Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, May 14, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭାରତୀୟ ଜୀବନ ବୀମା ନିଗମର ବଡ଼ ଘୋଷଣା, ...

  • ସୀମାରେ ସ୍ଥିତି ସମୀକ୍ଷା କଲେ ରାଜନାଥ

  • ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ

  • ଲଶ୍କର-ଏ-ତଇବା ସଂଗଠନର ୩ ଆତଙ୍କୀ ନିପାତ

  • ଏସବୁ ଖାଦ୍ୟରେ ମିଶାନ୍ତୁ ନାହିଁ ଲୁଣ

  • ସାମ୍ବାରେ ପୁଣି ଦେଖାଗଲା ଡ୍ରୋନ୍

  • ଅପରେସନ ସିନ୍ଦୂର ଏକ ନୂଆ ଅଧ୍ୟାୟ ଯୋଡିଛି

  • ଆମର ମିଶନ ସ୍ପଷ୍ଟ : ପାକିସ୍ତାନ ସେନା କି ...

  • ପାକିସ୍ତାନର ସବୁ ଅସ୍ତ୍ର ନଷ୍ଟ କରିଛି ...

  • ଏକ ଯୁଗର ଅବସାନ : ରୋହିତଙ୍କ ପରେ ଅବସର ...

ମନୋରଞ୍ଜନ
Home ›› ମନୋରଞ୍ଜନ ››ଇଟାଲୀରେ ବିଳାସପୂର୍ଣ୍ଣ ଭିଲ୍ଲାକୁ ୪୦ ଲକ୍ଷରେ ଭଡ଼ା ଲଗାଇଲେ ପ୍ରଭାସ

ଇଟାଲୀରେ ବିଳାସପୂର୍ଣ୍ଣ ଭିଲ୍ଲାକୁ ୪୦ ଲକ୍ଷରେ ଭଡ଼ା ଲଗାଇଲେ ପ୍ରଭାସ

2023-06-24 16:57:59
16244
Share:
Facebook
Twitter
E-Mail
WhatsApp
Telegram
ଇଟାଲୀରେ ବିଳାସପୂର୍ଣ୍ଣ ଭିଲ୍ଲାକୁ ୪୦ ଲକ୍ଷରେ ଭଡ଼ା ଲଗାଇଲେ ପ୍ରଭାସ

ଯେବେଠୁ ଆଦିପୁରୁଷ ରିଲିଜ ହୋଇଛି ବିବାଦ ପରେ ବିବାଦ ଦେଖା ଦେଇଛି । ରାମଙ୍କ ଭୂମିକାରେ ଅଛନ୍ତି ସାଉଥ ସୁପରଷ୍ଟାର ପ୍ରଭାସ । ତାସତ୍ତ୍ୱେ ବି ଫିଲ୍ମର ଡାଏଲଗ ଓ ଭିଏଫ୍‌ଏକ୍ସକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏତେ କଣ୍ଟ୍ରୋଭର୍ସି ଭିତରେ ଫିଲ୍ମର ଅଭିନେତା ମାନେ କୌଣସି ମତ ଦେବାକୁ ମନା କରିଦେଇଛନ୍ତି । ତେବେ ପ୍ରଭାସଙ୍କ ବିଷୟରେ ଆଉ କିଛି କଥା ଶୁଣିବାକୁ ମିଳିଛି । 

ପ୍ରଭାସ ତାଙ୍କ ଇଟାଲୀ ଘରକୁ ଭଡାରେ ଦେଇଛନ୍ତି। ଏହି ଖବର ଶୁଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ପ୍ରଭାସଙ୍କର ଇଟାଲୀରେ ଏକ ବିଳାସପୂର୍ଣ୍ଣ ଭିଲ୍ଲା ଅଛି, ଯାହାକୁ ସେ ଭଡାରେ ଲଗେଇଛନ୍ତି। ରିପୋର୍ଟରେ ଦର୍ଶାଯାଇଛି ଯେ 'ଆଦିପୁରୁଷ' ତାରକା ପ୍ରଭାସ ତାଙ୍କର ବିଳାସପୂର୍ଣ୍ଣ ଭିଲ୍ଲାକୁ ମାସିକ ୪୦ ଲକ୍ଷ ଟଙ୍କା ଭଡାରେ ଲଗେଇଛନ୍ତି। 

ସୂଚନାଥାଉଯେ ପ୍ରଭାସ ଭାରତର ସର୍ବାଧିକ ପାରିଶ୍ରମିକ ପାଉଥିବା କଳାକାରମାନଙ୍କ ମଧ୍ୟରୁ ଅନ୍ୟତମ। ବାହୁବଲୀର ପ୍ରଥମ ଓ ଦ୍ୱିତୀୟ ଭାଗ ପରେ, ସାହୋ, ରାଧେ ଶ୍ୟାମ ଏବଂ ଆଦିପୁରୁଷ ସମେତ ପ୍ରଭାସଙ୍କ ତିନୋଟି ଚଳଚ୍ଚିତ୍ର ଆସିଛି। ସାହୋ ଏବଂ ରାଧେଶ୍ୟାମ ବକ୍ସ ଅଫିସ୍‌ରେ ଫ୍ଲପ୍ ହୋଇଥିବା ପ୍ରମାଣିତ ହୋଇଥିବାବେଳେ ବର୍ତ୍ତମାନ ଆଦିପୁରୁଷ ବିବାଦରେ ଛନ୍ଦି ହୋଇପଡିଛି।

