Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, December 02, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୩ ହଜାର ୪୦ ଟଙ୍କା ବୃଦ୍ଧି ପାଇଲା ସୁନା ଦର

  • ରଜନୀକାନ୍ତଙ୍କୁ ଜୀବନ ବ୍ୟାପୀ ସାଧନା ...

  • କୁହୁଡି ପାଇଁ ୩ ମାସ ବନ୍ଦ ରହିବ ଟ୍ରେନ

  • ପଲାଶଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ...

  • ପିତା ହେବାକୁ ଯାଉଛନ୍ତି ରଣଦୀପ୍‌

  • ସମ୍ମାନିତ ହେବେ ୧୬ଜଣ ଆଇକନ୍‌: ଏସଏସ୍‌ଆଇ ...

  • ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ, ୪ ମୃତ

  • ୧୨୮ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ...

  • ରକ୍ ସଲ୍ଟ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ

  • ଭଦ୍ରକରେ ବିଜେଡିକୁ ଝଟକା, ଇସ୍ତଫା ଦେଲେ ୩ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଫୋନ ପାଇଁ ଡ୍ୟାମରୁ ପାଣି ବାହାର କରିବାକୁ ଅନୁମତି ଦେଇଥିଲେ, ବାବୁଙ୍କୁ ଦରମାରୁ କଟାଯିବ ୫୩ ହଜାର ଫାଇନ୍‌

ଫୋନ ପାଇଁ ଡ୍ୟାମରୁ ପାଣି ବାହାର କରିବାକୁ ଅନୁମତି ଦେଇଥିଲେ, ବାବୁଙ୍କୁ ଦରମାରୁ କଟାଯିବ ୫୩ ହଜାର ଫାଇନ୍‌

2023-05-30 17:48:43
14456
Share:
Facebook
Twitter
E-Mail
WhatsApp
Telegram
ଫୋନ ପାଇଁ ଡ୍ୟାମରୁ ପାଣି ବାହାର କରିବାକୁ ଅନୁମତି ଦେଇଥିଲେ, ବାବୁଙ୍କୁ ଦରମାରୁ କଟାଯିବ ୫୩ ହଜାର ଫାଇନ୍‌

ନିଜର ଫୋନ ପାଇଁ ଗୋଟିଏ ଡ୍ୟାମ୍‌ରୁ ୪୨ ଲକ୍ଷ ଲିଟର ପାଣିକୁ କାଢ଼ି ନିଲମ୍ବିତ ହୋଇଥିଲେ ଫୁଡ ଇନସପେକ୍ଟର। ନିଲମ୍ବନ ହୋଇଥିବା ଫୁଡ ଇନସପେକ୍ଟରଙ୍କ ନାମ ରାଜେଶ ବିଶ୍ବାସ। ତେବେ ଫୁଡ ଇନସପେକ୍ଟରଙ୍କୁ ଡ୍ୟାମରୁ ଫୋନ ପାଇଁ ପାଣି ଖାଲି କରିବାକୁ ଅନୁମତି ଦେଇଥିବା ବାବୁଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ବଡ଼ ଅଫିସରଙ୍କ ଉପରେ ସରକାର ୫୩ ହଜାର ଟଙ୍କାର ଜୋରିମାନା ଲାଗୁ କରିଛନ୍ତି।

ଇନ୍ଦିରାବତୀ ପ୍ରୋଜେକ୍ଟର ସୁପରିନଟେଡେଣ୍ଟ ଇଞ୍ଜିନିୟର ମେ’ ୨୬ରେ ସବ ଡିଭିଜନାଲ ଅଫିସର ଆରକେ ଧିବାରଙ୍କୁ ଚିଠି ଲେଖି ନଷ୍ଟ ହୋଇଥିବା ପାଣି ବାବଦ ଅର୍ଥ ତାଙ୍କୁ ଦରମାରୁ କଟା ଯିବ ବୋଲି କହିଛନ୍ତି।

ତେବେ ଏହି ଖବର ପ୍ରଘଟ ହେବା ପରେ ରାଜେଶ ବିଶ୍ବାସ ପ୍ରତିକ୍ରିୟା ଦେଇ କହିଥିଲେ କି, ‘ମୋ ପାଖରେ ଆଇଫୋନ ନୁହେଁ, ସାମସଙ୍ଗ ଏସ୨୩ ଅଛି। ଯାହାର ମୂଲ୍ୟ ୯୩ହଜାର ଟଙ୍କା ପାଖାପାଖି ହେବ। ପ୍ରତ୍ୟେକଙ୍କ ପାଇଁ ମୋବାଇଲ ଜରୁରୀ ହୋଇଗଲାଣି। ଅନେକ ଲୋକ ମୋବାଇଲରେ ଜରୁରୀ ଦସ୍ତାବସି ବି ରଖିଥାଆନ୍ତି। ଯାହାକି ମୋ ଫୋନରେ ବି ଥିଲା। ମୁଁ ଦାମିକା ଫୋନ ପାଇଁ ନୁହେଁ ଫୋନରେ ଥିବା ଜରୁରୀ ଦସ୍ତାବିଜ ପାଇଁ ଏହି ପଦକ୍ଷେପ ନେଇଥିଲି।

