Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, November 07, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ...

  • ବିଜେପିକୁ ଏମିତି କହି ସମାଲୋଚନା କଲେ ...

  • ହରିୟାଣାର ଏକ ପଦଯାତ୍ରାରେ ସାମିଲ ହୋଇ ଏହି ...

  • ନୃଶଂସ ସାଜିଲା କ୍ୟାବ ଡ୍ରାଇଭର: ନିଜ ପତ୍ନୀ ...

  • ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ...

  • ଏହି ଚାରି ଦେଶର ପଣ୍ୟବାହୀ ଜାହାଜକୁ ...

  • ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା କୋଠା, ...

  • ଭାରତୀୟ ସେୟାର ବଜାରରେ ଉତ୍ସାହ, ସେନସେକ୍ସ ...

  • ମେଟା ଇଣ୍ଡିଆ ବିରୋଧରେ ମାମଲା ରୁଜୁ

  • ବର୍ଷକ ମଧ୍ୟରେ ଚିନି ଦର ୧୨ରୁ ୧୩ ଟଙ୍କା ...

ବିଶେଷ
Home ›› ବିଶେଷ ››ନିୟମିତ ଖାଆନ୍ତୁ ଆଲମଣ୍ଡ

ନିୟମିତ ଖାଆନ୍ତୁ ଆଲମଣ୍ଡ

2023-01-04 04:58:07
15056
Share:
Facebook
Twitter
E-Mail
WhatsApp
Telegram
ନିୟମିତ ଖାଆନ୍ତୁ ଆଲମଣ୍ଡ

ସାଧାରଣତଃ ଭାବରେ ଆଲମଣ୍ଡ ସମସ୍ତେ ଖାଇ ଥାଆନ୍ତି ଏବଂ ଏହା ସସମସ୍ତଙ୍କୁ ଭଲ ମଧ୍ୟ ଲାଗିଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଆଲମଣ୍ଡ ଖାଇବା ଦ୍ୱାରା ଶରୀରକୁ କ’ଣ ଲାଭ ମିଳିଥାଏ ? ମିନେରାଲ, ଭିଟାମିନ୍‌ ଏବଂ ଫାଇବରରେ ଭରପୁର ଥିବା ବାଦାମ ଦିନକୁ ୪-୫ଟି ଖାଇବା ଦ୍ୱାରା ରକ୍ତ ଶର୍କରା ,ହୃଦଜନିତ ରୋଗ ହେବାର ଆଶଙ୍କା କମ ହୋଇଥାଏ । ଏହା ସହ ଛୋଟ ପିଲାମାନେ ଏହାକୁ ଖାଇବା ଦ୍ୱାରା ସେମାନେ ଚାଲାକ ହେବା ସହ ଲୋକମାନଙ୍କର ମଧୁମେହ ରୋଗ ମଧ୍ୟ ନିୟନ୍ତ୍ରଣ ହୋଇ ରହିଥାଏ । ଆସନ୍ତୁ ଜାଣିବା ସବୁଦିନ ଆଲମଣ୍ଡ ଖାଇବା ଦ୍ୱାରା ଆପଣଙ୍କୁ କ’ଣ କ’ଣ ଲାଭ ମିଳିଥାଏ ।

୧.ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ ଥିବାରୁ ସବୁ ଦିନ ଏହାକୁ ଖାଇବା ଦ୍ୱାରା ଚିନ୍ତା ଦୂର ହୋଇଥାଏ । ଏହାକୁ ଖାଇବା ଦ୍ୱାରା ମସ୍ତିଷ୍କକୁ ଶାନ୍ତି ମିଳିବା ସହ ଆପଣ ସହଜରେ ଚାପଗ୍ରସ୍ତ ହୁଅନ୍ତି ନାହିଁ ।

୨.ଏହା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ । ଏଥିରେ ଫ୍ୟାଟ୍‌, ଫାଇବର,ପ୍ରୋଟିନ୍‌ ଏବଂ ମ୍ୟାଗ୍‌ନେସିୟମ ରହିଛି, ଯାହା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ । ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଶରୀରରେ ଇନ୍‌ସୁଲିନ୍‌ର ପରିମାଣ ନିୟନ୍ତ୍ରଣ ହୋଇ ରହିଥାଏ, ଯାହା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ ରଖିଥାଏ ।

