Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, October 30, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....

  • ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ...

  • ରେଳ ଷ୍ଟେସନରେ ଭୟଙ୍କର ଡ୍ରୋନ୍ ଆକ୍ରମଣ, ୧୩ ...

  • ୩୦ରେ ପ୍ରଦାନ କରାଯିବ ୨୪ତମ ପିଏମ୍-କିଷାନ ...

  • ସୁଦାନରେ ଡ୍ରୋନ୍ ଆକ୍ରମଣ, ୧୦୦ରୁ ଅଧିକ ...

  • ପୁଣିଥରେ ମା’ ହେବେ ଅନୁଷ୍କା ଶର୍ମା !

  • ‘ବିଗ୍ ବସ୍ ୨୦’ରେ ପ୍ରତିଯୋଗୀ ଧସ୍ତାଧସ୍ତି

  • ଫର୍ମ-୬ କୁ ନେଇ ନିର୍ବାଚନ ଆୟୋଗଙ୍କୁ ...

  • କରଭା ଚୌଥ ପାଇଁ ଚୁଡ଼ି ଏବଂ ବିନ୍ଦି ମାଗିଲେ ...

  • ଅର୍ଣ୍ଣବ ନେଲା ୮ ଜୀବନ

ବିଶେଷ
Home ›› ବିଶେଷ ›› ଏପରି କଲେ ସ୍ବାମୀଙ୍କଠାରୁ ଫେରି ପାଇବେ ପୂର୍ବ ପରି ଭଲ ପାଇବା

ଏପରି କଲେ ସ୍ବାମୀଙ୍କଠାରୁ ଫେରି ପାଇବେ ପୂର୍ବ ପରି ଭଲ ପାଇବା

2024-02-02 05:45:19
15822
Share:
Facebook
Twitter
E-Mail
WhatsApp
Telegram
 ଏପରି କଲେ ସ୍ବାମୀଙ୍କଠାରୁ ଫେରି ପାଇବେ ପୂର୍ବ ପରି ଭଲ ପାଇବା

କଣ ଆପଣଙ୍କ ସ୍ବାମୀ ଓ ଆପଣଙ୍କ ମଧ୍ୟରେ ପୂର୍ବ ପରି ଭଲ ପାଇବା ନାହିଁ କି ? ଆପଣଙ୍କୁ ଲାଗୁଛି କି ଆପଣ ଓ ଆପଣଙ୍କ ସ୍ବାମୀଙ୍କ ମଧ୍ୟରେ ତୃତୀୟ ବ୍ୟକ୍ତି କେହି ଅଛି ? ଆପଣଙ୍କ ଜୀବନ ସାଥୀ ଆପଣଙ୍କ କଥା ଶୁଣୁ ନାହାନ୍ତି କି? ଦୁହିଁଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଛି କିଟ୍ଟ..? ଯଦି ଏଭଳି ହେଉଛି ତେବେ ଆପଣ ଆପଣଙ୍କ ସ୍ବାମୀଙ୍କ ବଶୀକରଣ ପାଇଁ କିଛି ଉପାୟ ଆପଣାନ୍ତୁ। ଜୀବନକୁ ପୁଣି ଥରେ ପୂର୍ବ ପରି କରିଦିଅନ୍ତୁ। ତେବେ ଏସବୁ ନିୟମ ପାଳନ କଲେ ଆପଣ ଆପଣଙ୍କ ସ୍ବାମୀଙ୍କଠାରୁ ଭଲ ପାଇବା ଫେରି ପାଇବେ।


ଲବଙ୍ଗକୁ ୨୧ଥର ଫୁକନ୍ତୁ

ଶନିବାର ଦିନ ଅଧ ରାତିରେ ସାତଟି ଲବଙ୍ଗ ନେଇ ୨୧ଥର ନିଜ ସ୍ବାମୀଙ୍କ ନାମ ନେଇ ଫୁକନ୍ତୁ। ରବିବାର ଦିନ ସ୍ବାମୀଙ୍କ ଆଗରେ ଜଳାଇ ଦିଅନ୍ତୁ। ଏଭଳି ସାତଥର କରିବା ଦ୍ବାରା ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଜବୁତ ରହିବ।


