Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, September 23, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କ୍ୟାନ୍ସର ଔଷଧ ଦାମ୍ ୨୭ ହଜାର ଟଙ୍କା

  • ବୃଦ୍ଧାଙ୍କ ଉପରେ ଝପ୍‌ଟି ପଡ଼ିଲା ମାଙ୍କଡ଼, ...

  • ସିୟା କେତନଙ୍କୁ ଧକ୍କା, ଚେତନ ଗୋଇଠା ...

  • ସୁନା ଖଣିରେ ସୁଡ଼ଙ୍ଗ ଧସି ୧୧ ଜଣଙ୍କ ...

  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ...

  • ୨୩ରୁ ଆମେରିକା ଗସ୍ତରେ ଯିବେ ଚୀନ ...

  • ବଳାତ୍କାରର ଦାଏର ମାମଲାରେ ଏହି ରାଜ୍ୟ ...

  • ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ...

  • ଅକ୍ଟୋବର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ...

  • ଭିଭିଆଇପିଙ୍କୁ ଏସ୍‌ଆଇଆର ନୋଟିସ

ବିଶେଷ
Home ›› ବିଶେଷ ››ପତ୍ନୀଙ୍କୁ ଭୁଲରେ ବି କୁହନ୍ତୁନି ଏହି ୫ କଥା

ପତ୍ନୀଙ୍କୁ ଭୁଲରେ ବି କୁହନ୍ତୁନି ଏହି ୫ କଥା

2021-06-15 02:53:53
15071
Share:
Facebook
Twitter
E-Mail
WhatsApp
Telegram
ପତ୍ନୀଙ୍କୁ ଭୁଲରେ ବି କୁହନ୍ତୁନି ଏହି ୫ କଥା


ପତି-ପତ୍ନୀଙ୍କ ସମ୍ପର୍କ ମଧ୍ୟରେ ଅନେକ ସମୟରେ ପୁରୁଷଙ୍କ କଥା ମହିଳାଙ୍କୁ ଆଘାତ କରିଥାଏ । ଯେଉଁ କାରଣରୁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି  କଥା ଜଣାଇବୁ ଯାହାକୁ ଭୁଲରେ ବି ପତ୍ନୀଙ୍କ ସମ୍ମୁଖରେ କହିବା ଉଚିତ୍ ନୁହେଁ ।

ପତ୍ନୀଙ୍କୁ ନିଜ ମାଙ୍କ ସହ କରନ୍ତୁନି ତୁଳନା
କେବେ ବି ପତ୍ନୀଙ୍କ ତୁଳନା ନିଜ ମାଙ୍କ ସହ କରନ୍ତୁ ନାହିଁ । ଯଦି ଆପଣ ବାରମ୍ବାର  କହୁଛନ୍ତି କି ‘ତମେ ମୋ ମା ଭଳି ଭଲ ଖାଇବା ପ୍ରସ୍ତୁତ କରିପାରୁନ କିମ୍ବା ମୋ ମା ଭଳି ସୁନ୍ଦର ନୁହଁ’ ତେବେ ଝଗଡା ପାଇଁ ପ୍ରସ୍ତୁତ ହୋଇଯାନ୍ତୁ ।  ବାରମ୍ବାର ଝଗଡା ହେଲେ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ ।

ପତ୍ନୀଙ୍କ ଘର ଲୋକଙ୍କୁ ଖରାପ କରି କୁହନ୍ତୁନି
ସମସ୍ତଙ୍କୁ ନିଜ ପରିବାର ଲୋକ ବହୁତ ପସନ୍ଦ । ଯଦି ଆପଣ କେବେ ବି ପତ୍ନୀଙ୍କ ଘର ଲୋକଙ୍କ ସମ୍ପର୍କରେ କିଛି ଖରାପ କରି କହୁଛନ୍ତି ତେବେ ଆପଣଙ୍କ ଝଗଡା ହେବାକୁ କେହି ରୋକିପାରିବେନି । ଏମିତି କଲେ ପତ୍ନୀଙ୍କ ହୃଦୟକୁ ଆଘାତ ଲାଗିବ ।

