Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, October 07, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନିଜ ରାଜନୈତିକ ଯାତ୍ରାର ଅନୁଭୂତି ବଖାଣି ...

  • RBI ରେପୋ ରେଟ୍‌କୁ 25 ବେସିସ୍ ପଏଣ୍ଟ ବୃଦ୍ଧି ...

  • ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତଙ୍କୁ ...

  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ...

  • ଫିଜିକ୍ସରେ ନୋବଲ୍ ପୁରସ୍କାର ପାଇବେ ...

  • ଆକାଶ ଆନନ୍ଦଙ୍କୁ ବିଏସପିର ଜାତୀୟ ସଂଯୋଜକ ...

  • ବକ୍ସ ଅଫିସରେ ‘ଦୃଶ୍ୟମ୍ ୩’ ଝଡ଼

  • ପ୍ରେମାନନ୍ଦ ମହାରାଜଙ୍କ ଜୀବନ ପ୍ରତି ...

  • ସୁପ୍ରିମକୋର୍ଟରେ ନୂତନ ବିଚାରପତି ...

  • କୁନୋରେ ୫ ଚିତା ଛୁଆଙ୍କ ଜନ୍ମ

ବିଶେଷ
Home ›› ବିଶେଷ ››ମଶା ଦାଉରୁ ରକ୍ଷା କରନ୍ତି ଏହି ସବୁ ଗଛ

ମଶା ଦାଉରୁ ରକ୍ଷା କରନ୍ତି ଏହି ସବୁ ଗଛ

2024-03-03 05:47:38
15448
Share:
Facebook
Twitter
E-Mail
WhatsApp
Telegram
ମଶା ଦାଉରୁ ରକ୍ଷା କରନ୍ତି ଏହି ସବୁ ଗଛ

ମଶା ଓ ଦୂଷିତ ବାୟୁ ଏବେ ସବୁ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ଯେତେ ଯାହା କଲେ ମଧ୍ୟ ମଶା ଦାଉରୁ ରକ୍ଷା ମିଳିବା କଷ୍ଟକର ହୋଇପଡୁଛି । ସେହିଭଳି ସହରାଂଚଳରେ ଦୂଷିତ ବାୟୁ ମୁଖ୍ୟ ସମସ୍ୟା ହେଲାଣି । ଦିଲ୍ଲୀର ପରିସ୍ଥିତି ସମସ୍ତଙ୍କୁ ଜଣା ଅଛି । ମଶା ଓ ଦୂଷିତ ବାୟୁରୁ ରକ୍ଷା ପାଇବା ପାଇଁ କେତେକ ସହଜ ଉପାୟ ଅଛି । ଶେଷ ପର୍ୟ୍ୟନ୍ତ ପଢିଲେ ଆପଣ ଅନୁତାପ କରିବେ ଯେ, କାହିଁକି ଆଗରୁ ଆପଣଙ୍କୁ କିଏ ଏହା କହିନଥିଲା । ଆଗରୁ ଏହା ଜାଣିଥିଲେ ମଶା ଦାଉରେ ଆପଣଙ୍କୁ ଏତେ ଦିନ ଧରି ହନ୍ତସନ୍ତ ହେବାକୁ ପଡିନଥାନ୍ତା କି ପ୍ରତିଦିନ ଆପଣ ଦୂଷିତ ବାୟୁ ସେବନ କରି ସ୍ବାସ୍ଥ୍ୟ ପାଇଁ ବିପଦ ଡାକି ଆଣୁନଥାନ୍ତେ ।

ଗଛଲତା ଆମ ପାଇଁ କେତେ ଆବଶ୍ୟକ ତାହା କହିବା ଆବଶ୍ୟକତା ନାହିଁ  । ତେବେ ଏହା ଯେ, କେବଳ ଜଂଗଲରେ କି ରାସ୍ତାଘାଟ କଡରେ ବା ବଗିଚାରେ ଆବଶ୍ୟକ ସେମିତି ଭାବିବା ଭୂଲ । ଆପଣଙ୍କ ଘର ଭିତରେ ବି ଗଛଲତାର ଆବଶ୍ୟକତା ରହିଛି ।  ତେବେ ଆପଣଙ୍କ ଘର ପାଇଁ କେଉଁ ଗଛଲତା କେତେ ଆବଶ୍ୟକ ତାହା ନିଶ୍ଚୟ ଜାଣିବା ଦରକାର। ଅଧିକାଂଶ ଲୋକ ଗଛଲତା ଲଗାଇଲେ ଏହାର ଯତ୍ନ ନେଇପାରିବେ ନାହିଁ , ଏଥିପାଇଁ ସ୍ଥାନ ନାହିଁ  ଏବଂ ସମୟ ନାହିଁ ବୋଲି କହି ଗଛଲତା ଲଗାନ୍ତି ନାହିଁ। କିନ୍ତୁ ଏପରି କେତେକ ଗଛ ରହିଛି ଯାହାର ଯତ୍ନ ନେବାର ଆବଶ୍ୟକତା ପଡ଼େ ନାହିଁ ଏବଂ ଏହା କମ୍ ସ୍ଥାନରେ ମଧ୍ୟ ବଢିପାରନ୍ତି । ଅପରପକ୍ଷରେ ଏହା ଆମର ଅନେକ କାମରେ ଆସିଥାଏ। ବିଶେଷ କରି ଘରେ ମଶା ଦାଉରୁ ଏହି ସବୁ ଗଛ ରକ୍ଷା କରିବା ସହ ଦୂଷିତ ପବନକୁ ମଧ୍ୟ ଶୁଦ୍ଧ କରିଦେଇଥାନ୍ତି। ଆସନ୍ତୁ ଜାଣିବା ସେମିତି କିଛି ଗଛ ସମ୍ପର୍କରେ ।

