Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, January 05, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଇନ୍ଦୋରରେ ଦୂଷିତ ଜଳ ଭୟ : ୧୬ ମଲେଣି, ...

  • ଓଏନଜିସି ପାଇପଲାଇନରୁ ଭୟଙ୍କର ଗ୍ୟାସ ଲିକ୍

  • ଭାରତକୁ ଫେରିଲା ବୁଦ୍ଧଙ୍କ ଅବଶେଷ

  • ପୁଣି ଜେଲ୍‌ରୁ ବାହାରିବେ ରାମ ରହିମ

  • ଟାରିଫ୍ ବୃଦ୍ଧି ନେଇ ଇସାରା ଦେଲେ ...

  • ଏକ୍ସ ପକ୍ଷରୁ କଡ଼ା ଚେତାବନୀ: ଏହିଭଳି ...

  • ଗାଈ ଓ କାଉଙ୍କୁ ପ୍ରତିଦିନ ଖାଇବାକୁ ...

  • ଦେଶର ପ୍ରଥମ ଏଆଇ କ୍ଲିନିକ୍‌ ଖୋଲିଲା

  • ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଭାବେ ...

  • ଘନ କୁହୁଡି: ୧୯ଟି ରାଜ୍ୟକୁ ଆଲର୍ଟ ଜାରି

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ମୋଦିଙ୍କ ବଡଘୋଷଣା : ୧୮ ବର୍ଷର ନାଗରିକଙ୍କୁ ମାଗଣା ଟିକା ଦେବେ କେନ୍ଦ୍ର ସରକାର

ମୋଦିଙ୍କ ବଡଘୋଷଣା : ୧୮ ବର୍ଷର ନାଗରିକଙ୍କୁ ମାଗଣା ଟିକା ଦେବେ କେନ୍ଦ୍ର ସରକାର

2021-06-07 12:52:19
13557
Share:
Facebook
Twitter
E-Mail
WhatsApp
Telegram
ମୋଦିଙ୍କ ବଡଘୋଷଣା : ୧୮ ବର୍ଷର ନାଗରିକଙ୍କୁ ମାଗଣା ଟିକା ଦେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ୧୮ ବର୍ଷରୁ ଉଦ୍ଧ୍ୱର୍ ନାଗରିକଙ୍କୁ କେନ୍ଦ୍ର ସରକାର ମାଗଣାରେ ଟିକା ପ୍ରଦାନ କରିବେ  । ଫଳରେ ରାଜ୍ୟଗୁଡ଼ିକୁ ଟିକାପାଇଁ କିଛି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ  । ଦେଶ ଉଦେ୍ଧଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇ ଏହା କହିଛନ୍ତି  । କରୋନା ସଂକ୍ରମଣ ଓ ଏହାର ମୁକାବିଲା ଦିଗରେ ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି ସେନେଇ ମୋଦି ଆଲୋକପାତ କରିଛନ୍ତି  ।

