Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Friday, December 01, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନେଦରଲ୍ୟାଣ୍ଡର ଝିଅ ଉତ୍ତର ପ୍ରଦେଶ ବୋହୂ

  • ମଣିପୁରୀ ରୀତିନୀତି ସହ ଲିନ୍‌ଙ୍କୁ ...

  • ପ୍ଲାଟଫର୍ମକୁ ପାସ୍‌ କରୁଥିଲେ, ...

  • ସାଲାଡରେ କଟା ଆଙ୍ଗୁଠି ଦେଖି ମହିଳାଙ୍କୁ ...

  • ଟ୍ରେନ୍ ରୋକି ପଳାଇଲେ ଡ୍ରାଇଭର, କହିଲେ ‘ମୋ ...

  • ଦୂତି ଚାନ୍ଦ 'ଡ଼ିପ୍ ଫେକ'ର ଶିକାର

  • ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ...

  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୭ ମୃତ

  • ଡିସେମ୍ବର ୧୪ ପର୍ୟ୍ୟନ୍ତ ଆଧାର କାର୍ଡକୁ ...

  • ଏକ ବର୍ଷ ହେଲା ମାଆର ଶବ ସହିତ ରହୁଥିଲେ ଦୁଇ ...

ବିଶେଷ
Home ›› ବିଶେଷ ››ନ୍ୟାଚୁରାଲ ଜିନିଷରେ ତିଆରି କରନ୍ତୁ ହର୍ବାଲ ସାମ୍ପୁ

ନ୍ୟାଚୁରାଲ ଜିନିଷରେ ତିଆରି କରନ୍ତୁ ହର୍ବାଲ ସାମ୍ପୁ

2023-10-02 11:04:43
15734
Share:
Facebook
Twitter
E-Mail
WhatsApp
Telegram
ନ୍ୟାଚୁରାଲ ଜିନିଷରେ ତିଆରି କରନ୍ତୁ ହର୍ବାଲ ସାମ୍ପୁ

ଯେଉଁଠି କେମିକାଲ ଯୁକ୍ତ ପ୍ରଡକ୍ଟର ଚାହିଦା ବଜାରରେ ଭରି ରହିଛି, ସେଠାରେ ଅନେକ ଲୋକ ଚେଷ୍ଟା କରିଥାନ୍ତି କି ଅଧିକରୁ ଅଧିକ ହର୍ବାଲ ଓ ନ୍ୟାଚୁରାଲ ଜିନିଷ ବ୍ୟବହାର କରିବାକୁ। ଘରୋଇ ରେସିପି ବା କୁହନ୍ତୁ ହର୍ବାଲ ଜିନିଷର ବ୍ୟବହାର ଗୋଟେ ସମୟରେ ଜେଜେ ମାଆ –ଆଈ ମାନେ କରୁଥିଲେ।

ଯଦି ସିମିତ ପରିମାଣରେ ଏବଂ ଠିକ୍‌ ସମୟରେ ଘରୋଇ ଜିନିଷର ବ୍ୟବହାର କରାଯାଏ ତ  ଅଯଥାରେ ଟଙ୍କା ଖର୍ଚ୍ଚ ବି କରିବାକୁ ପଡ଼ିବନି ଏବଂ କେଶର ବି ଉତ୍ତମ ରୂପେ ଯତ୍ନ ନେଇ ହେବ। ହର୍ବାଲ ସାମ୍ପୁ ତିଆରି କରିବାର ଉପାୟ ରହିଛି , ଯାହା କେଶରେ ଭଲ ପ୍ରଭାବ ପକାଇ ପାରେ। ଏହି ହର୍ବାଲ ସାମ୍ପୁରେ କେଶର ଭଲ ଭାବେ ପରିଷ୍କାର ହୋଇ ଥାଏ ଏବଂ କେଶକୁ ବଢ଼ିବା ସହ ଘନ ହେବାରେ ସାହାଯ୍ୟ ମିଳିଥାଏ। 

