Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, August 19, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସିଜରିଆନ୍ ପରେ ମହିଳାଙ୍କ ପେଟରେ ...

  • ଏହି ଆପ୍ ଦେବ ସବୁଠୁ ଶସ୍ତା, ଉତ୍ତମ ...

  • ୫ ବର୍ଷର ପୁଅ ସହ ବାପାର ସନ୍ଦେହଜନକ ମୃତ୍ୟୁ

  • ୧୬ ବର୍ଷ ବୟସରେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ

  • ଜଜ୍ ଙ୍କ ରେକର୍ଡ, ୯ ମାମଲାରେ ୨୨ ଦୋଷୀଙ୍କୁ ...

  • ଗୁପ୍ତାଙ୍ଗ ବିକ୍ରି ଡିଲ୍ : ରିଲ୍ସ ଦେଖି ...

  • ହଜ ଯାତ୍ରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ...

  • ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ...

  • ଏହା କଲେ ହେବ ନାହିଁ ଗ୍ୟାସ୍

  • ସ୍ବେରେଜ ଖୋଳିବା ସମୟରେ ୯୮ କୋଟି ଟଙ୍କାର ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ମହଙ୍ଗା ମାଡରୁ ମିଳିବ ଆଶ୍ବସ୍ତି, ଖାଇବା ତେଲ ହୋଇପାରେ ଶସ୍ତା

ମହଙ୍ଗା ମାଡରୁ ମିଳିବ ଆଶ୍ବସ୍ତି, ଖାଇବା ତେଲ ହୋଇପାରେ ଶସ୍ତା

2022-10-04 07:36:59
14389
Share:
Facebook
Twitter
E-Mail
WhatsApp
Telegram
ମହଙ୍ଗା ମାଡରୁ ମିଳିବ ଆଶ୍ବସ୍ତି, ଖାଇବା ତେଲ ହୋଇପାରେ ଶସ୍ତା

ନୂଆଦିଲ୍ଲୀ: ମହଙ୍ଗା ମାଡରୁ ଖାଉଟିଙ୍କୁ ମିଳିବ ଆଶ୍ବସ୍ତି । ଦେଶରେ ଶସ୍ତା ହୋଇପାରେ ଖାଇବା ତେଲ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତି ଅନୁଯାୟୀ, ଗତ ସେପ୍ଟେମ୍ବରରେ ଦେଶରେ ଖାଇବା ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦର ହ୍ରାସ ପାଇଛି । ଚଳିତ ବର୍ଷ ତୁଳନାରେ ଗତବର୍ଷ ସମାନ ଅବଧିରେ ଏହି ଦର ଅଧିକ ରହିଥିଲା ।

ସେହିପରି ଗତ ଦୁଇ ମାସରେ ଅନ୍ତର୍ଜାତୀୟ ବଜାରରେ ବିଭିନ୍ନ ଖାଇବା ତେଲ ମୂଲ୍ୟରେ ଟନ୍‌ ପିଛା ପ୍ରାୟ ୪୦୦ରୁ ୫୦୦ ଡଲାର ହ୍ରାସ ହୋଇଛି । ଏହି ଦୃଷ୍ଟିରୁ ଆଗାମୀ ଦିନରେ ଭାରତୀୟ ବଜାରରେ ଖାଇବା ତେଲ ମୂଲ୍ୟ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି । ପୂର୍ବ ବର୍ଷ ଗୁଡିକରେ, ସାଧାରଣତଃ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ପାର୍ବଣ ଋତୁ ସମୟରେ ଖାଇବା ତେଲ ମୂଲ୍ୟରେ ବୃଦ୍ଧି ପାଇଥାଏ ।୨୦୨୦ ବର୍ଷରେ ଖାଇବା ତେଲ ମୂଲ୍ୟ ୭ରୁ୧୦ ପ୍ରତିଶତ ବୃଦ୍ଧି ପାଇଥିଲା । ୨୦୧୯ରେ ଏହି ବୃଦ୍ଧି ୩ରୁ ୮ ପ୍ରତିଶତ ମଧ୍ୟରେ ରହିଥିଲା । କିନ୍ତୁ ଚଳିତ ବର୍ଷ ବିପରୀତ ଧାରା ଦେଖିବାକୁ ମିଳୁଛି । ୨୦୨୨ ଅଗଷ୍ଟରେ ଘରୋଇ ବଜାରରେ ଖାଇବା ତେଲ ମୂଲ୍ୟ ୨ରୁ ୯ ପ୍ରତିଶତ ହାରରେ ହ୍ରାସ ପାଇଥିବା ଦେଖାଯାଇଛି । ସେହିପରି ପୂର୍ବ ବର୍ଷ ତୁଳନାରେ ଗତ ସେପ୍ଟେମ୍ବରରେ ମଧ୍ୟ ଦାମ୍ କମ୍ ରହିଛି ।

