Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, October 09, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର ...

  • ପରଲୋକରେ ଅଭିନେତା ନାନା ପାଟେକର

  • ଚେକିଂ ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ...

  • ଭେଟେରାନ ଆକ୍ଟର ‘ନାନା ପାଟେକର’ଙ୍କ ପରଲୋକ

  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

  • ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା

  • କବିତାଙ୍କ ନିଷ୍ଠା ଅନ୍ୟମାନଙ୍କ ପାଇଁ ...

  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

  • ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର, ବଢିଲା ...

  • ଆସିଲା ନୂଆ ନିୟମ, ଆଧାର କାର୍ଡରେ ବନାନ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଅର୍ଥନୈତିକ ଓ ବ୍ୟାବସାୟିକ ମାନଦଣ୍ଡ ଆଧାରରେ ଚୀନ୍‌ଠାରୁ ଭାରତ ୧୬.୫ ବର୍ଷ ପଛୁଆ

ଅର୍ଥନୈତିକ ଓ ବ୍ୟାବସାୟିକ ମାନଦଣ୍ଡ ଆଧାରରେ ଚୀନ୍‌ଠାରୁ ଭାରତ ୧୬.୫ ବର୍ଷ ପଛୁଆ

2023-09-05 10:40:50
14866
Share:
Facebook
Twitter
E-Mail
WhatsApp
Telegram
ଅର୍ଥନୈତିକ ଓ ବ୍ୟାବସାୟିକ ମାନଦଣ୍ଡ ଆଧାରରେ ଚୀନ୍‌ଠାରୁ ଭାରତ ୧୬.୫ ବର୍ଷ ପଛୁଆ

ନୂଆଦିଲ୍ଲୀ : ବିଭିନ୍ନ ଅର୍ଥନୈତିକ ଓ ବ୍ୟାବସାୟିକ ମାନଦଣ୍ଡ ଆଧାରରେ ଚୀନ୍‌ଠାରୁ ଭାରତ ୧୬.୫ ବର୍ଷ ପଛୁଆ ଥିବା ବର୍ଣ୍ଣଷ୍ଟିନ୍‌ ରିସର୍ଚ୍ଚ ରିପୋର୍ଟରେ କୁହାଯାଇଛି। ପେଟେଣ୍ଟ୍‌, ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ), ବୈଦେଶିକ ମୁଦ୍ରା ଭଣ୍ଡାର, ମୋଟ ଘରୋଇ ଉତ୍ପାଦ ଓ ରପ୍ତାନି ଭଳି କେତେକ ଗୁରୁତ୍ବପୂର୍ଣ୍ଣ ମାନଦଣ୍ଡକୁ ଆଧାର କରି ବର୍ଣ୍ଣଷ୍ଟିନ୍ ପକ୍ଷରୁ ଭାରତ ଓ ଚୀନ୍ ମଧ୍ୟରେ ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରାଯାଇଛି। ପେଟେଣ୍ଟ୍‌ରେ ଚୀନ୍‌ଠାରୁ ଭାରତ ୨୧ ବର୍ଷ ପଛୁଆ ଥିବା ବେଳେ ଏଫ୍‌ଡିଆଇରେ ୨୦ ବର୍ଷ, ବୈଦେଶିକ ମୁଦ୍ରା ଭଣ୍ଡାରରେ ୧୯ ବର୍ଷ ଏବଂ ରପ୍ତାନିରେ ୧୭ ବର୍ଷ ପଛୁଆ ରହିଛି। ଜିଡିପି ଓ ମୁଣ୍ଡପିଛା ଆୟ ଦୃଷ୍ଟିରୁ ଚୀନ୍‌ଠାରୁ ଭାରତ ୧୫ ବର୍ଷ ପଛୁଆ ଥିବା ବେଳେ ଉପଯୋଗିତା ବ୍ୟୟରେ ୧୩ ବର୍ଷ ଏବଂ ମୋଟ ସ୍ଥାୟୀ ପୁଞ୍ଜି ସୃଷ୍ଟିରେ ୧୬ ବର୍ଷ ପଛୁଆ ରହିଛି। 

