Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Monday, September 25, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଦେଶ ପାଇଁ ଗୌରବ ଆଣିଲେ ଝିଅ : ଏସୀୟ ...

  • ଚୀନ୍‌ରେ ୩୦୦ କୋଟିରୁ ଅଧିକ ଘର ...

  • ନୂତନ ରୋଗ ଏକ୍ସ: କୋଭିଡ ମହାମାରୀ ଅପେକ୍ଷା ...

  • ବସ୍‌- ଟ୍ରକ୍‌ ଧକ୍କା, ୩୯ ଆହତ

  • ମଧୁବାବୁଙ୍କ ସଂର୍ଘଷ ଯାତ୍ରା ଯୁବପିଢ଼ିଙ୍କ ...

  • ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ସାରା ...

  • ପର୍ସରେ ସର୍ବଦା ରଖନ୍ତୁ ଚାଉଳ, ବଢିବ ଧନ

  • ଖାଦ୍ୟ ଖାଇବା ପରେ ଗାଧୋଇବାର ଅଭ୍ୟାସ ଥିଲେ, ...

  • ଦୁଇ ମାସରେ ବାପା,ମା’ଙ୍କୁ ହରାଇ ଭାଙ୍ଗି ...

  • ସୁନା ଦୋକାନ ଲୁଟିଲେ ଲୁଟେରା : ନେଇଗଲେ ୨୫ ...

ବିଶେଷ
Home ›› ବିଶେଷ ›› ଏହି ଆକୃତିର ଗଣେଶ ମୂର୍ତ୍ତି ପୂଜା କଲେ ମିଳେ ଏମିତି ବର

ଏହି ଆକୃତିର ଗଣେଶ ମୂର୍ତ୍ତି ପୂଜା କଲେ ମିଳେ ଏମିତି ବର

2023-09-19 10:44:14
14361
Share:
Facebook
Twitter
E-Mail
WhatsApp
Telegram
 ଏହି ଆକୃତିର ଗଣେଶ ମୂର୍ତ୍ତି ପୂଜା କଲେ ମିଳେ ଏମିତି ବର

ଆଜି ପବିତ୍ର ଗଣେଶ ଚତୁର୍ଥୀ । ଅଗ୍ରପୂଜ୍ୟ, ବିଘ୍ନରାଜ ଶ୍ରୀ ବିନାୟକଙ୍କ ପୂଜା । ଏଥିପାଇଁ ପୁରପଲ୍ଲୀ ହୋଇଉଠିଛି ଚଳଚଞ୍ଚଳ । ବଡ ବଡ ତୋରଣ ସାଙ୍ଗକୁ ଆକର୍ଷଣୀୟ ସାଜସଜା ସହ ପୂଜା ପେଣ୍ଡାଲରେ ଚାଲିଛି ଗଜାନନଙ୍କ ହୋମ ଯଜ୍ଞ । ମନ୍ଦିର ଏବଂ ଶିକ୍ଷାନୁଷ୍ଠାନରେରେ ବି ଗଣେଶଙ୍କ ସ୍ୱତନ୍ତ୍ର ପୂଜା ନୀତି ଆରମ୍ଭ ହୋଇଗଲାଣି । ତେବେ ଆପଣମାନେ ଶ୍ରୀଗଣେଶଙ୍କର ବିଭିନ୍ନ ଆକୃତିର ମୂର୍ତ୍ତି ଦେଖିଥିବେ । ଏହି ବିଭିନ୍ନ ଆକୃତିର ମୂର୍ତ୍ତି ପଛରେ ରହିଛି କିଛି କାରଣ । ଏତଦବ୍ୟତୀତ ବିଭିନ୍ନ ଆକୃତିର ମୂର୍ତ୍ତି ପାଇଁ ରହିଛି ବିଶେଷ ପୂଜାର୍ଚ୍ଚନା । ତେବେ ଆସନ୍ତୁ ସେ ବିଷୟରେ ଜାଣିବା କିଛି ।