ଶୟନ କକ୍ଷରେ ଝୁଣା ଧୂଆଁ

ଯଦି ଆପଣଙ୍କ ସ୍ବାମୀଙ୍କର ଅନ୍ୟ କୈାଣସି ସ୍ତ୍ରୀ ସହିତ ସମ୍ପର୍କ ଅଛି ତେବେ ଆପଣଙ୍କୁ ଉପଶବ୍ଦ କହିବା ସହିତ ଝଗଡା କରିବା ଦରକାର। ଏହା ସହିତ ରବିବାର ସନ୍ଧ୍ୟା ସମୟରେ ଘରର ଶୟନ କକ୍ଷରେ ଝୁଣାର ଧୂଆଁ ଦିଅନ୍ତୁ। ଧୂଆଁ ଦେବା ଆଗରୁ ସେହି ମହିଳାଙ୍କ ନାଁ ନିଅନ୍ତୁ ଏବଂ ଏହା କାମନା କରିବେ କି ଆପଣଙ୍କ ସ୍ବାମୀ ତାଠାରୁ ଯେମିତି ଦୂରେଇ ରହିବେ। ଶ୍ରଦ୍ଧା ଓ ବିଶ୍ବାସ ରଖି ଏଭଳି କୁରନ୍ତୁ ନିଶ୍ଚିନ୍ତ ସୁଫଳ ମିଳିବ।


ଏକ ମାସ ପର୍ୟ୍ୟନ୍ତୁ କରନ୍ତୁ ଯପ

ଶୁକ୍ଳ ପକ୍ଷ ପ୍ରଥମ ରବିବାର ପ୍ରାତଃ ସମୟରେ ସ୍ନାନ କରି ସାରିବା ପରେ ପୂଜା ଘରକୁ ଯାଆନ୍ତୁ। ଗୋଟିଏ ଥାଳିରେ କେସରରେ ସ୍ବସ୍ତିକ ତିଆରି କରି ଗଙ୍ଗାଜଳ ଧୁଆଯାଇଥିବା ମୋତି ଶଙ୍ଖ ସ୍ଥାପିତ କରନ୍ତୁ। ପରେ କର୍ପୁର, ଫୁଲ ଦେଇ ପୂଜା କରନ୍ତୁ। ଏହାକୁ ଗୋଟିଏ ମାସ ପର୍ୟ୍ୟନ୍ତ କରନ୍ତୁ।


କେଶକୁ ଗୁପ୍ତ ସ୍ଥାନରେ ରଖନ୍ତୁ

ଯଦି ଆପଣ ସ୍ବାମି ଅନ୍ୟ ସ୍ତ୍ରୀ ସହିତ ସମ୍ପର୍କ ରଖିଛନ୍ତି କିମ୍ବା ଭଲ ପାଉଛନ୍ତି ଅଥବା ଆପଣଙ୍କ ଠାରୁ ଦୂରେଇ ଦୂରେଇ ରହୁଛନ୍ତି ତେବେ ଗୁରୁବାର କିମ୍ବା ଶୁକ୍ରବାର ରାତି ୧୨ଟାରେ ସ୍ବାମୀ ଶୋଇଥିବା ସମୟରେ କିଛି କେଶକୁ କାଟି ଏମିତି ଏକ ସ୍ଥାନରେ ରଖନ୍ତୁ ଯେ, ଯେମିତି ସ୍ବାମୀଙ୍କ ନଜର ସେଥିରେ କେବେ ପଡ଼ିବ ନାହିଁ। କିଛି ଦିନ ପରେ ସେହି କେଶକୁ ନିଆଁରେ ଜଳାଇ ବାହାରେ ଫୋପାଡ଼ି ଦିଅନ୍ତୁ।