ସେ କହିଲେଯେ, କରୋନା ମୁକାବିଲା ପାଇଁ ଯୁଦ୍ଧକାଳୀନ ଭାବେ ପ୍ରସ୍ତୁତି ଜାରିରହିଛି  । ପୂର୍ବରୁ ଭାରତକୁ ବିଦେଶରୁ ଟିକା ଆଣିବା ପାଇଁ ଦଶନ୍ଧି ଦଶନ୍ଧି ଲାଗୁଥିଲା  । କିନ୍ତୁ ଏବେ ଆମେ ଟିକା ଉପôାଦନ କରିପାରିଛୁ  । ବିଦେଶରୁ ବି ଟିକା ଆଣିପାରିଛୁ  । ଭାରତରେ ୨୦୧୪ରେ ଟୀକାକରଣ ୬୦% ପାଖାପାଖି ଥିଲା  । କିନ୍ତୁ ଏବେ ଟିକାକରଣ ବ୍ୟାପକ କରାଯାଉଛି  । ମିଶନ ଇନ୍ଦ୍ରଧନୁଷ ଜରିଆରେ ଯୁଦ୍ଧକାଳୀନ ଭିତିରେ ଟୀକାକରଣ କରାଯାଉଛି  । ଗରିବଙ୍କୁ ଟିକା ଦେବା ଆମର ପ୍ରାଥମିକତା  । ଶତ ପ୍ରତିଶତ ଟିକାଦାନ ପ୍ରକ୍ରିୟା ଜାରି ରହିଥିବାବେଳେ କରୋନା ସଂକ୍ରମଣ ବାଧକ ସୃଷ୍ଟି କରିଛି  । ଦେଶରେ ୨୩ କୋଟି କରୋନା ଟିକା ଦିଆସରିଛି  ।  ଆତ୍ମନିର୍ଭର ଭାରତ ଓ ମିଶନ କୋଭିଡ଼ ସୁରକ୍ଷା ମାଧ୍ୟମରେ ଲୋକମାନଙ୍କୁ ହଜାର ହଜାର କୋଟିର ସହାୟତା ପ୍ରଦାନ କରାଯାଇଛି  । ନାକରେ ଦିଆଯିବା ଭଳି ଟିକାର ବି ବିକାଶ କରାଯାଉଛି  । କମ ସମୟ ମଧ୍ୟରେ ଟିକା ଉପôାଦନ ଏକ ବଡ଼ ଉପଲବ୍ଧô ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି  ।

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କରୋନାର ମୁକାବିଲା କରୁଛନ୍ତି  । ମାଗଣା ଟିକା ଦେବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି  । ଅନେକ ରାଜ୍ୟ ସରକାର ଟିକାକରଣ ନିଜ ହାତକୁ ନେବା ନିମନ୍ତେ ପ୍ରସ୍ତାବ ଦେଇଥିଲେ  । ଏମିତିକି ବୟସ ବର୍ଗକୁ ନେଇ ବି ପ୍ରଶ୍ନ ଉଠିଥିଲା । ଦେଶର କେତେକ ଗଣମାଧ୍ୟମ ଏନେଇ କ୍ୟାମ୍ପେନ ବି କରିବାକୁ ପଛାଇନଥିଲେ  । ଯଦି ରାଜ୍ୟ ସରକାର ନିଜେ ପଦକ୍ଷେପ ନେଇପାରିବେ ତେବେ କେନ୍ଦ୍ର ସରକାର ଏତେ ଚିନ୍ତା କାହିଁକି କରିବେ  । ଯେଉଁଥିପାଇଁ ରାଜ୍ୟକୁ ୨୫% ଟିକା ପାଇଁ ଅନୁମତି ଦିଆଯାଇଥିଲା  । କିନ୍ତୁ ଏଥିପାଇଁ କେତେ କଷ୍ଟ କରିବାକୁ ପଡେ଼ ଏବେ ସମସ୍ତେ ଜାଣିପାରିଛନ୍ତି  । ଯେଉଁଥିପାଇଁ କେତେକ ରାଜ୍ୟ ସରକାର ଟିକାଦାନ ପ୍ରକ୍ରିୟା ପୂର୍ବଭଳି କେନ୍ଦ୍ରକୁ ଦେବା ପାଇଁ ପ୍ରସ୍ତାବ ଦେଇଛନ୍ତି  । 

Powered by Froala Editor

Tags Narendra modi

Related articles Odisha News Lens 4.1

  • ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଭାବେ ଡେଲସି ରୋଡ୍ରିଗେଜ ନିଯୁକ୍ତ
    ଦେଶ-ଦେଶାନ୍ତର

    ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଭାବେ ଡେଲସି ରୋଡ୍ରିଗେଜ ନିଯୁକ୍ତ

