Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, July 13, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଧୂମପାନ କେତେ କ୍ଷତିକାରକ ଜାଣନ୍ତୁ....

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ହନିମୁନ୍‌ରେ ସ୍ତ୍ରୀକୁ ‘ସେକେଣ୍ଡ ହ୍ୟାଣ୍ଡ’ କହିଥିଲା ସ୍ୱାମୀ, ଦେବେ ୩ କୋଟି ଜରିମାନା

ହନିମୁନ୍‌ରେ ସ୍ତ୍ରୀକୁ ‘ସେକେଣ୍ଡ ହ୍ୟାଣ୍ଡ’ କହିଥିଲା ସ୍ୱାମୀ, ଦେବେ ୩ କୋଟି ଜରିମାନା

2024-03-27 20:18:46
14141
Share:
Facebook
Twitter
E-Mail
WhatsApp
Telegram
ହନିମୁନ୍‌ରେ ସ୍ତ୍ରୀକୁ ‘ସେକେଣ୍ଡ ହ୍ୟାଣ୍ଡ’ କହିଥିଲା ସ୍ୱାମୀ, ଦେବେ ୩ କୋଟି ଜରିମାନା

ଆମେରିକାରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ବମ୍ବେ ହାଇକୋର୍ଟଙ୍କ ପକ୍ଷରୁ ତାଙ୍କୁ ସ୍ତ୍ରୀଙ୍କୁ ୩ କୋଟି ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ହନିମୁନ୍ ସମୟରେ ସ୍ବାମୀ ସ୍ତ୍ରୀଙ୍କୁ ସେକେଣ୍ଡ ହ୍ୟାଣ୍ଡ୍ ବୋଲି କହିଥିଲେ। ପତ୍ନୀଙ୍କୁ ସେକେଣ୍ଡ ହ୍ୟାଣ୍ଡ କହିବା ଶାରୀରିକ ଦୁର୍ବବ୍ୟବହାର ସହ ସମାନ ବୋଲି ହାଇକୋର୍ଟ କହିଛନ୍ତି।

ଉଭୟ ସ୍ୱାମୀ ଓ ସ୍ତ୍ରୀ ଆମେରିକାର ନାଗରିକ। ୧୯୯୪ ମସିହା ଜାନୁଆରୀ ୩ରେ ସେମାନେ ମୁମ୍ବାଇରେ ବାହା ହୋଇଥିଲେ। ଆମେରିକାରେ ମଧ୍ୟ ସେମାନେ ଆଉ ଥରେ ବିବାହ ଉତ୍ସବ ମନାଇଥିଲେ। କିନ୍ତୁ ୨୦୦୫-୨୦୦୬ ବେଳକୁ ସେମାନେ ମୁମ୍ବାଇ ଫେରିବା ସହ ଏଠାରେ ଗୋଟିଏ ଘରେ ରହିବା ଆରମ୍ଭ କରିଥିଲେ।

ମୁମ୍ବାଇରେ ପତ୍ନୀ ଚାକିରି କରିବା ପରେ ପରବର୍ତ୍ତୀ ଅବସ୍ଥାରେ ତାଙ୍କ ମା’ଙ୍କ ଘରକୁ ଚାଲି ଯାଇଥିଲେ। ୨୦୧୪-୧୫ ବେଳକୁ ସ୍ୱାମୀ ଜଣଙ୍କ ଆମେରିକା ଚାଲି ଯାଇଥିଲେ। ୨୦୧୭ରେ ସେ ଆମେରିକାରେ ରହି ସେଠାରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ।

କୋର୍ଟ ପତ୍ନୀଙ୍କୁ ସମନ ବି କରିଥିଲେ। ସମାନ ବର୍ଷ ପତ୍ନୀ ମୁମ୍ବାଇ ମାଜିଷ୍ଟ୍ରେଟ କୋର୍ଟରେ ଘରୋଇ ହିଂସା ଆଇନ ଅନୁସାରେ ମାମଲା କରିଥିଲେ। ୨୦୧୮ରେ ଆମେରିକାର ଗୋଟିଏ କୋର୍ଟରେ ଉଭୟଙ୍କ ଛାଡ଼ପତ୍ର ହୋଇ ଯାଇଥିଲା। ତେବେ ପତ୍ନୀ କରିଥିବା ଆବେଦନର ବିଚାର ଶେଷ ହୋଇ ନଥିଲା।

ସ୍ତ୍ରୀ ଅଭିଯୋଗ ଆଣିଥିଲେ ଯେ, ହନିମୁନ୍ ସମୟରେ ସ୍ବାମୀ ତାଙ୍କୁ ସେକେଣ୍ଡ ହ୍ୟାଣ୍ଡ୍ ବୋଲି କହିଥିଲେ। କାରଣ ତାଙ୍କର ଏକ ନିର୍ବନ୍ଧ ଭାଙ୍ଗିଯାଇଥିଲା। ଏହି ସହିତ ହନିମୁନ ରାତ୍ରିରେ ସ୍ତ୍ରୀଙ୍କର ଅନ୍ୟମାନଙ୍କ ସହ ସମ୍ପର୍କ ଥିବା ସ୍ବାମୀ କହିଥିଲେ। ସ୍ତ୍ରୀ ଏହା ସ୍ବୀକାର ନ କରିବା ପର୍ଯ୍ୟନ୍ତ ସ୍ବାମୀ ତାଙ୍କୁ ଶୋଇବାକୁ ଦେଇ ନଥିଲେ।