ଭାରତୀୟ ରିଜର୍ଭ ବ୍ୟାଙ୍କ, ଚୀନ୍‌ର କେନ୍ଦ୍ରୀୟ ବ୍ୟାଙ୍କ, ଭାରତର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ, ବିଶ୍ବବ୍ୟାଙ୍କ ଓ ବିଶ୍ବ ବୌଦ୍ଧିକ ସମ୍ପତ୍ତି ସଂଗଠନ ଭଳି ସଂସ୍ଥାର ତଥ୍ୟ ଆଧାରରେ ଏହି ରିପୋର୍ଟକୁ ତିଆରି କରାଯାଇଛି। ରିପୋର୍ଟ ଅନୁସାରେ ଦଶନ୍ଧି ପୂର୍ବେ ବିଶ୍ବର ବିତ୍ତଶାଳୀ ରାଷ୍ଟ୍ର ତାଲିକାର ୧୧ତମ ସ୍ଥାନରେ ଥିବା ଭାରତ ଏବେ ପଞ୍ଚମ ସ୍ଥାନରେ ପହଞ୍ଚିଛି। ଗତବର୍ଷ ପଞ୍ଚମ ସ୍ଥାନରୁ ବ୍ରିଟେନ୍‌କୁ ଭାରତ ପଦଚ୍ୟୁତ କରିଥିଲା। ଭାରତର ଜିଡିପି ପରିମାଣ ୩.୫୩ ଲକ୍ଷ କୋଟି ଡଲାର ଥିବା ବେଳେ ବ୍ରିଟେନ୍ ତା’ ପଛକୁ ୩.୩୮ ଲକ୍ଷ କୋଟି ଡଲାର ସହ ଷଷ୍ଠ ସ୍ଥାନରେ ରହିଛି। ୨୦୩୦ ସୁଦ୍ଧା ଏକ ୧୦ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ ହେବା ଲାଗି ଭାରତ ଅଭିଳାଷ ରଖିଛି। ଚୀନ୍‌ର ଅଭିବୃଦ୍ଧି ହ୍ରାସ ପାଇଥିବାରୁ ଦ୍ରୁତ ଗତିରେ ଆଗକୁ ଦୌଡ଼ି ଦୁଇ ଦେଶ ଭିତରେ ଥିବା ଅନ୍ତର ଦୂର କରିବା ଲାଗି ଭାରତ ପାଖରେ ସୁଯୋଗ ରହିଛି। ଆମେରିକା ଓ ଚୀନ୍ ମଧ୍ୟରେ ରହିଥିବା ଉତ୍ତେଜନା ମଧ୍ୟ ଭାରତ ପାଇଁ ଭିନ୍ନ ପ୍ରକାର ସୁଯୋଗ ସୃଷ୍ଟି କରିଛି। ଭାରତରେ ପାଖରେ ଯୁବ ଶ୍ରମ ଶକ୍ତି ଥିବା ବେଳେ ଚୀନ୍‌ଠାରୁ କମ୍ ଦାମ୍‌ରେ ସେମାନେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି। ମାତ୍ର ଚୀନ୍‌ରେ କର୍ମଚାରୀ ପିଛା ଉତ୍ପାଦକତା ଭାରତଠାରୁ ଅଧିକ ରହିଛି। ବହୁ ପ୍ରକାର ସାମଗ୍ରୀକୁ ବିପୁଳ ମାତ୍ରାରେ ଉତ୍ପାଦନ କରିବା କାରଣରୁ ଚୀନ୍ ବିଶ୍ବର ମାନୁଫାକ୍‌ଚରିଂ ହବ୍‌ ହୋଇପାରିଛି। ଅଧିକ ଉତ୍ପାଦନ କରୁଥିବାରୁ ଏହା କମ୍ ଦାମ୍‌ରେ ସେଗୁଡ଼ିକୁ ବିକ୍ରି କରିପାରୁଛି। ଦାମ୍‌ କମ୍ ରହୁଥିବାରୁ ବିଶ୍ବ ବଜାର ଉପରେ ଚୀନ୍‌ର ଆଧିପତ୍ୟ ରହିଛି।

Powered by Froala Editor

Tags China and india

Related articles Odisha News Lens 4.1

  • ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା
    ଦେଶ-ଦେଶାନ୍ତର

    ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା

    15230
    Oct 08, 2026
  • ପରଲୋକରେ ଅଭିନେତା ନାନା ପାଟେକର
    ଦେଶ-ଦେଶାନ୍ତର

    ପରଲୋକରେ ଅଭିନେତା ନାନା ପାଟେକର

    14946
    Oct 08, 2026
  • ଆସିଲା ନୂଆ ନିୟମ, ଆଧାର କାର୍ଡରେ ବନାନ ଭୁଲ୍ କିମ୍ବା ବିବାହ ପରେ ସାଙ୍ଗିଆ ବଦଳାଇବାକୁ ...
    ଦେଶ-ଦେଶାନ୍ତର

    ଆସିଲା ନୂଆ ନିୟମ, ଆଧାର କାର୍ଡରେ ବନାନ ଭୁଲ୍ କିମ୍ବା ବିବାହ ପରେ ସାଙ୍ଗିଆ ବଦଳାଇବାକୁ ...

