କୋଟି କୋଟି ଟଙ୍କାର ଠକେଇ, ବନ୍ଧା ହେଲେ ବଣ୍ଟି-ବବଲି
ଭୁବନେଶ୍ୱର : ନିଜକୁ ପତି-ପତ୍ନୀର ପରିଚୟ ଦେଇ ଚତୁରତାର ଲୋକଙ୍କ ଠାରୁ କୋଟି କୋଟି ଟଙ୍କାର ଠକେଇ କରି ବନ୍ଧା ହୋଇଛନ୍ତି ବଣ୍ଟି-ବବଲି । ଏହାସହ ହଂସିତା ଅଭିଲିପ୍ସାଙ୍କ ଘରେ ଆୟକର ଟିମ୍ ପକ୍ଷରୁ ଚଢାଉ କରାଯାଇଛି । ଦିଲ୍ଲୀ, ଝାଡଖଣ୍ଡର ୧୨ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି । ଘର, କାର୍ଯ୍ୟାଳୟରେ ଚଢାଉ କରାଯିବା ସହ ଆକାଉଣ୍ଟରେ ଟଙ୍କା ନେଣଦେଣ ଉପରେ ମଧ୍ୟ ଖୋଳତାଡ କରାଯାଉଛି । ବିନା ଲୋନ୍ରେ ଦାମୀ କାର୍ କିଣିବାକୁ ନେଇ ବିବାଦରେ ପଡିଥିଲେ ହଂସିତା । ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ହଂସିତା, ଅନୀଲ ।
Powered by Froala Editor