ପତ୍ନୀଙ୍କ ସାମ୍ନାରେ କେବେ ବି ଅନ୍ୟ ମହିଳାଙ୍କ ପ୍ରଶଂସା କରନ୍ତୁନି
କେବେ ବି ପତ୍ନୀଙ୍କ ସାମ୍ନାରେ ଅନ୍ୟ ମହିଳାଙ୍କ ପ୍ରଶଂସା କରନ୍ତୁନାହିଁ । ଜଣେ ମହିଳା କେବେ ବି ଅନ୍ୟ ମହିଳାଙ୍କ ପ୍ରଶଂସା  ଶୁଣିବାକୁ ଭଲ ପାଆନ୍ତି ନାହିଁ । ଏଥିପାଇଁ ଭୁଲରେ ବି ନିଜ ପତ୍ନୀଙ୍କ ସାମ୍ନାରେ ଅନ୍ୟ କେଉଁ ମହିଳାଙ୍କ ପ୍ରଶଂସା କରନ୍ତୁ ନାହିଁ । ନଚେତ୍ ସମ୍ପର୍କ ଖରାପ ହୋଇପାରେ ।

ପତ୍ନୀଙ୍କ ଚରିତ୍ର ଉପରେ କରନ୍ତୁନି ସନ୍ଦେହ
ଅନେକ ଥର ଝଗଡା ସମୟରେ ପତି ପତ୍ନୀଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠାନ୍ତି । ଏଥିରେ ପତ୍ନୀଙ୍କ ଆତ୍ମସ୍ୱାଭିମାନକୁ ଆଘାତ ହୋଇଥାଏ । ମହିଳାମାନେ ତାଙ୍କ ଚରିତ୍ର ଉପରେ ଆଙ୍ଗୁଠି ଉଠାଉଥିବା ଲୋକଙ୍କୁ ଜମା ପସନ୍ଦ କରନ୍ତିନି । ଯଦି ଆପଣ ବାରମ୍ବାର ଏମିତି କରନ୍ତି ତେବେ ଆପଣଙ୍କ ମଧ୍ୟରେ ଦୂରତା ବଢିପାରେ ।

ପତି ଭୁଲ୍ ସ୍ୱୀକାର ନକଲେ
ଅନେକ ଥର ପତିଙ୍କର ଭୁଲ୍ ହୋଇଥାଏ କିନ୍ତୁ ଯଦି ସେ ସ୍ୱୀକାର କରୁନାହାଁନ୍ତି ଏବଂ ପତ୍ନୀଙ୍କ ଉପରେ ସବୁ ଦୋଷ ଲଦି ଦେଉଛନ୍ତି ତେବେ ପରିସ୍ଥିତି ବିଗିଡିପାରେ । ଏଥିରେ ଧିରେ ଧିରେ ସମ୍ପର୍କ ଭାଙ୍ଗିପାରେ ।

Powered by Froala Editor

Tags Husband and wife

Related articles Odisha News Lens 4.1

  • ଅକ୍ଟୋବର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ବୁକିଂ ଜାରି ରଖିବା ପାଇଁ ଇ-କେୱାଇସି ...
    ଦେଶ-ଦେଶାନ୍ତର

    ଅକ୍ଟୋବର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ବୁକିଂ ଜାରି ରଖିବା ପାଇଁ ଇ-କେୱାଇସି ...

    13994
    Sep 21, 2026
  • ସୁନା ଖଣିରେ ସୁଡ଼ଙ୍ଗ ଧସି ୧୧ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ସୁନା ଖଣିରେ ସୁଡ଼ଙ୍ଗ ଧସି ୧୧ ଜଣଙ୍କ ମୃତ୍ୟୁ

    14794
    Sep 23, 2026
  • ବଳାତ୍କାରର ଦାଏର ମାମଲାରେ ଏହି ରାଜ୍ୟ ଆଗରେ
    ଦେଶ-ଦେଶାନ୍ତର

    ବଳାତ୍କାରର ଦାଏର ମାମଲାରେ ଏହି ରାଜ୍ୟ ଆଗରେ

    14415
    Sep 22, 2026
  • ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ଉତ୍ତରଦାୟୀତ୍ୱ ନେଇ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ...
    ରାଜନୀତି

    ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ଉତ୍ତରଦାୟୀତ୍ୱ ନେଇ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ...