ବିଗତ ଦୁଇ ମାସରେ ଘରୋଇ ବଜାରରେ ଗୋଟିଏ ଲିଟର ରିଫାଇନ ସନଫ୍ଲାୱାର ଅଏଲ୍ପ୍ୟା କେଟ ମୂଲ୍ୟ ୧୮୭ ଟଙ୍କାରୁ ୧୬୮ ଟଙ୍କାକୁ ହ୍ରାସ ପାଇଛି । ସେହିପରି ୧ ଲିଟର ରିଫାଇନ ସୋୟାବିନ ଅଏଲ୍ ପ୍ୟାକେଟ ମୂଲ୍ୟ ୧୫୮ ଟଙ୍କାରୁ କମି ୧୫୦ ଟଙ୍କା ହୋଇଯାଇଛି ।ଆରବିଡି ପାମୋଲିନର ୧ ଲିଟର ପ୍ୟାକେଟ ଦାମ୍ ୧୩୮ ଟଙ୍କାରୁ ୧୨୧ ଟଙ୍କାରେ ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରରେ ଖାଇବା ତେଲ ଦର ହ୍ରାସ ଏବଂ ଦାମ୍ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ଏହାର ଆମଦାନୀ ଶୁଳ୍କ ହ୍ରାସ କରିବା ଯୋଗୁଁ ବଜାରରେ ଦର ମଧ୍ୟ ହ୍ରାସ ପାଇଛି ।

Powered by Froala Editor

Tags Oil

Related articles Odisha News Lens 4.1

  • ହଜ ଯାତ୍ରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ଉଲ୍ଲଂଘନ କଲେ ମିଳିବ ଏହି ଦଣ୍ଡ
    ଦେଶ-ଦେଶାନ୍ତର

    ହଜ ଯାତ୍ରୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ଉଲ୍ଲଂଘନ କଲେ ମିଳିବ ଏହି ଦଣ୍ଡ