    13919
    Jan 04, 2026
  • ଓଏନଜିସି ପାଇପଲାଇନରୁ ଭୟଙ୍କର ଗ୍ୟାସ ଲିକ୍
    ଦେଶ-ଦେଶାନ୍ତର

    ଓଏନଜିସି ପାଇପଲାଇନରୁ ଭୟଙ୍କର ଗ୍ୟାସ ଲିକ୍

    14657
    Jan 05, 2026
  • ଦେଶର ପ୍ରଥମ ଏଆଇ କ୍ଲିନିକ୍‌ ଖୋଲିଲା
    ଦେଶ-ଦେଶାନ୍ତର

    ଦେଶର ପ୍ରଥମ ଏଆଇ କ୍ଲିନିକ୍‌ ଖୋଲିଲା

    13790
    Jan 04, 2026
  • ଘନ କୁହୁଡି: ୧୯ଟି ରାଜ୍ୟକୁ ଆଲର୍ଟ ଜାରି
    ଦେଶ-ଦେଶାନ୍ତର

    ଘନ କୁହୁଡି: ୧୯ଟି ରାଜ୍ୟକୁ ଆଲର୍ଟ ଜାରି

    15758
    Jan 04, 2026
  • ଟାରିଫ୍ ବୃଦ୍ଧି ନେଇ ଇସାରା ଦେଲେ ଡୋନାଲ୍ଡ ଟ୍ରମ୍ପ, କହିଲେ ଏହା
    ଦେଶ-ଦେଶାନ୍ତର

    ଟାରିଫ୍ ବୃଦ୍ଧି ନେଇ ଇସାରା ଦେଲେ ଡୋନାଲ୍ଡ ଟ୍ରମ୍ପ, କହିଲେ ଏହା

    15520
    Jan 05, 2026
  • ଏକ୍ସ ପକ୍ଷରୁ କଡ଼ା ଚେତାବନୀ: ଏହିଭଳି ଆକାଉଣ୍ଟ ସବୁଦିନ ପାଇଁ  ହେବ ବନ୍ଦ
    ଦେଶ-ଦେଶାନ୍ତର

    ଏକ୍ସ ପକ୍ଷରୁ କଡ଼ା ଚେତାବନୀ: ଏହିଭଳି ଆକାଉଣ୍ଟ ସବୁଦିନ ପାଇଁ ହେବ ବନ୍ଦ

    15509
    Jan 05, 2026
  • ଭାରତକୁ ଫେରିଲା ବୁଦ୍ଧଙ୍କ ଅବଶେଷ
    ଦେଶ-ଦେଶାନ୍ତର

    ଭାରତକୁ ଫେରିଲା ବୁଦ୍ଧଙ୍କ ଅବଶେଷ

    13670
    Jan 05, 2026
  • ପୁଣି ଜେଲ୍‌ରୁ ବାହାରିବେ ରାମ ରହିମ
    ଦେଶ-ଦେଶାନ୍ତର

    ପୁଣି ଜେଲ୍‌ରୁ ବାହାରିବେ ରାମ ରହିମ

    13311
    Jan 05, 2026
  • ଇନ୍ଦୋରରେ ଦୂଷିତ ଜଳ ଭୟ : ୧୬ ମଲେଣି, ଜିବିଏସ୍‌କୁ ନେଇ ଆତଙ୍କ
    ଦେଶ-ଦେଶାନ୍ତର

    ଇନ୍ଦୋରରେ ଦୂଷିତ ଜଳ ଭୟ : ୧୬ ମଲେଣି, ଜିବିଏସ୍‌କୁ ନେଇ ଆତଙ୍କ

    15508
    Jan 05, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଭାବେ ଡେଲସି ରୋଡ୍ରିଗେଜ ନିଯୁକ୍ତ

    13919
    Jan 04, 2026
  • ବିଶେଷ

    ଗାଈ ଓ କାଉଙ୍କୁ ପ୍ରତିଦିନ ଖାଇବାକୁ ଦିଅନ୍ତୁ ରୁଟି

    15550
    Jan 05, 2026
  • ଦେଶ-ଦେଶାନ୍ତର

    ପୁଣି ଜେଲ୍‌ରୁ ବାହାରିବେ ରାମ ରହିମ

    13311
    Jan 05, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17282
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17363
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17709
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16181
    Apr 03, 2021

