Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, July 17, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଟିଏମସିରୁ କୋଏଲ ମଲ୍ଲିକଙ୍କ ଇସ୍ତଫା

  • NEET-UG ପେପର୍ ଲିକ୍ ମାମଲାରେ ସିବିଆଇର ...

  • ଇରାନକୁ ଧମକ ଦେଇ ଏହା କହିଲେ ଟ୍ରମ୍ପ

  • ଆମିର ଖାନଙ୍କ ତୃତୀୟ ବିବାହକୁ ନେଇ ଫତୱା ...

  • ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ...

  • ସୋନମ୍‌ ଓ୍ୱାଙ୍ଗଚୁକଙ୍କ ପାଇଁ ଦିଲ୍ଲୀ ...

  • ଚାଲି ଚାଲି ଯାଉଥିବା ସମୟରେ ...

  • ଘୋଷଯାତ୍ରା ପାଇଁ ...

  • 'ତୁମ୍ବାଡ୍ ୨' ରିଲିଜ୍ ତାରିଖ ଘୋଷଣା

  • ବେଦାନ୍ତ ଆଲୁମିନିୟମର କୋଇଲା ଖଣି ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଫେରିପାରେ ‘ଏଲ୍‌ ନିନୋ’ : ରେକର୍ଡ କରିବ ହିଟୱେଭ

ଫେରିପାରେ ‘ଏଲ୍‌ ନିନୋ’ : ରେକର୍ଡ କରିବ ହିଟୱେଭ

2023-04-21 18:08:29
16028
Share:
Facebook
Twitter
E-Mail
WhatsApp
Telegram
ଫେରିପାରେ ‘ଏଲ୍‌ ନିନୋ’ : ରେକର୍ଡ କରିବ ହିଟୱେଭ

‘ଏଲ୍‌ ନିନୋ’ ଫେରୁଥିବାରୁ ୨୦୨୩, ୨୦୨୪ରେ ବିଶ୍ବର ସ୍ବାଭାବିକ ତାପମାତ୍ରାରେ ନୂଆ ରେକର୍ଡ ସୃଷ୍ଟି ହୋଇପାରେ। ‘ଜଳବାୟୁ ମଡେଲ୍‌’ ଅନୁସାରେ, ପ୍ରଶାନ୍ତ ମହାସାଗରରେ ‘ଲା ନିନା’ ପାଣିପାଗ ଢାଞ୍ଚା ୩ ବର୍ଷ ରହିବା ପରେ ଏବେ ସେଠାକୁ ‘ଏଲ୍‌ ନିନୋ’ ଫେରୁଛି। ତେଣୁ, ବିଶ୍ବ ତାପମାତ୍ରା ବୃଦ୍ଧି ପାଇବ।

‘ୟୁରୋପୀୟ ୟୁନିୟନ୍‌’ର ‘କୋପର୍‌ନିକସ୍‌ କ୍ଲାଇମେଟ୍‌ ଚେଞ୍ଜ୍‌ ସର୍ଭିସ୍‌’ର ନିର୍ଦେଶକ କାର୍ଲୋ ବ୍ୟୁଓନ୍‌ଟେମ୍ପୋ କହିଛନ୍ତି, ସାଧାରଣତଃ, ବିଶ୍ବସ୍ତରରେ ରେକର୍ଡ ଭାଙ୍ଗିବା ଭଳି ତାପମାତ୍ରା ସହିତ ‘ଏଲ୍‌ ନିନୋ’ ସମ୍ପୃକ୍ତ ଥାଏ। କିନ୍ତୁ, ‘ଏଲ୍‌ ନିନୋ’ର ପ୍ରଭାବ ୨୦୨୩ କିଂବା ୨୦୨୪ରେ ଅନୁଭୂତ ହେବ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏହାର ପ୍ରଭାବ ପଡ଼ିବା ପ୍ରାୟ ୫୦%ରୁ ଅଧିକ ସୁନିଶ୍ଚିତ।