୧.ସିଟ୍ରୋନେଲା ଗ୍ରାସ୍ /ଲେମନ ଗ୍ରାସ୍: ଏହି ଘାସର ସୁଗନ୍ଧ ଯୋଗୁଁ ଏହା ବେଶ ଆଦୃତ । ଏହି ଗଛ  ଆରାମରେ ୩ଫୁଟ ପର୍ୟ୍ୟନ୍ତ ବଢ଼ିଥାଏ। ଛୋଟ କୁଣ୍ଡରେ ଲଗାଇ ହେବ । ଏହା ବେଶି ବଡ଼ ହୋଇନଥାଏ। ଏହା ଲେମ୍ବୁଭଳି ବାସିଥାଏ ଏବଂ ଏହା ଏତେ ଲାଭଦାୟକ ହୋଇଥାଏ ଯେ ମଶା,ମାଛି ଏବଂ ଅନ୍ୟ ପୋକମାନେ ମଧ୍ୟ ଘରକୁ ଆସିନଥାନ୍ତି। ଏହାର ଏସେନ୍ସକୁ ମଧ୍ୟ ମଶାପ୍ରତିରୋଧକାରୀ କଏଲରେ ଦିଆଯାଇଥାଏ।

୨.ତୁଳସୀ: ତୁଳସୀ ଗଛ ତ ସମସ୍ତଙ୍କ ଅଗଣାରେ ଦେଖିବାକୁ ମିଳେ କିନ୍ତୁ ତୁଳସୀ ଗଛକୁ ବାହାରେ ଲଗାଇବା ସହ ଘରେ ଲଗାଇଲେ ମଧ୍ୟ ସୁଫଳ ମିଳିଥାଏ। ଏହାକୁ ଯେକୈାଣସି ଘରର ଝରକା ପାଖରେ କୁଣ୍ଡରେ ଲଗାଇପାରିବେ। ଏହା ବିଭିନ୍ନ ପ୍ରକାରର ଥାଏ ଯେପରିକି କଳା ତୁଳସୀ,ସବୁଜ ତୁଳସୀ,ନାଲି ତୁଳସୀ । ଘର ଭିତରେ ତୁଳସୀ ଗଛ ରଖିଲେ ଘରକୁ ମଶା ଆସିନଥାଏ ।

୩.ସୁବାସିତ ପତ୍ରଯୁକ୍ତ ଗୁଳ୍ମ(ରୋଜମ୍ୟାରି): ଏହା ଏକ ଲାଭଦାୟକ ଗଛ । ଏହାକୁ ଘରେ ଲଗାଇଲେ ଘରେ ମଶା ପଶିପାରିବେ ନାହିଁ। ଏହାର ଚେରକୁ ମଝିରେ ମଝିରେ କାଟିବା ଦରକାର। ନହେଲେ ଏହା ବେଶୀ ବଡ଼ ହୋଇଯିବ। ଏହା ଯେକୈାଣସି ନର୍ସରୀରେ ଉପଲବ୍ଧ।

୪.ଗେଣ୍ଡୁ: ଗେଣ୍ଡୁ ଫୁଲର ବାସ୍ନାରେ ମଶା ଘରେ ପଶିପାରନ୍ତି ନାହିଁ ଏବଂ ଅନ୍ୟ ପୋକମାନେ ମଧ୍ୟ ଆସିନଥାନ୍ତି। ଏହାକୁ ଘର ଭିତରେ ଛୋଟ କୁଣ୍ଡରେ ମଧ୍ୟ ଲଗାଯାଇପାରିବ।

