ବେଧଡକ କାଠ ଚାଲାଣ ଅଭିଯୋଗ
ଯାଜପୁର: ଯାଜପୁର ଜିଲ୍ଲା ବରୀରେ ବେଧଡକ କାଠ ଚାଲାଣ ହେଉଥିବା ଦେଖିବାକୁ ମିଳିଛି। କାଠକୁ ନେଇ ବରୀ ଜନସାଧାରଣ ତହସିଲ କାର୍ଯ୍ୟାଳୟ ଘେରାଉ କରିବା ସହିତ ଧାରଣା ଦେଇଛନ୍ତି। ସବୁଠାରୁ ବଡ କଥା ହେଉଛି ବରୀ ବିଧାୟିକାଙ୍କ ଭାଇ ଗଛ କାଟି ନେଇଥିବା ଅଭିଯୋଗ ହେଉଛି। ଯାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।
ସୂଚନାନୁସାରେ, ବାରମ୍ୱାର ଏଭଳି ଘଟଣା ସାମ୍ନାକୁ ଆସୁଥିବାବେଳେ ଏନେଇ ବଡ ଧରଣର କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ହୋଇପହୁଛି।
Powered by Froala Editor