ପାଣିପାଗ ସଂଗଠନ(WMO) ୨୦୨୨ ବର୍ଷ ପାଇଁ ପ୍ରସ୍ତୁତ କରିଥିବା ରିପୋର୍ଟରେ ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତ ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ର କେମିତି ପ୍ରଭାବିତ ହୋଇଛନ୍ତି, ତା’ର ଚିତ୍ର ଉପସ୍ଥାପନ କରିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଉତ୍ତାପ ସୃଷ୍ଟି କରୁଥିବା ଗ୍ରୀନ୍ ହାଉସ୍ ଗ୍ୟାସର ରେକର୍ଡ ସ୍ତର ସମଗ୍ର ବିଶ୍ୱରେ ମରୁଡ଼ି, ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ବା ହିଟ୍‌ୱେଭ ସ୍ଥିତିକୁ ବୃଦ୍ଧି କରିଛି। ୨୦୨୨ ବର୍ଷରେ ହିଟୱେଭ ଯୋଗୁ ୟୁରୋପରେ ପ୍ରାୟ ୧୫,୭୦୦ ଲୋକଙ୍କ ମୃତ୍ୟୁ ଘଟିଛି।

Powered by Froala Editor

Tags heatwave

Related articles Odisha News Lens 4.1

  • NEET-UG ପେପର୍ ଲିକ୍ ମାମଲାରେ ସିବିଆଇର ଆଶ୍ଚର୍ଯ୍ୟଜନକ ଖୁଲାସା, ଜାଣନ୍ତୁ.....
    ଦେଶ-ଦେଶାନ୍ତର

    NEET-UG ପେପର୍ ଲିକ୍ ମାମଲାରେ ସିବିଆଇର ଆଶ୍ଚର୍ଯ୍ୟଜନକ ଖୁଲାସା, ଜାଣନ୍ତୁ.....

    15008
    Jul 16, 2026
  • ଇରାନକୁ ଧମକ ଦେଇ ଏହା କହିଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଇରାନକୁ ଧମକ ଦେଇ ଏହା କହିଲେ ଟ୍ରମ୍ପ

    15368
    Jul 16, 2026
  • ଚାଲି ଚାଲି ଯାଉଥିବା ସମୟରେ କାଉନସିଲରଙ୍କୁ ହୃଦଘାତ
    ଦେଶ-ଦେଶାନ୍ତର

    ଚାଲି ଚାଲି ଯାଉଥିବା ସମୟରେ କାଉନସିଲରଙ୍କୁ ହୃଦଘାତ

    15115
    Jul 16, 2026
  • ଆମିର ଖାନଙ୍କ ତୃତୀୟ ବିବାହକୁ ନେଇ ଫତୱା ଜାରି
    ମନୋରଞ୍ଜନ

    ଆମିର ଖାନଙ୍କ ତୃତୀୟ ବିବାହକୁ ନେଇ ଫତୱା ଜାରି

    14937
    Jul 16, 2026
  • 'ତୁମ୍ବାଡ୍ ୨' ରିଲିଜ୍ ତାରିଖ ଘୋଷଣା
    ମନୋରଞ୍ଜନ

    'ତୁମ୍ବାଡ୍ ୨' ରିଲିଜ୍ ତାରିଖ ଘୋଷଣା

    13910
    Jul 16, 2026
  •  ଟିଏମସିରୁ କୋଏଲ ମଲ୍ଲିକଙ୍କ ଇସ୍ତଫା
    ଦେଶ-ଦେଶାନ୍ତର

    ଟିଏମସିରୁ କୋଏଲ ମଲ୍ଲିକଙ୍କ ଇସ୍ତଫା

    13800
    Jul 16, 2026
  • ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଭାଇ ଶାଲିଗ୍ରାମ ଗର୍ଗ ଗିରଫ
    ଦେଶ-ଦେଶାନ୍ତର

    ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଭାଇ ଶାଲିଗ୍ରାମ ଗର୍ଗ ଗିରଫ

    13542
    Jul 16, 2026
  • ସୋନମ୍‌ ଓ୍ୱାଙ୍ଗଚୁକଙ୍କ ପାଇଁ ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ
    ଦେଶ-ଦେଶାନ୍ତର