ଘରେ ସହଜରେ ପ୍ରସ୍ତୁତ ହୋଇ ପାରୁଥିବା ଏହି ହର୍ବାଲ ସାମ୍ପୁକୁ ତିଆରି କରିବା ପାଇଁ ଆପଣଙ୍କୁ କିଛି ରିଠା , କିଛି ଶୁଖିଲା ଅଁଳା , କିଛି ଶିକାକାଇ , ଅଧ କପ୍‌ ମନ୍ଦାର ଫୁଲ ପତ୍ରର ରସ , ଅଧ କପ୍‌ ତୁଳସୀ ପତ୍ରର ରସ ଓ ଅଧ କପ୍‌ ଏଲୋବେରା ରସ( ଘିକୁଆଁରୀ) ନିଅନ୍ତୁ ।

ସାମ୍ପୁ ତିଆରି କରିବା ପାଇଁ ସର୍ବ ପ୍ରଥମେ ଶିକାକାଇ ,ରିଠା ଓ ଅଁଳାକୁ ରାତି ସାରା ପାଣିରେ ଭିଜାଇ ରଖି ଦିଅନ୍ତୁ। ଯେବେ ଏହି ଭିଜି ଯିବ ତ ପାଣି କିଛି ମାତ୍ରାରେ ଅଠାଳିଆ ହୋଇଯିବ। ଏହି ପାଣିକୁ ଗରମ କରିବାକୁ ରଖନ୍ତୁ। ଗରମ କରିବା ପରେ ଯେବେ ଏହି ମିଶ୍ରଣ ଥଣ୍ଡା ହୋଇଯିବ ତ ରିଠାର ଚୋପା ଛଡ଼େଇ ଦିଅନ୍ତୁ ।

ଆଗାମୀ ଷ୍ଟେପ୍‌ରେ ଅନ୍ୟ ସବୁ ଜିନିଷକୁ ମଧ୍ୟ ଏହି ମିଶ୍ରଣରେ ମିଶାଇ ଦିଅନ୍ତୁ। ଏହାପରେ ସମସ୍ତଙ୍କୁ ଏକା ସାଥିରେ ବ୍ଲେଣ୍ଡରରେ ପକାଇ ପେସି ଦିଅନ୍ତୁ। ଏହାକୁ ଛାଣି ଓ ପୁଣି ବୋତଲରେ ରଖନ୍ତୁ । ବାସ୍‌ ହୋଇଗଲା ଆପଣଙ୍କ ହର୍ବାଲ ସାମ୍ପୁ । ଏହି ସାମ୍ପୁକୁ କେଶ ଧୋଇବା ପାଇଁ ସାଧାରଣ ସାମ୍ପୁ ପରି ବ୍ୟବହାର କରାଯାଇ ପାରେ । ଏହା କେଶର ଭଲ ଭାବେ ସଫା ବି କରି ଦେବ ଏବଂ କେଶକୁ ଉତ୍ତମ ଓ କୋମଳ କରିବାରେ ବି ସାହାଯ୍ୟ କରିବ । 

Powered by Froala Editor

Tags Herbal shampoo

Related articles Odisha News Lens 3.2

  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୭ ମୃତ
    ଦେଶ-ଦେଶାନ୍ତର

    କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୭ ମୃତ

    15060
    Nov 30, 2023
  • ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଯୋଗାଇ ଦିଆଯିବ ୧୫ ହଜାର ଡ୍ରୋନ୍‌‌
    ଦେଶ-ଦେଶାନ୍ତର

    ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଯୋଗାଇ ଦିଆଯିବ ୧୫ ହଜାର ଡ୍ରୋନ୍‌‌

