Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, June 19, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ...

ବିଶେଷ
Home ›› ବିଶେଷ ››ପୁଅଙ୍କର ଏହି ବଦଗୁଣ ପାଇଁ ମୁହଁ ମୋଡିନ୍ତି ଗର୍ଲଫ୍ରେଣ୍ଡ

ପୁଅଙ୍କର ଏହି ବଦଗୁଣ ପାଇଁ ମୁହଁ ମୋଡିନ୍ତି ଗର୍ଲଫ୍ରେଣ୍ଡ

2024-05-25 02:25:02
15275
Share:
Facebook
Twitter
E-Mail
WhatsApp
Telegram
ପୁଅଙ୍କର ଏହି ବଦଗୁଣ ପାଇଁ ମୁହଁ ମୋଡିନ୍ତି ଗର୍ଲଫ୍ରେଣ୍ଡ

ପ୍ରେମରେ ପଡ଼ିଲେ ଝିଅ ଓ ପୁଅ ଭୋକଶୋଷ ଭୁଲିଯାଆନ୍ତି । ପ୍ରେମକୁ ନେଇ ସେମାନେ ଖୁବ୍ ଭାବପ୍ରବଣତା ହୋଇ ପଡ଼ନ୍ତି।  ଠିକ୍‌ଭୂଲ୍‌ କିଛି ଦେଖା ଯାଏନି। କିନ୍ତୁ ଯେତେବେଳେ ସଂପର୍କ ବଢ଼ିଥାଏ, ଉଭୟଙ୍କର ଦୁର୍ବଳତା ସାମ୍ନାକୁ ଆସିଥାଏ। ବିଶେଷ କରି ପୁଅଙ୍କର କିଛି ଖରାପ ଅଭ୍ୟାସ ଥାଏ,  ଯାହା ଝିଅକୁ ପସନ୍ଦ ଆସି ନ ଥାଏ। ଫଳରେ ପ୍ରେମିକା ନଜରରେ ଘୃଣାର ପାତ୍ର ହୋଇଥାଏ ପ୍ରେମିକ। ଆସନ୍ତୁ ଜାଣିବା ପୁଅଙ୍କର କ’ଣ ଖରାପ ଅଭ୍ୟାସ ଝିଅଙ୍କୁ ଭଲ ଲାଗି ନଥାଏ।

ଛଳନା କରିବା

ପୁଅମାନେ ଝିଅଙ୍କୁ ଛଳନା କରିବାର ଅଭ୍ୟାସ ଥାଏ। କିଛି ପୁଅ ନିଜର ଗର୍ଲଫ୍ରେଣ୍ଡ ଉପସ୍ଥିତିରେ ଅନ୍ୟ ଝିଅକୁ  ଚାହିଁବା ସହ  ତାଙ୍କ ସହ କଥାବାର୍ତ୍ତା କରନ୍ତି। ଏହି ଅଭ୍ୟାସ ଗର୍ଲଫ୍ରେଣ୍ଡକୁ ପସନ୍ଦ ଆସି ନ ଥାଏ। ଫଳରେ ଗର୍ଲଫ୍ରେଣ୍ଡ ନିଜ ପ୍ରେମିକ ଠାରୁ ଦୂରେଇ ଯାଇଥାଏ।

ଗର୍ଲଫ୍ରେଣ୍ଡ  ଉପସ୍ଥିତିରେ ଅନ୍ୟ ଝିଅଙ୍କୁ ପ୍ରଂଶସା କରିବା

ଗର୍ଲଫ୍ରେଣ୍ଡ ଉପସ୍ଥିତିରେ ଅନ୍ୟ ଝିଅକୁ ପ୍ରଂଶସା କରନ୍ତୁ ନାହିଁ। କୌଣସି ଝିଅ ନିଜ ସାମ୍ନାରେ ଅନ୍ୟ ଝିଅର ପ୍ରଂଶସା ଶୁଣିପାରେ ନାହିଁ। ଫଳରେ ଆପଣଙ୍କ ପ୍ରତି ତା’ମନରେ ଘୃଣାଭାବ ସୃଷ୍ଟି ହୋଇପାରେ।