୫.ଲାଭେଣ୍ଡର: ଲାଭେଣ୍ଡର ଫୁଲର ବାସ୍ନାରେ ଅତର ପ୍ରସ୍ତୁତ ହୋଇଥାଏ। ଏହା ମଣିଷଙ୍କ ପାଇଁ ଯେତେ ଲାଭଦାୟକ ହୋଇଥାଏ ମଶାମାନଙ୍କ ପାଇଁ ସେତେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।

 ୬.ଘିଁକୁଆରୀ: ଘିଁକୁଆରୀ ଗଛ ସମସ୍ତଙ୍କ ଘର ବଗିଚାରେ ଦେଖିବାକୁ ମିଳିଥାଏ। ଏହାର ଉପସ୍ଥିତିରେ ଦୂଷିତ ବାୟୁ ବେନୋଜିନ ଏବଂ ଫର୍ମାଲଡିହାଇଡ ସଫା ହୋଇଥାଏ। ଏହାକୁ ଘରେ ଝରକା ପାଖରେ ଲଗାନ୍ତୁ କାରଣ ଏହା ସୂର୍ୟ୍ୟକିରଣ ଆବଶ୍ୟକ କରିଥାଏ।

୭.ବାଉଁଶ ଗଛ: ସମସ୍ତେ ପ୍ରାୟ ଏହାକୁ ଘର ସଜାଇବା ପାଇଁ ରଖିଥାନ୍ତି କିନ୍ତୁ ଏହା ଅତ୍ୟନ୍ତ କାମ ଦେଇଥାଏ। ଏହା ମଧ୍ୟ ବେନୋଜିନ୍ ଏବଂ ଫର୍ମାଲଡିହାଇଡ ଭଳି ପ୍ରଦୂଷଣକୁ ଘରୁ ହଟାଇଥାଏ। ଏହା ଅତ୍ୟନ୍ତ ଉତ୍କୃଷ୍ଟ ଆଭ୍ୟନ୍ତରୀଣ ବୃକ୍ଷ କାରଣ ଏହା ନା ଖରା ଆବଶ୍ୟକ କରିଥାଏ ନା ପାଣି।

୮.ନାଗଫେଣୀ ଗଛ: ଏହି ଗଛର ନାଁ ଏହାର ପତ୍ର ପାଇଁ ଏଭଳି ହୋଇଛି। ଏହା ଅନେକ ପ୍ରକାରର ହୋଇଥାଏ। ଏହା ମଧ୍ୟ ଦୂଷିତ ବାୟୁକୁ ରୋକିଥାଏ।

୯.ସ୍ପାଇଡର ପ୍ଲାଣ୍ଟ: ଏହା ସବୁ ନର୍ସରୀରେ ମିଳିନଥାଏ କିନ୍ତୁ ଏହା ସବୁଠୁ ବେଶୀ ଲାଭଦାୟକ। ଏହା ବାୟୁକୁ ଶୁଦ୍ଧ କରିବା ସହ ଖୁବ୍ ଶୀଘ୍ର ବଢ଼ିଥାଏ। ଏହାକୁ ଲଗାଇବା ପାଇଁ ବେଶୀ କଷ୍ଟ କରିବାକୁ ପଡ଼େନାହିଁ ।

୧୦.ମନି ପ୍ଲାଣ୍ଟ: ସବୁଠୁ ସହଜରେ ମିଳୁଥିବା ମନିପ୍ଲାଣ୍ଟ କୁଣ୍ଡରେ ଲଗାଇଲେ ମଧ୍ୟ ଆରାମରେ ବଢ଼ିଥାଏ। ଏହା ମଧ୍ୟ ବାୟୁକୁ ଶୁଦ୍ଧ କରିଥାଏ।

