ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ
ପୁରୀ : ପିପିଲିରେ ଚେକିଂ ବେଳେ ପୁଲିସ ଦୁର୍ଦ୍ଦାନ୍ତ ଅପରାଧୀକୁ ଗିରଫ କରିଛି । ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ଜେନାକୁ ଡେଲାଙ୍ଗ ଥାନା ପୋଲିସ ଗିରଫ କରିଛି। ସୁନିଲଠାରୁ ବନ୍ଧୁକ ସହ ଦୁଇଟି ଗୁଳି ମଧ୍ୟ ଜବତ କରାଯାଇଛି। ହାଟଡେଲାଙ୍ଗ କୁଆପଦା ରାସ୍ତାରେ ଚେକିଂ କରାଯାଉଥିବାବେଳେ ସୁନିଲକୁ ଗିରଫ କରାଯାଇଥିବା ସୂଚନା ମିଳିଛି।
Powered by Froala Editor