ଜେଇଇ ମେନ୍ ସେସନ୍-୨ ରେଜଲ୍ଟ ପ୍ରକାଶ
ଭୁବନେଶ୍ୱର: ଜେଇଇ ମେନ୍ ସେସନ୍-୨ ରେଜଲ୍ଟ ପ୍ରକାଶ। ନ୍ୟାସନାଲ ଟେଷ୍ଟ ଏଜେନ୍ସି ସେସନ୍-୨ ଫଳାଫଳ ପ୍ରକାଶ କରିଛି। jeemain.nta.ac.in ୱେବସାଇଟ୍ ମାଧ୍ୟମରେ ରେଜଲ୍ଟ ଜାଣିପାରିବେ।
ଚଳିତ ବର୍ଷ, ଜେଇଇ ମେନ୍ ଜାନୁଆରୀ ଏବଂ ଏପ୍ରିଲରେ ଦୁଇଟି ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା। ଉଭୟ ସେସନରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ ସେମାନଙ୍କର ରେଜଲ୍ଟ ଏବଂ ମେରିଟ ଲିଷ୍ଟ ତାଲିକା ପାଇପାରିବେ। ଅଫିସିଆଲ ୱେବସାଇଟରେ ସମ୍ପୂର୍ଣ୍ଣ ତଥ୍ୟ ଉପଲବ୍ଧ। ଆପ୍ଲିକେସନ ନମ୍ବର, ପାସୱାର୍ଡ ଏବଂ ସିକ୍ୟୁରିଟି ପିନ ମାଧ୍ୟମରେ ରେଜଲ୍ଟ ଜାଣିପାରିବେ।
Powered by Froala Editor