୨୦୦୮ରେ ସ୍ବାମୀ ସ୍ତ୍ରୀଙ୍କ ମୁହଁରେ ତକିଆ ରଖି ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ସ୍ତ୍ରୀଙ୍କ ପକ୍ଷରୁ ଅଣାଯାଇଥିଲା। ଏହାପରେ ସ୍ତ୍ରୀ ନିଜ ବାପଘରକୁ ଚାଲିଯାଇଥିଲେ। ୨୦୨୩ରେ ଟ୍ରାଏଲ୍ କୋର୍ଟ ସ୍ତ୍ରୀଙ୍କ ସପକ୍ଷରେ ରାୟ ପ୍ରଦାନ କରିଥିଲେ। ସ୍ବାମୀଙ୍କ ଉପରେ ୩ କୋଟି ଟଙ୍କାର ଜରିମାନା ଲାଗୁ କରାଯିବ ସହିତ ଦାଦରରେ ୧,୦୦୦ ବର୍ଗଫୁଟ ବାସସ୍ଥାନ ଅବା ୭୫,୦୦୦ ମାସିକ ଘରଭଡ଼ା ଦେବାକୁ ନିର୍ଦ୍ଦେଶ ଦେଇଥିଲେ।  ସ୍ତ୍ରୀଙ୍କ ସମସ୍ତ ଅଳଙ୍କାର ଫେରସ୍ତ ସହିତ ମାସିକ ୧,୫୦,୦୦୦ ଭରଣପୋଷଣ ଦେବାକୁ ସ୍ବାମୀଙ୍କୁ କୋର୍ଟ ଆଦେଶ ଦେଇଥିଲେ।

ଏହା ପରେ ସ୍ବାମୀ ଟ୍ରାଏଲ୍ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।  କିନ୍ତୁ ଏହାକୁ କୋର୍ଟ ଗ୍ରହଣ କରି ନଥିଲେ। ହାଇକୋର୍ଟ ଏହି ମାମଲାର ବିଚାର କରି ଟ୍ରାଏଲ୍ କୋର୍ଟଙ୍କ ରାୟକୁ କାଏମ୍ ରଖିବା ସହିତ ସ୍ବାମୀଙ୍କ ପଟିସନ ଗ୍ରହଣ କରିବାକୁ ମନା କରିଛନ୍ତି।

Powered by Froala Editor

Tags court

Related articles Odisha News Lens 4.1

  • ଶ୍ମଶାନ ଘାଟରେ ବିଜେପି ନେତାଙ୍କ ରାସଲୀଲା ଧରିଲେ ଲୋକ
    ଦେଶ-ଦେଶାନ୍ତର

    ଶ୍ମଶାନ ଘାଟରେ ବିଜେପି ନେତାଙ୍କ ରାସଲୀଲା ଧରିଲେ ଲୋକ

    15031
    Jul 12, 2025
  • ଲଦାଖଲେ ଦଲାଇ ଲାମା,  ଚୀନ୍ ଖପ୍ପା
    ଦେଶ-ଦେଶାନ୍ତର

    ଲଦାଖଲେ ଦଲାଇ ଲାମା, ଚୀନ୍ ଖପ୍ପା

    15658
    Jul 12, 2025
  • ରାଜ୍ୟସଭାକୁ ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କଲେ ରାଷ୍ଟ୍ରପତି
    ଦେଶ-ଦେଶାନ୍ତର

    ରାଜ୍ୟସଭାକୁ ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କଲେ ରାଷ୍ଟ୍ରପତି

    14776
    Jul 13, 2025
  • ଦୁର୍ଘଟଣାର ପ୍ରମୁଖ କାରଣ: ହଠାତ୍‍ କାମ କରିଲାନି ବିମାନର ଦୁଇଟି ଇଞ୍ଜିନ
    ଦେଶ-ଦେଶାନ୍ତର

    ଦୁର୍ଘଟଣାର ପ୍ରମୁଖ କାରଣ: ହଠାତ୍‍ କାମ କରିଲାନି ବିମାନର ଦୁଇଟି ଇଞ୍ଜିନ

    15773
    Jul 12, 2025
  • ଫିଲ୍ମରୁ ପ୍ରେରଣା : ଏଣିକି ସ୍କୁଲ୍‌ରୁ ହଟିବ ‘ବ୍ୟାକ୍ ବେଞ୍ଚ’, ନୂଆ ଢାଞ୍ଚରେ ହେବ ...
    ଦେଶ-ଦେଶାନ୍ତର

    ଫିଲ୍ମରୁ ପ୍ରେରଣା : ଏଣିକି ସ୍କୁଲ୍‌ରୁ ହଟିବ ‘ବ୍ୟାକ୍ ବେଞ୍ଚ’, ନୂଆ ଢାଞ୍ଚରେ ହେବ ...