    13600
    Nov 30, 2023
  • ନେଦରଲ୍ୟାଣ୍ଡର ଝିଅ ଉତ୍ତର ପ୍ରଦେଶ ବୋହୂ
    ଦେଶ-ଦେଶାନ୍ତର

    ନେଦରଲ୍ୟାଣ୍ଡର ଝିଅ ଉତ୍ତର ପ୍ରଦେଶ ବୋହୂ

    15525
    Dec 01, 2023
  • ଦୂତି ଚାନ୍ଦ 'ଡ଼ିପ୍ ଫେକ'ର ଶିକାର
    ଦେଶ-ଦେଶାନ୍ତର

    ଦୂତି ଚାନ୍ଦ 'ଡ଼ିପ୍ ଫେକ'ର ଶିକାର

    14922
    Dec 01, 2023
  • ମଣିପୁରୀ ରୀତିନୀତି ସହ ଲିନ୍‌ଙ୍କୁ ଜୀବନସାଥୀ ବାଛିଲେ ରଣଦୀପ
    ମନୋରଞ୍ଜନ

    ମଣିପୁରୀ ରୀତିନୀତି ସହ ଲିନ୍‌ଙ୍କୁ ଜୀବନସାଥୀ ବାଛିଲେ ରଣଦୀପ

    13547
    Dec 01, 2023
  • ପ୍ଲାଟଫର୍ମକୁ ପାସ୍‌ କରୁଥିଲେ, ଦ୍ରୁତଗତିରେ ମାଡିଆସିଲା ମେଟ୍ରୋ ଟ୍ରେନ୍
    ଦେଶ-ଦେଶାନ୍ତର

    ପ୍ଲାଟଫର୍ମକୁ ପାସ୍‌ କରୁଥିଲେ, ଦ୍ରୁତଗତିରେ ମାଡିଆସିଲା ମେଟ୍ରୋ ଟ୍ରେନ୍

    14428
    Dec 01, 2023
  • ଏକ ବର୍ଷ ହେଲା ମାଆର ଶବ ସହିତ ରହୁଥିଲେ ଦୁଇ ଝିଅ
    ଦେଶ-ଦେଶାନ୍ତର

    ଏକ ବର୍ଷ ହେଲା ମାଆର ଶବ ସହିତ ରହୁଥିଲେ ଦୁଇ ଝିଅ

    15001
    Nov 30, 2023
  •  ଡିସେମ୍ବର ୧୪ ପର୍ୟ୍ୟନ୍ତ ଆଧାର କାର୍ଡକୁ ମାଗଣାରେ କରିହେବ ଅପଡେଟ
    ଦେଶ-ଦେଶାନ୍ତର

    ଡିସେମ୍ବର ୧୪ ପର୍ୟ୍ୟନ୍ତ ଆଧାର କାର୍ଡକୁ ମାଗଣାରେ କରିହେବ ଅପଡେଟ

    14477
    Nov 30, 2023
  • ସାଲାଡରେ କଟା ଆଙ୍ଗୁଠି ଦେଖି ମହିଳାଙ୍କୁ ଆସିଲା ଆଟାକ୍‌
    ଦେଶ-ଦେଶାନ୍ତର

    ସାଲାଡରେ କଟା ଆଙ୍ଗୁଠି ଦେଖି ମହିଳାଙ୍କୁ ଆସିଲା ଆଟାକ୍‌

    15104
    Dec 01, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସାଲାଡରେ କଟା ଆଙ୍ଗୁଠି ଦେଖି ମହିଳାଙ୍କୁ ଆସିଲା ଆଟାକ୍‌

    15104
    Dec 01, 2023
  • ଦେଶ-ଦେଶାନ୍ତର

    ଦୂତି ଚାନ୍ଦ 'ଡ଼ିପ୍ ଫେକ'ର ଶିକାର

    14922
    Dec 01, 2023
  • ଦେଶ-ଦେଶାନ୍ତର

    ପ୍ଲାଟଫର୍ମକୁ ପାସ୍‌ କରୁଥିଲେ, ଦ୍ରୁତଗତିରେ ମାଡିଆସିଲା ମେଟ୍ରୋ ଟ୍ରେନ୍

    14428
    Dec 01, 2023

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    15332
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    15681
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    14360
    Apr 03, 2021