ବିଶେଷ

  • ଗାଈ ଓ କାଉଙ୍କୁ ପ୍ରତିଦିନ ଖାଇବାକୁ ଦିଅନ୍ତୁ ରୁଟି

    15550
    Jan 05, 2026
  • ତ୍ୱଚାରେ ଦାଗ ଦୂର କରେ ଆଳୁ ରସ

    15287
    Jan 04, 2026
  • କେତେଦିନ ପର୍ଯ୍ୟନ୍ତ ଫ୍ରିଜରେ ରଖିପାରିବେ ଚିକେନ୍

    14874
    Jan 04, 2026
  • କମ୍ ନିଦ ସାଇକୋସିସ୍‌‌ ହେବାର ଆଶଙ୍କା ଥାଏ ଚାରି ଗୁଣା

    16273
    Dec 30, 2025
  • ପିଲାଙ୍କ ସାମ୍ନାରେ ଏମିତି କଥା ଭୁଲରେ ବି କୁହନ୍ତୁ ନାହିଁ, କାହିଁକି ଜାଣନ୍ତୁ?

    15004
    Dec 29, 2025

ବାଣିଜ୍ୟ

୨୪ ଶହ ଟଙ୍କା ବଢ଼ିଲା ସୁନା

ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ ୪,୪୦୦ ଅତିକ୍ରମ କରି ନୂତନ ରେକର୍ଡ ସ୍ଥାପନ କରିଥିଲା। ଭାରତରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଦଶ ଗ୍ରାମ ୧୩୩,୯୭୦ ଟଙ୍କା ଥିଲା। ସୁନା ମୂଲ୍ୟ ୩ ପ୍ରତିଶତ ବୃଦ୍ଧି ପାଇ ଆଉନ୍ସ ୪,୪୮୮.୬୧ ରେ ପହଞ୍ଚିଛି । ୧୦ ଗ୍ରାମ୍‌କୁ ଲକ୍ଷେ ୩୮ ହଜାର ୫ ଶହ ୫୦ ଟଙ୍କା ହ ...

  • ସିମେଣ୍ଟ ମାନୁଫାକ୍‌ଚରର୍ସ ଆସୋସିଏସନ (ସିଏମ୍‌ଏ) ପ୍ରେସିଡେଣ୍ଟ ଭାବରେ ଶ୍ରୀ ପାର୍ଥ ଜିନ୍ଦଲଙ୍କ ନାମ ଘୋଷଣା କଲା; ଡ. ରାଘବପତ୍‌ ସିଂଘାଣିଆ ଭାଇସ୍‌ ପ୍ରେସିଡେଣ୍ଟ ଘୋଷିତ

    14215
    Dec 18, 2025
  • ରୂପା ମୂଲ୍ୟରେ ବଡ଼ ବୃଦ୍ଧି

    15245
    Dec 15, 2025
  • ଲଞ୍ଚ ହେଲା ଟାଟା ସିଏରାର ଲାଟେଷ୍ଟ ମଡେଲ

    16023
    Dec 08, 2025
  • ୟୁଡବ୍ଲୁ୍ଏ ଭୁବନେଶ୍ୱରରେ ପ୍ରମୁଖ ନୂଆ ସହଭାଗିତା ସହିତ ବୈଶ୍ୱିକ ଗତିଶୀଳତା ଜରିଆରେ ଆନ୍ତଃପିଢିଗତ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ଆଗକୁ ବଢାଉଛି

    15194
    Dec 08, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଟାରିଫ୍ ବୃଦ୍ଧି ନେଇ ଇସାରା ଦେଲେ ଡୋନାଲ୍ଡ ଟ୍ରମ୍ପ, କହିଲେ ଏହା

    15520
    Jan 05, 2026
  • ଗାଈ ଓ କାଉଙ୍କୁ ପ୍ରତିଦିନ ଖାଇବାକୁ ଦିଅନ୍ତୁ ରୁଟି

    15550
    Jan 05, 2026
  • ଇନ୍ଦୋରରେ ଦୂଷିତ ଜଳ ଭୟ : ୧୬ ମଲେଣି, ଜିବିଏସ୍‌କୁ ନେଇ ଆତଙ୍କ

    15508
    Jan 05, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In