Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, November 01, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏଆଇ ଯୋଗୁଁ କୋଡିଂ ଛାଡ଼ି ଚାଷ କରୁଛନ୍ତି ...

  • ଆଖିରେ ଗଜା ହେଲା ମଞ୍ଜି, ଡାକ୍ତର ଦେଖି ...

  • ୨୦୨୭ ଏପ୍ରିଲ୍ ୧ରୁ ପ୍ଲାଷ୍ଟିକ୍ ନୋଟ୍‌ ...

  • ୨୦ ପ୍ରତିଶତ ଶସ୍ତା ହେଲା ସୁନା

  • ଇନ୍ଦ୍ରପାଲ ସିଂହ ୱାଲିଆ ଭାରତୀୟ ...

  • ନିଧି ରାଜଦାନଙ୍କ ସହ ବିବାହ ବନ୍ଧନରେ ...

  • ଜାତିସଂଘରେ ଭାରତର ଅସନ୍ତୋଷ: ...

  • ବିରୋଧୀଙ୍କୁ ନିଶାଣ କରି ଏହା କହିଲେ ମୋଦୀ

  • କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ...

  • ଲାଞ୍ଜିଗଡ଼ ସ୍ଥିତ ଭିଏଏମ୍ଏଲ୍ ଦକ୍ଷତା ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଆଦିତ୍ୟ ଏଲ୍‌-୧କୁ ମିଳିଲା ଏହି ସଫଳତା, ଜାଣନ୍ତୁ କ’ଣ

ଆଦିତ୍ୟ ଏଲ୍‌-୧କୁ ମିଳିଲା ଏହି ସଫଳତା, ଜାଣନ୍ତୁ କ’ଣ

2024-02-25 10:04:29
15636
Share:
Facebook
Twitter
E-Mail
WhatsApp
Telegram
ଆଦିତ୍ୟ ଏଲ୍‌-୧କୁ ମିଳିଲା  ଏହି ସଫଳତା, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: ଭାରତର ସୂର୍ୟ୍ୟ ଅଭିଯାନ ‘ଆଦିତ୍ୟ ଏଲ୍‌-୧’କୁ ବଡ଼ ସଫଳତା ମିଳିଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ର ଏହି ଯାନରେ ଲାଗିଥିବା ଇନ୍‌-ସିଟୁ ପେଲୋଡ଼ ପ୍ଲାଜମା ଆନାଲାଇଜର ପ୍ୟାକେଜ ଫର ଆଦିତ୍ୟ (ପାପା)ସୂର୍ୟ୍ୟଙ୍କ ବାହ୍ୟ କ୍ଷେତ୍ର କୋରୋନାରୁ ପ୍ଲାଜମା ବାହାରୁଥିବା ଘଟଣାକୁ ରେକର୍ଡ କରିଛି। ଏହି ଘଟଣାକୁ କୋରୋନଲ ମାସ ଇଜେକ୍ସନ (ସିଏମଇ) କୁହାଯାଇଥାଏ। ଏହା ସୂର୍ୟ୍ୟଙ୍କ କାର୍ୟ୍ୟକଳାପର ଅଧ୍ୟୟନରେ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ। ସିଏମଇ ସମୟରେ ସୌର ପବନରେ ଇଲକେଟ୍ରୋନ ଏବଂ ଆୟନର ସଂଖ୍ୟା ଅଧିକ ବୃଦ୍ଧି ପାଇଥିବା ପାପାର ସେନ୍‌ସର ରେକର୍ଡ କରିଛି। ଏହି ପେଲୋଡକୁ ବିକ୍ରମ ସାରାଭାଇ ସ୍ପେସ୍‌ ସେଣ୍ଟରର ସ୍ପେସ ଫିଜିକ୍ସ ଲାବରୋଟୋରୀ ଆଣ୍ଡ ଏଭିୟୋନିକ୍ସ ଏନଟିଟି ପ୍ରସ୍ତୁତ କରିଛି।


ଇସ୍ରୋ ପକ୍ଷରୁ କୁହାଯାଇଛି ଯେ ଏହା ପୂର୍ବରୁ ୨୦୨୩ ଡିସେମ୍ବର ୧୫ ଏବଂ ୨୦୨୪ ଫେବୃଆରୀ ୧୦-୧୧ରେ ସୂର୍ୟ୍ୟ ପୃଷ୍ଠରେ ସିଏମଇ ଘଟଣା ଘଟିଥିଲା। ପାପା ପେଲୋଡକୁ ସୌର ପବନରେ ଥିବା ଇଲେକଟ୍ରୋନ ଏବଂ ଆୟନର ସମୀକ୍ଷା ପାଇଁ ପ୍ରସ୍ତୁତ କରାଯାଇଛି। ଏଥିରେ ୨ଟି ସେନ୍‌ସର ସୋଲାର ୱିଣ୍ଡ ଇଲେକଟ୍ରୋନ ଏନର୍ଜି ପ୍ରୋବ (ସ୍ବିପ) ଏବଂ ସୋଲାର ୱିଣ୍ଡ ଆୟନ କମ୍ପୋଜିସନ ଆନାଲାଇଜର (ସ୍ବୀକାର) ଲାଗିଛି। ସ୍ବିପ୍‌ ୧୦ ଇଲେକଟ୍ରୋନଭୋଲ୍ଟରୁ ନେଇ ୩ କିଲୋ ଇଲେକଟ୍ରୋନଭୋଲ୍ଟ ପର୍ୟ୍ୟନ୍ତ ଇଲେକଟ୍ରୋନ ଗଣନା କରିପାରିବ।

