କଟକରେ ବନ୍ଦ ହେଲା ଏହି ନର୍ସିଂ କଲେଜ

କଟକ: ଏସସିବି ମେଡିକାଲ ନର୍ସିଂ କଲେକÿୁ ଅନ୍ୟାଦେଶ ଯାଏଁ ବନ୍ଦ ନିଦେ୍ର୍ଧଶ ଦିଆଯାଇଛି । କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଏସିଏସଙ୍କ ନିଦେ୍ର୍ଧଶରେ ବନ୍ଦ ନିଷ୍ପତ୍ତି ନିଆଯାଇଛି । ଆଜି ସନ୍ଧ୍ୟା ୫ଟା ସୁଦ୍ଧା ହଷ୍ଟେଲ ଛାଡିବାକୁ ଅନ୍ତେବାସୀଙ୍କୁ ନିଦେ୍ର୍ଧଶ ଦିଆଯାଇଛି ।