Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, November 04, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ...

  • ଟ୍ରେନ୍‌କୁ ଉଡାଇବାକୁ ଶ୍ରୀଗଙ୍ଗାନଗର ରେଳ ...

  • ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ...

  • ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କୁ ...

  • ୟୁକ୍ରେନର ସହାୟତା ବଣ୍ଟନ କେନ୍ଦ୍ର ଏବଂ ...

  • ନେପାଳର ଏଭରେଷ୍ଟ ବେସ୍ କ୍ୟାମ୍ପରେ ...

  • ହେଲମେଟ ବ୍ୟବହାର ନ କରିବା ଅଭିଯୋଗରେ ଅଟୋ ...

  • ନୋରାଙ୍କୁ ପୁଣି ସମନ ଜାରି

  • ସିଙ୍ଗଲ୍ ଙ୍କ ପାଇଁ ଫିନଲାଣ୍ଡ ଆଣିଛି ...

  • ଏଭରେଷ୍ଟ ବେସ୍ କ୍ୟାମ୍ପରେ ୨ ହେଲିକପ୍ଟର ...

ବିଶେଷ
Home ›› ବିଶେଷ ››ଚର୍ବି ହ୍ରାସ କରେ ଭୃସଙ୍ଗ ପତ୍ର

ଚର୍ବି ହ୍ରାସ କରେ ଭୃସଙ୍ଗ ପତ୍ର

2022-12-18 04:41:38
15484
Share:
Facebook
Twitter
E-Mail
WhatsApp
Telegram
ଚର୍ବି ହ୍ରାସ କରେ ଭୃସଙ୍ଗ ପତ୍ର

ଭାରତୀୟ ରୋଷେଇରେ ଭୃସଙ୍ଗ ପତ୍ର ବହୁଳ ଭାବରେ ବ୍ୟବହୃତ ହୁଏ। ଭୃସଙ୍ଗ ପତ୍ରରେ କୌଣସି ଖାଦ୍ୟର ସ୍ୱାଦକୁ ଉନ୍ନତ କରାଯାଇପାରେ। ଏହି ଗଛକୁ ପ୍ରାୟତଃ ଲୋକ ନିଜ ଘରେ ଲଗାଇଥାନ୍ତି। ଫସଫରସ୍, କ୍ୟାଲସିୟମ୍, ଆଇରନ୍, କପର୍, ଭିଟାମିନ୍ ଏବଂ ମ୍ୟାଗ୍ନେସିୟମ୍ ପରି ନ୍ୟୁଟ୍ରିଏଣ୍ଟ୍ସ ଭୃସଙ୍ଗ ପତ୍ରରେ ମିଳିଥାଏ, ଯାହା ଶରୀରକୁ ଅନେକ ଉପାୟରେ ଲାଭ ଦେଇଥାଏ। ପ୍ରତିଦିନ ସକାଳେ ୩ ରୁ ୪ ଟି ଭୃସଙ୍ଗ ପତ୍ର ଚୋବାଇଲେ ଏହା କିପରି ଲାଭଦାୟକ ହେବ ଆସନ୍ତୁ ଜାଣିବା।

ଦୃଷ୍ଟି ଶକ୍ତି ବଢାଇଥାଏ : ଭୃସଙ୍ଗ ପତ୍ର ଖାଇବା ଦ୍ୱାରା, ଅନ୍ଧାରକଣା କିମ୍ବା ଆଖି ସହିତ ଜଡିତ ଅନ୍ୟାନ୍ୟ ରୋଗ ହେବାର ଆଶଙ୍କା ଦୂର ହୋଇଥାଏ। କାରଣ ଏଥିରେ ଆବଶ୍ୟକୀୟ ପୁଷ୍ଟିକର ଭିଟାମିନ୍ ଏ ମିଳିଥାଏ ଯାହା ଦୃଷ୍ଟି ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ।

ମଧୁମେହ ରୋଗୀଙ୍କ ପାଇଁ ଲାଭ ଦାୟକ : ମଧୁମେହ ରୋଗୀଙ୍କୁ ପ୍ରାୟତଃ ଭୃସଙ୍ଗ ପତ୍ର ଚୋବାଇବାକୁ ପରାମର୍ଶ ଦିଆଯାଏ। କାରଣ ଏଥିରେ ହାଇପୋଗ୍ଲାଇସେମିକ୍ ଗୁଣ ରହିଥାଏ ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ।