୩.ସବୁଦିନ ଆଲ୍‌ମଣ୍ଡ ଖାଇବା ଦ୍ୱାରା ଶରୀରରେ ଆଲ୍‌ଫା-୧ଏଚ୍‌ଡ଼ିଏଲ୍‌ ସ୍ତର ବଢ଼ିଥାଏ, ଯାହା ଦ୍ୱାରା ଶରୀରରୁ କୋଲେଷ୍ଟ୍ରଲ ମାତ୍ରା କମିଥାଏ । କୋଲେଷ୍ଟ୍ରଲ କମିବା ଦ୍ୱାରା ଆପେ ଆପେ ହୃଦ୍‌ଘାତ ହେବାର ଆଶଙ୍କା ମଧ୍ୟ କମି ଥାଏ ।

୪.କଞ୍ଚା ଆଲମଣ୍ଡରେ ଫସ୍‌ଫରସ୍‌, ମ୍ୟଗ୍‌ନେସିୟମ ଏବଂ କ୍ୟାଲ୍‌ସିୟମ ଥାଏ, ଯାହା ହାଡ଼କୁ ମଜ୍‌ବୁତ୍‌ ରଖିବା ସହ ଦାନ୍ତକୁ ମଧ୍ୟ ମଜ୍‌ବୁତ୍‌ କରିଥାଏ । ପ୍ରତିଦିନ ଆଲମଣ୍ଡ ଖାଇବା ଦ୍ୱାରା ଶରୀରର ଶୁଷ୍କତା ଦୂର ହୋଇଥାଏ ।

୬. ଖାଦ୍ୟ ଖାଇବା ପରେ ଏହାକୁ ଖାଇବା ଦ୍ୱାରା ଏହା ଖାଦ୍ୟକୁ ହଜମ କରିଥାଏ, ଯାହା ଦ୍ୱାରା କୋଷ୍ଠକାଠିନ୍ୟା ସମସ୍ୟା ଦେଖା ଯାଇ ନଥାଏ ।

Powered by Froala Editor

Tags Almond

Related articles Odisha News Lens 4.1

  • ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା
    ବାଣିଜ୍ୟ

    ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା

    15166
    Nov 06, 2026
  • ନୃଶଂସ ସାଜିଲା କ୍ୟାବ ଡ୍ରାଇଭର: ନିଜ ପତ୍ନୀ ସହ ପରିବାରର 7 ଜଣଙ୍କୁ ଶିଳପୁଆରେ ଛେଚି କଲା ...
    ଦେଶ-ଦେଶାନ୍ତର

    ନୃଶଂସ ସାଜିଲା କ୍ୟାବ ଡ୍ରାଇଭର: ନିଜ ପତ୍ନୀ ସହ ପରିବାରର 7 ଜଣଙ୍କୁ ଶିଳପୁଆରେ ଛେଚି କଲା ...

    14745
    Nov 06, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର
    ବିଶେଷ

    ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    13671
    Nov 07, 2026
  • ମେଟା ଇଣ୍ଡିଆ ବିରୋଧରେ ମାମଲା ରୁଜୁ
    ଦେଶ-ଦେଶାନ୍ତର