ବାରମ୍ବାର ଗୋଟିଏ କଥାକୁ ପଚାରିବା

ଝିଅଙ୍କୁ ବାରମ୍ବାର  ଗୋଟିଏ କଥାକୁ ପଚାରିବା ପୁଅଙ୍କର ଅଭ୍ୟାସ । କିନ୍ତୁ ଝିଅମାନେ ଏହି କଥାକୁ ଏତେ ଗୁରୁତ୍ୱ ଦେଇ ନ ଥାନ୍ତି। ଯଦି ଏହି ଅଭ୍ୟାସ ନ ଛାଡନ୍ତି,  ଝିଅମାନେ ଆପଣଙ୍କ ଉପରେ ଚିଡ଼ି ଯିବାର ସମ୍ଭାବନା ଥାଏ।

ମେସେଜ୍‌ର ଜବାବ ନ ଦେବା

ଯଦି ଆପଙ୍କୁ କୌଣସି ମେସେଜ୍‌ ଓ କଲ୍‌ ଆସୁଛି, କିନ୍ତୁ ଆପଣ ତା’ର ଜବାବ ଡେରିରେ ଦେଉଛନ୍ତି। ତାହା ହେଲେ ଏହା ଠିକ୍‌ ନୁହେଁ । ଏହା କରିବା ଦ୍ୱାରା କୌଣସି ଝିଅ ପସନ୍ଦ କରିବେ ନାହିଁ।

ଗର୍ଲଫ୍ରେଣ୍ଡକୁ ସମୟ ନ ଦେବା 

ଯଦି ଆପଣଙ୍କ ବନ୍ଧୁଙ୍କୁ ଅଧିକ ସମୟ ଦେଉଛନ୍ତି, କିନ୍ତୁ ଗର୍ଲଫ୍ରେଣ୍ଡ ପାଇଁ ସମୟ ନାହିଁ। ଆପଣଙ୍କର ଏହି ଅଭ୍ୟାସ ଗର୍ଲଫ୍ରେଣ୍ଡ ହୃଦୟରେ ଆପଣଙ୍କ ପାଇଁ ଘୃଣାଭାବ ସୃଷ୍ଟି କରିଥାଏ।

Powered by Froala Editor

Tags Boy friend and girlfriend

Related articles Odisha News Lens 4.1

  • ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ...
    ବାଣିଜ୍ୟ

    ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ...

    14422
    Jun 19, 2025
  • ୫ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଚାଲିଛି ମତଦାନ
    ଦେଶ-ଦେଶାନ୍ତର

    ୫ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଚାଲିଛି ମତଦାନ

    14922
    Jun 19, 2025
  • ନିଜ ନାମରୁ 'ଆହୁଜା' ହଟାଇଲେ ସୁନିତା
    ମନୋରଞ୍ଜନ

    ନିଜ ନାମରୁ 'ଆହୁଜା' ହଟାଇଲେ ସୁନିତା

    15661
    Jun 18, 2025
  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି
    ବାଣିଜ୍ୟ

    ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    14296
    Jun 19, 2025
  • ଜୁଲାଇ ୨୫ରେ ପରଦାକୁ ଆସିବ ‘ସନ୍‌ ଅଫ୍‌ ସର୍ଦ୍ଦାର ୨’
    ମନୋରଞ୍ଜନ

    ଜୁଲାଇ ୨୫ରେ ପରଦାକୁ ଆସିବ ‘ସନ୍‌ ଅଫ୍‌ ସର୍ଦ୍ଦାର ୨’

    15159
    Jun 19, 2025
  • ଦୁଇ ଦେଶର ନେତା ମିଳିତ ଭାବେ ନେଇଥିଲେ ଯୁଦ୍ଧବିରତି ନିଷ୍ପତ୍ତି: ଟ୍ରମ୍ପ
    ଦେଶ-ଦେଶାନ୍ତର

    ଦୁଇ ଦେଶର ନେତା ମିଳିତ ଭାବେ ନେଇଥିଲେ ଯୁଦ୍ଧବିରତି ନିଷ୍ପତ୍ତି: ଟ୍ରମ୍ପ

    14963
    Jun 19, 2025
  • ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ
    ଦେଶ-ଦେଶାନ୍ତର

    ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ

    13552
    Jun 19, 2025
  • ସବୁ କାର୍ଯ୍ୟରେ ସଫଳ ହେବାକୁ ଚାହୁଁଥିଲେ, ସକାଳୁ ଉଠି କରନ୍ତୁ ଏହା
    ବିଶେଷ

    ସବୁ କାର୍ଯ୍ୟରେ ସଫଳ ହେବାକୁ ଚାହୁଁଥିଲେ, ସକାଳୁ ଉଠି କରନ୍ତୁ ଏହା

    15134
    Jun 19, 2025
  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ...
    ବାଣିଜ୍ୟ

    ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ...