Powered by Froala Editor

Tags ADITYA L-1

Related articles Odisha News Lens 4.1

  • ଆଖିରେ ଗଜା ହେଲା ମଞ୍ଜି, ଡାକ୍ତର ଦେଖି ଆଶ୍ଚର୍ଯ୍ୟ
    ଦେଶ-ଦେଶାନ୍ତର

    ଆଖିରେ ଗଜା ହେଲା ମଞ୍ଜି, ଡାକ୍ତର ଦେଖି ଆଶ୍ଚର୍ଯ୍ୟ

    13880
    Nov 01, 2026
  • ଏଆଇ ଯୋଗୁଁ କୋଡିଂ ଛାଡ଼ି ଚାଷ କରୁଛନ୍ତି ଇଞ୍ଜିନିୟର
    ଦେଶ-ଦେଶାନ୍ତର

    ଏଆଇ ଯୋଗୁଁ କୋଡିଂ ଛାଡ଼ି ଚାଷ କରୁଛନ୍ତି ଇଞ୍ଜିନିୟର

    15199
    Nov 01, 2026
  • ୨୦୨୭ ଏପ୍ରିଲ୍ ୧ରୁ ପ୍ଲାଷ୍ଟିକ୍ ନୋଟ୍‌ ଟ୍ରାଏଲ୍ ଆରମ୍ଭ
    ଦେଶ-ଦେଶାନ୍ତର

    ୨୦୨୭ ଏପ୍ରିଲ୍ ୧ରୁ ପ୍ଲାଷ୍ଟିକ୍ ନୋଟ୍‌ ଟ୍ରାଏଲ୍ ଆରମ୍ଭ

    14957
    Nov 01, 2026
  • ଇନ୍ଦ୍ରପାଲ ସିଂହ ୱାଲିଆ ଭାରତୀୟ ବାୟୁସେନାର ନୂତନ ଉପପ୍ରମୁଖ ନିଯୁକ୍ତ
    ଦେଶ-ଦେଶାନ୍ତର

    ଇନ୍ଦ୍ରପାଲ ସିଂହ ୱାଲିଆ ଭାରତୀୟ ବାୟୁସେନାର ନୂତନ ଉପପ୍ରମୁଖ ନିଯୁକ୍ତ

    15249
    Nov 01, 2026
  • ବିରୋଧୀଙ୍କୁ ନିଶାଣ କରି ଏହା କହିଲେ ମୋଦୀ
    ଦେଶ-ଦେଶାନ୍ତର

    ବିରୋଧୀଙ୍କୁ ନିଶାଣ କରି ଏହା କହିଲେ ମୋଦୀ

    13709
    Nov 01, 2026
  • ୨୦ ପ୍ରତିଶତ ଶସ୍ତା ହେଲା ସୁନା
    ବାଣିଜ୍ୟ

    ୨୦ ପ୍ରତିଶତ ଶସ୍ତା ହେଲା ସୁନା

    13903
    Nov 01, 2026
  • ନିଧି ରାଜଦାନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ ଓମାର ଅବଦୁଲ୍ଲା
    ଦେଶ-ଦେଶାନ୍ତର

    ନିଧି ରାଜଦାନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ ଓମାର ଅବଦୁଲ୍ଲା

    13909
    Nov 01, 2026
  • ଲାଞ୍ଜିଗଡ଼ ସ୍ଥିତ ଭିଏଏମ୍ଏଲ୍ ଦକ୍ଷତା କେନ୍ଦ୍ରର ସଦ୍ୟତମ ବ୍ୟାଚ୍ ଅଗ୍ରଣୀ ...
    ବାଣିଜ୍ୟ

    ଲାଞ୍ଜିଗଡ଼ ସ୍ଥିତ ଭିଏଏମ୍ଏଲ୍ ଦକ୍ଷତା କେନ୍ଦ୍ରର ସଦ୍ୟତମ ବ୍ୟାଚ୍ ଅଗ୍ରଣୀ ...