ଫୋନଟି ଡ୍ୟାମ ଷ୍ଟିଲିଂ ବେସିନରେ ପଡ଼ିଥିବା ବେଳେ ଏଠାରେ ୧୫ ଫୁଟର ପାଣି ରହିଥିଲା। ପ୍ରଥମେ ସ୍ଥାନୀୟ ବୁଡ଼ାଳିମାନେ ଏହାକୁ ଠାବ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେମାନେ ଫେଲ ମାରିବାରୁ ୩୦ ଏଚ୍‌ପିର ଦୁଇଟି ପମ୍ପ ଲଗାଇ ଡ୍ୟାମ୍‌ରୁ ଫୋନ ପାଣି କଢ଼ାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୩ ଦିନ ଧରି ମୋଟ ୪୨ ଲକ୍ଷ ଲିଟର ପାଣିକୁ ଡ୍ୟାମରୁ ନିଷ୍କାସିତ କରାଯାଇଥିଲା।

ଏଥିରେ ସରକାରୀ ଦସ୍ତାବିଜ ସବୁ ରହିଥିବାରୁ ସେ ପାଣିକୁ ଶୁଖାଇ ଏହାକୁ ଠାବ କରିବାକୁ ଚେଷ୍ଟା କରିଥିଲେ। ଏନେଇ ସେ ଏସ୍‌ଡିଓଙ୍କୁ ଫୋନ କରି ପାଣି କାଢ଼ିବା ପାଇଁ ଅନୁମତି ମାଗିଥିଲି। ସେ ମଧ୍ୟ ଫୋନରେ ଏନେଇ ଅନୁମତି ଦେଇଥିଲେ। ୩ରୁ ୪ ଫୁଟ ପାଣି ସ୍ଥାନୀୟ କେନାଲକୁ ଗଲେ କୌଣସି ଅସୁବିଧା ନାହିଁ ଓ ଏହା ଦ୍ୱାରା ଚାଷୀମାନେ ଅଧିକ ପାଣି ପାଇ ପାରିବେ ବୋଲି ଏସ୍‌ଡିଓ ତାଙ୍କୁ କହିଥିଲେ।

ତେବେ ଇନ୍ଦିରାବତୀ ପ୍ରୋଜେକ୍ଟର ସୁପରିନଟେଡେଣ୍ଟ ଇଞ୍ଜିନିୟର ସବ ଡିଭିଜନାଲ ଅଫିସର ଆରକେ ଧିବାରଙ୍କୁ ନଷ୍ଟ ହୋଇଥିବା ପାଣି ବାବଦ ଅର୍ଥ ତାଙ୍କୁ ଦରମାରୁ କଟା ଯିବ ବୋଲି କହିଛନ୍ତି। ଏହି ପାଣିରେ ୧୫ଶହ ଏକର ଜମିରେ ଜଳ ସେଚନ ହୋଇପାରି ଥାଆନ୍ତା। ହେଲେ ସରକାରୀ ବାବୁ ଜଣଙ୍କ ନିଜର ଫୋନ ପାଇଁ ଏତେ ପରିମାଣର ପାଣିକୁ ନଷ୍ଟ କରି ଦେଇଥିଲେ।

Powered by Froala Editor

Tags phone

Related articles Odisha News Lens 4.1

  • ଭଦ୍ରକରେ ବିଜେଡିକୁ ଝଟକା, ଇସ୍ତଫା ଦେଲେ ୩ ବ୍ଲକ ଅଧ୍ୟକ୍ଷ
    ରାଜନୀତି

    ଭଦ୍ରକରେ ବିଜେଡିକୁ ଝଟକା, ଇସ୍ତଫା ଦେଲେ ୩ ବ୍ଲକ ଅଧ୍ୟକ୍ଷ

    15196
    Nov 29, 2025
  • ସମ୍ମାନିତ ହେବେ ୧୬ଜଣ ଆଇକନ୍‌: ଏସଏସ୍‌ଆଇ ଭୁବନେଶ୍ୱରରେ ପାଳନ କରୁଛି ଜାତୀୟ କ୍ରୀଡା ...
    ଖେଳ ଖବର

    ସମ୍ମାନିତ ହେବେ ୧୬ଜଣ ଆଇକନ୍‌: ଏସଏସ୍‌ଆଇ ଭୁବନେଶ୍ୱରରେ ପାଳନ କରୁଛି ଜାତୀୟ କ୍ରୀଡା ...