    14932
    Sep 21, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା
    ବିଶେଷ

    ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15152
    Sep 23, 2026
  • ଭିଭିଆଇପିଙ୍କୁ ଏସ୍‌ଆଇଆର ନୋଟିସ
    ଦେଶ-ଦେଶାନ୍ତର

    ଭିଭିଆଇପିଙ୍କୁ ଏସ୍‌ଆଇଆର ନୋଟିସ

    14038
    Sep 21, 2026
  • ବୃଦ୍ଧାଙ୍କ ଉପରେ ଝପ୍‌ଟି ପଡ଼ିଲା ମାଙ୍କଡ଼, ଚାଲିଗଲା ଜୀବନ
    ଦେଶ-ଦେଶାନ୍ତର

    ବୃଦ୍ଧାଙ୍କ ଉପରେ ଝପ୍‌ଟି ପଡ଼ିଲା ମାଙ୍କଡ଼, ଚାଲିଗଲା ଜୀବନ

    14544
    Sep 23, 2026
  • ସିୟା କେତନଙ୍କୁ ଧକ୍କା, ଚେତନ ଗୋଇଠା ମାରିଥିଲେ
    ଦେଶ-ଦେଶାନ୍ତର

    ସିୟା କେତନଙ୍କୁ ଧକ୍କା, ଚେତନ ଗୋଇଠା ମାରିଥିଲେ

    14494
    Sep 23, 2026
  • ୨୩ରୁ ଆମେରିକା ଗସ୍ତରେ ଯିବେ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ
    ଦେଶ-ଦେଶାନ୍ତର

    ୨୩ରୁ ଆମେରିକା ଗସ୍ତରେ ଯିବେ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ

    15472
    Sep 22, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15152
    Sep 23, 2026
  • ଦେଶ-ଦେଶାନ୍ତର

    ବୃଦ୍ଧାଙ୍କ ଉପରେ ଝପ୍‌ଟି ପଡ଼ିଲା ମାଙ୍କଡ଼, ଚାଲିଗଲା ଜୀବନ

    14544
    Sep 23, 2026
  • ଦେଶ-ଦେଶାନ୍ତର

    ଭିଭିଆଇପିଙ୍କୁ ଏସ୍‌ଆଇଆର ନୋଟିସ

    14038
    Sep 21, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17117
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17803
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17778
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18187
    Sep 06, 2023

ବିଶେଷ

  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15152
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    14962
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14475
    Sep 18, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14722
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16352
    Sep 09, 2026

ବାଣିଜ୍ୟ

ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

ଭୁବନେଶ୍ୱର : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟସ୍ (ଆଇଆଇଏ), ଓଡ଼ିଶା ଚାପ୍ଟରର ୨୦୨୬-୨୮ ନିମନ୍ତେ ନବ ନିର୍ବାଚିତ ଏକଜିକ୍ୟୁଟିଭ କମିଟି (କାର୍ଯ୍ୟନିର୍ବାହୀ କମିଟି) ନିର୍ବାଚନ ଫଳ  ସେପ୍ଟେମ୍ବର ୪, ୨୦୨୬ ...

  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15612
    Sep 17, 2026
  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି

    15374
    Sep 16, 2026
  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14666
    Sep 12, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    14339
    Sep 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ଉତ୍ତରଦାୟୀତ୍ୱ ନେଇ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ଉଚିତ୍‌ – ନବୀନ ପଟ୍ଟନାୟକ

    14932
    Sep 21, 2026
  • ବଳାତ୍କାରର ଦାଏର ମାମଲାରେ ଏହି ରାଜ୍ୟ ଆଗରେ

    14415
    Sep 22, 2026
  • ୨୩ରୁ ଆମେରିକା ଗସ୍ତରେ ଯିବେ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ

    15472
    Sep 22, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In