    14412
    Jun 19, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଦୁଇ ଦେଶର ନେତା ମିଳିତ ଭାବେ ନେଇଥିଲେ ଯୁଦ୍ଧବିରତି ନିଷ୍ପତ୍ତି: ଟ୍ରମ୍ପ

    14963
    Jun 19, 2025
  • ମନୋରଞ୍ଜନ

    ନିଜ ନାମରୁ 'ଆହୁଜା' ହଟାଇଲେ ସୁନିତା

    15661
    Jun 18, 2025
  • ମନୋରଞ୍ଜନ

    ଜୁଲାଇ ୨୫ରେ ପରଦାକୁ ଆସିବ ‘ସନ୍‌ ଅଫ୍‌ ସର୍ଦ୍ଦାର ୨’

    15159
    Jun 19, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16681
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16986
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15499
    Apr 03, 2021

ବିଶେଷ

  • ଦାମ୍ପତ୍ୟ ଜୀବନରେ ଖୁସି ରହିବେ କେମିତି ଜାଣନ୍ତୁ ?

    14249
    Jun 19, 2025
  • ସବୁ କାର୍ଯ୍ୟରେ ସଫଳ ହେବାକୁ ଚାହୁଁଥିଲେ, ସକାଳୁ ଉଠି କରନ୍ତୁ ଏହା

    15134
    Jun 19, 2025
  • ଶଜନାଶାଗ ଖାଇଲେ ବଢ଼ାଏ ସୌନ୍ଦର୍ଯ୍ୟ

    14496
    Jun 18, 2025
  • ଶୋଇବା ପୂର୍ବରୁ ଖାଆନ୍ତୁ ମାତ୍ର ୨ ଗୁଜୁରାତି, ମିଳିବ ଚମତ୍କାର ଲାଭ

    14219
    Jun 18, 2025
  • ବିବାହ ପୂର୍ବରୁ ଏହି ୫ଟି ଭୁଲ ଏଡାଇବା ଗୁରୁତ୍ୱପୂର୍ଣ୍ଣ

    14672
    Jun 17, 2025

ବାଣିଜ୍ୟ

ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

ଭାରତରେ ସ୍କୋଡା ଇଣ୍ଡିଆ ଖୁବ୍ ଶୀଘ୍ର ଏହାର ପ୍ରଥମ ସିଏନଜି ଏସୟୁଭି ଲଞ୍ଚ କରିପାରେ। କମ୍ପାନୀ ଏହାର ସଦ୍ୟ ଲଞ୍ଚ ହୋଇଥିବା କାଇଲାକ ସିଏନଜି ସଂସ୍କରଣ ଲଞ୍ଚ କରିପାରେ ବୋଲି ଶୁଣିବାକୁ ମିଳିଛି।  ସ୍କୋଡା ଇଣ୍ଡିଆ କାର ନିର୍ମାତାମାନେ ଏହି ସେଗମେଣ୍ଟ ଉପରେ ଧ୍ୟାନ ଦେଉଛନ୍ତି। 

କାଇଲାକ ସିଏନଜିରେ ୧.୦ ଲ ...

  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14412
    Jun 19, 2025
  • ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ଆଭ୍ୟନ୍ତରୀଣ ଜେନେଟିକ୍ ପରୀକ୍ଷଣ ସହିତ ବଂଶାନୁକ୍ରମିକ ରେଟିନା ଡିଷ୍ଟ୍ରୋଫି କ୍ଲିନିକ୍

    14422
    Jun 19, 2025
  • ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ପିଜି ଡାକ୍ତରଙ୍କ ପାଇଁ ଅଜିମ ପ୍ରେମଜୀ ହେଲ୍ଥ ଇକ୍ୱିଟି ଫେଲୋସିପ୍ ଘୋଷଣା

    13774
    Jun 17, 2025
  • ହିମାଳୟ ବେବିକେୟାର ପ୍ରଚଳନ କଲା #GentleAsDad ପ୍ରଚାର ଅଭିଯାନ

    15384
    Jun 14, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦୁଇ ଦେଶର ନେତା ମିଳିତ ଭାବେ ନେଇଥିଲେ ଯୁଦ୍ଧବିରତି ନିଷ୍ପତ୍ତି: ଟ୍ରମ୍ପ

    14963
    Jun 19, 2025
  • ୫ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଚାଲିଛି ମତଦାନ

    14922
    Jun 19, 2025
  • ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ

    13552
    Jun 19, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In