    14678
    Jul 12, 2025
  • ନୀତିଶ ସରକାରଙ୍କ ବଡ ଭେଟି: ମାଗଣାରେ ମିଳିବ ୧୦୦ ୟୁନିଟ୍‌ ବିଜୁଳି
    ଦେଶ-ଦେଶାନ୍ତର

    ନୀତିଶ ସରକାରଙ୍କ ବଡ ଭେଟି: ମାଗଣାରେ ମିଳିବ ୧୦୦ ୟୁନିଟ୍‌ ବିଜୁଳି

    15620
    Jul 12, 2025
  • ଫୁଟପାଥରେ ଶୋଇଥିଲେ, ୫ ଜଣଙ୍କ ଉପରେ ଚଢ଼ିଗଲା କାର
    ଦେଶ-ଦେଶାନ୍ତର

    ଫୁଟପାଥରେ ଶୋଇଥିଲେ, ୫ ଜଣଙ୍କ ଉପରେ ଚଢ଼ିଗଲା କାର

    15025
    Jul 13, 2025
  • ଧୂମପାନ କେତେ କ୍ଷତିକାରକ ଜାଣନ୍ତୁ....
    ବିଶେଷ

    ଧୂମପାନ କେତେ କ୍ଷତିକାରକ ଜାଣନ୍ତୁ....

    13844
    Jul 13, 2025
  • ଆଉ ନାହାନ୍ତି କୋଟା ଶ୍ରୀନିବାସ ରାଓ
    ଦେଶ-ଦେଶାନ୍ତର

    ଆଉ ନାହାନ୍ତି କୋଟା ଶ୍ରୀନିବାସ ରାଓ

    15445
    Jul 13, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଧୂମପାନ କେତେ କ୍ଷତିକାରକ ଜାଣନ୍ତୁ....

    13844
    Jul 13, 2025
  • ଦେଶ-ଦେଶାନ୍ତର

    ଫୁଟପାଥରେ ଶୋଇଥିଲେ, ୫ ଜଣଙ୍କ ଉପରେ ଚଢ଼ିଗଲା କାର

    15025
    Jul 13, 2025
  • ଦେଶ-ଦେଶାନ୍ତର

    ଦୁର୍ଘଟଣାର ପ୍ରମୁଖ କାରଣ: ହଠାତ୍‍ କାମ କରିଲାନି ବିମାନର ଦୁଇଟି ଇଞ୍ଜିନ

    15773
    Jul 12, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16615
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16732
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17045
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15534
    Apr 03, 2021

ବିଶେଷ

  • ଧୂମପାନ କେତେ କ୍ଷତିକାରକ ଜାଣନ୍ତୁ....

    13844
    Jul 13, 2025
  • ସମୟର ସଦୁପଯୋଗ କରନ୍ତୁ ଏହିପରି

    14674
    Jul 12, 2025
  • ଔଷଧୀୟ ଗୁଣରେ ଭରପୁର ଅର୍ଜୁନ ଗଛ

    15544
    Jul 12, 2025
  • ଅନେକ ଔଷଧିୟ ଗୁଣରେ ଭରପୁର କ୍ୟାପସିକମ

    14534
    Jul 11, 2025
  • ନିରୋଗ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

    14691
    Jul 10, 2025

ବାଣିଜ୍ୟ

ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ରେଙ୍ଗାଲି ବ୍ଲକ ର ୨୩ ଜଣ ଛାତ୍ର ଛାତ୍ରୀ

ଭୁବନେଶ୍ୱର:- ଆଦିତ୍ୟ ଆଲୁମିନିୟମ ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟକ୍ରମରେ  ମାଟ୍ରିକ ରେ ୭୦% ରୁ ଅଧିକ ମାର୍କ ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସାମୁହିକ ପ୍ରତିଭା ସମ୍ମାନ କାର୍ ...

  • ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି

    15868
    Jul 04, 2025
  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

    16409
    Jul 01, 2025
  • ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    14056
    Jun 28, 2025
  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15577
    Jun 25, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଶ୍ମଶାନ ଘାଟରେ ବିଜେପି ନେତାଙ୍କ ରାସଲୀଲା ଧରିଲେ ଲୋକ

    15031
    Jul 12, 2025
  • ରାଜ୍ୟସଭାକୁ ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କଲେ ରାଷ୍ଟ୍ରପତି

    14776
    Jul 13, 2025
  • ଦୁର୍ଘଟଣାର ପ୍ରମୁଖ କାରଣ: ହଠାତ୍‍ କାମ କରିଲାନି ବିମାନର ଦୁଇଟି ଇଞ୍ଜିନ

    15773
    Jul 12, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In