Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, June 13, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏ ...

ରାଜ୍ୟ
Home ›› ରାଜ୍ୟ ››ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲେ ମାଜିଷ୍ଟ୍ରେଟ ଓ ପୁଲିସ

ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲେ ମାଜିଷ୍ଟ୍ରେଟ ଓ ପୁଲିସ

2024-04-26 10:00:32
14263
Share:
Facebook
Twitter
E-Mail
WhatsApp
Telegram
ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲେ ମାଜିଷ୍ଟ୍ରେଟ ଓ ପୁଲିସ

ଭୁବନେଶ୍ୱର: ଭି.କେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଛି । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ଟା ସତ । ଆଜି ପାଣ୍ଡିଆନ ଉମରକୋଟ ଗସ୍ତ କରିବା ଅବସରରେ ସେଠାରେ ମାଜିଷ୍ଟ୍ରେଟ ଓ ପୁଲିସ ତାଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି । ନିର୍ବାଚନ ପ୍ରଚାର ପାଇଁ ପାଣ୍ଡିଆନ ଯାଇଥିବାବେଳେ ସେଠାରେ ତାଙ୍କୁ ହେଲିକପ୍ଟର ଯାଞ୍ଚ କରାଯାଇଛି । ତେବେ ହେଲିକପ୍ଟର ଯାଞ୍ଚ ନେଇ ଫ୍ଲାଇଂ ସ୍କ୍ୱାଡ ମୁଖ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ୨୦ରୁ ୨୫ ମିନିଟ ପର୍ଯ୍ୟନ୍ତ ହେଲିକପ୍ଟର ଯାଞ୍ଚ କରାଯାଇଥିଲା । କିନ୍ତୁ କିଛି ମିଳିଲା ନାହିଁ ।

ଅନ୍ୟପକ୍ଷରେ  ଉମରକୋଟରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ବିରୋଧୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଟାର୍ଗେଟ କରିଛନ୍ତି ଭି.କେ ପାଣ୍ଡିଆନ । ଗତ ନିର୍ବାଚନ ସମୟରେ ଜଣେ କେନ୍ଦ୍ରମନ୍ତ୍ରୀ ଆସିଥିଲେ, ବହୁତ ବଡ ବଡ କଥା କହିଥିଲେ । ଗତ ନିର୍ବାଚନରେ ଆପଣଙ୍କ ଆଶୀର୍ବାଦରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ । କିନ୍ତୁ ୫ ବର୍ଷରେ କଣ କରିଛନ୍ତି ଟିକେ ଚିନ୍ତା କରନ୍ତୁ । ୫ ବର୍ଷ ନେଲେ, କିନ୍ତୁ କିଛି କାମ କଲେନି । ଯେଉଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭୋଟ ଭିକ୍ଷା କରିଥିଲେ ତାଙ୍କର ଦେଖାଦର୍ଶନ ମିଳିଲାନି । ଉମରକୋଟ, ପାପଡାହାଣ୍ଡିରେ କେନ୍ଦ୍ରୀୟ ସ୍କୁଲଟିଏ ଖୋଲିପାରିଥାନ୍ତେ କିନ୍ତୁ କଲେ ନାହିଁ । ଏବେ ପୁଣି ଭୋଟ ମାଗିବାକୁ ଆସିଲେ ପଚାରିବେ ୫ ବର୍ଷ କେଉଁଠି ଥିଲେ ।
ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି । ପୂର୍ବରୁ ଜିଲ୍ଲାୱାରୀ ଗସ୍ତ ବେଳେ ଏଠାକୁ ଆସିଥିଲି । ସେତେବେଳେ ଅନେକ ଅଭିଯୋଗଫର୍ଦ୍ଦ ପାଇଥିଲି, କେତେ କାମ ହୋଇଛି କି ନାହିଁ ତାହାର ହିସାବ ଧରିକି ଆସିଛି । ଦରଖାସ୍ତ ପାଇବା ପରେ ଏହି ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ୨୧୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଯେଉଁ ସମସ୍ୟା ଜଣାଇଥିଲେ ତାହାକୁ ପୂରା କରିଛୁ । ବିଏସକେୱାଇରେ ଲୋକମାନେ ଚିକିତ୍ସା ସୁବିଧା ପାଇବା ବିଜେପିର ଜଣେ କେନ୍ଦ୍ରମନ୍ତ୍ରୀ ସହିପାରୁନାହାନ୍ତି । ଏହାଦ୍ୱାରା ନବୀନ ପଟ୍ଟନାୟକ ନାଁ କମାଉଛନ୍ତି ବୋଲି ଏହାକୁ ବନ୍ଦ କରିବାକୁ ଦିନରାତି ଏକ କରି ଦେଇଛନ୍ତି ।  ମିଶନ ଶକ୍ତିକୁ ବନ୍ଦ କରିବାକୁ କେନ୍ଦ୍ରମନ୍ତ୍ରୀ ଲାଗିଛନ୍ତି । ନାମାଙ୍କନପତ୍ର ଦାଖଲ ପୂର୍ବରୁ ମିଶନ ଶକ୍ତି ମହିଳା ଦୁବାଇ ଗସ୍ତରେ ଯାଇ ବ୍ୟବସାୟ ବାବଦରେ ଅଧିକ ଜାଣିଥାନ୍ତେ କିନ୍ତୁ ଏହାକୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ବନ୍ଦ କରାଇଲେ । ଲୋକେ ଯାହା ସମସ୍ୟା ଜଣାଉଛନ୍ତି ତାହା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପୂରା କରାଯାଉଛି । ୫ ବର୍ଷ ପରେ ପୁଣିଥରେ ସୁଯୋଗ ଆସିଛି ।ଏଥର ଅଞ୍ଚଳର ବିକାଶ ଓ ଉନ୍ନତି ପାଇଁ ଡବଲ ଶଙ୍ଖରେ ଭୋଟ ଦେବାକୁ ଅପିଲ କରିଛନ୍ତି ଭିକେ ପାଣ୍ଡିଆନ ।