ଶ୍ରୀଗଣେଶଙ୍କ ବିଭିନ୍ନ ଆକୃତି

ଗଜବକ୍ର: ସମ୍ପୁର୍ଣ୍ଣ ଶରୀରରେ ସର୍ପ ଗୋଡାଇ ହୋଇଥିବା ପ୍ରତିମା ଖୁବ୍ ଚମତ୍କାର ପ୍ରତୀତ ହୋଇଥାଏ । ଏହି ପ୍ରତିମାକୁ ମଙ୍ଗଳକାରୀ ଗଣେଶ ମଧ୍ୟ କୁହାଯାଏ ।

ମହାଗଣପତି: ‘ଓଁ’ ଆକୃତି ସମାନ ଏହି ପ୍ରତିମାରେ ଶ୍ରୀ ଗଣେଶଙ୍କ ମସ୍ତକରେ ଚନ୍ଦ୍ରମା ଶୋଭା ପାଇଥାଏ । ଏକଦନ୍ତଙ୍କ ପେଟ ବଡ ଆକାରର ହୋଇଥାଏ,ତେବେ ଏହି ପ୍ରତିମାକୁ ଜ୍ଞାନର ପ୍ରତିକ ବୋଲି ମନାଯାଏ ।

ବିଘ୍ନେଶ୍ୱର: ଏହି ପ୍ରତିମାରେ ଗରୁଡ ଏବଂ ସିଂହ ମଧ୍ୟ ସ୍ଥାନ ପାଇଥାନ୍ତି । ବଡରୁ ବଡ ବିଘ୍ନକୁ ନାଶ କରୁଥିବା ଏହି ପ୍ରତିମାକୁ ବିଘ୍ନେଶ୍ୱର କୁହାଯାଏ ।

ଗଣପତି: ହସ୍ତରେ ପଦ୍ମ ପୁଷ୍ପ,ଡାଳିମ୍ବ ଏବଂ ଲେମ୍ବୁ ଧାରଣ କରିଥିବା ତ୍ରୀନେତ୍ରଧାରୀ ଶ୍ରୀ ଗଜାନନଙ୍କ ଏହି ପ୍ରତିମା ପ୍ରଗତି ତଥା ଉନ୍ନତିକୁ ଇଙ୍ଗିତ କରେ ।

ଏକାକ୍ଷର: ରକ୍ତବର୍ଣ୍ଣୀ ଶରୀର ଏବଂ ଚନ୍ଦ୍ରାକାର ମୁକୁଟ ଧାରଣ କରିଥିବା ଏବଂ ହାତ,ପାଦ ଛୋଟ ହୋଇଥିବା ଏହି ଗଣେଶ ପ୍ରତିମା ଜୀବନରେ ପ୍ରଗତି ଆଣିଥାଏ ।

ପଞ୍ଚମୁଖି ଗଣପତି: ପଞ୍ଚମୁଖି ଶ୍ରୀ ଗଣେଶଙ୍କ ଏହି ପ୍ରତିମାରେ ଗଜାନନଙ୍କ ମୁଖରଙ୍ଗ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ,ଏହି ପ୍ରତିମା ବ୍ୟକ୍ତିକୁ ପ୍ରଗାଢ ସମ୍ମାନର ଅଧିକାରୀ କରିଥାଏ ।

ସିଂହ ଗଣପତି : ବୀଣା,ଚକ୍ର, ମୁଦ୍ରା,ରକ୍ତ କଳସ ଧାରଣ କରିଥିବା ଏହି ମୂର୍ତ୍ତି ବିନାଶ ତଥା ସଂକଟରୁ ରକ୍ଷା କରିଥାଏ ।

ବାଳ ଗଣପତି: ପ୍ରଭୁ ଶିବ ଏବଂ ମା’ ପାର୍ବତୀଙ୍କ କୋଳରେ ବସିଥିବା ପ୍ରଭୁ ବିନାୟକ ମହାଦେବଙ୍କ ଜଟାରୁ ବାହାରୁଥିବା ଗଙ୍ଗାଜଳରେ କ୍ରୀଡାରତ ଥିବାର ନଜର ଆସେ । ଏହି ପ୍ରତିମା ପୂଜାରେ ସନ୍ତାନହାନୀ ସମସ୍ୟାରୁ ମୁକ୍ତି ମିଳିଥାଏ ।