ହଜମ ପ୍ରକ୍ରିୟାରେ ଉନ୍ନତି : ଭୃସଙ୍ଗ ପତ୍ରକୁ ପ୍ରତିଦିନ ସକାଳେ ଖାଲି ପେଟରେ ଚୋବାଇବା ଉଚିତ୍। କାରଣ ଏହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ ଏବଂ କୋଷ୍ଠକାଠିନ୍ୟ, ଅମ୍ଳତା, ପେଟ ଫୁଲିବା ଭଳି ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ।

ଇନ୍‌ଫେକ୍ସନ୍‌ରୁ ମୁକ୍ତି : ଭୃସଙ୍ଗ ପତ୍ରରେ ଆଣ୍ଟିଫଙ୍ଗାଲ୍ ଏବଂ ଆଣ୍ଟିବାୟୋଟିକ୍ ଗୁଣ ମିଳିଥାଏ, ଯାହା ଅନେକ ପ୍ରକାରର ସଂକ୍ରମଣକୁ ରୋକିଥାଏ ଏବଂ ରୋଗ ହେବାର ଆଶଙ୍କା ଦୂର କରିଥାଏ।

ଓଜନ କମ୍ ହୋଇଥାଏ :  ଭୃସଙ୍ଗ ପତ୍ର ଓଜନ କମାଇବା ଏବଂ ପେଟର ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ । କାରଣ ଏଥିରେ ଇଥିଲ ଏସିଟେଟ, ମହାନିମ୍ବାଇନ୍ ଏବଂ ଡିକ୍ଲୋରୋମେଟେନ୍ ଭଳି ପୋଷକ ତତ୍ତ୍ୱ ରହିଥାଏ।

Powered by Froala Editor

Tags Health tips

Related articles Odisha News Lens 4.1

  • ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କୁ ପୁଣି ଥରେ ସମନ୍
    ଦେଶ-ଦେଶାନ୍ତର

    ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କୁ ପୁଣି ଥରେ ସମନ୍

    15227
    Nov 03, 2026
  •  ୟୁକ୍ରେନର ସହାୟତା ବଣ୍ଟନ କେନ୍ଦ୍ର ଏବଂ ଆଶ୍ରୟସ୍ଥଳ ଉପରେ ବୋମା ଆକ୍ରମଣ କଲା ରୁଷ୍, ୨୬ ...
    ଦେଶ-ଦେଶାନ୍ତର

    ୟୁକ୍ରେନର ସହାୟତା ବଣ୍ଟନ କେନ୍ଦ୍ର ଏବଂ ଆଶ୍ରୟସ୍ଥଳ ଉପରେ ବୋମା ଆକ୍ରମଣ କଲା ରୁଷ୍, ୨୬ ...

    13729
    Nov 03, 2026
  • ସିଙ୍ଗଲ୍ ଙ୍କ ପାଇଁ ଫିନଲାଣ୍ଡ ଆଣିଛି ଆକର୍ଷଣୀୟ ଅଫର
    ଦେଶ-ଦେଶାନ୍ତର

    ସିଙ୍ଗଲ୍ ଙ୍କ ପାଇଁ ଫିନଲାଣ୍ଡ ଆଣିଛି ଆକର୍ଷଣୀୟ ଅଫର

    14978
    Nov 03, 2026
  • ଏଭରେଷ୍ଟ ବେସ୍ କ୍ୟାମ୍ପରେ ୨ ହେଲିକପ୍ଟର ଧକ୍କା, ପର୍ଯ୍ୟଟକଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ଏଭରେଷ୍ଟ ବେସ୍ କ୍ୟାମ୍ପରେ ୨ ହେଲିକପ୍ଟର ଧକ୍କା, ପର୍ଯ୍ୟଟକଙ୍କ ମୃତ୍ୟୁ

    13621
    Nov 03, 2026
  • ହେଲମେଟ ବ୍ୟବହାର ନ କରିବା ଅଭିଯୋଗରେ ଅଟୋ ଚାଳକଙ୍କୁ ଫାଇନ୍‌
    ଜିଲ୍ଲା ପରିକ୍ରମା

    ହେଲମେଟ ବ୍ୟବହାର ନ କରିବା ଅଭିଯୋଗରେ ଅଟୋ ଚାଳକଙ୍କୁ ଫାଇନ୍‌

    15401
    Nov 03, 2026
  • ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ...
    ବାଣିଜ୍ୟ

    ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ...