    15773
    Nov 30, 2025
  • କୁହୁଡି ପାଇଁ ୩ ମାସ ବନ୍ଦ ରହିବ ଟ୍ରେନ
    ଦେଶ-ଦେଶାନ୍ତର

    କୁହୁଡି ପାଇଁ ୩ ମାସ ବନ୍ଦ ରହିବ ଟ୍ରେନ

    13956
    Nov 30, 2025
  • ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ, ୪ ମୃତ
    ଦେଶ-ଦେଶାନ୍ତର

    ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ, ୪ ମୃତ

    14856
    Nov 30, 2025
  • ରଜନୀକାନ୍ତଙ୍କୁ ଜୀବନ ବ୍ୟାପୀ ସାଧନା ପୁରସ୍କାର
    ମନୋରଞ୍ଜନ

    ରଜନୀକାନ୍ତଙ୍କୁ ଜୀବନ ବ୍ୟାପୀ ସାଧନା ପୁରସ୍କାର

    13602
    Nov 30, 2025
  • ୧୨୮ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ଏହା କହିଲେ ...
    ଦେଶ-ଦେଶାନ୍ତର

    ୧୨୮ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ଏହା କହିଲେ ...

    14654
    Nov 30, 2025
  • ୩ ହଜାର ୪୦ ଟଙ୍କା ବୃଦ୍ଧି ପାଇଲା ସୁନା ଦର
    ଦେଶ-ଦେଶାନ୍ତର

    ୩ ହଜାର ୪୦ ଟଙ୍କା ବୃଦ୍ଧି ପାଇଲା ସୁନା ଦର

    13793
    Dec 02, 2025
  • ପଲାଶଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଦୁଇ କୋରିଓଗ୍ରାଫର
    ମନୋରଞ୍ଜନ

    ପଲାଶଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଦୁଇ କୋରିଓଗ୍ରାଫର

    15795
    Nov 30, 2025
  • ପିତା ହେବାକୁ ଯାଉଛନ୍ତି ରଣଦୀପ୍‌
    ମନୋରଞ୍ଜନ

    ପିତା ହେବାକୁ ଯାଉଛନ୍ତି ରଣଦୀପ୍‌

    14955
    Nov 30, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ, ୪ ମୃତ

    14856
    Nov 30, 2025
  • ଦେଶ-ଦେଶାନ୍ତର

    କୁହୁଡି ପାଇଁ ୩ ମାସ ବନ୍ଦ ରହିବ ଟ୍ରେନ

    13956
    Nov 30, 2025
  • ମନୋରଞ୍ଜନ

    ପିତା ହେବାକୁ ଯାଉଛନ୍ତି ରଣଦୀପ୍‌

    14955
    Nov 30, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16872
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16968
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17311
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15783
    Apr 03, 2021

ବିଶେଷ

  • ରକ୍ ସଲ୍ଟ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ

    15705
    Nov 30, 2025
  • ଭଜାବୁଟ ଚୋପାର ରହିଛି ବହୁତ ଚମତ୍କାରୀ ଗୁଣ ଜାଣନ୍ତୁ.....

    14662
    Nov 29, 2025
  • ଖାଲି ପେଟରେ ଗ୍ରହଣ କରନ୍ତୁନି ଏହିସବୁ ଖାଦ୍ୟ ଓ ପାନୀୟ

    14261
    Nov 28, 2025
  • ଗ୍ୟାଷ୍ଟିକରୁ କେମିତି ପାଇବେ ଉପଶମ

    14036
    Nov 26, 2025
  • ଘରେ ପ୍ରବଳ ମଶା ହେଉଥିଲେ, ଏହି ଉପାୟ ନିଶ୍ଚିନ୍ତ କରନ୍ତୁ.....

    15776
    Nov 25, 2025

ବାଣିଜ୍ୟ

ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ୟୁନିଟ୍‌ ଆଦିତ୍ୟ ଆଲୁମିନିୟମ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ ୟୁଏନ୍‌ ଗ୍ଲୋବାଲ କମ୍ପାକ୍ଟ ନେଟୱର୍କ ଇଣ୍ଡିଆ (ୟୁଏନ୍‌ଜିସିଏନ୍& ...

  • ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

    14866
    Nov 15, 2025
  • ଭାରତର ଉଦୀୟମାନ ଆର୍ଥିକ ଅଭିବୃଦ୍ଧି କାହାଣୀକୁ କବଜା କରିବା ପାଇଁ ବଜାଜ୍ ଫିନସର୍ଭ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଆରମ୍ଭ କରିଛି ଏହାର ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପାଣ୍ଠି

    14745
    Nov 10, 2025
  • ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

    14334
    Oct 30, 2025
  • ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

    13981
    Oct 27, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରଜନୀକାନ୍ତଙ୍କୁ ଜୀବନ ବ୍ୟାପୀ ସାଧନା ପୁରସ୍କାର

    13602
    Nov 30, 2025
  • ପଲାଶଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଦୁଇ କୋରିଓଗ୍ରାଫର

    15795
    Nov 30, 2025
  • ରକ୍ ସଲ୍ଟ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ

    15705
    Nov 30, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In