    15076
    Aug 18, 2026
  • ୫ ବର୍ଷର ପୁଅ ସହ ବାପାର ସନ୍ଦେହଜନକ ମୃତ୍ୟୁ
    ଦେଶ-ଦେଶାନ୍ତର

    ୫ ବର୍ଷର ପୁଅ ସହ ବାପାର ସନ୍ଦେହଜନକ ମୃତ୍ୟୁ

    14565
    Aug 18, 2026
  • ସ୍ବେରେଜ ଖୋଳିବା ସମୟରେ ୯୮ କୋଟି ଟଙ୍କାର ସମ୍ପତ୍ତି ପାଇଲେ ୧୮ ବର୍ଷୀୟ ଶ୍ରମିକ
    ଦେଶ-ଦେଶାନ୍ତର

    ସ୍ବେରେଜ ଖୋଳିବା ସମୟରେ ୯୮ କୋଟି ଟଙ୍କାର ସମ୍ପତ୍ତି ପାଇଲେ ୧୮ ବର୍ଷୀୟ ଶ୍ରମିକ

    14537
    Aug 17, 2026
  • ଜଜ୍ ଙ୍କ ରେକର୍ଡ, ୯ ମାମଲାରେ ୨୨ ଦୋଷୀଙ୍କୁ ମୃତ୍ୟୁଦଣ୍ଡ
    ଦେଶ-ଦେଶାନ୍ତର

    ଜଜ୍ ଙ୍କ ରେକର୍ଡ, ୯ ମାମଲାରେ ୨୨ ଦୋଷୀଙ୍କୁ ମୃତ୍ୟୁଦଣ୍ଡ

    14996
    Aug 18, 2026
  • ଏହି ଆପ୍ ଦେବ ସବୁଠୁ ଶସ୍ତା, ଉତ୍ତମ ଗୁଣବତ୍ତାଯୁକ୍ତ ଔଷଧ
    ଦେଶ-ଦେଶାନ୍ତର

    ଏହି ଆପ୍ ଦେବ ସବୁଠୁ ଶସ୍ତା, ଉତ୍ତମ ଗୁଣବତ୍ତାଯୁକ୍ତ ଔଷଧ

    15173
    Aug 19, 2026
  • ଗୁପ୍ତାଙ୍ଗ ବିକ୍ରି ଡିଲ୍ : ରିଲ୍ସ ଦେଖି କିଶୋରଙ୍କୁ ମାରିଦେଲେ
    ଅପରାଧ

    ଗୁପ୍ତାଙ୍ଗ ବିକ୍ରି ଡିଲ୍ : ରିଲ୍ସ ଦେଖି କିଶୋରଙ୍କୁ ମାରିଦେଲେ

    14871
    Aug 18, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍
    ବିଶେଷ

    ଏହା କଲେ ହେବ ନାହିଁ ଗ୍ୟାସ୍

    15738
    Aug 17, 2026
  • ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ମିଶାଇଲ ଆକ୍ରମଣରେ ୨ ମୃତ
    ଦେଶ-ଦେଶାନ୍ତର

    ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ମିଶାଇଲ ଆକ୍ରମଣରେ ୨ ମୃତ

    13653
    Aug 18, 2026
  • ସିଜରିଆନ୍ ପରେ ମହିଳାଙ୍କ ପେଟରେ ଛାଡିଦେଲେ ଗ୍ଲୋଭ୍ସ ଓ ନାପକିନ୍
    ଦେଶ-ଦେଶାନ୍ତର

    ସିଜରିଆନ୍ ପରେ ମହିଳାଙ୍କ ପେଟରେ ଛାଡିଦେଲେ ଗ୍ଲୋଭ୍ସ ଓ ନାପକିନ୍

    15078
    Aug 19, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ମିଶାଇଲ ଆକ୍ରମଣରେ ୨ ମୃତ

    13653
    Aug 18, 2026
  • ଦେଶ-ଦେଶାନ୍ତର

    ଜଜ୍ ଙ୍କ ରେକର୍ଡ, ୯ ମାମଲାରେ ୨୨ ଦୋଷୀଙ୍କୁ ମୃତ୍ୟୁଦଣ୍ଡ

    14996
    Aug 18, 2026
  • ଦେଶ-ଦେଶାନ୍ତର

    ସ୍ବେରେଜ ଖୋଳିବା ସମୟରେ ୯୮ କୋଟି ଟଙ୍କାର ସମ୍ପତ୍ତି ପାଇଲେ ୧୮ ବର୍ଷୀୟ ଶ୍ରମିକ

    14537
    Aug 17, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17038
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17657
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17707
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18107
    Sep 06, 2023

ବିଶେଷ

  • ଏହା କଲେ ହେବ ନାହିଁ ଗ୍ୟାସ୍

    15738
    Aug 17, 2026
  • ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ଅଭ୍ୟାସ

    13826
    Aug 16, 2026
  • ରୋଗର ପ୍ରଥମ ସଙ୍କେତ ଦିଏ ଓଠର ରଙ୍ଗ

    14864
    Aug 13, 2026
  • ଝିଅମାନେ କାହିଁକି ଲୁଚାନ୍ତି ତାଙ୍କ ପାଖରେ ଥିବା ଏହି ଗୁଣ ଜାଣନ୍ତୁ....

    14636
    Aug 10, 2026
  • ଏହି ଉପାୟ ଆପଣାଇଲେ ଘର ଖାଦ୍ୟ ଖାଇବେ ପିଲା

    14475
    Aug 07, 2026

ବାଣିଜ୍ୟ

ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

ପୁରୀ ରଥ ଯାତ୍ରାରେ ଏହାର ‘ଆୟୋଡିନ କା ତିଲକ୍‌’ ପ୍ରୟାସ ପରେ ଏହି ବ୍ରାଣ୍ଡ୍‌ ପିଲାମାନଙ୍କ ନିମନ୍ତେ ଆୟୋଡିନ ପୋଷଣ ଯୋଗାଇବାକୁ ଚିଲ୍‌ଡ୍ରେନ୍ସ ଫାଉଣ୍ଡେସନଗୁଡିକ ସହିତ ସହଭାଗୀତା କରି ...

  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14248
    Aug 12, 2026
  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

    14375
    Aug 09, 2026
  • ବେଦାନ୍ତ ଆଲୁମିନିୟର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିରେ ୪୦୦ରୁ ଉର୍ଦ୍ଧ କୃଷକଙ୍କୁ ନିରାପଦ ଏବଂ ଦୀର୍ଘସ୍ଥାୟୀ କୃଷି ପଦ୍ଧତି ଉପରେ ତାଲିମ ପ୍ରଦାନ କରିଛି

    15272
    Aug 09, 2026
  • ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ପାର୍ବଣ କାଳୀନ ନବସୃଜନ ଉନ୍ମୋଚନ କଲା

    14647
    Aug 07, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୫ ବର୍ଷର ପୁଅ ସହ ବାପାର ସନ୍ଦେହଜନକ ମୃତ୍ୟୁ

    14565
    Aug 18, 2026
  • ୧୬ ବର୍ଷ ବୟସରେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ

    14847
    Aug 18, 2026
  • ଏହି ଆପ୍ ଦେବ ସବୁଠୁ ଶସ୍ତା, ଉତ୍ତମ ଗୁଣବତ୍ତାଯୁକ୍ତ ଔଷଧ

    15173
    Aug 19, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In