Powered by Froala Editor

Tags italy

Related articles Odisha News Lens 4.1

  • ଆମର ମିଶନ ସ୍ପଷ୍ଟ : ପାକିସ୍ତାନ ସେନା କି ନାଗରିକ ନୁହେଁ, ଟାର୍ଗେଟରେ ଆତଙ୍କୀ
    ଦେଶ-ଦେଶାନ୍ତର

    ଆମର ମିଶନ ସ୍ପଷ୍ଟ : ପାକିସ୍ତାନ ସେନା କି ନାଗରିକ ନୁହେଁ, ଟାର୍ଗେଟରେ ଆତଙ୍କୀ

    13964
    May 12, 2025
  • ପାକିସ୍ତାନର ସବୁ ଅସ୍ତ୍ର ନଷ୍ଟ କରିଛି ଭାରତ
    ଦେଶ-ଦେଶାନ୍ତର

    ପାକିସ୍ତାନର ସବୁ ଅସ୍ତ୍ର ନଷ୍ଟ କରିଛି ଭାରତ

    14394
    May 12, 2025
  • ଏସବୁ ଖାଦ୍ୟରେ ମିଶାନ୍ତୁ ନାହିଁ ଲୁଣ
    ବିଶେଷ

    ଏସବୁ ଖାଦ୍ୟରେ ମିଶାନ୍ତୁ ନାହିଁ ଲୁଣ

    13699
    May 13, 2025
  • ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ
    ଦେଶ-ଦେଶାନ୍ତର

    ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ

    13610
    May 13, 2025
  • ଲଶ୍କର-ଏ-ତଇବା ସଂଗଠନର ୩ ଆତଙ୍କୀ ନିପାତ
    ଦେଶ-ଦେଶାନ୍ତର

    ଲଶ୍କର-ଏ-ତଇବା ସଂଗଠନର ୩ ଆତଙ୍କୀ ନିପାତ

    13984
    May 13, 2025
  • ସୀମାରେ ସ୍ଥିତି ସମୀକ୍ଷା କଲେ ରାଜନାଥ
    ଦେଶ-ଦେଶାନ୍ତର

    ସୀମାରେ ସ୍ଥିତି ସମୀକ୍ଷା କଲେ ରାଜନାଥ

    15312
    May 13, 2025
  • ଅପରେସନ ସିନ୍ଦୂର ଏକ ନୂଆ ଅଧ୍ୟାୟ ଯୋଡିଛି
    ଦେଶ-ଦେଶାନ୍ତର

    ଅପରେସନ ସିନ୍ଦୂର ଏକ ନୂଆ ଅଧ୍ୟାୟ ଯୋଡିଛି

    15588
    May 12, 2025
  • ସାମ୍ବାରେ ପୁଣି ଦେଖାଗଲା ଡ୍ରୋନ୍
    ଦେଶ-ଦେଶାନ୍ତର

    ସାମ୍ବାରେ ପୁଣି ଦେଖାଗଲା ଡ୍ରୋନ୍

    15607
    May 12, 2025
  • ଭାରତୀୟ ଜୀବନ ବୀମା ନିଗମର ବଡ଼ ଘୋଷଣା, ଜାଣନ୍ତୁ କଣ?
    ଦେଶ-ଦେଶାନ୍ତର

    ଭାରତୀୟ ଜୀବନ ବୀମା ନିଗମର ବଡ଼ ଘୋଷଣା, ଜାଣନ୍ତୁ କଣ?

    14365
    May 13, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ

    13610
    May 13, 2025
  • ଦେଶ-ଦେଶାନ୍ତର

    ଆମର ମିଶନ ସ୍ପଷ୍ଟ : ପାକିସ୍ତାନ ସେନା କି ନାଗରିକ ନୁହେଁ, ଟାର୍ଗେଟରେ ଆତଙ୍କୀ

    13964
    May 12, 2025
  • ଦେଶ-ଦେଶାନ୍ତର

    ଭାରତୀୟ ଜୀବନ ବୀମା ନିଗମର ବଡ଼ ଘୋଷଣା, ଜାଣନ୍ତୁ କଣ?

    14365
    May 13, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16597
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16883
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15436
    Apr 03, 2021

ବିଶେଷ

  • ଏସବୁ ଖାଦ୍ୟରେ ମିଶାନ୍ତୁ ନାହିଁ ଲୁଣ

    13699
    May 13, 2025
  • କଲରା ସହ ଏସବୁ ଖାଇବା ମନା

    14753
    May 12, 2025
  • ସ୍କିନ୍‌ଟ୍ୟାନ୍‌ରୁ ରକ୍ଷାପାଇବାକୁ ହେଲେ କରନ୍ତୁ ଏହା...

    15845
    May 12, 2025
  • ତରଭୁଜ ଖାଇବା ପରେ ଏସବୁ ଖାଇବା ମନା

    15578
    May 10, 2025
  • ସପୁରୀ ରସ ଆଖି ପାଇଁ ବେଶ ଲାଭଦାୟକ

    15491
    May 10, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16260
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13976
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14769
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15297
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ

    13610
    May 13, 2025
  • ଭାରତୀୟ ଜୀବନ ବୀମା ନିଗମର ବଡ଼ ଘୋଷଣା, ଜାଣନ୍ତୁ କଣ?

    14365
    May 13, 2025
  • ଆମର ମିଶନ ସ୍ପଷ୍ଟ : ପାକିସ୍ତାନ ସେନା କି ନାଗରିକ ନୁହେଁ, ଟାର୍ଗେଟରେ ଆତଙ୍କୀ

    13964
    May 12, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In