Powered by Froala Editor

Tags mosquito

Related articles Odisha News Lens 4.1

  • ଆକାଶ ଆନନ୍ଦଙ୍କୁ ବିଏସପିର ଜାତୀୟ ସଂଯୋଜକ ଭାବେ ନିଯୁକ୍ତ କଲେ ମାୟାବତୀ
    ଦେଶ-ଦେଶାନ୍ତର

    ଆକାଶ ଆନନ୍ଦଙ୍କୁ ବିଏସପିର ଜାତୀୟ ସଂଯୋଜକ ଭାବେ ନିଯୁକ୍ତ କଲେ ମାୟାବତୀ

    14356
    Oct 06, 2026
  • କୁନୋରେ ୫ ଚିତା ଛୁଆଙ୍କ ଜନ୍ମ
    ଦେଶ-ଦେଶାନ୍ତର

    କୁନୋରେ ୫ ଚିତା ଛୁଆଙ୍କ ଜନ୍ମ

    15148
    Oct 06, 2026
  • ନିଜ ରାଜନୈତିକ ଯାତ୍ରାର ଅନୁଭୂତି ବଖାଣି ମୋଦି କହିଲେ ଏହା
    ଦେଶ-ଦେଶାନ୍ତର

    ନିଜ ରାଜନୈତିକ ଯାତ୍ରାର ଅନୁଭୂତି ବଖାଣି ମୋଦି କହିଲେ ଏହା

    14733
    Oct 07, 2026
  • ଫିଜିକ୍ସରେ ନୋବଲ୍ ପୁରସ୍କାର ପାଇବେ ଫାନ୍ସିସ ହାଲ୍‌ଜେନ
    ଦେଶ-ଦେଶାନ୍ତର

    ଫିଜିକ୍ସରେ ନୋବଲ୍ ପୁରସ୍କାର ପାଇବେ ଫାନ୍ସିସ ହାଲ୍‌ଜେନ

    14236
    Oct 06, 2026
  • ପ୍ରେମାନନ୍ଦ ମହାରାଜଙ୍କ ଜୀବନ ପ୍ରତି ବିପଦ, ବେଲବନ ଆଶ୍ରମକୁ ଚାଲି ଗଲେ
    ଦେଶ-ଦେଶାନ୍ତର

    ପ୍ରେମାନନ୍ଦ ମହାରାଜଙ୍କ ଜୀବନ ପ୍ରତି ବିପଦ, ବେଲବନ ଆଶ୍ରମକୁ ଚାଲି ଗଲେ

    13656
    Oct 06, 2026
  • ବକ୍ସ ଅଫିସରେ ‘ଦୃଶ୍ୟମ୍ ୩’ ଝଡ଼
    ମନୋରଞ୍ଜନ

    ବକ୍ସ ଅଫିସରେ ‘ଦୃଶ୍ୟମ୍ ୩’ ଝଡ଼

    14813
    Oct 06, 2026
  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି
    ବାଣିଜ୍ୟ

    ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

    15042
    Oct 06, 2026
  • ସୁପ୍ରିମକୋର୍ଟରେ ନୂତନ ବିଚାରପତି ନିଯୁକ୍ତି
    ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟରେ ନୂତନ ବିଚାରପତି ନିଯୁକ୍ତି

    14892
    Oct 06, 2026
  • RBI ରେପୋ ରେଟ୍‌କୁ 25 ବେସିସ୍ ପଏଣ୍ଟ ବୃଦ୍ଧି କରିଛି
    ଦେଶ-ଦେଶାନ୍ତର

    RBI ରେପୋ ରେଟ୍‌କୁ 25 ବେସିସ୍ ପଏଣ୍ଟ ବୃଦ୍ଧି କରିଛି

    15056
    Oct 07, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ନିଜ ରାଜନୈତିକ ଯାତ୍ରାର ଅନୁଭୂତି ବଖାଣି ମୋଦି କହିଲେ ଏହା

    14733
    Oct 07, 2026
  • ଦେଶ-ଦେଶାନ୍ତର

    କୁନୋରେ ୫ ଚିତା ଛୁଆଙ୍କ ଜନ୍ମ

    15148
    Oct 06, 2026
  • ଦେଶ-ଦେଶାନ୍ତର

    ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତଙ୍କୁ ବାୟୁସେନା ମୁଖ୍ୟ ଭାବେ ନିଯୁକ୍ତ କଲେ କେନ୍ଦ୍ର ସରକାର

    15527
    Oct 07, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17158
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17849
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17809
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18225
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14269
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14485
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15500
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14174
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15910
    Sep 23, 2026

ବାଣିଜ୍ୟ

ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

ଶିଳ୍ପ-ପ୍ରାସଙ୍ଗିକ ଦକ୍ଷତା ଏବଂ ଅର୍ଥପୂର୍ଣ୍ଣ ସୁଯୋଗ ଓଡ଼ିଶା ଏବଂ ଛତିଶଗଡ଼ରେ ଯୁବକମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ କରିବାରେ ସାହାଯ୍ୟ କରୁଛି

ଭୁବନେଶ୍ୱର, ଅକ୍ଟୋବର ୬: ଗ୍ରାମାଞ୍ଚଳର ଯୁବକମାନ ...

  • ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

    14010
    Oct 03, 2026
  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

    15390
    Oct 01, 2026
  • ଭାରତରେ ‘Apple Pay’ ପ୍ରବେଶ

    15055
    Sep 30, 2026
  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    14404
    Sep 28, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନିଜ ରାଜନୈତିକ ଯାତ୍ରାର ଅନୁଭୂତି ବଖାଣି ମୋଦି କହିଲେ ଏହା

    14733
    Oct 07, 2026
  • ଫିଜିକ୍ସରେ ନୋବଲ୍ ପୁରସ୍କାର ପାଇବେ ଫାନ୍ସିସ ହାଲ୍‌ଜେନ

    14236
    Oct 06, 2026
  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

    15042
    Oct 06, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In