୪୩ ଦିନ ପର୍ୟ୍ୟନ୍ତ କରନ୍ତୁ ଚଣ୍ଡୀ ପାଠ

ଗୋଟିଏ ପାନ ପତ୍ର ନେଇ ସେଥିରେ ଚନ୍ଦନ ଏବଂ କେସର ପାଉଡ଼ର ମିଶାଇ ରଖନ୍ତୁ। ଏବେ ନାଳି କପଡ଼ାରେ ମା ଦୁର୍ଗାଙ୍କ ପ୍ରତିମା ସ୍ଥାପିତ କରନ୍ତୁ ଏବଂ ପାନ ପତ୍ରକୁ ମାଙ୍କ ଚରଣରେ ରଖି ଦିଅନ୍ତୁ। ମା ଦୁର୍ଗାଙ୍କ ଫଟୋ ସାମ୍ନାରେ ବସି ଚଣ୍ଡୀ ପାଠ କରନ୍ତୁ। ୪୩ଦିନ ପର୍ୟ୍ୟନ୍ତ ଏହାକୁ ପାଠ କରନ୍ତୁ। ପଢ଼ା ସରିବା ପରେ ପାନ ପତ୍ରରେ ଚନ୍ଦନ ଏବଂ କେସର ପାଉଡରର ତିଲକ ନିଜ ମଥାରେ ଲଗାନ୍ତୁ।

Powered by Froala Editor

Tags Husband and wife

Related articles Odisha News Lens 4.1

  • ରେଳ ଷ୍ଟେସନରେ ଭୟଙ୍କର ଡ୍ରୋନ୍ ଆକ୍ରମଣ, ୧୩ ମୃତ
    ଦେଶ-ଦେଶାନ୍ତର

    ରେଳ ଷ୍ଟେସନରେ ଭୟଙ୍କର ଡ୍ରୋନ୍ ଆକ୍ରମଣ, ୧୩ ମୃତ

    14630
    Oct 29, 2026
  • ପୁଣିଥରେ ମା’ ହେବେ ଅନୁଷ୍କା ଶର୍ମା !
    ମନୋରଞ୍ଜନ

    ପୁଣିଥରେ ମା’ ହେବେ ଅନୁଷ୍କା ଶର୍ମା !

    14875
    Oct 29, 2026
  • ଅର୍ଣ୍ଣବ ନେଲା ୮ ଜୀବନ
    ଦେଶ-ଦେଶାନ୍ତର

    ଅର୍ଣ୍ଣବ ନେଲା ୮ ଜୀବନ

    13882
    Oct 29, 2026
  • ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....
    ବିଶେଷ

    ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....

    15031
    Oct 30, 2026
  • ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଶକ୍ତିଶାଳୀ ଭୂମିକମ୍ପ
    ଦେଶ-ଦେଶାନ୍ତର

    ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଶକ୍ତିଶାଳୀ ଭୂମିକମ୍ପ

    13979
    Oct 29, 2026
  • ସୁଦାନରେ ଡ୍ରୋନ୍ ଆକ୍ରମଣ, ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ସୁଦାନରେ ଡ୍ରୋନ୍ ଆକ୍ରମଣ, ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

    14086
    Oct 29, 2026
  •  ୩୦ରେ ପ୍ରଦାନ କରାଯିବ ୨୪ତମ ପିଏମ୍-କିଷାନ କିସ୍ତି ଟଙ୍କା
    ଦେଶ-ଦେଶାନ୍ତର

    ୩୦ରେ ପ୍ରଦାନ କରାଯିବ ୨୪ତମ ପିଏମ୍-କିଷାନ କିସ୍ତି ଟଙ୍କା

    13710
    Oct 29, 2026
  • ‘ବିଗ୍ ବସ୍ ୨୦’ରେ ପ୍ରତିଯୋଗୀ ଧସ୍ତାଧସ୍ତି
    ଦେଶ-ଦେଶାନ୍ତର

    ‘ବିଗ୍ ବସ୍ ୨୦’ରେ ପ୍ରତିଯୋଗୀ ଧସ୍ତାଧସ୍ତି

    14259
    Oct 29, 2026
  • ଫର୍ମ-୬ କୁ ନେଇ ନିର୍ବାଚନ ଆୟୋଗଙ୍କୁ ମାଗିଲେ ଜବାବ  ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ଫର୍ମ-୬ କୁ ନେଇ ନିର୍ବାଚନ ଆୟୋଗଙ୍କୁ ମାଗିଲେ ଜବାବ ସୁପ୍ରିମକୋର୍ଟ