ବିଶେଷ

  • ଜୀବନରେ ଅମଙ୍ଗଳ ଦୂର କରିଥାନ୍ତି ଗଣେଶ

    14127
    Nov 30, 2023
  • ଡାଏଟରେ ସାମିଲ କରନ୍ତୁ ଭେଣ୍ତି, ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ

    15438
    Nov 30, 2023
  • ଶରୀରର ଏହି ଅଙ୍ଗ ଡେଇଁବା ଦ୍ୱାରା ମିଳିଥାଏ ଶୁଭ ସଙ୍କେତ

    14578
    Nov 29, 2023
  • କ୍ଷୀର ଗୁଡରେ ରହିଛି ଆଶ୍ଚର୍ଯ୍ୟଜନକ ଲାଭ

    15206
    Nov 29, 2023
  • କେଶକୁ ଧଳା କରିବାରେ ରୋକିବ ଏହି ୮ଟି ସୁପରଫୁଡ

    15883
    Nov 28, 2023

ବାଣିଜ୍ୟ

ଖୁଦ୍ରାସ୍ଫୀତି ୪.୮୭% ଖସିଲା, ୪ ମାସରେ ସର୍ବନିମ୍ନ

ଅକ୍ଟୋବର ୨୦୨୩ ରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି ଖୁଚୁରା ମୁଦ୍ରାସ୍ଫୀତି। ଅକ୍ଟୋବର ମାସରେ ଖୁଦ୍ରାସ୍ଫୀତି ୪.୮୭% ରହିଛି। ଏହା ୪ ମାସ ମଧ୍ୟରେ ସର୍ବନିମ୍ନ। ଖାଦ୍ୟ ସାମଗ୍ରୀର ଦାମ ହ୍ରାସ ପାଇବା ଯୋଗୁ ମୁଦ୍ରାସ୍ଫୀତି ହାରରେ ସୁଧାର ଆସିଥିବା ସରକାର କହିଛନ୍ତି।

ଜୁଲାଇ ୨୦୨୩ ପରେ କ୍ରମାଗତ ତୃତୀୟ ମାସ ପାଇଁ ଖୁ ...

  • ଜିଓ ପକ୍ଷରୁ 'ଜିଓଫୋନ୍ ପ୍ରାଇମା' ଶୁଭାରମ୍ଭ

    13756
    Nov 09, 2023
  • ଅକ୍ଟୋବରରେ ୧୮ ଦିନ ବ୍ୟାଙ୍କ ଛୁଟି, ଶୀଘ୍ର ସାରନ୍ତୁ କାମ

    14615
    Sep 28, 2023
  • ସେୟାର ମାର୍କେଟ ଖସିଲା, ନିବେଶକ ହରାଇଲେ ୩ ଲକ୍ଷ କୋଟିରୁ ଅଧିକ

    15103
    Sep 20, 2023
  • ଗଣେଶ ଚତୁର୍ଥୀରେ ଲଞ୍ଚ ହେବ ଜିଓ ଏୟାର ଫାଇବର

    14530
    Aug 28, 2023

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସାଲାଡରେ କଟା ଆଙ୍ଗୁଠି ଦେଖି ମହିଳାଙ୍କୁ ଆସିଲା ଆଟାକ୍‌

    15104
    Dec 01, 2023
  • ଟ୍ରେନ୍ ରୋକି ପଳାଇଲେ ଡ୍ରାଇଭର, କହିଲେ ‘ମୋ ଡ୍ୟୁଟି ସରିଯାଇଛି’

    13745
    Dec 01, 2023
  • ନେଦରଲ୍ୟାଣ୍ଡର ଝିଅ ଉତ୍ତର ପ୍ରଦେଶ ବୋହୂ

    15525
    Dec 01, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In