    ସୋନମ୍‌ ଓ୍ୱାଙ୍ଗଚୁକଙ୍କ ପାଇଁ ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

    15117
    Jul 16, 2026
  • ଘୋଷଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତିଙ୍କ ଶୁଭକାମନା
    ଦେଶ-ଦେଶାନ୍ତର

    ଘୋଷଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତିଙ୍କ ଶୁଭକାମନା

    15078
    Jul 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଘୋଷଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତିଙ୍କ ଶୁଭକାମନା

    15078
    Jul 16, 2026
  • ଦେଶ-ଦେଶାନ୍ତର

    NEET-UG ପେପର୍ ଲିକ୍ ମାମଲାରେ ସିବିଆଇର ଆଶ୍ଚର୍ଯ୍ୟଜନକ ଖୁଲାସା, ଜାଣନ୍ତୁ.....

    15008
    Jul 16, 2026
  • ମନୋରଞ୍ଜନ

    ଆମିର ଖାନଙ୍କ ତୃତୀୟ ବିବାହକୁ ନେଇ ଫତୱା ଜାରି

    14937
    Jul 16, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16980
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17590
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17643
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18044
    Sep 06, 2023

ବିଶେଷ

  • ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ

    14062
    Jul 15, 2026
  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14635
    Jul 12, 2026
  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    14919
    Jul 10, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15668
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15775
    Jul 06, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମର କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରୁଛି

ମହିଳା ଏବଂ କିଶୋରୀମାନଙ୍କୁ ଋତୁସ୍ରାବ ଏବଂ ସ୍ୱଚ୍ଛତା ବିଷୟରେ ନିଜ ପସନ୍ଦ ଅନୁଯାୟୀ ପଦକ୍ଷେପ ନେବାକୁ ସକ୍ଷମ କରିଛି

ଭୁବନେଶ୍ୱର, ୧୪/୦୭/୨୦୨୬ : ସାରା ଭାରତରେ ମହିଳା ଏବଂ କିଶୋରୀମାନଙ୍କ ପାଇଁ ଋତୁସ ...

  • ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ନୁ୍ୟଟ୍ରିଲାଇଟ-ପାୱାର୍ଡ ଉଦ୍ଦିଦଜାତ ଉପାଦାନ ସହିତ ପ୍ରଚଳନ କଲା ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ ମଲ୍‌ଟି- ଡିଫେନ୍ସ ୟୁଭି ପ୍ରୋଟେକ୍ଟ

    15833
    Jul 14, 2026
  • ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ‘ୱେଲ୍‌ଥ ଆଣ୍ଡ ୱିଜଡମ୍‌’ କାର୍ଯ୍ୟକ୍ରମ ଆୟୋଜନ କଲା

    13781
    Jul 14, 2026
  • ମାସକରେ ୧୫ ହଜାର ଖସିଲାଣି ସୁନା

    14665
    Jul 01, 2026
  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15853
    Jun 30, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • NEET-UG ପେପର୍ ଲିକ୍ ମାମଲାରେ ସିବିଆଇର ଆଶ୍ଚର୍ଯ୍ୟଜନକ ଖୁଲାସା, ଜାଣନ୍ତୁ.....

    15008
    Jul 16, 2026
  • ଇରାନକୁ ଧମକ ଦେଇ ଏହା କହିଲେ ଟ୍ରମ୍ପ

    15368
    Jul 16, 2026
  • ଆମିର ଖାନଙ୍କ ତୃତୀୟ ବିବାହକୁ ନେଇ ଫତୱା ଜାରି

    14937
    Jul 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In