    14478
    Oct 29, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଫର୍ମ-୬ କୁ ନେଇ ନିର୍ବାଚନ ଆୟୋଗଙ୍କୁ ମାଗିଲେ ଜବାବ ସୁପ୍ରିମକୋର୍ଟ

    14478
    Oct 29, 2026
  • ଦେଶ-ଦେଶାନ୍ତର

    ସୁଦାନରେ ଡ୍ରୋନ୍ ଆକ୍ରମଣ, ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

    14086
    Oct 29, 2026
  • ମନୋରଞ୍ଜନ

    ପୁଣିଥରେ ମା’ ହେବେ ଅନୁଷ୍କା ଶର୍ମା !

    14875
    Oct 29, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17235
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17934
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17876
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18300
    Sep 06, 2023

ବିଶେଷ

  • ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....

    15031
    Oct 30, 2026
  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    14825
    Oct 27, 2026
  • ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ

    16019
    Oct 26, 2026
  • ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ

    14946
    Oct 25, 2026
  • ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ପାଲଟିଯାଏ ଦୁର୍ଭାଗ୍ୟ

    15678
    Oct 23, 2026

ବାଣିଜ୍ୟ

କିଓରବେ ଦ୍ଵାରା ପରିଚାଳିତ ଶ୍ରୀ ଉଷା ଡାଏଗ୍ନୋଷ୍ଟିକ୍ସ ସ୍ତନ କର୍କଟ ସଚେତନତା ମାସ ନିମନ୍ତେ ଟଙ୍କପାଣି ରୋଡ କୋଠାକୁ ଗୋଲାପି ରଙ୍ଗରେ ଆଲୋକିତ କଲା

ଭୁବନେଶ୍ୱରର ଅଗ୍ରଣୀ ଡାଏଗ୍ନୋଷ୍ଟିକ ସେଣ୍ଟର ୨୦୨୬ ନଭେମ୍ବର ୧୫ ପର୍ଯ୍ୟନ୍ତ ସୋନୋମାମ୍ମୋଗ୍ରାଫି ଉପରେ ଫ୍ଲାଟ୍ ୧୫% ରିହାତି ଘୋଷଣା କଲା

ଭୁବନେଶ୍ୱର : ଭୁବନେଶ୍ୱର ଟଙ୍କପାଣି ରୋଡରେ କିଓରବେ ଦ୍ଵାରା ପ ...

  • ଆମୱେ ଇଣ୍ଡିଆ ବ୍ରହ୍ମପୁର ଓ ବାଲେଶ୍ୱରରେ ନବୀକୃତ ଓ ଉନ୍ନୀତ ଷ୍ଟୋରଗୁଡିକ ଖୋଲିଲା

    16101
    Oct 26, 2026
  • ଧନ୍‌ ତେରସ୍ ପୂର୍ବରୁ କମିଲା ସୁନା ଦର

    14293
    Oct 25, 2026
  • ଜିଓ ଆଇପିଓ ଆବେଦନ ସଂଖ୍ୟା କୋଟିଏ ଟପିଲା

    15135
    Oct 24, 2026
  • ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

    14835
    Oct 23, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପୁଣିଥରେ ମା’ ହେବେ ଅନୁଷ୍କା ଶର୍ମା !

    14875
    Oct 29, 2026
  • ରେଳ ଷ୍ଟେସନରେ ଭୟଙ୍କର ଡ୍ରୋନ୍ ଆକ୍ରମଣ, ୧୩ ମୃତ

    14630
    Oct 29, 2026
  • ସୁଦାନରେ ଡ୍ରୋନ୍ ଆକ୍ରମଣ, ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

    14086
    Oct 29, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In