    15534
    Oct 31, 2026
  •  କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ
    ବିଶେଷ

    କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ

    14413
    Nov 01, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଏଆଇ ଯୋଗୁଁ କୋଡିଂ ଛାଡ଼ି ଚାଷ କରୁଛନ୍ତି ଇଞ୍ଜିନିୟର

    15199
    Nov 01, 2026
  • ଦେଶ-ଦେଶାନ୍ତର

    ଇନ୍ଦ୍ରପାଲ ସିଂହ ୱାଲିଆ ଭାରତୀୟ ବାୟୁସେନାର ନୂତନ ଉପପ୍ରମୁଖ ନିଯୁକ୍ତ

    15249
    Nov 01, 2026
  • ଦେଶ-ଦେଶାନ୍ତର

    ଆଖିରେ ଗଜା ହେଲା ମଞ୍ଜି, ଡାକ୍ତର ଦେଖି ଆଶ୍ଚର୍ଯ୍ୟ

    13880
    Nov 01, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17242
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17940
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17883
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18306
    Sep 06, 2023

ବିଶେଷ

  • କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ

    14413
    Nov 01, 2026
  • ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....

    15596
    Oct 30, 2026
  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    14890
    Oct 27, 2026
  • ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ

    16082
    Oct 26, 2026
  • ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ

    15009
    Oct 25, 2026

ବାଣିଜ୍ୟ

୨୦ ପ୍ରତିଶତ ଶସ୍ତା ହେଲା ସୁନା

ଧନତେରସରେ ସୁନା ବଜାରରେ ଆସିଥିବା ବଡ଼ କରେକ୍ସନ୍ ଗ୍ରାହକ ଓ ନିବେଶକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି। ୨୪ କ୍ୟାରେଟ୍ ସୁନାର ଦାମ ପ୍ରତି ୧୦ ଗ୍ରାମ ୧,୪୦,୦୫୪ ଟଙ୍କା ରହିଛି। ୨୯ ଜାନୁଆରୀରେ ଏହି ଦାମ ୧,୭୫,୩୪୦ ଟଙ୍କା ଥିଲା। ଅର୍ଥାତ୍ ରେକର୍ଡ ସ୍ତରରୁ ସୁନା ପ୍ରାୟ ୨୦ ପ୍ରତିଶତ ଶସ୍ତା ହୋଇଛି।

ଜାନୁଆରୀର ...

  • ଲାଞ୍ଜିଗଡ଼ ସ୍ଥିତ ଭିଏଏମ୍ଏଲ୍ ଦକ୍ଷତା କେନ୍ଦ୍ରର ସଦ୍ୟତମ ବ୍ୟାଚ୍ ଅଗ୍ରଣୀ କମ୍ପାନୀଗୁଡ଼ିକରେ ନିଯୁକ୍ତି ସୁନିଶ୍ଚିତ କରିଛି

    15534
    Oct 31, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ‘ଧନତେରସ୍ ଧନବର୍ଷା’ ଉନ୍ମୋଚିତ, ସମଗ୍ର କଲେକ୍ସନସ୍ ଉପରେ ଉତ୍ସବ ଅଫର ବର୍ଷା

    13826
    Oct 31, 2026
  • ଶିଶୁମାନଙ୍କ ପାଇଁ ମୌଳିକ ଭେଣ୍ଟିଲେସନ୍‌ କର୍ମଶାଳା- ଆଇଏପି ଓଡ଼ିପେଡିକନ୍‌ ୨୦୨୬ର ଏକ ପ୍ରାକ୍‌-ସମ୍ମିଳନୀ କର୍ମଶାଳା

    13573
    Oct 31, 2026
  • କିଓରବେ ଦ୍ଵାରା ପରିଚାଳିତ ଶ୍ରୀ ଉଷା ଡାଏଗ୍ନୋଷ୍ଟିକ୍ସ ସ୍ତନ କର୍କଟ ସଚେତନତା ମାସ ନିମନ୍ତେ ଟଙ୍କପାଣି ରୋଡ କୋଠାକୁ ଗୋଲାପି ରଙ୍ଗରେ ଆଲୋକିତ କଲା

    15174
    Oct 26, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆଖିରେ ଗଜା ହେଲା ମଞ୍ଜି, ଡାକ୍ତର ଦେଖି ଆଶ୍ଚର୍ଯ୍ୟ

    13880
    Nov 01, 2026
  • ୨୦ ପ୍ରତିଶତ ଶସ୍ତା ହେଲା ସୁନା

    13903
    Nov 01, 2026
  • ଇନ୍ଦ୍ରପାଲ ସିଂହ ୱାଲିଆ ଭାରତୀୟ ବାୟୁସେନାର ନୂତନ ଉପପ୍ରମୁଖ ନିଯୁକ୍ତ

    15249
    Nov 01, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In