    ମେଟା ଇଣ୍ଡିଆ ବିରୋଧରେ ମାମଲା ରୁଜୁ

    15675
    Nov 05, 2026
  • ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା କୋଠା, ୨ ମୃତ
    ଦେଶ-ଦେଶାନ୍ତର

    ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା କୋଠା, ୨ ମୃତ

    13798
    Nov 05, 2026
  • ହରିୟାଣାର ଏକ ପଦଯାତ୍ରାରେ ସାମିଲ ହୋଇ ଏହି ଟିପ୍ପଣୀ ଦେଲେ ଅମିତ ଶାହା
    ଦେଶ-ଦେଶାନ୍ତର

    ହରିୟାଣାର ଏକ ପଦଯାତ୍ରାରେ ସାମିଲ ହୋଇ ଏହି ଟିପ୍ପଣୀ ଦେଲେ ଅମିତ ଶାହା

    13678
    Nov 06, 2026
  • ଭାରତୀୟ ସେୟାର ବଜାରରେ ଉତ୍ସାହ, ସେନସେକ୍ସ ୧୬୦୦ ପଏଣ୍ଟ ଉପରକୁ ଉଠିଲା
    ଦେଶ-ଦେଶାନ୍ତର

    ଭାରତୀୟ ସେୟାର ବଜାରରେ ଉତ୍ସାହ, ସେନସେକ୍ସ ୧୬୦୦ ପଏଣ୍ଟ ଉପରକୁ ଉଠିଲା

    14042
    Nov 05, 2026
  • ବିଜେପିକୁ ଏମିତି କହି ସମାଲୋଚନା କଲେ ରାହୁଲ
    ଦେଶ-ଦେଶାନ୍ତର

    ବିଜେପିକୁ ଏମିତି କହି ସମାଲୋଚନା କଲେ ରାହୁଲ

    15590
    Nov 06, 2026
  • ଏହି ଚାରି ଦେଶର ପଣ୍ୟବାହୀ ଜାହାଜକୁ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ କରିବାକୁ ନେଇ ...
    ଦେଶ-ଦେଶାନ୍ତର

    ଏହି ଚାରି ଦେଶର ପଣ୍ୟବାହୀ ଜାହାଜକୁ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ କରିବାକୁ ନେଇ ...

    14203
    Nov 05, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    13671
    Nov 07, 2026
  • ବାଣିଜ୍ୟ

    ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା

    15166
    Nov 06, 2026
  • ଦେଶ-ଦେଶାନ୍ତର

    ବର୍ଷକ ମଧ୍ୟରେ ଚିନି ଦର ୧୨ରୁ ୧୩ ଟଙ୍କା ବୃଦ୍ଧି

    14721
    Nov 05, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17256
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17957
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17899
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18319
    Sep 06, 2023

ବିଶେଷ

  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    13671
    Nov 07, 2026
  • ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ ଏହି ସ୍ୱତନ୍ତ୍ର ଖାଦ୍ୟ

    14030
    Nov 05, 2026
  • କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ

    14879
    Nov 01, 2026
  • ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....

    15858
    Oct 30, 2026
  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    15038
    Oct 27, 2026

ବାଣିଜ୍ୟ

ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା

ସିଡନୀ :  ସିଡନୀରେ ୪୦୦ରୁ ଅଧିକ ଓଡ଼ିଆ ସମ୍ପ୍ରଦାୟର ସଦସ୍ୟ ଏକତ୍ରିତ ହୋଇ ଦଶହରାକୁ ସ୍ୱାଗତ କରିଥିଲେ ଏବଂ ଫୁଲ ବଉଳ ବେଣୀ ପାଳନ କରିଥିଲେ। ଏହା ଓରିଓଜ୍ ର ଦ୍ୱିବାର୍ଷିକ ସାଂସ୍କୃତିକ ଉତ୍ସବ, ଯାହା ଭବିଷ୍ୟତ ପ ...

  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ବୃଦ୍ଧି

    14061
    Nov 04, 2026
  • ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ଏକ ବ୍ୟାପକ ମଞ୍ଚ ସୃଷ୍ଟି କରିଛି

    14139
    Nov 03, 2026
  • ୨୦ ପ୍ରତିଶତ ଶସ୍ତା ହେଲା ସୁନା

    14417
    Nov 01, 2026
  • ଲାଞ୍ଜିଗଡ଼ ସ୍ଥିତ ଭିଏଏମ୍ଏଲ୍ ଦକ୍ଷତା କେନ୍ଦ୍ରର ସଦ୍ୟତମ ବ୍ୟାଚ୍ ଅଗ୍ରଣୀ କମ୍ପାନୀଗୁଡ଼ିକରେ ନିଯୁକ୍ତି ସୁନିଶ୍ଚିତ କରିଛି

    15861
    Oct 31, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    13671
    Nov 07, 2026
  • ବିଜେପିକୁ ଏମିତି କହି ସମାଲୋଚନା କଲେ ରାହୁଲ

    15590
    Nov 06, 2026
  • ନୃଶଂସ ସାଜିଲା କ୍ୟାବ ଡ୍ରାଇଭର: ନିଜ ପତ୍ନୀ ସହ ପରିବାରର 7 ଜଣଙ୍କୁ ଶିଳପୁଆରେ ଛେଚି କଲା ହତ୍ୟା

    14745
    Nov 06, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In