନି ମା

    14739
    Jun 13, 2025
  • ଆମେରିକା ଉପରେ ଆକ୍ରମଣ କଲେ ଇରାନକୁ ଧ୍ବଂସ କରିଦେବୁ: ଡୋନାଲ୍ଡ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଆମେରିକା ଉପରେ ଆକ୍ରମଣ କଲେ ଇରାନକୁ ଧ୍ବଂସ କରିଦେବୁ: ଡୋନାଲ୍ଡ ଟ୍ରମ୍ପ

    14335
    Jun 15, 2025
  • ସେହି ‘୧୧ ଏ ସିଟ୍‌’ର କାହାଣୀ : ୨୭ ବର୍ଷ ପୂର୍ବରୁ ବି ଏମିତି ଘଟିସାରିଛି...
    ଦେଶ-ଦେଶାନ୍ତର

    ସେହି ‘୧୧ ଏ ସିଟ୍‌’ର କାହାଣୀ : ୨୭ ବର୍ଷ ପୂର୍ବରୁ ବି ଏମିତି ଘଟିସାରିଛି...

    15335
    Jun 15, 2025
  • ଲାରି ଏଲିସନ ବିଶ୍ଵର ୨ୟ ଧନୀ
    ଦେଶ-ଦେଶାନ୍ତର

    ଲାରି ଏଲିସନ ବିଶ୍ଵର ୨ୟ ଧନୀ

    14273
    Jun 15, 2025
  • ଇସ୍ରାଏଲ- ଇରାନ ମଧ୍ୟରେ ଉତ୍ତେଜନା, ଉଦବେଗ ପ୍ରକାଶ କଲା ଭାରତ
    ଦେଶ-ଦେଶାନ୍ତର

    ଇସ୍ରାଏଲ- ଇରାନ ମଧ୍ୟରେ ଉତ୍ତେଜନା, ଉଦବେଗ ପ୍ରକାଶ କଲା ଭାରତ

    15898
    Jun 13, 2025
  • ହିମାଳୟ  ବେବିକେୟାର ପ୍ରଚଳନ କଲା #GentleAsDad ପ୍ରଚାର ଅଭିଯାନ
    ବାଣିଜ୍ୟ

    ହିମାଳୟ ବେବିକେୟାର ପ୍ରଚଳନ କଲା #GentleAsDad ପ୍ରଚାର ଅଭିଯାନ

    15123
    Jun 14, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    ହିମାଳୟ ବେବିକେୟାର ପ୍ରଚଳନ କଲା #GentleAsDad ପ୍ରଚାର ଅଭିଯାନ

    15123
    Jun 14, 2025
  • ଦେଶ-ଦେଶାନ୍ତର

    କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୫ ଯାତ୍ରୀ ଓ ୨ ପାଇଲଟ ମୃତ

    15218
    Jun 15, 2025
  • ମନୋରଞ୍ଜନ

    ଘୋଡା ଦୌଡ ବେଳେ ପାଟିରେ ପଶିଯାଇଥିଲା ମହୁମାଛି, ହୃଦ୍‌ଘାତରେ ପ୍ରାଣ ହରାଇଥିଲେ ସଞ୍ଜୟ

    14336
    Jun 15, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16660
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16965
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15491
    Apr 03, 2021

ବିଶେଷ

  • କେଶ ଝଡ଼ିବା କମାଇବ ଯୋଗ

    14487
    Jun 13, 2025
  • କେଉଁ ସମୟରେ ବ୍ୟାୟାମ କରିବ ଶରୀର ପାଇଁ ଭଲ ଜାଣନ୍ତୁ…

    14535
    Jun 13, 2025
  • ଦାନ୍ତକୁ ସୁସ୍ଥ ରଖିବେ କିପରି ଜାଣନ୍ତୁ...

    15638
    Jun 11, 2025
  • ଭାରି ଲାଭକାରୀ ଭୃସଙ୍ଗପତ୍ର

    15168
    Jun 11, 2025
  • ସପ୍ତାହରେ ୨ ଥର ପିଅନ୍ତୁ ଡାଳିମ୍ବ ଜୁସ୍‌…

    14234
    Jun 10, 2025

ବାଣିଜ୍ୟ

ହିମାଳୟ ବେବିକେୟାର ପ୍ରଚଳନ କଲା #GentleAsDad ପ୍ରଚାର ଅଭିଯାନ

ମୁମ୍ବାଇ: ଭାରତର ୧ ନମ୍ବର ଡାକ୍ତରଙ୍କ ଦ୍ୱାରା ସୁପାରିଶ କରାଯାଉଥିବା ଶିଶୁ ବେବି କେୟାର ବ୍ରାଣ୍ଡ୍ ହିମାଳୟ ବେବିକେୟାର ପିତୃ ଦିବସ ପାଳନ କରିବାକୁ ଯାଇ ଏକ ହୃଦୟସ୍ପର୍ଶୀ ଡିଭିସି ଫିଲ୍ମ ଉନ୍ମୋଚନ କରିଛି । ଲୋକପି୍ର ...

  • କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

    14481
    May 30, 2025
  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15702
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16329
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14033
    Feb 06, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ହିମାଳୟ ବେବିକେୟାର ପ୍ରଚଳନ କଲା #GentleAsDad ପ୍ରଚାର ଅଭିଯାନ

    15123
    Jun 14, 2025
  • ଜୁନ୍ ୧୯ରେ ମହାକାଶ ଯିବ ଆକ୍ସମ୍-୪ ମିଶନ

    14942
    Jun 15, 2025
  • ଲାରି ଏଲିସନ ବିଶ୍ଵର ୨ୟ ଧନୀ

    14273
    Jun 15, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In