    14914
    Oct 08, 2026
  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି
    ବାଣିଜ୍ୟ

    ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    14575
    Oct 08, 2026
  • ଭେଟେରାନ ଆକ୍ଟର ‘ନାନା ପାଟେକର’ଙ୍କ ପରଲୋକ
    ମନୋରଞ୍ଜନ

    ଭେଟେରାନ ଆକ୍ଟର ‘ନାନା ପାଟେକର’ଙ୍କ ପରଲୋକ

    14398
    Oct 08, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ
    ବାଣିଜ୍ୟ

    ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15286
    Oct 08, 2026
  • ଚେକିଂ  ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ଯାତ୍ରୀ
    ଦେଶ-ଦେଶାନ୍ତର

    ଚେକିଂ ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ଯାତ୍ରୀ

    13655
    Oct 08, 2026
  • ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର କେନ୍ସୋ ସୋଆଇଙ୍କୁ ନୋବେଲ୍ ପୁରସ୍କାର
    ଦେଶ-ଦେଶାନ୍ତର

    ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର କେନ୍ସୋ ସୋଆଇଙ୍କୁ ନୋବେଲ୍ ପୁରସ୍କାର

    14839
    Oct 08, 2026
  • ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର, ବଢିଲା ମଜୁରୀ
    ଦେଶ-ଦେଶାନ୍ତର

    ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର, ବଢିଲା ମଜୁରୀ

    15279
    Oct 08, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର କେନ୍ସୋ ସୋଆଇଙ୍କୁ ନୋବେଲ୍ ପୁରସ୍କାର

    14839
    Oct 08, 2026
  • ମନୋରଞ୍ଜନ

    ଭେଟେରାନ ଆକ୍ଟର ‘ନାନା ପାଟେକର’ଙ୍କ ପରଲୋକ

    14398
    Oct 08, 2026
  • ଦେଶ-ଦେଶାନ୍ତର

    କବିତାଙ୍କ ନିଷ୍ଠା ଅନ୍ୟମାନଙ୍କ ପାଇଁ ପ୍ରେରଣା, ଶାଢ଼ି ପିନ୍ଧି ୧,୬୦୦ ମିଟର ଦୌଡ଼ିଲେ

    14964
    Oct 08, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17161
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17854
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17811
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18228
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14416
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14524
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15535
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14208
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15945
    Sep 23, 2026

ବାଣିଜ୍ୟ

ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

ଡଲାର ତୁଳନାରେ ଟଙ୍କାର ବିନିମୟ ଦୁର୍ବଳ ହୋଇଚାଲିଛି । ଟଙ୍କା ମୂଲ୍ୟ ୯୭ ସ୍ତର ଛୁଇଁଛି । କାରବାର ସମୟରେ ବୁଧବାର ଟଙ୍କାର ମୂଲ୍ୟ ୯୭.୧୫୧ ସ୍ତର ଛୁଇଁଥିଲା । ଦିନ ମଧ୍ୟରେ ଟଙ୍କା ପ୍ରଥମେ ୯୬.୮୩ ସ୍ତରକୁ ଖସିଥିଲା । ଫଳରେ ଟଙ୍କା ଏସିଆର ସବୁଠାରୁ ଦୁର୍ବଳ ପ୍ରଦର୍ଶନକାରୀ ମୁଦ୍ରା ପାଲଟିଛି । କାରବାର ଶେଷ ବେଳକୁ ଟଙ୍କା ...

  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    14575
    Oct 08, 2026
  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

    15297
    Oct 06, 2026
  • ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

    14013
    Oct 03, 2026
  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

    15393
    Oct 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର କେନ୍ସୋ ସୋଆଇଙ୍କୁ ନୋବେଲ୍ ପୁରସ୍କାର

    14839
    Oct 08, 2026
  • ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର, ବଢିଲା ମଜୁରୀ

    15279
    Oct 08, 2026
  • ଚେକିଂ ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ଯାତ୍ରୀ

    13655
    Oct 08, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In