Powered by Froala Editor

Tags Inspection of Pandians helicopter

Related articles Odisha News Lens 4.1

  • ଭାଇର ମୃତ୍ୟୁ ପରେ କଣ୍ଟେଣ୍ଟ ସେୟାର କଲେ ସୃଷ୍ଟି, ୟୁଜର୍ସ ଦେଲେ ଏମିତି ମନ୍ତବ୍ୟ...
    ଅପରାଧ

    ଭାଇର ମୃତ୍ୟୁ ପରେ କଣ୍ଟେଣ୍ଟ ସେୟାର କଲେ ସୃଷ୍ଟି, ୟୁଜର୍ସ ଦେଲେ ଏମିତି ମନ୍ତବ୍ୟ...

    14328
    Jun 12, 2025
  • ଦାନ୍ତକୁ ସୁସ୍ଥ ରଖିବେ କିପରି ଜାଣନ୍ତୁ...
    ବିଶେଷ

    ଦାନ୍ତକୁ ସୁସ୍ଥ ରଖିବେ କିପରି ଜାଣନ୍ତୁ...

    15027
    Jun 11, 2025
  • ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ

    14783
    Jun 12, 2025
  • ଭାଗ୍ୟଶାଳୀ ସିଟ୍‌ ନମ୍ବର 11A ଯାତ୍ରୀ ରମେଶ
    ଦେଶ-ଦେଶାନ୍ତର

    ଭାଗ୍ୟଶାଳୀ ସିଟ୍‌ ନମ୍ବର 11A ଯାତ୍ରୀ ରମେଶ

    13626
    Jun 12, 2025
  • ଏୟାର ଇଣ୍ଡିଆ ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ
    ଦେଶ-ଦେଶାନ୍ତର

    ଏୟାର ଇଣ୍ଡିଆ ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ

    13641
    Jun 12, 2025
  • ଭାଇରାଲ ହେବାରେ ଲାଗିଛି ରାଜା ରଘୁବଂଶୀଙ୍କ ଶେଷ ଇନଷ୍ଟାଗ୍ରାମ ପୋଷ୍ଟ
    ଦେଶ-ଦେଶାନ୍ତର

    ଭାଇରାଲ ହେବାରେ ଲାଗିଛି ରାଜା ରଘୁବଂଶୀଙ୍କ ଶେଷ ଇନଷ୍ଟାଗ୍ରାମ ପୋଷ୍ଟ

    14707
    Jun 12, 2025
  • ଭାରି ଲାଭକାରୀ ଭୃସଙ୍ଗପତ୍ର
    ବିଶେଷ

    ଭାରି ଲାଭକାରୀ ଭୃସଙ୍ଗପତ୍ର

    14557
    Jun 11, 2025
  • ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏ କ୍ଷତିପୂରଣ
    ଦେଶ-ଦେଶାନ୍ତର

    ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏ କ୍ଷତିପୂରଣ

    13697
    Jun 12, 2025
  • ଦୁର୍ଘଟଣା ପୂର୍ବରୁ ପାଇଲଟ କରିଥିଲେ ମେଡେ କଲ୍
    ଦେଶ-ଦେଶାନ୍ତର

    ଦୁର୍ଘଟଣା ପୂର୍ବରୁ ପାଇଲଟ କରିଥିଲେ ମେଡେ କଲ୍

    14186
    Jun 12, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଭାରି ଲାଭକାରୀ ଭୃସଙ୍ଗପତ୍ର

    14557
    Jun 11, 2025
  • ଦେଶ-ଦେଶାନ୍ତର

    ଏୟାର ଇଣ୍ଡିଆ ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ

    13641
    Jun 12, 2025
  • ଦେଶ-ଦେଶାନ୍ତର

    ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏ କ୍ଷତିପୂରଣ

    13697
    Jun 12, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16657
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16958
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15485
    Apr 03, 2021

ବିଶେଷ

  • ଦାନ୍ତକୁ ସୁସ୍ଥ ରଖିବେ କିପରି ଜାଣନ୍ତୁ...

    15027
    Jun 11, 2025
  • ଭାରି ଲାଭକାରୀ ଭୃସଙ୍ଗପତ୍ର

    14557
    Jun 11, 2025
  • ସପ୍ତାହରେ ୨ ଥର ପିଅନ୍ତୁ ଡାଳିମ୍ବ ଜୁସ୍‌…

    14081
    Jun 10, 2025
  • ଏହିସବୁ ସମସ୍ୟା ପାଇଁ ଲେମ୍ବୁ ପାଣି

    15504
    Jun 10, 2025
  • ଆଖି ପାଇଁ ସପୁରୀ ରସ

    16117
    Jun 08, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15700
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16325
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14029
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14824
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦାନ୍ତକୁ ସୁସ୍ଥ ରଖିବେ କିପରି ଜାଣନ୍ତୁ...

    15027
    Jun 11, 2025
  • ଭାଇର ମୃତ୍ୟୁ ପରେ କଣ୍ଟେଣ୍ଟ ସେୟାର କଲେ ସୃଷ୍ଟି, ୟୁଜର୍ସ ଦେଲେ ଏମିତି ମନ୍ତବ୍ୟ...

    14328
    Jun 12, 2025
  • ଭାଇରାଲ ହେବାରେ ଲାଗିଛି ରାଜା ରଘୁବଂଶୀଙ୍କ ଶେଷ ଇନଷ୍ଟାଗ୍ରାମ ପୋଷ୍ଟ

    14707
    Jun 12, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In