    13726
    Nov 03, 2026
  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ  ବୃଦ୍ଧି
    ବାଣିଜ୍ୟ

    ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ବୃଦ୍ଧି

    13630
    Nov 04, 2026
  • ଟ୍ରେନ୍‌କୁ ଉଡାଇବାକୁ ଶ୍ରୀଗଙ୍ଗାନଗର ରେଳ ଧାରଣାରେ ଭୟଙ୍କର ବିସ୍ଫୋରଣ
    ଦେଶ-ଦେଶାନ୍ତର

    ଟ୍ରେନ୍‌କୁ ଉଡାଇବାକୁ ଶ୍ରୀଗଙ୍ଗାନଗର ରେଳ ଧାରଣାରେ ଭୟଙ୍କର ବିସ୍ଫୋରଣ

    14946
    Nov 04, 2026
  • ନେପାଳର ଏଭରେଷ୍ଟ ବେସ୍ କ୍ୟାମ୍ପରେ ଭୟଙ୍କର ଦୁର୍ଘଟଣା, ଜଣେ ମୃତ
    ଦେଶ-ଦେଶାନ୍ତର

    ନେପାଳର ଏଭରେଷ୍ଟ ବେସ୍ କ୍ୟାମ୍ପରେ ଭୟଙ୍କର ଦୁର୍ଘଟଣା, ଜଣେ ମୃତ

    15362
    Nov 03, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଟ୍ରେନ୍‌କୁ ଉଡାଇବାକୁ ଶ୍ରୀଗଙ୍ଗାନଗର ରେଳ ଧାରଣାରେ ଭୟଙ୍କର ବିସ୍ଫୋରଣ

    14946
    Nov 04, 2026
  • ମନୋରଞ୍ଜନ

    ନୋରାଙ୍କୁ ପୁଣି ସମନ ଜାରି

    14274
    Nov 03, 2026
  • ବାଣିଜ୍ୟ

    ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ବୃଦ୍ଧି

    13630
    Nov 04, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17246
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17945
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17889
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18310
    Sep 06, 2023

ବିଶେଷ

  • କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ

    14800
    Nov 01, 2026
  • ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....

    15783
    Oct 30, 2026
  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    14956
    Oct 27, 2026
  • ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ

    16154
    Oct 26, 2026
  • ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ

    15079
    Oct 25, 2026

ବାଣିଜ୍ୟ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ବୃଦ୍ଧି

ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ହୋଇଛି ଜବରଦସ୍ତ ବୃଦ୍ଧି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ଉଛାଳ ଯୋଗୁଁ ମାତ୍ର ଗୋଟିଏ ଦିନରେ ମୁକେଶ ଅମ୍ବାନୀଙ୍କୁ ପ୍ରାୟ ୭୯,୭୦୦ କୋଟି ଟଙ୍କାର ଲାଭ ହୋଇଛି। ସୋମବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ଜୋରଦାର କ୍ରୟ ଦେଖିବାକୁ ମିଳିଥିଲା। କମ୍ପାନୀର ସେୟାର ପ୍ରାୟ ୧୨ ପ ...

  • ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ଏକ ବ୍ୟାପକ ମଞ୍ଚ ସୃଷ୍ଟି କରିଛି

    13726
    Nov 03, 2026
  • ୨୦ ପ୍ରତିଶତ ଶସ୍ତା ହେଲା ସୁନା

    14395
    Nov 01, 2026
  • ଲାଞ୍ଜିଗଡ଼ ସ୍ଥିତ ଭିଏଏମ୍ଏଲ୍ ଦକ୍ଷତା କେନ୍ଦ୍ରର ସଦ୍ୟତମ ବ୍ୟାଚ୍ ଅଗ୍ରଣୀ କମ୍ପାନୀଗୁଡ଼ିକରେ ନିଯୁକ୍ତି ସୁନିଶ୍ଚିତ କରିଛି

    15851
    Oct 31, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ‘ଧନତେରସ୍ ଧନବର୍ଷା’ ଉନ୍ମୋଚିତ, ସମଗ୍ର କଲେକ୍ସନସ୍ ଉପରେ ଉତ୍ସବ ଅଫର ବର୍ଷା

    14103
    Oct 31, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନୋରାଙ୍କୁ ପୁଣି ସମନ ଜାରି

    14274
    Nov 03, 2026
  • ଟ୍ରେନ୍‌କୁ ଉଡାଇବାକୁ ଶ୍ରୀଗଙ୍ଗାନଗର ରେଳ ଧାରଣାରେ ଭୟଙ୍କର ବିସ୍ଫୋରଣ

    14946
    Nov 04, 2026
  • ୟୁକ୍ରେନର ସହାୟତା ବଣ୍ଟନ କେନ୍ଦ୍ର ଏବଂ ଆଶ୍ରୟସ୍ଥଳ ଉପରେ ବୋମା ଆକ୍ରମଣ କଲା ରୁଷ୍, ୨୬ ମୃତ

    13729
    Nov 03, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In