Powered by Froala Editor

Tags ganesh puja

Related articles Odisha News Lens 3.2

  • ନୂତନ ରୋଗ ଏକ୍ସ: କୋଭିଡ ମହାମାରୀ ଅପେକ୍ଷା ୨୦ଗୁଣା ବିପଜ୍ଜନକ
    ଦେଶ-ଦେଶାନ୍ତର

    ନୂତନ ରୋଗ ଏକ୍ସ: କୋଭିଡ ମହାମାରୀ ଅପେକ୍ଷା ୨୦ଗୁଣା ବିପଜ୍ଜନକ

    14723
    Sep 25, 2023
  • ପର୍ସରେ ସର୍ବଦା ରଖନ୍ତୁ ଚାଉଳ, ବଢିବ ଧନ
    ବିଶେଷ

    ପର୍ସରେ ସର୍ବଦା ରଖନ୍ତୁ ଚାଉଳ, ବଢିବ ଧନ

    13874
    Sep 25, 2023
  • ମଧୁବାବୁଙ୍କ ସଂର୍ଘଷ ଯାତ୍ରା ଯୁବପିଢ଼ିଙ୍କ ପାଇଁ ପ୍ରେରଣା  : ମନମୋହନ ସାମଲ
    ରାଜନୀତି

    ମଧୁବାବୁଙ୍କ ସଂର୍ଘଷ ଯାତ୍ରା ଯୁବପିଢ଼ିଙ୍କ ପାଇଁ ପ୍ରେରଣା : ମନମୋହନ ସାମଲ

    13693
    Sep 25, 2023
  • ସୁନା ଦୋକାନ ଲୁଟିଲେ ଲୁଟେରା : ନେଇଗଲେ ୨୫ ଲକ୍ଷର ଗହଣା
    ଅପରାଧ

    ସୁନା ଦୋକାନ ଲୁଟିଲେ ଲୁଟେରା : ନେଇଗଲେ ୨୫ ଲକ୍ଷର ଗହଣା

    15570
    Sep 24, 2023
  • ଖାଦ୍ୟ ଖାଇବା ପରେ ଗାଧୋଇବାର ଅଭ୍ୟାସ ଥିଲେ, ରୁହନ୍ତୁ ଦୂରେଇ
    ବିଶେଷ

    ଖାଦ୍ୟ ଖାଇବା ପରେ ଗାଧୋଇବାର ଅଭ୍ୟାସ ଥିଲେ, ରୁହନ୍ତୁ ଦୂରେଇ

    13619
    Sep 25, 2023
  • ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ସାରା ଓଡ଼ିଶାରେ କଂଗ୍ରେସର ପଦଯାତ୍ରା ଆରମ୍ଭ ହେବ : ଶରତ ...
    ରାଜନୀତି

    ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ସାରା ଓଡ଼ିଶାରେ କଂଗ୍ରେସର ପଦଯାତ୍ରା ଆରମ୍ଭ ହେବ : ଶରତ ...

    13667
    Sep 25, 2023
  • ଚୀନ୍‌ରେ ୩୦୦ କୋଟିରୁ ଅଧିକ ଘର ଖାଲିପଡ଼ିଛି
    ଦେଶ-ଦେଶାନ୍ତର

    ଚୀନ୍‌ରେ ୩୦୦ କୋଟିରୁ ଅଧିକ ଘର ଖାଲିପଡ଼ିଛି

    14043
    Sep 25, 2023
  • ଦେଶ ପାଇଁ ଗୌରବ ଆଣିଲେ ଝିଅ : ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଲା ମହିଳା କ୍ରିକେଟ ଟିମ୍
    ଖେଳ ଖବର

    ଦେଶ ପାଇଁ ଗୌରବ ଆଣିଲେ ଝିଅ : ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଲା ମହିଳା କ୍ରିକେଟ ଟିମ୍

    13459
    Sep 25, 2023
  • ଦୁଇ ମାସରେ ବାପା,ମା’ଙ୍କୁ ହରାଇ ଭାଙ୍ଗି ପଡିଛନ୍ତି କିକୁ
    ମନୋରଞ୍ଜନ

    ଦୁଇ ମାସରେ ବାପା,ମା’ଙ୍କୁ ହରାଇ ଭାଙ୍ଗି ପଡିଛନ୍ତି କିକୁ

    13841
    Sep 25, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଖାଦ୍ୟ ଖାଇବା ପରେ ଗାଧୋଇବାର ଅଭ୍ୟାସ ଥିଲେ, ରୁହନ୍ତୁ ଦୂରେଇ

