ସିଗନାଲ ତ୍ରୁଟି: ଦୁଇ ଏକ୍ସପ୍ରେସ ଓ ଗୋଟିଏ ପାସେଞ୍ଜର ଟ୍ରେନ୍ ଗୋଟିଏ ଲାଇନରେ
ରାଉରକେଲ: ସିଗନାଲ ତ୍ରୁଟିରୁ ଗୋଟିଏ ଲାଇନରେ ଦୁଇ ଏକ୍ସପ୍ରେସ ଓ ଗୋଟିଏ ପାସେଞ୍ଜର ଟ୍ରେନ୍। ଏମିତି ଅଘଟଣ ଘଟିଛି ବାସନ୍ତୀ କଲୋନୀ ରେଳ ଓଭର ବ୍ରିଜ ନିକଟରେ। ଗୋଟିଏ ଲାଇନରେ ବନ୍ଦେ ଭାରତ, ରାଉରକେଲା- ସମ୍ବଲପୁର ପାସେଞ୍ଜର ଓ ଅନ୍ୟ ଏକ ଏକ୍ସପ୍ରେସ ଆସି ଯାଇଥିଲା। ଅବଶ୍ୟ ଏଠାରେ କୌଣସି ବଡ଼ ଅଘଟଣ ଘଟିନାହିଁ।
Powered by Froala Editor