    13619
    Sep 25, 2023
  • ରାଜନୀତି

    ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ସାରା ଓଡ଼ିଶାରେ କଂଗ୍ରେସର ପଦଯାତ୍ରା ଆରମ୍ଭ ହେବ : ଶରତ ପଟ୍ଟନାୟ

    13667
    Sep 25, 2023
  • ଦେଶ-ଦେଶାନ୍ତର

    ବସ୍‌- ଟ୍ରକ୍‌ ଧକ୍କା, ୩୯ ଆହତ

    13538
    Sep 25, 2023

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    15226
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    15541
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    14263
    Apr 03, 2021

ବିଶେଷ

  • ପର୍ସରେ ସର୍ବଦା ରଖନ୍ତୁ ଚାଉଳ, ବଢିବ ଧନ

    13874
    Sep 25, 2023
  • ଖାଦ୍ୟ ଖାଇବା ପରେ ଗାଧୋଇବାର ଅଭ୍ୟାସ ଥିଲେ, ରୁହନ୍ତୁ ଦୂରେଇ

    13619
    Sep 25, 2023
  • ଭାଗ୍ୟଶାଳୀ ଗଛ ସ୍ନେକ ପ୍ଲାଣ୍ଟ

    15580
    Sep 23, 2023
  • ପିଅନ୍ତୁ ହଳଦୀ ଓ ଡାଳଚିନି ଚା’, ଏସବୁ ସମସ୍ୟାରୁ ଦେଇଥାଏ ମୁକ୍ତି

    15052
    Sep 23, 2023
  • ଏହା କଲେ କମିଥାଏ ଆୟୁଷ

    15542
    Sep 20, 2023

ବାଣିଜ୍ୟ

ସେୟାର ମାର୍କେଟ ଖସିଲା, ନିବେଶକ ହରାଇଲେ ୩ ଲକ୍ଷ କୋଟିରୁ ଅଧିକ

ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ ପ୍ରାୟ ୮୦୦ ପଏଣ୍ଟ ହ୍ରାସ ପାଇ ୬୭,୦୦୦ ସ୍ତର ତଳକୁ ଆସିଥିଲା। ବାଣିଜ୍ୟ ସମୟରେ ଏହା ୬୬,୭୨୮ ପଏଣ୍ଟକୁ ଛୁଇଁଥିଲା। ଏଥି ସହିତ, ନିଫ୍ଟି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ୧,୧୮ ପ୍ରତିଶତ ବା ୨୩୮ ପଏଣ୍ଟ ହ୍ରାସ ପାଇ ୧୯,୮୯୫ ପଏଣ୍ଟରେ ପହଞ୍ଚିଥିଲା । ଯାହା ଦ୍ୱାରା ଏଚଡିଏଫସି ବ୍ୟାଙ ...

  • ଗଣେଶ ଚତୁର୍ଥୀରେ ଲଞ୍ଚ ହେବ ଜିଓ ଏୟାର ଫାଇବର

    14318
    Aug 28, 2023
  • ରିଲାଏନ୍ସ ଲଞ୍ଚ କଲା ଆଡଭାନ୍ସ ‘ଜିଓବୁକ୍’

    15765
    Aug 04, 2023
  • ଜୁଲାଇରେ ଜିଏସଟି ୧୧% ବଢ଼ିଲା

    14139
    Aug 02, 2023
  • ଯନ୍ତ୍ରଣାରୁ ରୋଗୀକୁ ଆରାମ ଦିଏ ବନ୍ଧାକୋବି

    14517
    Jul 14, 2023

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦେଶ ପାଇଁ ଗୌରବ ଆଣିଲେ ଝିଅ : ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଲା ମହିଳା କ୍ରିକେଟ ଟିମ୍

    13459
    Sep 25, 2023
  • ପର୍ସରେ ସର୍ବଦା ରଖନ୍ତୁ ଚାଉଳ, ବଢିବ ଧନ

    13874
    Sep 25, 2023
  • ମଧୁବାବୁଙ୍କ ସଂର୍ଘଷ ଯାତ୍ରା ଯୁବପିଢ଼ିଙ୍କ ପାଇଁ ପ୍ରେରଣା : ମନମୋହନ ସାମଲ

    13693
    Sep 25, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In